ଅନୁସନ୍ଧାନ କରୁଥିବା ବର୍ଗ

ଅପରାଧ

ଥାନାରୁ ଦୁର୍ଦ୍ଦାନ୍ତ ଅପରାଧୀ ଚମ୍ପଟ

ଜୟପୁର : ଜୟପୁର ଟାଉନ ଥାନା କାନ୍ଥ ଡେଇଁ ଜଣେ ଅପରାଧୀ ଚମ୍ପଟ ମାରିଛି। ଆଉ ସେ ଚମ୍ପଟ ମାରିବାର ଅଳ୍ପ ସମୟ ମଧ୍ୟରେ ସହରର ଜୟନଗର ଅଞ୍ଚଳରୁ ୩ଯୁବକଙ୍କ ଠାରୁ ଲୁଟ ହୋଇଛି। ଖଣ୍ଡା କାତି ଦେଖାଇ ୩ଯୁବକଙ୍କ ଠାରୁ ୩୨ହଜାର ଓ ଗୋଟିଏ ମୋବାଇଲ ଲୁଟ ନେଇଛି ଏହି ଅପରାଧୀ। ଏ ନେଇ ଥାନାରେ ମାମଲା ରୁଜୁ…
ଅଧିକ ଖବର ଦେଖନ୍ତୁ...

ଗାଁ ଦାଣ୍ଡରେ ଗୋଡ଼େଇ ଗୋଡ଼େଇ ହତ୍ୟା

ଡେଲାଙ୍ଗ : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆଜି ସକାଳେ ଡେଲାଙ୍ଗ ଥାନା ଅନ୍ତର୍ଗତ କୁଆପଦା ଗ୍ରାମରେ ଜଣେ ଯୁବକଙ୍କୁ ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ହତ୍ୟା ଘଟଣା ସମଗ୍ର ଡେଲାଙ୍ଗ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି । ହତ୍ୟାକାଣ୍ଡ ପରେ ଅପରାଧୀମାନେ ଫେରାର ହୋଇଯାଇଛନ୍ତି। ଗାଁରେ ଉତ୍ତେଜନା…
ଅଧିକ ଖବର ଦେଖନ୍ତୁ...

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

ନୀଳଗିରି : ବିବାହ ପ୍ରତିଶ୍ରୁତି ଦେଇ ଜଣେ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ନୀଳଗିରି ଥାନାରେ ପହଞ୍ଚିଛି। ଏମିତି କାଣ୍ଡ ଭିଆଇଥିବା ଶ୍ରୀପତିପୁର ଗାଁର ଜଣେ ଯୁବକ ବିରୋଧରେ ଅଭିଯୋଗ କରି ନାବାଳିକାଙ୍କ ପରିବାର ନ୍ୟାୟ ପ୍ରାର୍ଥନା କରିଛନ୍ତି। ଘଟଣା ନେଇ ପୁଲିସ ତଦନ୍ତ ଜାରି ରହିଛି…
ଅଧିକ ଖବର ଦେଖନ୍ତୁ...

ମହିଳାଙ୍କୁ ହତ୍ୟା ଅଭିଯୋଗ

ରାଇରଙ୍ଗପୁର/ଝରାଡ଼ିହି : ଘର ଭିତରୁ ଜଣେ ମହିଳାଙ୍କ ମୃତଦେହ ଆଜି ଉଦ୍ଧାର ହୋଇଛି। ମୃତ ମହିଳା ଜଣକ ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ ବହଳଦା ବଜାରର ମଦ ବ୍ୟବସାୟୀ ବିକାଶ କୁମାର ସାହୁଙ୍କ ସ୍ତ୍ରୀ ରଶ୍ମିରେଖା(୪୦)। ଗୁରୁବାର ରାତିରେ ରଶ୍ମିରେଖାଙ୍କ ମୃତ୍ୟୁ ଘଟିଥିଲା। ଖବରପାଇ ବହଳଦା…
ଅଧିକ ଖବର ଦେଖନ୍ତୁ...

ସଂପର୍କୀୟ ଦାଦା ସମେତ ୬ ଗିରଫ

କାଲିମେଳା : ମାଲକାନଗରି ଜିଲ୍ଲା କାଲିମେଳା ଥାନା ଅଞ୍ଚଳରେ ଜଣେ ଆଦିବାସୀ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲାରେ ପୁଲିସ ୬ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ପୀଡ଼ିତାଙ୍କ ସଂପର୍କୀୟ ଦାଦା ରହିଥିବା ଜଣାପଡିଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସଂଗେଲ ଗ୍ରାମର ଜଣେ…
ଅଧିକ ଖବର ଦେଖନ୍ତୁ...

