ଅନୁସନ୍ଧାନ କରୁଥିବା ବର୍ଗ

ଅପରାଧ

ଦୋକାନ ତାଲା ଭାଙ୍ଗି ଚୋରି

ବାରଙ୍ଗ: ଶନିବାର ବିଳମ୍ବିତ ରାତିରେ ବାରଙ୍ଗ ଷ୍ଟେସନ୍‌ବଜାରରେ ଥିବା କୃଷକ ସାଥୀ ଦୋକାନର ତାଲା ଭାଙ୍ଗି ଚୋରି ହୋଇଥିବା ବାରଙ୍ଗ ଥାନରେ ଅଭିଯୋଗ ହୋଇଛି। ଦୋକାନର ମାଲିକ ପବିତ୍ର କୁମାର ପ୍ରଧାନ ସକାଳେ ଏହା ଜାଣିବା ପରେ ବାରଙ୍ଗ ଥାନାରେ ଅଭିଯୋଗ କରିଛନ୍ତି।  ପବିତ୍ରଙ୍କ କହିବା ଅନୁଯାୟୀ…
ଅଧିକ ଖବର ଦେଖନ୍ତୁ...

୭୦ ବର୍ଷିୟା ବୃଦ୍ଧାଙ୍କୁ ଦୁଷ୍କର୍ମ ଘଟଣାରେ ଜଣେ ଗିରଫ

ଚୌଦ୍ୱାର-ଗୁୁରୁଡ଼ିଝାଟିଆ : କରଞ୍ଜି ପଞ୍ଚାୟତ ବଡକୁସୁନପୁର ଗ୍ରାମର ଜଣେ ୭୦ ବର୍ଷିୟା ବୃଦ୍ଧାଙ୍କୁ ଦୁଷ୍କର୍ମ କରିବା ଘଟଣାରେ ଜଣଙ୍କୁ ପୁଲିସ୍‌ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଉଛି ସେହି ଗ୍ରାମର ଜମ୍ବୁଆ ଦେଉରୀ (୩୫)। ଜମ୍ବୁଆକୁ ଗତକାଲି ପୁଲିସ୍‌ ଅଟକ ରଖିଥିଲାବେଳେ ଅନ୍ୟଜଣେ ଏବେବି…
ଅଧିକ ଖବର ଦେଖନ୍ତୁ...

ରାଜଧାନୀରୁ ୨ ବନ୍ଧୁକ ବେପାରୀ ଗିରଫ

ଭୁବନେଶ୍ୱର : ଦୁଇଜଣ କୁଖ୍ୟାତ ବନ୍ଧୁକ ବେପାରୀଙ୍କୁ କମିସନରେଟ୍‌ ପୁଲିସର କୁଇକ୍‌ ଆକ୍ସନ ଟିମ୍‌ ଗିରଫ କରିଛି। ସେମାନେ ହେଲେ ପୁରୀ ଜିଲ୍ଲା ପିପିଲି ଥାନା ଅଧୀନ ହାସନପୁରର ପରୀକ୍ଷିତ ପ୍ରଧାନ ଓ ମାଧିପୁରର ପ୍ରମୋଦ ମଙ୍ଗରାଜ। ଦୁହିଁଙ୍କ ନିକଟରୁ ପୁଲିସ ଦୁଇଟି ଅତ୍ୟାଧୁନିକ ୯ ଏମ୍‌ଏମ୍‌…
ଅଧିକ ଖବର ଦେଖନ୍ତୁ...

ଜମିବାଡ଼ି ଗଣ୍ଡଗୋଳ : ଯୁବକଙ୍କୁ ପିଟିପିଟି ମାରିଦେଲେ

କବାଟବନ୍ଧ : ଜମି ଭାଗବଣ୍ଟାକୁ କେନ୍ଦ୍ରକରି ଗତକାଲି ରାତିରେ ଜେନାପୁର ଥାନା ରେଖିଦେଈପୁର ପଞ୍ଚାୟତ ପାଇକରାପୁର ଗ୍ରାମର ଜଣେ ଯୁବକଙ୍କୁ ବିରୋଧୀ ପକ୍ଷର କେତେକ ପିଟିପିଟି ହତ୍ୟା କରିଛନ୍ତି। ଘଟଣାକୁ ନେଇ ଗ୍ରାମରେ ଉତ୍ତେଜନା ଲାଗି ରହିଥିବା ବେଳେ ପୁଲିସ ହତ୍ୟାକାଣ୍ଡରେ ଜଡ଼ିତ ବିରୋଧୀ ପକ୍ଷର…
ଅଧିକ ଖବର ଦେଖନ୍ତୁ...

ଅନେକ ମହିଳାଙ୍କୁ ଏଡ୍‌ସ୍‌ ଆକ୍ରାନ୍ତ କରାଇଥିବା ଇତାଲୀୟ ବ୍ୟକ୍ତିଙ୍କୁ ୨୪ ବର୍ଷ କାରାଦଣ୍ଡ

ରୋମ୍‌: ନିଜେ ଏଚ୍‌ଆଇଭି ପଜିଟିଭ୍‌ ବୋଲି ଜାଣିଥିବା ସତ୍ତ୍ୱେ ଅସୁରକ୍ଷିତ ସଂସର୍ଗ ସ୍ଥାପନ କରି ୩୦ରୁ ଊର୍ଦ୍ଧ୍ୱ ନାରୀଙ୍କୁ ଏଚ୍‌ଆଇଭି ଭୂତାଣୁରେ ସଂକ୍ରମିତ କରିଥିବା ଜଣେ ଇତାଲୀୟ ବ୍ୟକ୍ତିଙ୍କୁ ଶୁକ୍ରବାର ଦିନ ୨୪ ବର୍ଷ ନିମନ୍ତେ କାରାଦଣ୍ଡାଦେଶ ହୋଇଛି। ବୃତ୍ତିରେ ଆକାଉଣ୍ଟାଣ୍ଟ୍‌ ଥିବା…
ଅଧିକ ଖବର ଦେଖନ୍ତୁ...

