ସମ୍ବିଧାନ ପୀଠର ନିର୍ଦ୍ଦେଶ କାର୍ଯ୍ୟକାରୀ ହେଉନି: ଆପ୍‌ ସରକାର

0 9

ନୂଆଦିଲ୍ଲୀ : ଦିଲ୍ଲୀ ସରକାରରେ ଏବେ ବି ଅଚଳାବସ୍ଥା ଲାଗି ରହିଛି । ସରକାର ଏବଂ ଉପରାଜ୍ୟପାଳଙ୍କ କ୍ଷମତା ବାବଦରେ ୫ ଜଣିଆ ସମ୍ବିଧାନ ପୀଠର ରାୟ ମଧ୍ୟ କାର୍ଯ୍ୟକାରୀ ହେଉନାହିଁ ବୋଲି ଆପ୍‌ ସରକାର ଆଜି ସୁପ୍ରିମ୍‌ କୋର୍ଟଙ୍କୁ ଅବଗତ କରାଇଛନ୍ତି। ଅଫିସରଙ୍କ ବଦଳି ଓ ନିଯୁକ୍ତି ଅଧିକାର ସରକାରଙ୍କ ପାଖରେ ନଥିବାରୁ କୌଣସି କାର୍ଯ୍ୟ ହୋଇପାରୁ ନାହିଁ ବୋଲି ଦିଲ୍ଲୀ ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପି. ଚିଦମ୍ବରମ ଅଦାଲତଙ୍କୁ ଜଣାଇଛନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.