ଅନୁସନ୍ଧାନ କରୁଥିବା ବର୍ଗ

ଅପରାଧ

କପି କରି ଧରାପଡ଼ିଲେ ୨୦୧୪ ‘ୟୁପିଏସ୍‌ସି’ର ଏଥିକ୍ସ ପେପର୍‌ରେ ଅଧିକ ନମ୍ବର ରଖିଥିବା ଆଇପିଏସ୍‌ ଅଧିକାରୀ

ହାଇଦ୍ରାବାଦ: ସୋମବାର ଦିନ ଚେନ୍ନାଇରେ ଅନୁଷ୍ଠିତ ୟୁପିଏସ୍‌ସି ସିଭିଲ୍‌ ସର୍ଭିସ୍‌ (ମେନ୍‌) ପରୀକ୍ଷାରେ କପି କରୁଥିବା ଅବସ୍ଥାରେ ଧରା ପଡ଼ିଥିବା ଆଇପିଏସ୍‌ ଅଧିକାରୀ ସଫୀର୍‌ କରିମ୍‌ ୨୦୧୪ ମସିହା ସିଭିଲ୍‌ ସର୍ଭିସ୍‌ ପରୀକ୍ଷାର ଏଥିକ୍‌ସ୍‌ ପରୀକ୍ଷାରେ ଅଧିକ ନମ୍ବର ରଖିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ମାଲକାନଗିରି: ରାତି ଅଧରେ ଘରେ ପଶିଲା ୧୨ ଫୁଟର କୁମ୍ଭୀର

ମାଲନାକନଗିରି: ମାଲକାନଗିରି ହିନ୍ଦ୍ରିମାଳ ପଞ୍ଚାୟତର ମୁନସା ଗ୍ରାମର ଦାଶରଥୀ ପଡ଼ିଆମୀଙ୍କ ଘରେ ଗତକାଲି ରାତିରେ ଏକ ୧୨ ଫୁଟିଆ କୁମ୍ଭୀର ପଶିଯାଇଥିଲା। ବିଳମ୍ବିତ ରାତିରେ ଖସ୍‌ଖସ୍‌ ଶବ୍ଦ ଶୁଣି ଶ୍ରୀ ପଡ଼ିଆମୀ ନିଦରୁ ଉଠି ପଡ଼ିଥିଲେ। ଦେଖିଲା ବେଳକୁ ଏକ ବଡ଼ କୁମ୍ଭୀର ଘର ଭିତରେ ପଶିଛି। ସେ…
ଅଧିକ ଖବର ଦେଖନ୍ତୁ...

ଖୋର୍ଦ୍ଧା: ଜାତୀୟ ରାଜପଥରେ ହେଲପରକୁ ହତ୍ୟା କରି ଟ୍ରକ୍‌ରୁ ଲୁଟ୍‌

ଖୋର୍ଦ୍ଧା: ଖୋର୍ଦ୍ଧା ଥାନା ଶିଳ୍ପାଞ୍ଚଳ ଫାଣ୍ଡି ଅନ୍ତର୍ଗତ ଜାତୀୟ ରାଜପଥରେ ଗତକାଲି ବିଳମ୍ବିତ ରାତିରେ କେତେକ ଦୁର୍ବୃତ୍ତ ଏକ ଟ୍ରକ୍‌୍‌ର ହେଲପରଙ୍କୁ ହତ୍ୟା କରି ଟ୍ରକ୍‌ରୁ ଲୁଟ୍‌ପାଟ୍‌ କରିଛନ୍ତି। ଦୁର୍ବୃତ୍ତଙ୍କ ଆକ୍ରମଣରେ ଟ୍ରକ୍‌ ଡ୍ରାଇଭର ମଧ୍ୟ ଗୁରୁତର ଭାବେ ଆହତ ହୋଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ବୌଦ୍ଧ: ଶିକ୍ଷକଙ୍କ ଉପରକୁ ଗୁଳିମାଡ଼

ବୌଦ୍ଧ: ଗତକାଲି ବିଳମ୍ବିତ ରାତିରେ ବୌଦ୍ଧ ୁଜିଲ୍ଲା ପୁୁଣା କଟକ ଥାନା ଅନ୍ତର୍ଗତଲୁଣିବାହାଲ ଗ୍ରାମରେ ରହୁଥିବା ଶିକ୍ଷକ ବିମଳ ବେହେରାଙ୍କୁ କେତେକ ଦୁର୍ବୃତ୍ତ ଗୁଳିମାଡ଼ କରିଛନ୍ତି। ଗୁରୁତର ଅବସ୍ଥାରେ ଶ୍ରୀ ବେହେରାଙ୍କୁ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନ: ଭାଇ ପ୍ରେମ କଲା; ଦଣ୍ଡ ସ୍ୱରୂପ ଭଉଣୀକୁ ବିବସନା କରି ରାସ୍ତାରେ ଚଲାଇଲେ ଲୋକେ

ଇସ୍‌ଲାମାବାଦ: ପାରିବାରିକ ମର୍ଯ୍ୟାଦା ହାନିରେ ସମ୍ପୃକ୍ତ ଏକ ଘଟଣା ଯୋଗୁଁ ଉପୁଜିଥିବା ବିବାଦ ନିମନ୍ତେ ଜଣେ ଯୁବତୀଙ୍କୁ ବିବସନା କରି ଗାଁ ଦାଣ୍ଡରେ ଚଲାଇ ଥିବା କାରଣରୁ ପାକିସ୍ତାନୀ ପୁଲିସ ସାତ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି। ମଙ୍ଗଳବାର ଦିନ ପୁଲିସ ଅଧିକାରୀ ମହମ୍ମଦ ବସ୍‌ରାତ୍‌ ଖାଁ…
ଅଧିକ ଖବର ଦେଖନ୍ତୁ...

