Advertisment
Latest Posts
Advertisment
ଜିଲ୍ଲା
ଟ୍ରଲିକୁ ଧକ୍କା ଦେଲା ପାସେଞ୍ଜର ଟ୍ରେନ୍: ଜଣେ ମୃତ, ୨ ଆହତ
ରାୟଗଡ଼ା ରେଳବାଇ ଷ୍ଟେସନ ୪ ନମ୍ବର ପ୍ଲାଟଫର୍ମରେ ଗୁରୁବାର ପାସେଞ୍ଜର ଟ୍ରେନ୍ ଏକ ଲାଇଟ ମଟର ଟ୍ରଲିକୁ ଧକ୍କା ଦେବା ଫଳରେ ଜଣେ ଶ୍ରମିକ ମୃତ୍ୟୁବରଣ କରିଥିବା ବେଳେ ୨ ଜଣ ଆହତ ହୋଇଛନ୍ତି...
Gallery
ପଲ୍ଲୀରୁ ଦିଲ୍ଲୀ ଜାରି ରହିବ ଆନ୍ଦୋଳନ: ବିରୋଧୀଙ୍କ ରଣ ହୁଙ୍କାର
ଗୁରୁବାର କଂଗ୍ରେସ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରାର ପ୍ରଭାବ ସାରା ରାଜ୍ୟରେ ଦେଖିବାକୁ ମିଳିଛି। ରାସ୍ତାରେ ରାଜନୈତିକ ଦଳରକର୍ମୀମାନେ ପିକେଟିଂ କରୁଛନ୍ତି। ଫଳରେ ସାଧାରଣ ଜୀବନଯାତ୍ରା ବିପର୍ଯ୍ୟନ୍ତ ହୋଇ ପଡ଼ିଛି...
ବାଣିଜ୍ୟ
ରୁଷ ଉପରେ ଆମେରିକା ପ୍ରତିବନ୍ଧକ ଲଗାଇଲେ ଭାରତ କଣ କରିବ? ଜାଣନ୍ତୁ କଣ କହିଲେ ପୁରୀ
ଆଜି କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି ଯେ ଭାରତ ବିଶ୍ୱ ବଜାରରେ ତୈଳ କିଣିବାର ଉତ୍ସଗୁଡ଼ିକୁ ବିବିଧ କରିଛି, ତେଣୁ ସରକାର ରୁଷର ତୈଳ ରପ୍ତାନି ଉପରେ ଆମେରିକାର କୌଣସି କାର୍ଯ୍ୟାନୁଷ୍ଠାନ ବିଷୟରେ ଚିନ୍ତିତ ନୁହେଁ।
ଅପରାଧ
ଛାତ୍ରୀଙ୍କୁ ମିଛ ପ୍ରତିଶ୍ରୁତି ଦେବା ମହଙ୍ଗା ହେଲା; ବନ୍ଧା ହେଲେ ରସିକିଆ ଅଧ୍ୟାପକ
ବାଲେଶ୍ବର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟରେ ଛାତ୍ରୀ ଆତ୍ମାହୁତି ଓ ମୃତ୍ୟୁ ଘଟଣା ନେଇ ଗତ ୧୨ ତାରିଖ ଠାରୁ ରାଜ୍ୟରେ ଉତ୍ତେଜନା ପରିସ୍ଥିତି ଦେଖାଯାଇଛି। ସମ୍ବଲପୁର ମହିଳା ପୁଲିସ ଜଣେ ଛାତ୍ରୀଙ୍କୁ ନିର୍ଯାତନା ଅଭିଯୋଗରେ ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ଗିରଫ କରିଛି।
ମନୋରଞ୍ଜନ
ମୁମ୍ବାଇରେ ଥିବା ନିଜର ଆପାର୍ଟମେଣ୍ଟ ବିକ୍ରି କଲେ ସଲମାନ
ବଲିଉଡ ଅଭିନେତା ସଲମାନ ଖାନ ମୁମ୍ବାଇରେ ତାଙ୍କର ଏକ ସମ୍ପତ୍ତି ବିକ୍ରି କରିଛନ୍ତି। ସଲମାନଙ୍କ ଏହି ସମ୍ପତ୍ତି ମୁମ୍ବାଇର ବାନ୍ଦ୍ରା ୱେଷ୍ଟରେ ଥିଲା। ସଲମାନଙ୍କ ଏହି ଆପାର୍ଟମେଣ୍ଟର ବିକ୍ରୟ ଏହି ମାସରେ ପଞ୍ଜିକୃତ ହୋଇଛି।
ପୁନଶ୍ଚ ପୃଥିବୀ
‘ପରିବେଶ ସୁରକ୍ଷା ସହ ଜଳବାୟୁ ପରିବର୍ତ୍ତନର ପାଠ ପଢିବେ ଛାତ୍ରଛାତ୍ରୀ’
ସ୍କୁଲ ପାଠ୍ୟକ୍ରମରେ ମିସନ ଲାଇଫକୁ ଯୋଡାଗଲେ ସାରା ଭାରତବର୍ଷରେ ୧୪.୭ ଲକ୍ଷରୁ ଅଧିକ ସ୍କୁଲ ଏବଂ ୩୦ କୋଟିରୁ ଅଧିକ ଛାତ୍ରଛାତ୍ରୀମାନେ ଏହି ଜନଆନ୍ଦୋଳନରେ ଯୋଡ଼ିହେବେ, ଯାହା ପରିବେଶ ପାଇଁ ସୁସ୍ଥ ଜୀବନଶୈଳୀକୁ ବ୍ୟାପକ କରିବାରେ ସାହାଯ୍ୟ କରିବ।