Latest Posts
ରାଜ୍ୟ
୨୪ ଘଣ୍ଟାରେ ଲଘୁଚାପ, ୨୩ରେ ବାତ୍ୟା ସମ୍ଭାବନା
୨୩ ତାରିଖ ସୁଦ୍ଧା ବାତ୍ୟା ସମ୍ଭାବନା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏନେଇ ସତର୍କ ସୂଚନା ଜାରି ହୋଇଛି। ତେବେ ଏହା ବଡ଼ ଧରଣର ହେବ କି ନା ସେନେଇ କୌଣସି ସୂଚନା ଦିଆଯାଇନାହିଁ।
ଜିଲ୍ଲା
ବାର୍ହା ଆକ୍ରମଣରେ ୩ ଆହତ, ଜଣେ ଗୁରୁତର
ବ୍ରହ୍ମଗିରି ଥାନା ଡାହାଣୀଗଡିଆ ଗାଁରେ ଗୁରୁବାର ୨ଟି ବାର୍ହା ହଠାତ୍ ଗାଁ ଭିତରେ ପଶି ୪ ଜଣକୁ ଆକ୍ରମଣ କରିଛନ୍ତି। ଆକ୍ରମଣରେ ଜଣେ ଗୁରତର ହୋଇ ପୁରୀ ସଦର ଡାକ୍ତର ଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି...
ଖେଳ
୮ ୱିକେଟରେ ହାରିଲା ଭାରତ: ଡବ୍ଲୁଟିସି ଫାଇନାଲ ପାଇଁ ସମସ୍ୟା ବଢ଼ିଲା
ଭାରତ ବନାମ ନ୍ୟୁଜିଲ୍ୟାଣ୍ଡ ବେଙ୍ଗାଲୁରୁ ଟେଷ୍ଟରେ ନ୍ୟୁଜିଲ୍ୟାଣ୍ଡ କ୍ରିକେଟ୍ ଦଳ ୮ ୱିକେଟ୍ରେ ଟିମ୍ ଇଣ୍ଡିଆକୁ ପରାସ୍ତ କରିଛି। ଏହି ମ୍ୟାଚ୍ରେ ହାରିଯିବା ପରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲରେ ପହଞ୍ଚିବା ପାଇଁ ଟିମ୍ ଇଣ୍ଡିଆର ରାସ୍ତା ଟିକେ କଷ୍ଟସାଧ୍ୟ ହୋଇପଡିଛି...
ରାଜନୀତି
ୟୁସିସି ବିଜ୍ଞପ୍ତିର ୩୦ ଦିନ ମଧ୍ୟରେ ଲିଭ୍-ଇନ୍ ପଞ୍ଜିକରଣ ଜରୁରୀ, ନ ହେଲେ ୩ ବର୍ଷ ଜେଲ୍ ସହିତ ୨୫ ହଜାର ଜରିମାନା
ଉତ୍ତରାଖଣ୍ଡରେ ୟୁନିଫର୍ମ ସିଭିଲ କୋଡ ନିୟମାବଳୀ ବିଜ୍ଞପ୍ତିର ୩୦ଦିନ ମଧ୍ୟରେ ସମସ୍ତ ଲିଭ୍-ଇନ୍ ସମ୍ପର୍କକୁ ପଞ୍ଜିକରଣ କରିବା ବାଧ୍ୟତାମୂଳକ କରାଯିବ। ଏଭଳି ସମ୍ପର୍କରେ ୨୧ ବର୍ଷରୁ କମ୍ ବୟସର ଲୋକଙ୍କ ପିତାମାତାଙ୍କୁ ରାଜ୍ୟ ସରକାର ଅବଗତ କରାଇବେ...
ଅପରାଧ
ସିଆରପିଏଫ ବିଦ୍ୟାଳୟ ନିକଟରେ ବିସ୍ଫୋରଣ
ଦିଲ୍ଲୀର ପ୍ରଶାନ୍ତ ବିହାର ଅଞ୍ଚଳରେ ଅବସ୍ଥିତ ସିଆରପିଏଫ ବିଦ୍ୟାଳୟ ନିକଟରେ ବୋମା ବିସ୍ଫୋରଣ ସମ୍ପର୍କରେ ସୂଚନା ମିଳିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ବେଳେ କିଛି ପାଇ ନାହିଁ। ତଦନ୍ତ ଜାରି ରହିଛି...
ମନୋରଞ୍ଜନ
ରିୟାଲିଟି ସୋ’ ଜିତିଥିବା ଡ୍ୟାନ୍ସ ଟ୍ରୁପଙ୍କ ପୁରସ୍କାର ରାଶି ହଡ଼ପ କରିଛନ୍ତି ରେମୋ !
ମହାରାଷ୍ଟ୍ରର ଥାନାରେ ଲୋକପ୍ରିୟ କୋରିଓଗ୍ରାଫର ରେମୋ ଡି’ସୁଜା ଏବଂ ତାଙ୍କ ପତ୍ନୀ ଲିଜେଲ ଡି’ସୁଜାଙ୍କ ବିରୋଧରେ ଏକ ଏତଲା ରୁଜୁ ହୋଇଛି।ସେ ଏକ ଡ୍ୟାନ୍ସ ଟ୍ରୁପଠାରୁ ୧୧.୯୬ କୋଟି ଟଙ୍କା ଠକିନେଇଥିବାର ଅଭିଯୋଗ ହୋଇଛି।