ଅନୁସନ୍ଧାନ କରୁଥିବା ବର୍ଗ

ଅପରାଧ

ନଗ୍ନ ଫଟୋ ଉଠାଇ ନାବାଳିକାଙ୍କୁ ଦୁଷ୍କର୍ମ

ଜଗତସିଂହପୁର ଟାଉନ୍‍ : ଜଣେ ନାବାଳିକାଙ୍କର ନଗ୍ନ ଫଟୋ ଉଠାଇ ତାଙ୍କ ସହ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏ ନେଇ ଜଗତସିଂହପୁର ଥାନାରେ ଅଭିଯୋଗ କରାଯିବା ପରେ ପୁଲିସ ଏକ ମାମଲା(୨୪୩/୧୭) ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଦୁଷ୍କର୍ମ ଅଭିଯୁକ୍ତ ଯୁବକଙ୍କୁ ପୁଲିସ ଅଟକ ରଖି ପଚରାଉଚରା…
ଅଧିକ ଖବର ଦେଖନ୍ତୁ...

ବଡ଼ମ୍ବାରେ ନାବାଳିକାକୁ ବଳି ଉଦ୍ୟମ

ସାଧକ ସମେତ ୩ ସହଯୋଗୀ ଫେରାର, ମହିଳା ଗିରଫ ବଡ଼ମ୍ବା : ଅଧ ରାତିରେ ଘରେ କଟାଯାଇଥିଲା କୁଣ୍ଡଳୀ। ୧୨ବର୍ଷୀୟା ନାବାଳିକାକୁ ବସାଯାଇ ଚାଲିଥିଲା ପୂଜାର୍ଚ୍ଚନା। ବାବାଙ୍କୁ ଡକାଇ ତନ୍ତ୍ର ସାଧନା ଚାଲିଥିବାବେଳେ ପରିବାର ଲୋକ ପହଞ୍ଚି ଉଦ୍ଧାର କରିଥିଲେ ନାବାଳିକାକୁ। ତାକୁ ବଳି ପକାଇବାକୁ ଏଭଳି…
ଅଧିକ ଖବର ଦେଖନ୍ତୁ...

ପୁଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଥେସା କାଳିଆ ଗୁରୁତର

ବ୍ରହ୍ମପୁର: ଦୁର୍ଦ୍ଦାନ୍ତ ଅପରାଧୀ ଥେସା କାଳିଆ ଓରଫ କେଶବ କୁନ୍ଦ ବୁଧବାର ସନ୍ଧ୍ୟାରେ ପୁଲିସ ଏନକାଉଣ୍ଟରରେ ଗୁରୁତର ହୋଇଥିବା ଜଣାପଡ଼ିଛି। ବିଶେଷ ସୂତ୍ରରୁ ସୂଚନା ମିଳିବା ପରେ ପୁଲିସ ଜାତୀୟ ରାଜପଥ ନିକଟରେ ଥିବା ଓମ ସାଇ ହଷ୍ଟେଲ ନିକଟରେ ଚଢ଼ାଉ କରି ଏନ୍‌କାଉଣ୍ଟର କରିଥିଲା। ଗଞ୍ଜାମ…
ଅଧିକ ଖବର ଦେଖନ୍ତୁ...

ଅଷ୍ଟ୍ରେଲିଆ କ୍ରିକେଟ ଟିମର ବସ ଉପରକୁ ଆକ୍ରମଣ ଘଟଣା: ସନ୍ଦେହରେ ୨ଗିରଫ, ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଗୌହାଟୀ: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ମଙ୍ଗଳବାର ଆସାମର ଗୌହାଟୀ ଠାରେ ଟି-୨୦ ମ୍ୟାଚ ଖେଳାଯାଇଥିଲା। ମ୍ୟାଚରେ ବିଜୟୀ ହୋଇଥିବା ଅଷ୍ଟ୍ରେଲିଆ ଟିମ୍‌ ରାତିରେ ହୋଟେଲକୁ ଫେରିବା ରାସ୍ତାରେ ଆକ୍ରମଣର ଶିକାର ହୋଇଥିଲେ। ଅଷ୍ଟ୍ରେଲିଆର ଖେଳାଳିମାନେ ଯେଉଁ ବସ୍‌ରେ ହୋଟେଲକୁ ଫେରୁଥିଲେ, ରାସ୍ତାରେ…
ଅଧିକ ଖବର ଦେଖନ୍ତୁ...

ମୁସଲମାନ୍‌ ଗାୟକ ହତ୍ୟା ମାମଲା : ହତ୍ୟା ଧମକ ପାଇବା ପରେ ୨୦୦ ମୁସଲମାନ ଗାଁ ଛାଡ଼ିଲେ

ଜୟପୁର: ରାଜସ୍ଥାନ ଜୈସଲମେର ଜିଲ୍ଲାର ଦାନ୍ତଲ ଗ୍ରାମର ପାଖାପାଖି ୨୦୦ମୁସଲମାନଙ୍କୁ ଗାଁ ଛାଡ଼ି ଯିବା ପାଇଁ ବାଧ୍ୟ କରାଯିବା ଭଳି ଏକ ସ୍ପର୍ଶକାତର ଘଟଣା ଏବେ ସାମ୍ନାକୁ ଆସିଛି। ଅଭିଯୋଗ ହୋଇଛି କି ଜଣେ ମୁସଲମାନ ଗାୟକଙ୍କୁ ହତ୍ୟା କରିବାର ମାମଲା ପୁଲିସରେ ରୁଜୁ କରିବା ପରେ ଗ୍ରାମରେ ଥିବା…
ଅଧିକ ଖବର ଦେଖନ୍ତୁ...

