Advertisment
Latest Posts
Advertisment
ରାଜ୍ୟ
ପୁଣି ଦୁଇ ଦନ୍ତାଙ୍କ ଉତ୍ପାତ: ଘର ଭାଙ୍ଗିଲେ, ଧାନ ଖାଇଲେ
ଦୁଇ ଦନ୍ତାଙ୍କ ପାଇଁ ସାରା ଅଞ୍ଚଳବାସୀ ଚିନ୍ତାରେ ଥିବା ବେଳେ ବିଶେଷ କରି ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଯେତେ ଫସଲ କଲେ କଣ ହେବ ରାତିକ ଭିତରେ ସବୁ ଫସଲ ହାତୀ ନଷ୍ଟ କରି ଦେଉଛି।
ଜିଲ୍ଲା
୫ ହଜାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଆକାଉଣ୍ଟାଣ୍ଟ
ଓଡ଼ିଶା ଭିଜିଲାନ୍ସ କୁଜଙ୍ଗା ବ୍ଲକ ଶିକ୍ଷା କାର୍ଯ୍ୟାଳୟ (ବିଇଓ)ର ଆକାଉଣ୍ଟାଣ୍ଟଙ୍କୁ ଜଣେ ସ୍କୁଲ ଶିକ୍ଷକଙ୍କଠାରୁ ଲାଞ୍ଚ ନେବା ଅଭିଯୋଗରେ ଗିରଫ କରିଛି। ଅଭିଯୁକ୍ତ ତାଙ୍କ କାର୍ଯ୍ୟାଳୟ ଭିତରେ ଅଭିଯୋଗକାରୀଙ୍କଠାରୁ ୫,୦୦୦ ଟଙ୍କା ନେଉଥିବା ବେଳେ ଧରାପଡ଼ିଛନ୍ତି...
ଖେଳ
ରାଜନୀତି
ହସିନାଙ୍କୁ ଫାଶୀ ଦାବିକୁ ନେଇ ବିବାଦ: ବାଂଲାଦେଶ ଟ୍ରିବ୍ୟୁନାଲ୍ ଆଇନଜୀବୀଙ୍କୁ ବହିଷ୍କାର କଲେ
ବାଂଲାଦେଶର ଆନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ ହସିନାଙ୍କ ପାଇଁ ନିଯୁକ୍ତ ଆଇନଜୀବୀ ଅମିନୁଲ ଗନି ଟିଟୁଙ୍କୁ ତାଙ୍କ ବିବାଦୀୟ ଫେସବୁକ୍ ପୋଷ୍ଟ ଯୋଗୁ ପଦରୁ ହଟାଇ ଦେଇଛନ୍ତି। ଟିଟୁ ପୂର୍ବରୁ ହସିନାଙ୍କୁ ପାଇଁ ମୃତ୍ୟୁଦଣ୍ଡ ଦାବି କରିଥିଲେ। ଏବେ ଆମିର ହୁସେନଙ୍କୁ ନୂତନ ନିଯୁକ୍ତ ପାଇଛନ୍ତି...
ଅପରାଧ
୫ ହଜାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଆକାଉଣ୍ଟାଣ୍ଟ
ଓଡ଼ିଶା ଭିଜିଲାନ୍ସ କୁଜଙ୍ଗା ବ୍ଲକ ଶିକ୍ଷା କାର୍ଯ୍ୟାଳୟ (ବିଇଓ)ର ଆକାଉଣ୍ଟାଣ୍ଟଙ୍କୁ ଜଣେ ସ୍କୁଲ ଶିକ୍ଷକଙ୍କଠାରୁ ଲାଞ୍ଚ ନେବା ଅଭିଯୋଗରେ ଗିରଫ କରିଛି। ଅଭିଯୁକ୍ତ ତାଙ୍କ କାର୍ଯ୍ୟାଳୟ ଭିତରେ ଅଭିଯୋଗକାରୀଙ୍କଠାରୁ ୫,୦୦୦ ଟଙ୍କା ନେଉଥିବା ବେଳେ ଧରାପଡ଼ିଛନ୍ତି...
ମନୋରଞ୍ଜନ
ଚଳଚ୍ଚିତ୍ର ‘ଅନନ୍ତା’ ଟ୍ୟାକ୍ସ ଫ୍ରି ହେବା ଆବଶ୍ୟକ: ବିଧାୟକ
ଓଡ଼ିଆ ଚଳଚ୍ଚିତ୍ର ଜଗତର ସୁବର୍ଣ୍ଣ ଯୁଗ ଫେରିଛିl ଓଡ଼ିଆ ଚଳଚ୍ଚିତ୍ର ଦେଖିବା ପାଇଁ ଯୁବପିଢ଼ିଙ୍କର ଲମ୍ବା ଧାଡ଼ି ଲମ୍ବିଛି l ପ୍ରେକ୍ଷାଳୟ ଭିତରେ ବାହାରେ ସବୁଠି ଗହଳି ଦେଖିବାକୁ ମିଳୁଛିl