ସୁନ୍ଦରଗଡ଼ରେ ଗୁଳିମାଡ଼, ଜଣେ ଆହତ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ବ୍ରାହ୍ମଣୀପଡ଼ାରେ ଗତକାଲି ସନ୍ଧ୍ୟା ପ୍ରାୟ ୭ଟା ବେଳେ ଗୁଳିମାଡ଼ରେ ଅଭିଷେକ୍‌ (୨୪) ନାମକ ଜଣେ ଯୁବକ ଆହତ ହୋଇଛନ୍ତି। ତା’ର ଡାହାଣ ହାତରେ ଗୁଳି ବାଜିଛି। ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସନ୍ଧ୍ୟାରେ ସେ ସାଙ୍ଗମାନଙ୍କ ସହିତ ବସି…
ଅଧିକ ଖବର ଦେଖନ୍ତୁ...

ତହସିଲଦାରଙ୍କୁ ହତ୍ୟା ଉଦ୍ୟମ : ପାୱାର ଟିଲର୍‌ ଚଢ଼ାଇ ଦେଲେ ପଥର ମାଫିଆ

ଖୋର୍ଧା/ଟାଙ୍ଗୀ : ବେଆଇନ ଖଣି କାର୍ଯ୍ୟ ବନ୍ଦ କରାଇବାକୁ ଯାଇଥିବା ବେଳେ ଟାଙ୍ଗୀ ତହସିଲଦାର ଆଶିଷ କୁମାର ଜେନା ପଥର ମାଫିଆଙ୍କ ଆକ୍ରମଣର ଶିକାର ହୋଇଛନ୍ତି। ପଥର ମାଫିଆମାନେ ତାଙ୍କ ଡାହାଣ ଗୋଡ଼ ଉପରେ ଏକ ପାୱାର ଟିଲର୍‌ ମଡ଼ାଇ ଦେବାରୁ ସେ ଆହତ ହୋଇଛନ୍ତି। ତାଙ୍କ ମୁଣ୍ଡ ଓ ଗୋଡ଼ରେ ଗୁରୁତର…
ଅଧିକ ଖବର ଦେଖନ୍ତୁ...

ଡେରାଡୁନ୍‌ରୁ କୃଷ୍ଣ, ଦୁର୍ଯ୍ୟୋଧନ ଗିରଫ

ବ୍ରହ୍ମପୁର/ଛତ୍ରପୁର/ଭୁବନେଶ୍ୱର : ବିଜେଡି ଯୁବନେତା ତଥା ଗଞ୍ଜାମ ଜିଲ୍ଲା ଛତ୍ରପୁର ଏନ୍‌ଏସି କାଉନସିଲର୍‌ ଲକ୍ଷ୍ମୀଦତ୍ତ ପ୍ରଧାନ(ବଚନ) ହତ୍ୟା ଘଟଣାର ୪୨ ଦିନ ପରେ ପୁଲିସକୁ ବଡ଼ ସଫଳତା ମିଳିଛି। ଏହି ହାଇ ପ୍ରୋଫାଇଲ୍‌ ହତ୍ୟାକାଣ୍ଡର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଭାବେ ଅଭିଯୁକ୍ତ ତାଲିକାରେ ଥିବା…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ୱର ବୁଲାଇ ଦେବ କହି ୨୫ ହଜାର ନେଇଗଲା

ଭୁବନେଶ୍ୱର: ‘ତୁମ ପୁଅ ମୋ ସାଙ୍ଗ। ସେ ହିଁ ମୋତେ ପଠାଇଛି ଆପଣଙ୍କୁ ଭୁବନେଶ୍ୱର ବୁଲାଇ ଦେବାକୁ। ପ୍ରଥମେ ଆମେ ଲିଙ୍ଗରାଜ ମନ୍ଦିର ଯିବା, ପରେ ରାମମନ୍ଦିର, ନନ୍ଦନକାନନ ବୁଲିବା। ଆସ ମୋ ବାଇକ୍‌ରେ ବସ।’ ଏଭଳି କଅଁଳ କଥା କହି ଜଣେ ବୟସ୍କ ବ୍ୟକ୍ତିଙ୍କଠାରୁ ୨୫ ହଜାର ଟଙ୍କା ଲୁଟି ନେଇଛି ଜଣେ…
ଅଧିକ ଖବର ଦେଖନ୍ତୁ...

ଗାଈଚୋରକୁ ଗଛରେ ବାନ୍ଧି ଛେଚିଲେ

ବାଲିଅନ୍ତା: ଜଣେ ଗାଈଚୋରକୁ ଆଜି ସ୍ଥାନୀୟ ଲୋକ ବାଲିଅନ୍ତା ଥାନା ନିକଟସ୍ଥ ମା’ ଉତ୍ତରାୟଣୀ ଦେବୀ ପୀଠ ପରିସରରେ ଥିବା ଏକ ବଉଳ କୋଳି ଗଛ ମୂଳରେ ବାନ୍ଧି ନିର୍ଧୁମ୍‌ ଛେଚିଛନ୍ତି। ଉତ୍ତ୍ୟକ୍ତ ଲୋକଙ୍କ ବିଧା, ଗୋଇଠା, ଚାପୁଡ଼ା ମାଡ଼ରେ ଯୁବକ ଜଣକ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ମୁହଁ ଓ…
ଅଧିକ ଖବର ଦେଖନ୍ତୁ...