Latest Posts
ରାଜ୍ୟ
ମିସନ ଶକ୍ତି ଅଡିଟୋରିୟମ୍ ଓ କଲ୍ ସେଣ୍ଟର ଉଦ୍ଘାଟିତ
ପୋଖରୀପୁଟ ସ୍ଥିତ ମିସନ ଶକ୍ତି ଭବନ ପରିସରରେ ମହିଳା ଓ ଶିଶୁ ବିକାଶ ବିଭାଗ ଦାୟିତ୍ବରେ ଥିବା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ମିସନ ଶକ୍ତି ବିଭାଗର କଲ୍ ସେଣ୍ଟର ଓ ଅଡିଟୋରିୟମର ଉଦଘାଟନ କରିଛନ୍ତି।
ଜିଲ୍ଲା
ବୃଦ୍ଧାଙ୍କୁ କଚାଡି ମାରିଲା ହାତୀ
ପରିସ୍ରା କରିବାକୁ ଆସି ଜଣେ ବୃଦ୍ଧାଙ୍କ ଜୀବନ ଯାଇଛି।୬୧ ବର୍ଷୀୟ ବୃଦ୍ଧାଙ୍କୁ ଶୁଣ୍ଢରେ କଚାଡି କୁଳଡିହା ହାତୀ ମାରିଦେଇଛି। ବିଳମ୍ବିତ ରାତିରେ ହାତୀ ଏଭଳି କାଣ୍ଡ ଭିଆଇଛି...
ଖେଳ
ଭାରତ ନିୟନ୍ତ୍ରଣରେ ଚେନ୍ନାଇ ଟେଷ୍ଟ, ବୁମରାଙ୍କ ୪୦୦ ଓ୍ବିକେଟ ପୂରଣ
ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମଠାରେ ଚାଲିଥିବା ଭାରତ-ବାଂଲାଦେଶ ପ୍ରଥମ ଟେଷ୍ଟର ୨ୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ୩୦୮ ରନରେ ଆଗୁଆ ରହିବା ସହ ନିଜର ସ୍ଥିତି ମଝବୁତ କରିଛି ।
ରାଜନୀତି
ଏଥର ଆପ୍ ସମର୍ଥନ ବିନା ହରିୟାଣାରେ ସରକାର ଗଠନ ହୋଇପାରିବ ନାହିଁ : କେଜ୍ରିଓ୍ବାଲ୍
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ହରିୟାଣାର ଯମୁନାନଗରରେ ପହଞ୍ଚି ଏକ ରୋଡ୍ ସୋ କରିଛନ୍ତି। ଏହି ସମୟରେ ସେ କହିଛନ୍ତି ଯେ ହରିୟାଣାରେ ଏଥର ଯିଏ ବି ସରକାର ଗଢିବ ତାହା ଆପ୍ ର ସମର୍ଥନ ବିନା ସମ୍ଭବ ହେବ ନାହିଁ ।
ଅପରାଧ
ଭିଜିଲାନ୍ସ ଜାଲରେ ଆଉ ଜଣେ କୁବେର ଯନ୍ତ୍ରୀ: ସଂପର୍କୀୟଙ୍କ ଘରେ ଥିଲା ୪୬.୪୫ ଲକ୍ଷ
ଶୁକ୍ରବାର ଭୋର୍ ସମୟରେ ବାଲେଶ୍ୱର ସହର ଉପକଣ୍ଠ କୁକୁଡ଼ାପଦା ସ୍ଥିତ ଗ୍ରାମ୍ୟ ନିର୍ମାଣ ମଣ୍ଡଳ କାର୍ଯ୍ୟାଳୟ ଏବଂ ମଣ୍ଡଳ ମୁଖ୍ୟଯନ୍ତ୍ରୀ ଶ୍ରୀ ରାଓଙ୍କ ସରକାରୀ ବାସଭବନରେ ଭିଜିଲାନ୍ସର ୧୪ଜଣିଆ ଟିମ୍ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଥିଲେ।
ମନୋରଞ୍ଜନ
ଫ୍ଲପ ଅଭିନେତା ହୋଇ ବି ଏତେ କୋଟିର ମାଲିକ ଜାୟଦ ଖାନ୍
ଚଳଚ୍ଚିତ୍ର ‘ମେଁ ହୁଁ ନା’ ସହିତ ବଲିଉଡରେ ଡେବ୍ୟୁ କରିଥିବା ଜୟଦ ଖାନ୍ ବହୁ ବର୍ଷ ଧରି ଚଳଚ୍ଚିତ୍ରଠାରୁ ଦୂରରେ ଥିଲେ ମଧ୍ୟ ସେ ବିଳାସପୂର୍ଣ୍ଣ ଜୀବନ ବିତାଉଛନ୍ତି। ଏହା ପଛର କାରଣ ଜଣାଇଛନ୍ତି ଅଭିନେତା।