ବିଜେପି ନେତାଙ୍କ ନାଁରେ ସାଂଘାତିକ ଅଭିଯୋଗ: ୩୨ବର୍ଷ ଧରି ମହିଳାଙ୍କୁ କରୁଥିଲେ ଦୁଷ୍କର୍ମ

ଚଣ୍ଡୀଗଡ଼: ପୁଣି ଭାରତୀୟ ଜନତା ପାର୍ଟିକୁ ଲାଗିଛି ଏକ ଶକ୍ତ ଧକ୍କା। ଏହା ତଥାକଥିତ ସ୍ୱଚ୍ଛ ଭାବମୂର୍ତ୍ତି ଉପରେ ଲାଗିଛି କଳାଦାଗ। ପଞ୍ଜାବର ଗୁରୁଦାସପୁର ନିର୍ବାଚନ ମଣ୍ଡଳୀରେ ହେଉଥିବା ଉପନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କ ବିରୋଧରେ ଆସିଛି ସଙ୍ଗୀନ ଅଭିଯୋଗ। ପ୍ରାର୍ଥ ସ୍ୱରନ୍‌ ସାଲାରିଆଙ୍କ…
ଅଧିକ ଖବର ଦେଖନ୍ତୁ...

୩ ଜୁଆ ଆଡ୍ଡା ଉପରେ ଚଢାଉ,୨୩ ଗିରଫ

ଜୟପୁର: ଜୟପୁର ସଦର ପୁଲିସ ଗତକାଲି ବିଳମ୍ବିତ ରାତିରେ ବିଭିନ୍ନ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ୨୩ଜଣ ଜୁଆଡିକୁ ଗିରଫ କରିଛି। ଆମ୍ବାଗୁଡା, ପାଞ୍ଜିଆଗୁଡା ଓ କୁମ୍ଭାରପୁଟରେ ଚାଲିଥିବା ୩ଟି ଜୁଆ ଆଡ୍ଡା ଉପରେ ଅତର୍କିତ ଚଢାଉ କରାଯାଇଥିଲା। ଏଠାରୁ ପୁଲିସ ୭୭ ହଜାର ଟଙ୍କା, ୯ଟି ବାଇକ ଜବତ କରିଛି।…
ଅଧିକ ଖବର ଦେଖନ୍ତୁ...

ଧରାପଡ଼ିଲା ଚୋରା ଗଞ୍ଜେଇ ବେପାରୀ ଗ୍ୟାଙ୍ଗ୍‌

ପୁରୁଣା ଭୁବନେଶ୍ୱର/ବାଲିଅନ୍ତା : ଅବକାରୀ ବିଭାଗ ଖୋର୍ଧା ମୋବାଇଲ ଟିମ୍‌ ଟଙ୍କପାଣି ରୋଡ଼ ସଂଲଗ୍ନ ଶିରିଡ଼ି ସାଇ ମନ୍ଦିର ଛକରେ ଅତର୍କିତ ଚଢ଼ଉ କରି ଏକ ଇଣ୍ଡିଗୋ କାର୍‌ ସମେତ ୩୪ କିଲୋ ଗଞ୍ଜେଇ ଜବତ କରିଛି। ଏଥି ସହିତ ଘଟଣାସ୍ଥଳରୁ ୪ ଜଣ ଚୋରା ଗଞ୍ଜେଇ ବେପାରୀଙ୍କୁ ମଧ୍ୟ ଗିରଫ କରି କୋର୍ଟ…
ଅଧିକ ଖବର ଦେଖନ୍ତୁ...

ରାଜଧାନୀରେ ଜୁଆଡ଼ି ସକ୍ରିୟ

ଭୁବନେଶ୍ୱର : ପାର୍ବଣ ଋତୁ ଆରମ୍ଭ ହେବା ପରଠୁ ରାଜଧାନୀରେ ଖୋଲି ଗଲାଣି ଜୁଆ ଆଡ଼ା। ସକ୍ରିୟ ହୋଇ ଉଠିଲେଣି ଜୁଆଡ଼ି। ବସ୍ତିଠାରୁ ଆରମ୍ଭ କରି ବିଭିନ୍ନ ବଡ଼ ବଡ଼ ଆପାର୍ଟମେଣ୍ଟରେ ବେଧଡ଼କ୍‌ ଜୁଆ ଖେଳ ହେଉଥିବାବେଳେ ଏବେ ସ୍ମାର୍ଟ ସିଟିରେ ଇଣ୍ଟରନେଟ୍‌ ମାଧ୍ୟମରେ ସାଇବର୍‌ ଜୁଆ ଖେଳ ବି ଆରମ୍ଭ…
ଅଧିକ ଖବର ଦେଖନ୍ତୁ...

ହୋଟେଲ କର୍ମଚାରୀଙ୍କ ଶବ ଉଦ୍ଧାର

ବାରଙ୍ଗ : ଜଣେ ହୋଟେଲ କର୍ମଚାରୀଙ୍କର ଶବକୁ ପୁଲିସ ଆନନ୍ଦ ବଜାର ଗୋଲେଇ ଛକ ନିକଟ ପାୟଲ ହୋଟେଲ୍‌ ପଛ ପାଖରୁ ଉଦ୍ଧାର କରିଛି। ମୃତ କର୍ମଚାରୀଙ୍କ ନାମ ଗୌତମ ମୁଖାର୍ଜୀ(୨୭)। ଘର ପଶ୍ଚିମବଂଗର ହୁଗୁଳିରେ। ସେ ସ୍ଥାନୀୟ ଦାଢ଼ାପାଟଣା ପଞ୍ଚାୟତ ବଙ୍ଗାଳୀ ସାହିରେ ମାଉସୀ ଘରେ ରହି ପାୟଲ ହୋଟେଲରେ…
ଅଧିକ ଖବର ଦେଖନ୍ତୁ...