Latest Posts
ରାଜ୍ୟ
ନାବାଳିକାକୁ ଦୁଷ୍କର୍ମ: ରାସ୍ତାକଡ଼ରୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର
ମୟୂରଭଞ୍ଜ ଜିଲ୍ଲାରେ ଘଟିଛି ଲଜ୍ଜାକର ଘଟଣା। ଜଣେ ନାବାଳିକା ଦୁଷ୍କର୍ମର ଶିକାର ହୋଇଛନ୍ତି। ତାଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରାଯାଇ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
ଜିଲ୍ଲା
ସୁନା ଅଳଙ୍କାର ଲୁଟି ନେଲେ: ସିସିଟିଭିରେ ଦୁର୍ବୃତ୍ତଙ୍କ କାରନାମା କଏଦ୍
ସ୍ଥାନୀୟ ନିମାପଡ଼ା ଥାନା ଅନ୍ତର୍ଗତ ଜଗନ୍ନାଥ ବିହାର ମହିଳା ମହାବିଦ୍ୟାଳୟ ଗଳିରେ ଥିବା ଏକ ଘରୁ ଗୁରୁବାର ଭୋର ସମୟରେ କିଛି ଦୁର୍ବୃତ୍ତ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଓ ନଗଦ ୩୦ ହଜାର ଟଙ୍କା ଚୋରି କରିଥିବା ନେଇ ନିମାପଡ଼ା ଥାନାରେ ଅଭିଯୋଗ ହୋଇଛି...
ଖେଳ
ଏଚ୍ଆଇଏଲ୍ର ଲେଉଟାଣି: ଆକର୍ଷଣରେ ଓଡ଼ିଶା ଦଳ
ସାତ ବର୍ଷର ବ୍ୟବଧାନ ପରେ ଫେରିଥିବା ହକି ଇଣ୍ଡିଆ ଲିଗ୍ (ଏଚ୍ଆଇଏଲ୍)ର ଖେଳାଳି ନିଲାମ ଶେଷ ହୋଇଛି। ଏବେ ଦଳୀୟ ସନ୍ତୁଳନ, ରଣନୀତି ପ୍ରସ୍ତୁତି ଓ ତାଳମେଳ ଉପରେ ଅଧିକାରୀ, ପ୍ରଶିକ୍ଷକ ଓ ବିଶେଷଜ୍ଞଙ୍କ ଧ୍ୟାନ କେନ୍ଦ୍ରୀଭୂତ ହୋଇଛି।
ରାଜନୀତି
୪ ଦେଶର ଦମ୍ରେ ଭାରତକୁ ଟ୍ରୁଡୋଙ୍କ ନାଲିଆଖି
ଭାରତ କାନାଡା ମଧ୍ୟରେ ବାଣିଜ୍ୟ ଯୁଦ୍ଧ ଜାରି ରହିଛି। ଦୁଇ ଦେଶ ମଧ୍ୟରେ ରାଜନୈତିକ ତିକ୍ତତା ଚରମ ସୀମାରେ ପହଞ୍ଚିଛି। କାନାଡା ଭାରତ ବିରୋଧରେ ପ୍ରତିବନ୍ଧକ ଲଗାଇବାକୁ ଧମକ ଦେଇଛି। ପ୍ରଶ୍ନ ଉଠୁଛି କାନାଡା କାହା ଦମ୍ରେ ଭାରତକୁ ନାଲିଆଖି ଦେଖାଇ ଧମକ ଦେବାକୁ ଚେଷ୍ଟା କରୁଛି...
ଅପରାଧ
ନାବାଳିକାକୁ ଦୁଷ୍କର୍ମ: ରାସ୍ତାକଡ଼ରୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର
ମୟୂରଭଞ୍ଜ ଜିଲ୍ଲାରେ ଘଟିଛି ଲଜ୍ଜାକର ଘଟଣା। ଜଣେ ନାବାଳିକା ଦୁଷ୍କର୍ମର ଶିକାର ହୋଇଛନ୍ତି। ତାଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରାଯାଇ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
ମନୋରଞ୍ଜନ
ପାଣିଘେରରେ ସୁପରଷ୍ଟାର ରଜନୀକାନ୍ତଙ୍କ ଘର
ଚେନ୍ନାଇରେ ବର୍ଷା ଲାଗିରହିଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଦକ୍ଷିଣର ସୁପରଷ୍ଟାର ରଜନୀକାନ୍ତଙ୍କର ବିଳାସପୂର୍ଣ୍ଣ ଘର ମଧ୍ୟ ଜଳବନ୍ଦୀରେ ରହିଛି। ବର୍ଷାଜଳ ନିଷ୍କାସନ ପାଇଁ ଉଦ୍ୟମ ଜାରି ରହିଛି।