Latest Posts
ରାଜ୍ୟ
ଭରତପୁର ଥାନାରେ ମହିଳା କମିସନଙ୍କ ତଦନ୍ତ
ଭରତପୁର ଥାନାରେ ମେଜର ଗୁରୁବଂଶ ଓ ତାଙ୍କ ବାନ୍ଧବୀ ଅଙ୍କିତାଙ୍କୁ ଦିଆଯାଇଥିବା ନିର୍ଯାତନା ମାମଲା ସମ୍ପର୍କରେ ଖୋଳତାଡ଼ କରିବାକୁ ଆଜି ମହିଳା କମିସନ୍ ଅଧ୍ୟକ୍ଷା ମିନତି ବେହେରା ଥାନାକୁ ଯାଇଥିଲେ।
ଜିଲ୍ଲା
ବୃଦ୍ଧାଙ୍କୁ କଚାଡି ମାରିଲା ହାତୀ
ପରିସ୍ରା କରିବାକୁ ଆସି ଜଣେ ବୃଦ୍ଧାଙ୍କ ଜୀବନ ଯାଇଛି।୬୧ ବର୍ଷୀୟ ବୃଦ୍ଧାଙ୍କୁ ଶୁଣ୍ଢରେ କଚାଡି କୁଳଡିହା ହାତୀ ମାରିଦେଇଛି। ବିଳମ୍ବିତ ରାତିରେ ହାତୀ ଏଭଳି କାଣ୍ଡ ଭିଆଇଛି...
ଖେଳ
ଦିନକରେ ୧୭ ୱିକେଟ୍ ପତନ: ଭାରତ ୩୦୮ ରନ୍ରେ ଆଗୁଆ
ଚେପକ୍ରେ ଚାଲିଥିବା ଭାରତ-ବାଂଲାଦେଶ ପ୍ରଥମ ଟେଷ୍ଟ୍ରେ ଶୁକ୍ରବାର ଦ୍ବିତୀୟ ଦିବସରେ ମୋଟ ୧୭ ୱିକେଟ୍ର ପତନ ଘଟିଛି। ଏହାରି ଭିତରେ ଭାରତ କିନ୍ତୁ ନିଜକୁ ନିୟନ୍ତ୍ରଣରେ ରଖିଥିବା ବେଳେ ହାତରେ ୭ ୱିକେଟ୍ ଥାଇ ୩୦୮ ରନ୍ରେ ଅଗ୍ରଣୀ ହୋଇସାରିଛି।
ରାଜନୀତି
ଏଥର ଆପ୍ ସମର୍ଥନ ବିନା ହରିୟାଣାରେ ସରକାର ଗଠନ ହୋଇପାରିବ ନାହିଁ : କେଜ୍ରିଓ୍ବାଲ୍
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ହରିୟାଣାର ଯମୁନାନଗରରେ ପହଞ୍ଚି ଏକ ରୋଡ୍ ସୋ କରିଛନ୍ତି। ଏହି ସମୟରେ ସେ କହିଛନ୍ତି ଯେ ହରିୟାଣାରେ ଏଥର ଯିଏ ବି ସରକାର ଗଢିବ ତାହା ଆପ୍ ର ସମର୍ଥନ ବିନା ସମ୍ଭବ ହେବ ନାହିଁ ।
ଅପରାଧ
ଭରତପୁର ଥାନାରେ ମହିଳା କମିସନଙ୍କ ତଦନ୍ତ
ଭରତପୁର ଥାନାରେ ମେଜର ଗୁରୁବଂଶ ଓ ତାଙ୍କ ବାନ୍ଧବୀ ଅଙ୍କିତାଙ୍କୁ ଦିଆଯାଇଥିବା ନିର୍ଯାତନା ମାମଲା ସମ୍ପର୍କରେ ଖୋଳତାଡ଼ କରିବାକୁ ଆଜି ମହିଳା କମିସନ୍ ଅଧ୍ୟକ୍ଷା ମିନତି ବେହେରା ଥାନାକୁ ଯାଇଥିଲେ।
ମନୋରଞ୍ଜନ
ଫ୍ଲପ ଅଭିନେତା ହୋଇ ବି ଏତେ କୋଟିର ମାଲିକ ଜାୟଦ ଖାନ୍
ଚଳଚ୍ଚିତ୍ର ‘ମେଁ ହୁଁ ନା’ ସହିତ ବଲିଉଡରେ ଡେବ୍ୟୁ କରିଥିବା ଜୟଦ ଖାନ୍ ବହୁ ବର୍ଷ ଧରି ଚଳଚ୍ଚିତ୍ରଠାରୁ ଦୂରରେ ଥିଲେ ମଧ୍ୟ ସେ ବିଳାସପୂର୍ଣ୍ଣ ଜୀବନ ବିତାଉଛନ୍ତି। ଏହା ପଛର କାରଣ ଜଣାଇଛନ୍ତି ଅଭିନେତା।