Advertisment
Latest Posts
Advertisment
ରାଜ୍ୟ
ପାକିସ୍ତାନ ସପକ୍ଷରେ ସ୍ଲୋଗାନ: ଭିଡିଓ ଭାଇରାଲ କରି ୨ ଓଡ଼ିଆ ଯୁବକ ଗିରଫ
ଜମ୍ମୁ କଶ୍ମୀରର ଅନନ୍ତନାଗ ଜିଲ୍ଲା ପହଲଗାମରେ ଗତମାସ ୨୨ ତାରିଖରେ ଆତଙ୍କବାଦୀ ଆକ୍ରମଣ ଏବଂ ଭାରତୀୟ ସେନାର ‘ଅପରେସନ୍ ସିନ୍ଦୂର’ ଯେଗୁଁ ପାକିସ୍ତାନ ଓ ପାକ୍ ଅଧିକୃତ କଶ୍ମୀରରେ ଆତଙ୍କବାଦୀ ୯ଟି ଆତଙ୍କବାଦୀ ଶିବିର ଧ୍ବଂସ ହେଲା ପରେ ଉତ୍ତେଜନା ପ୍ରକାଶ ପାଇଛି।
ଜିଲ୍ଲା
ବାରିପଦା ବଜାରରେ ଅଗ୍ନିକାଣ୍ଡ: ୨ ଦୋକାନ ଜଳିଗଲା
ବାରିପଦା ବଜାରରେ ଘଟିଥିବା ଅଗ୍ନିକାଣ୍ଡରେ ଦୁଇଟି ଦୋକାନ ଜଳିଯାଇଛି। ସେଥିମଧ୍ୟରୁ ଗୋଟିଏ ବୈଦ୍ୟୁତିକ ସାମଗ୍ରୀ ଦୋକାନ ଏବଂ ଅନ୍ୟଟି କପଡ଼ା ଦୋକାନ ରହିଛି। ବିଳମ୍ବିତ ରାତିରେ ଦୋକାନଗୁଡ଼ିକ ବନ୍ଦ ଥିବା ସମୟରେ ନିଆଁ ଲାଗିଥିବା କୁହାଯାଉଛି....
ଖେଳ
ଆଇପିଏଲ : ଦିଲ୍ଲୀ କ୍ୟାପିଟାଲ ଆଗରେ ୨୦୭ ରନର ଲକ୍ଷ୍ୟ ରଖିଲା ପଞ୍ଜାବ କିଙ୍ଗସ୍
ଜୟପୁରର ସଓ୍ବାଇ ମାନସିଂ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୫ର ୬୬ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ ଆଗରେ ୨୦୭ ରନର ଲକ୍ଷ୍ୟ ରଖିଛି ପଞ୍ଜାବ କିଙ୍ଗସ୍ ।
ରାଜନୀତି
ଡବଲ ଇଞ୍ଜିନ ଖଟାରା ସରକାର, ବିହାର ପାଇଁ ସମ୍ପୂର୍ଣ୍ଣ ବେକାର: ତେଜସ୍ୱୀଙ୍କ ପୋଷ୍ଟର ୱାର୍
ବିହାର ବିଧାନସଭା ନିର୍ବାଚନକୁ ନେଇ ଉଷ୍ଣ ପରିବେଶରେ, ଆରଜେଡି ନେତା ତେଜସ୍ୱୀ ଯାଦବ ତାଙ୍କ ଅଫିସିଆଲ୍ ଏକ୍ସ ଆକାଉଣ୍ଟରେ ଏକ ପୋଷ୍ଟର ସେୟାର କରିଛନ୍ତି, ଯାହାକୁ ନେଇ ବିହାର ରାଜନୀତି ସରଗରମ ହୋଇଛି...
ଅପରାଧ
ପାକିସ୍ତାନ ସପକ୍ଷରେ ସ୍ଲୋଗାନ: ଭିଡିଓ ଭାଇରାଲ କରି ୨ ଓଡ଼ିଆ ଯୁବକ ଗିରଫ
ଜମ୍ମୁ କଶ୍ମୀରର ଅନନ୍ତନାଗ ଜିଲ୍ଲା ପହଲଗାମରେ ଗତମାସ ୨୨ ତାରିଖରେ ଆତଙ୍କବାଦୀ ଆକ୍ରମଣ ଏବଂ ଭାରତୀୟ ସେନାର ‘ଅପରେସନ୍ ସିନ୍ଦୂର’ ଯେଗୁଁ ପାକିସ୍ତାନ ଓ ପାକ୍ ଅଧିକୃତ କଶ୍ମୀରରେ ଆତଙ୍କବାଦୀ ୯ଟି ଆତଙ୍କବାଦୀ ଶିବିର ଧ୍ବଂସ ହେଲା ପରେ ଉତ୍ତେଜନା ପ୍ରକାଶ ପାଇଛି।
ମନୋରଞ୍ଜନ
ଅନଲାଇନ୍ ବେଟିଂ ଆପ୍ସର ପ୍ରଚାର ନେଇ ସେଲିବ୍ରିଟି-ଖେଳାଳିଙ୍କୁ ସମାଲୋଚନା କଲେ ନେହା
ଭୋଜପୁରୀ ଲୋକ ଗାୟିକା ନେହା ସିଂହ ରାଠୋର ପ୍ରାୟତଃ ତାଙ୍କ ବିବାଦୀୟ ମନ୍ତବ୍ୟ ପାଇଁ ଖବରରେ ଥାଆନ୍ତି। ଏହି ଗାୟିକା ସୋସିଆଲ ମିଡିଆରେ ବହୁତ ସକ୍ରିୟ ଏବଂ ପ୍ରାୟତଃ ସରକାରଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦିଅନ୍ତି...