ଅନୁସନ୍ଧାନ କରୁଥିବା ବର୍ଗ

ଅପରାଧ

ମହିଳାଙ୍କୁ ହତ୍ୟା ଅଭିଯୋଗ

ରାଇରଙ୍ଗପୁର/ଝରାଡ଼ିହି : ଘର ଭିତରୁ ଜଣେ ମହିଳାଙ୍କ ମୃତଦେହ ଆଜି ଉଦ୍ଧାର ହୋଇଛି। ମୃତ ମହିଳା ଜଣକ ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ ବହଳଦା ବଜାରର ମଦ ବ୍ୟବସାୟୀ ବିକାଶ କୁମାର ସାହୁଙ୍କ ସ୍ତ୍ରୀ ରଶ୍ମିରେଖା(୪୦)। ଗୁରୁବାର ରାତିରେ ରଶ୍ମିରେଖାଙ୍କ ମୃତ୍ୟୁ ଘଟିଥିଲା। ଖବରପାଇ ବହଳଦା…
ଅଧିକ ଖବର ଦେଖନ୍ତୁ...

ସଂପର୍କୀୟ ଦାଦା ସମେତ ୬ ଗିରଫ

କାଲିମେଳା : ମାଲକାନଗରି ଜିଲ୍ଲା କାଲିମେଳା ଥାନା ଅଞ୍ଚଳରେ ଜଣେ ଆଦିବାସୀ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲାରେ ପୁଲିସ ୬ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ପୀଡ଼ିତାଙ୍କ ସଂପର୍କୀୟ ଦାଦା ରହିଥିବା ଜଣାପଡିଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସଂଗେଲ ଗ୍ରାମର ଜଣେ…
ଅଧିକ ଖବର ଦେଖନ୍ତୁ...

ବିଜେପି ନେତାଙ୍କ ନାଁରେ ସାଂଘାତିକ ଅଭିଯୋଗ: ୩୨ବର୍ଷ ଧରି ମହିଳାଙ୍କୁ କରୁଥିଲେ ଦୁଷ୍କର୍ମ

ଚଣ୍ଡୀଗଡ଼: ପୁଣି ଭାରତୀୟ ଜନତା ପାର୍ଟିକୁ ଲାଗିଛି ଏକ ଶକ୍ତ ଧକ୍କା। ଏହା ତଥାକଥିତ ସ୍ୱଚ୍ଛ ଭାବମୂର୍ତ୍ତି ଉପରେ ଲାଗିଛି କଳାଦାଗ। ପଞ୍ଜାବର ଗୁରୁଦାସପୁର ନିର୍ବାଚନ ମଣ୍ଡଳୀରେ ହେଉଥିବା ଉପନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କ ବିରୋଧରେ ଆସିଛି ସଙ୍ଗୀନ ଅଭିଯୋଗ। ପ୍ରାର୍ଥ ସ୍ୱରନ୍‌ ସାଲାରିଆଙ୍କ…
ଅଧିକ ଖବର ଦେଖନ୍ତୁ...

୩ ଜୁଆ ଆଡ୍ଡା ଉପରେ ଚଢାଉ,୨୩ ଗିରଫ

ଜୟପୁର: ଜୟପୁର ସଦର ପୁଲିସ ଗତକାଲି ବିଳମ୍ବିତ ରାତିରେ ବିଭିନ୍ନ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ୨୩ଜଣ ଜୁଆଡିକୁ ଗିରଫ କରିଛି। ଆମ୍ବାଗୁଡା, ପାଞ୍ଜିଆଗୁଡା ଓ କୁମ୍ଭାରପୁଟରେ ଚାଲିଥିବା ୩ଟି ଜୁଆ ଆଡ୍ଡା ଉପରେ ଅତର୍କିତ ଚଢାଉ କରାଯାଇଥିଲା। ଏଠାରୁ ପୁଲିସ ୭୭ ହଜାର ଟଙ୍କା, ୯ଟି ବାଇକ ଜବତ କରିଛି।…
ଅଧିକ ଖବର ଦେଖନ୍ତୁ...

ଧରାପଡ଼ିଲା ଚୋରା ଗଞ୍ଜେଇ ବେପାରୀ ଗ୍ୟାଙ୍ଗ୍‌

ପୁରୁଣା ଭୁବନେଶ୍ୱର/ବାଲିଅନ୍ତା : ଅବକାରୀ ବିଭାଗ ଖୋର୍ଧା ମୋବାଇଲ ଟିମ୍‌ ଟଙ୍କପାଣି ରୋଡ଼ ସଂଲଗ୍ନ ଶିରିଡ଼ି ସାଇ ମନ୍ଦିର ଛକରେ ଅତର୍କିତ ଚଢ଼ଉ କରି ଏକ ଇଣ୍ଡିଗୋ କାର୍‌ ସମେତ ୩୪ କିଲୋ ଗଞ୍ଜେଇ ଜବତ କରିଛି। ଏଥି ସହିତ ଘଟଣାସ୍ଥଳରୁ ୪ ଜଣ ଚୋରା ଗଞ୍ଜେଇ ବେପାରୀଙ୍କୁ ମଧ୍ୟ ଗିରଫ କରି କୋର୍ଟ…
ଅଧିକ ଖବର ଦେଖନ୍ତୁ...

