ଅନୁସନ୍ଧାନ କରୁଥିବା ବର୍ଗ

ଅପରାଧ

ମୋବାଇଲ୍‌ ଲୁଟେରା ଗରିଫ

ଚନ୍ଦ୍ରଶେଖରପୁର : ଶୈଳଶ୍ରୀବିହାର ଓ ଡମଣା ଛକରୁ ଲୋକଙ୍କ ହାତରୁ ମୋବାଇଲ୍‌ ଝାମ୍ପି ନେଇ ଦୌଡ଼ି ପଳାଉଥିବା ଜଣେ ଲୁଟେରାକୁ ଆଜି ଚନ୍ଦ୍ରଶେଖରପୁର ଥାନା ପୁଲିସ୍‌ ଗିରଫ କରି କୋର୍ଟ ଚାଲାଣ କରିଛି। ଲୁଟେରା ଜଣକର ନାମ ଦାମ ରାଓ (ଦାମୋଦର)। ସେ ନୀଳାଦ୍ରିବିହାର ନୀଳମାଧବ ବସ୍ତିରେ ରହୁଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ଆୟକର ଫାଙ୍କି ଅଭିଯୋଗ : ମାଗନମ୍‌ କମ୍ପାନି ଅଧ୍ୟକ୍ଷଙ୍କ ଘର ସମେତ ୬ଟି ସ୍ଥାନରେ ଚଢ଼ଉ

ଭୁବନେଶ୍ୱର : ଆୟକର ଫାଙ୍କି ଅଭିଯୋଗରେ ଆୟକର ବିଭାଗ ପକ୍ଷରୁ ଆଜି ମାଗନମ୍‌ କମ୍ପାନିର ଅଧ୍ୟକ୍ଷ ରମେଶ ଚନ୍ଦ୍ର ମହାପାତ୍ରଙ୍କ ଘର ସମେତ ୬ଟି ସ୍ଥାନରେ ଚଢ଼ଉ କରିଛି। ଚଢ଼ଉବେଳେ ଆୟକର ବିଭାଗର ଅଧିକାରୀମାନେ ରମେଶଙ୍କ ଘରୁ ଅନେକ ଗୁରୁତ୍ୱପୂର୍ଣ କାଗଜପତ୍ର ଆଦି ସଂଗ୍ରହ କରିଥିବା କୁହାଯାଉଛି। ଶ୍ରୀ…
ଅଧିକ ଖବର ଦେଖନ୍ତୁ...

ଘର ଲୁଟିଲେ, ଚୋରି ଏଟିଏମ୍‌ କାର୍ଡରୁ ଟଙ୍କା ଉଠାଇଲେ

ଖଣ୍ଡଗିରି: ପୁଣି ମାତିଲେ ସିନ୍ଧିଚୋର। ପୂର୍ବରୁ ରାତିରେ ସ୍ଥାନୀୟ ଅଞ୍ଚଳରେ ଦୁଇ ଦୁଇଟି ଘରର ଗ୍ରିଲ ଓ ତାଲା କାଟି କଳକନା ବୁଲାଇଥିଲେ। କିନ୍ତୁ ଆଜି ସିନ୍ଧିଚୋରମାନେ ଦିନ ଦି’ପହରରେ ଜଣେ ଶିକ୍ଷୟିତ୍ରୀଙ୍କ ଘରେ କଳାକନା ବୁଲାଇଛନ୍ତି। ଘର ଲୁଟିବା ପରେ ଦୁର୍ବୃତ୍ତମାନେ ଘରୁ ନେଇଯାଇଥିବା…
ଅଧିକ ଖବର ଦେଖନ୍ତୁ...

ମହିଳାଙ୍କୁ ଭୁଜାଲିରେ ହାଣି ଲୁଟ୍‌

କରିଲୋପାଟଣା : କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ତଳଗାଁରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଜଣେ ମହିଳାଙ୍କୁ ଭୁଜାଲିରେ ହାଣି ଦୁର୍ବୃତ୍ତମାନେ ଲୁଟ୍‌ପାଟ୍‌ କରିଛନ୍ତି। ମହିଳାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।…
ଅଧିକ ଖବର ଦେଖନ୍ତୁ...

ଥାନାର ଗ୍ରିଲ କାଟି କଏଦୀ ଫେରାର, ସିସିଟିଭିରେ କୈଦ ହେଲା ଫେରାର ହେବାର ଦୃଶ୍ୟ

ଅହମ୍ମଦାବାଦ: ଗୁଜୁରାଟର ଏକ ଜେଲରୁ ଗ୍ରିଲ କାଟି ସୋମବାର ଜଣେ କଏଦୀ ଫେରାର ହୋଇଯିବାର ଏକ ମାମଲା ସାମ୍ନାକୁ ଆସିଛି। ଏଭଳି ଏକ ମାମଲା ରାଜ୍ୟର ଭରୁଚ ଜିଲ୍ଲାରେ ଘଟିଛି। ଯେଉଁଠାରେ ଏକ ଚୋର ପୁଲିସ ଷ୍ଟେସନ୍‌ରେ ବନ୍ଦୀ ଥିଲା। ଏହି କଏଦୀ ଥାନାରେ ଲାଗିଥିବା ଗ୍ରିଲ କାଟି ଫେରାର ହେବାର ସଫଳ…
ଅଧିକ ଖବର ଦେଖନ୍ତୁ...