କଙ୍ଗୋ ବିଦ୍ରେହୀଙ୍କ ବର୍ବୋରଚିତ ଭିଡିଓ: ସର୍ବସମ୍ମୁଖରେ ମହିଳାଙ୍କୁ ଦୁଷ୍କର୍ମ ପରେ ମୁଣ୍ଡକାଟ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଜାରି ହୋଇଥିବା କଙ୍ଗୋର ଏକ ହୃଦୟ ବିଦାରକ ଦୃଶ୍ୟକୁ ନେଇ ସମଗ୍ର ମାନବଜାତି ସ୍ତବ୍ଧ। ଏହି ଭିଡିଓରେ କଙ୍ଗୋର ବିଦ୍ରୋହୀମାନେ ଜଣେ ମହିଳାଙ୍କୁ ଉଲଗ୍ନ କରି ପିଟିପିଟି ଘୋଷରି ଘୋଷାରି ଏକ ଛକକୁ ନେବା, ସେଠାରେ ସର୍ବସମ୍ମୁଖରେ ତାଙ୍କୁ ଦୁଷ୍କର୍ମ କରିବା ପରେ ତାଙ୍କ…
ଅଧିକ ଖବର ଦେଖନ୍ତୁ...

କେନ୍ଦ୍ରାପଡ଼ା: ପ୍ରେମ ବିବାହର ୭ ମାସ ପରେ ପତ୍ନୀଙ୍କ ତଣ୍ଟି କାଟି ହତ୍ୟା

କେନ୍ଦ୍ରାପଡ଼ା: ମାତ୍ର ୭ ମାସ ତଳେ ଭଲ ପାଇ ପରସ୍ପରକୁ ବିବାହ କରିଥିଲେ। ମାତ୍ର ବିବାହର କିଛି ଦିନ ପରେ ଭଲପାଇବାରେ ଭଟ୍ଟା ପଡ଼ିଥିଲା। ଶେଷରେ ସ୍ୱାମୀ ଓ ତାଙ୍କ ପରିବାର ଲୋକେ ମିଶି ତଣ୍ଟିକାଟି ନବବଧୁଙ୍କୁ ହତ୍ୟା କରିଛନ୍ତି। କେବଳ ସେତିକି ନୁହେଁ ହତ୍ୟାକାଣ୍ଡ ପରେ ଶବକୁ ନେଇ ନଦୀରେ…
ଅଧିକ ଖବର ଦେଖନ୍ତୁ...

ନାବାଳିକା ଗଣଦୁଷ୍କର୍ମ ଘଟଣା: ଆଜି ବି ଜାତୀୟ ରାଜପଥ ଅବରୋଧ

କୋରାପୁଟ: କୋରାପୁଟ ଜିଲ୍ଲା କୁନ୍ଦୁଲି ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଗଣ ଦୁଷ୍କର୍ମ କରାଯିବା ପରି ସମ୍ବେଦନଶୀଳ ଘଟଣା ନେଇ ଆଜି ମଧ୍ୟ ଲୋକେ କୁନ୍ଦୁଲିଠାରେ ୨୬ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଫଳରେ ଏହି ରାସ୍ତାରେ ହଜାର ହଜାର ସଂଖ୍ୟାରେ ଯାଜବାହନ ରଅଟକି ରହିଛି। ଅପରପକ୍ଷେ ଗତକାଲି…
ଅଧିକ ଖବର ଦେଖନ୍ତୁ...

ପୁରୀ: ଏନକାଉଣ୍ଟରରେ ଡକାୟତି ଅଭିଯୁକ୍ତ ଗୁରୁତର

ପୁରୀ: ଗତକାଲି ରାତିରେ ପୁରୀ ଜିଲ୍ଲା ଗୋପ ଚାରିଛକ ନିକଟରେ ରାସ୍ତା ଡକାୟତି ସହିତ ବିଭିନ୍ନ ଅପରାଧରେ ସମ୍ପୃକ୍ତ ଥିବା ଅନନ୍ତ ବେହେରା ନାମକ ଜଣେ ଯୁବକଙ୍କୁ ପୁରୀ ସ୍ପେଶାଲ ସ୍କ୍ଵାଡ୍‌ ଓ ଗୋପ ପୁଲିସ ମିଳିତ ଭାବେ ଏନକାଉଣ୍ଟର କରିଛନ୍ତି। ଅନନ୍ତ ଗୋଡ଼ରେ ଗୁଳିବାଜି ଥିବାରୁ ତାକୁ କଟକ ବଡ଼…
ଅଧିକ ଖବର ଦେଖନ୍ତୁ...

ବନ୍ଧୁକ ଦେଖାଇ ଲୁଟିନେଲେ ୧୩ ଲକ୍ଷ

ଖଣ୍ଡଗିରି: ପୁଣିଥରେ ରାଜଧାନୀରେ ଆତଙ୍କ ଖେଳାଇଛନ୍ତି ଲୁଟେରା। ମଙ୍ଗଳବାର ସନ୍ଧ୍ୟାରେ ଚନ୍ଦକା ରାସ୍ତାରେ ଦୁର୍ବୃତ୍ତମାନେ ବନ୍ଧୁକ ଦେଖାଇ ୧୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଚନ୍ଦକା ରାସ୍ତାରେ ଥିବା ହୋଟେଲ ଜଙ୍ଗଲ ଭିଉ ନିକଟ ଏକ ବେକେରି କମ୍ପାନିର କର୍ମଚାରୀମାନଙ୍କଠାରୁ ଏହି ବଡ଼ ଧରଣର…
ଅଧିକ ଖବର ଦେଖନ୍ତୁ...