ରାଜଧାନୀରେ ଜୁଆଡ଼ି ସକ୍ରିୟ

ଭୁବନେଶ୍ୱର : ପାର୍ବଣ ଋତୁ ଆରମ୍ଭ ହେବା ପରଠୁ ରାଜଧାନୀରେ ଖୋଲି ଗଲାଣି ଜୁଆ ଆଡ଼ା। ସକ୍ରିୟ ହୋଇ ଉଠିଲେଣି ଜୁଆଡ଼ି। ବସ୍ତିଠାରୁ ଆରମ୍ଭ କରି ବିଭିନ୍ନ ବଡ଼ ବଡ଼ ଆପାର୍ଟମେଣ୍ଟରେ ବେଧଡ଼କ୍‌ ଜୁଆ ଖେଳ ହେଉଥିବାବେଳେ ଏବେ ସ୍ମାର୍ଟ ସିଟିରେ ଇଣ୍ଟରନେଟ୍‌ ମାଧ୍ୟମରେ ସାଇବର୍‌ ଜୁଆ ଖେଳ ବି ଆରମ୍ଭ…
ଅଧିକ ଖବର ଦେଖନ୍ତୁ...

ହୋଟେଲ କର୍ମଚାରୀଙ୍କ ଶବ ଉଦ୍ଧାର

ବାରଙ୍ଗ : ଜଣେ ହୋଟେଲ କର୍ମଚାରୀଙ୍କର ଶବକୁ ପୁଲିସ ଆନନ୍ଦ ବଜାର ଗୋଲେଇ ଛକ ନିକଟ ପାୟଲ ହୋଟେଲ୍‌ ପଛ ପାଖରୁ ଉଦ୍ଧାର କରିଛି। ମୃତ କର୍ମଚାରୀଙ୍କ ନାମ ଗୌତମ ମୁଖାର୍ଜୀ(୨୭)। ଘର ପଶ୍ଚିମବଂଗର ହୁଗୁଳିରେ। ସେ ସ୍ଥାନୀୟ ଦାଢ଼ାପାଟଣା ପଞ୍ଚାୟତ ବଙ୍ଗାଳୀ ସାହିରେ ମାଉସୀ ଘରେ ରହି ପାୟଲ ହୋଟେଲରେ…
ଅଧିକ ଖବର ଦେଖନ୍ତୁ...

ମାସକ ଦରମା ନେଇଗଲା ନିଶାଦିଆ ଲୁଟେରା

ଖଣ୍ଡଗିରି : ବୁଧବାର ରାତିରେ ପୁଣି ଜଣେ ଯୁବକ ନିଶାଦିଆ ଲୁଟେରାଙ୍କ ଶିକାର ହୋଇଛନ୍ତି। ଲୁଟ୍‌ର ଶିକାର ଯୁବକ ହେଲେ କେନ୍ଦୁଝର ଚମ୍ପୁଆ ଥାନା ସାନତାଳିଆ ଗାଁର ହରେକୃଷ୍ଣ ନାୟକ(୨୨)। ଲୁଟେରାମାନେ ତାଙ୍କଠାରୁ ୬ ହଜାର ଟଙ୍କା ଓ ମୋବାଇଲ୍‌ ଫୋନ୍‌ ନେଇଯାଇଛନ୍ତି। ସୂଚନାନୁସାରେ ହରେକୃଷ୍ଣ…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀ ସ୍କୁଲ୍‌ ଟଏଲେଟ୍‌ରେ ୬ ବର୍ଷୀୟା ଛାତ୍ରୀଙ୍କୁ ଦୁଷ୍କର୍ମ

ନୂଆଦିଲ୍ଲୀ : ର‍୍ୟାନ୍‌ ଇଣ୍ଟରନ୍ୟାସନାଲ୍‌ ସ୍କୁଲ୍‌ରେ ପ୍ରଦ୍ୟୁମ୍ନ ହତ୍ୟାକାଣ୍ଡ ଘଟଣା ସାରା ଦେଶରେ ତମ୍ବିତୋଫାନ ସୃଷ୍ଟି କରିଥିବା ବେଳେ ଏବେ ଆଉ ଏକ ଜଘନ୍ୟ କାଣ୍ଡ ଦିଲ୍ଲୀରେ ଆଲୋଡ଼ନ ସୃଷ୍ଟି କରିଛି। ର‍୍ୟାନ୍‌ ଘଟଣାପରେ ଅନ୍ୟ ସ୍କୁଲ୍‌ ଗୁଡ଼ିକର ସୁରକ୍ଷା ସ୍ଥିତି ମଧ୍ୟ କେତେ ବିପଜ୍ଜନକ…
ଅଧିକ ଖବର ଦେଖନ୍ତୁ...

ମାଲକାନଗିରି: ଗୁଣିଗାରେଡ଼ି ସନ୍ଦେହରେ ଗଳା କାଟି ହତ୍ୟା

ମାଲକାନଗିରି: ପଡ଼ିଆ ବ୍ଲକର ବାପନପାଲି ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ ଜଣେ ଲୋକଙ୍କୁ ହତ୍ୟା କାରଯାଇଥିବା ଅଭିଯୋଗ ହୋଇଛି। ମିଳିିଥିବା ସୂଚନା ଅନୁସାରେ ରାତି ୧ଟାରୁ ୨ଟା ହେବ ଗ୍ରାମର ଇର୍ମା କାବାକି (୫୫) ଘରକୁ ପଦିଆ କାବାକି, ବୁଜି କାବାକି ଓ ଦେବା କାବାକି ଆସିଥିଲେ। ସେମାନେ…
ଅଧିକ ଖବର ଦେଖନ୍ତୁ...