ପ୍ରଥମ ପର୍ଯ୍ୟାୟରେ ଗୋଲକ ମହାପାତ୍ରଙ୍କ ଜେରା ଶେଷ, ଆଜି ଆଉ ଥରେ ବୟାନ ରେକର୍ଡ କରିବ ପୁଲିସ

ଛତ୍ରପୁର: ଗଞ୍ଜାମ ଜିଲ୍ଲା ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନ୍‌ଏସି)ର କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମାଲାରେ ବିଜେପି ନେତା ଗୋଲକ ମହାପାତ୍ରଙ୍କୁ ଛତ୍ରପୁର ପୁଲିସ ପ୍ରଥମ ପର୍ଯ୍ୟାୟରେ ଜେରା କରିବା ପରେ ମଧ୍ୟାହ୍ନ ଭୋଜନ ପାଇଁ ଛାଡି ଦେଇଛି। ଛତ୍ରପୁର ଥାନାରେ ଗୋଲକଙ୍କୁ…
ଅଧିକ ଖବର ଦେଖନ୍ତୁ...

ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ଅଧିକାରୀ ବୋଲାଉ ଥିବା ଡକ୍ଟର୍‌ କେକେଙ୍କୁ ଗିରଫ କଲା ଦିଲ୍ଲୀ ପୁଲିସ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟାଳୟରେ ଜଣେ ନିର୍ଦେଶକ ଅଛନ୍ତି ବୋଲି ଛଳନା କରୁଥିବା ଜଣେ ବ୍ୟକ୍ତିଙ୍କୁ ଦିଲ୍ଲୀ ପୁଲିସ ସ୍ପେସାଲ୍‌ ସେଲ୍‌ ଗିରଫ କରିଛି ବୋଲି ଖବର ମିଳିଛି। ସ୍ପେସାଲ୍‌ ସେଲ୍‌ ଦ୍ୱାରା ଗିରଫ ହୋଇଥିବା ବ୍ୟକ୍ତି ଜଣକ କହ୍ନେୟା କୁମାର ଏବଂ…
ଅଧିକ ଖବର ଦେଖନ୍ତୁ...

ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲା: ଛତ୍ରପୁର ଥାନାରେ ହାଜର ହେଲେ ବିଜେପି ନେତା ଗୋଲକ ମହାପାତ୍ର

ଛତ୍ରପୁର : ଛତ୍ରପୁର ଏନ୍‌ଏସି ବିଜେଡି କାଉନସିଲର୍‌ ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲାରେ ବରିଷ୍ଠ ବିଜେପି ନେତା ତଥା ଗଂଜାମ ଜିଲ୍ଲା ପ୍ରଭାରୀ ଗୋଲକ ମହାପାତ୍ରଙ୍କୁ ପଚରାଉଚରା ପାଇଁ ପୁଲିସ ନୋଟିସ୍‌ କରିବା ପରେ ଆଜି ଶ୍ରୀ ମହାପାତ୍ର ଛତ୍ରପୁର ଥାନାରେ ହାଜର ହୋଇଛନ୍ତି। ମାମଲାର…
ଅଧିକ ଖବର ଦେଖନ୍ତୁ...

କପି କରି ଧରାପଡ଼ିଲେ ୨୦୧୪ ‘ୟୁପିଏସ୍‌ସି’ର ଏଥିକ୍ସ ପେପର୍‌ରେ ଅଧିକ ନମ୍ବର ରଖିଥିବା ଆଇପିଏସ୍‌ ଅଧିକାରୀ

ହାଇଦ୍ରାବାଦ: ସୋମବାର ଦିନ ଚେନ୍ନାଇରେ ଅନୁଷ୍ଠିତ ୟୁପିଏସ୍‌ସି ସିଭିଲ୍‌ ସର୍ଭିସ୍‌ (ମେନ୍‌) ପରୀକ୍ଷାରେ କପି କରୁଥିବା ଅବସ୍ଥାରେ ଧରା ପଡ଼ିଥିବା ଆଇପିଏସ୍‌ ଅଧିକାରୀ ସଫୀର୍‌ କରିମ୍‌ ୨୦୧୪ ମସିହା ସିଭିଲ୍‌ ସର୍ଭିସ୍‌ ପରୀକ୍ଷାର ଏଥିକ୍‌ସ୍‌ ପରୀକ୍ଷାରେ ଅଧିକ ନମ୍ବର ରଖିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ମାଲକାନଗିରି: ରାତି ଅଧରେ ଘରେ ପଶିଲା ୧୨ ଫୁଟର କୁମ୍ଭୀର

ମାଲନାକନଗିରି: ମାଲକାନଗିରି ହିନ୍ଦ୍ରିମାଳ ପଞ୍ଚାୟତର ମୁନସା ଗ୍ରାମର ଦାଶରଥୀ ପଡ଼ିଆମୀଙ୍କ ଘରେ ଗତକାଲି ରାତିରେ ଏକ ୧୨ ଫୁଟିଆ କୁମ୍ଭୀର ପଶିଯାଇଥିଲା। ବିଳମ୍ବିତ ରାତିରେ ଖସ୍‌ଖସ୍‌ ଶବ୍ଦ ଶୁଣି ଶ୍ରୀ ପଡ଼ିଆମୀ ନିଦରୁ ଉଠି ପଡ଼ିଥିଲେ। ଦେଖିଲା ବେଳକୁ ଏକ ବଡ଼ କୁମ୍ଭୀର ଘର ଭିତରେ ପଶିଛି। ସେ…
ଅଧିକ ଖବର ଦେଖନ୍ତୁ...