ଝୁଲନ୍ତା ମୃତଦେହ ଜବତ କଲା ପୁଲିସ୍‌

ଭାପୁର: ଆଜି ଦିନ ପ୍ରାୟ ୯ ଟା ସମୟରେ ଏକ କାଜୁ ଗଛରେ ଝୁଲୁଥିବା ବୃଦ୍ଧଙ୍କ ମୃତଦେହକୁ ପୁଲିସ୍‌ ଜବତ କରିବା ଘଟଣା ସାଧାରଣରେ ଆଲୋଚନାର ବିଷୟ ପାଲଟିଛି। ଘଟଣାରୁ ପ୍ରକାଶ, ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଅନ୍ତର୍ଗତ ଭାପୁର ବଜାର ନିକଟସ୍ଥ ଶ୍ରୀରାମ ବିହାର ମନ୍ଦିର ସମ୍ମୁଖରେ ଥିବା ବିରାଟ…
ଅଧିକ ଖବର ଦେଖନ୍ତୁ...

ଲକ୍ଷ୍ମୀଦତ୍ତ ହତ୍ୟା ମାମଲା: ଗୋଲକଙ୍କୁ ପୁଲିସ ସମନ୍‌

ବ୍ରହ୍ମପୁର/ଛତ୍ରପୁର: ଛତ୍ରପୁର ଏନ୍‌ଏସି ବିଜେଡି କାଉନସିଲର୍‌ ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲାରେ ବରିଷ୍ଠ ବିଜେପି ନେତା ତଥା ଗଂଜାମ ଜିଲ୍ଲା ପ୍ରଭାରୀ ଗୋଲକ ମହାପାତ୍ରଙ୍କୁ ପଚରାଉଚରା ପାଇଁ ପୁଲିସ ନୋଟିସ୍‌ କରିଛି। ଛତ୍ରପୁର ପୁଲିସ ପକ୍ଷରୁ ଗୋଲକଙ୍କୁ ଆସନ୍ତାକାଲି ମଧ୍ୟାହ୍ନ ସୁଦ୍ଧା…
ଅଧିକ ଖବର ଦେଖନ୍ତୁ...

ଅଧ୍ୟାପିକାଙ୍କ ଘରେ ସେକ୍ସ ର‍୍ୟାକେଟ୍‌!

ବାଲିଅନ୍ତା: ଜଣେ ଓଡ଼ିଆ ଅଧ୍ୟାପିକାଙ୍କ ଘରେ ସେକ୍ସ ର‍୍ୟାକେଟ ଚାଲିଥିବା ବିଷୟ ଜଣା ପଡ଼ିବା ପରେ ଆଜି ପୂର୍ବାହ୍ନରେ ବାଲିଅନ୍ତା ଥାନା ଅନ୍ତର୍ଗତ ବ୍ରାହ୍ମଣଷଡ଼ଙ୍ଗୀରେ ଉତ୍ତେଜନା ପ୍ରକାଶ ପାଇଥିଲା। ଗାଁ ଲୋକ ଖବର ପାଇବା ପୂର୍ବରୁ ଘଟଣାସ୍ଥଳରୁ ଦୁଇ ଜଣ ଦେହଜୀବୀ କୌଶଳକ୍ରମେ ଖସି ପଳାଇବାରେ…
ଅଧିକ ଖବର ଦେଖନ୍ତୁ...

କମ୍ପାନିର ନର୍ଦେଶକ ବିଶାଖାପାଟଣାରୁ ଗିରଫ

ଭୁବନେଶ୍ୱର: ନିମ୍ନମାନର ଲୁହାପଥର ଓ ଲୁହାଗୁଣ୍ଡ ଦେଇ ୨କୋଟି ଟଙ୍କା ଠକେଇ ଅଭିଯୋଗରେ କ୍ୟାପିଟାଲ ଥାନା ପୁଲିସ ମାଜେଷ୍ଟିକ୍‌ ମାଇନ୍ସ ଆଣ୍ଡ ମିନେରାଲ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ର ନିର୍ଦେଶକଙ୍କୁ ଗିରଫ କରିଛି। ତାଙ୍କ ନାଁ ରାଜେଶ ଚୌଧୁରୀ ଓରଫ ରାଜେଶ କେ(୩୯)। ପୁଲିସ ସୂଚନା ମୁତାବକ, ଗତ…
ଅଧିକ ଖବର ଦେଖନ୍ତୁ...

ବାଣୀବିହାର ଉଦ୍ଭିଦ ବିଜ୍ଞାନ ବିଭାଗରୁ ସ୍କ୍ରାପ୍‌ ଚୋରି

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ବିଭାଗରୁ ସ୍କ୍ରାପ୍‌ ଚୋରି ଅଭିଯୋଗରେ ସହିଦନଗର ଥାନା ପୁଲିସ ଜଣେ ଚୋରକୁ ଗିରଫ କରିଛି। ସେ ହେଲା ସହିଦନଗର ତାରିଣୀ ବସ୍ତିର ଗଣେଶ ମଣ୍ଡଳ ଓରଫ୍‌ ସିଂହ (୩୦)। ତେବେ ଏହି ଚୋରିରେ ସଂପୃକ୍ତ ଗଣେଶର ଅନ୍ୟ ଦୁଇ ଜଣ ସହଯୋଗୀ ଫେରାର ହୋଇ…
ଅଧିକ ଖବର ଦେଖନ୍ତୁ...