ଅନୁସନ୍ଧାନ କରୁଥିବା ବର୍ଗ

ଅପରାଧ

ଜମିବାଡ଼ିକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ଜଣେ ଆହତ

ଜହ୍ନାପଙ୍କ: ଜମିବାଡ଼ିକୁ କେନ୍ଦ୍ର କରି ବୌଦ୍ଧ ଥାନା ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ନାରାୟଣନଗରରେ ଗୋଷ୍ଠୀ ସଂଘର୍ଷ ଘଟିଛି। ଏଥିରେ ସୁରେଶ ମେହେର(୫୨) ଗୁରୁତର ଆହତ ହୋଇଛନ୍ତି। ତାଙ୍କ ମୁଣ୍ଡରେ ଆଘାତ ଲାଗିଛି ଓ ଡାହାଣ ହାତ ଭାଙ୍ଗି ଯାଇଛି। ଏନେଇ ସୁରେଶ ପୁଲିସରେ ଅଭିଯୋଗ କରିଛନ୍ତି। ପୁଲିସ…
ଅଧିକ ଖବର ଦେଖନ୍ତୁ...

ମଦ ଦୋକାନକୁ ବିରୋଧ

ନୂଆପଡ଼ା: ଖରିଆରରୋଡ ଏନଏସି ସ୍ଥିତ ଓ୍ଵାର୍ଡ ନଂ ୮ ଠାରେ ବିଦେଶୀ ମଦଦୋକାନ ପୁଣିଥରେ ଖୋଲିବାକୁ ସ୍ଥାନୀୟ ଲୋକେ ବିରୋଧ କରିଛନ୍ତି। ଏ ନେଇ ୮ନଂ ଓ୍ଵାର୍ଡ କାଉନସିଲର ଭଗବତୀ ପଟେଲଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ସଭାରେ ପୁଣି ଥରେ ମଦ ଦୋକାନ ଖୋଲାକୁ ବିରୋଧ କରାଯାଇଥିଲା।…
ଅଧିକ ଖବର ଦେଖନ୍ତୁ...

ଗାଡ଼ି ମାଲିକ ସହ ୪ ଥାନାରେ ଅଟକ

ଦେଓଗାଁ: ଗାଡ଼ି ଭଡ଼ା ଦେବାକୁ ଟଙ୍କା ନଥିବାରୁ ମହିଳା ପାସେଞ୍ଜରଙ୍କ ସୁନା ଗହଣା ବିକି ଭଡ଼ା ଟଙ୍କା ଆଦାୟ କରିଥିବା ଘଟଣାରେ ପୁଲିସ ସଂପୃକ୍ତ ଗାଡ଼ି ମାଲିକ, ଭଡ଼ାରେ ଯାଇଥିବା ମହିଳାଙ୍କ ସମେତ ୪ ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି। ତୁଷରା ଥାନା ପୁଲିସ ସୂତ୍ରରୁ ପ୍ରକାଶ ଯେ ଗତ ମେ ମାସରେ ଜଣେ…
ଅଧିକ ଖବର ଦେଖନ୍ତୁ...

ରାସ୍ତା ମଝିରେ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ

ମହାକାଳପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଅଧୀନ ଯଦୁପୁରରେ ଆଜି ଅଭାବନୀୟ ଘଟଣା ଘଟିଛି। ସ୍ପଷ୍ଟ ଦିବାଲୋକରେ ଜଣେ କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ ହୋଇଛି। ଘଟଣାକୁ କେନ୍ଦ୍ରକରି ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ଦେଖାଦେଇଛି। ଉତ୍ତ୍ୟକ୍ତ ଲୋକେ ରାଜରାସ୍ତାକୁ ଓହ୍ଲାଇବା…
ଅଧିକ ଖବର ଦେଖନ୍ତୁ...

ଜମି ବିକିବା ନାଁରେ ୩୩ ଲକ୍ଷ ଚଳୁ; ୩ ଭାଇ ଗିରଫ

ଖଣ୍ଡଗିରି : ଜମି ବିକିବା ପାଇଁ ଜଣେ ବିଲ୍‌ଡରଙ୍କ ୩୩ ଲକ୍ଷ ଟଙ୍କା ଚଳୁ କରିଥିବା ଅଭିଯୋଗରେ ରବିବାର ଖଣ୍ଡଗିରି ଥାନା ପୁଲିସ ୩ ଭାଇଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଜଟଣୀର ରତ୍ନକାର ସାହୁ(୫୦), ଜିତୁ ସାହୁ(୩୦ ଓ ଏମାନଙ୍କ ଦାଦାପୁଅ ଭାଇ ସୁଧୀର ସାହୁ((୩୫)। ଜାମିନ୍‌ ନାମଞ୍ଜୁର…
ଅଧିକ ଖବର ଦେଖନ୍ତୁ...

୨ ମୋବାଇଲ୍‌ ଲୁଟେରା ଗିରଫ

ଖଣ୍ଡଗିରି : ରବିବାର ଖଣ୍ଡଗିରି ଥାନା ପୁଲିସ ୨ ଜଣ ମୋବାଇଲ୍‌ ଲୁଟେରାଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଫରେଷ୍ଟପାର୍କ ବସ୍ତିର ସନ୍ତୋଷ ରାଓ ଓରଫ୍‌ ସନ୍ତ(୨୦) ଓ ବରମୁଣ୍ଡା ଶବରସାହିର ସଚ୍ଚିଦାନନ୍ଦ ନାଏକ ଓରଫ୍‌ ବବୁଲ୍‌(୨୧)। ଗତ ୧୩ ତାରିଖ ସନ୍ଧ୍ୟା ସାଢ଼େ ୭ଟାବେଳେ ଏମାନେ…
ଅଧିକ ଖବର ଦେଖନ୍ତୁ...

ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପି ନେଲେ ଦୁର୍ବୃତ୍ତ

ବାଲିଅନ୍ତା : ବାଲିଅନ୍ତା ବ୍ଲକ ଟଙ୍କପାଣି ବ୍ରିଜ ସଂଲଗ୍ନ ସହିଦନଗର ଥାନା ସୀମା ପରିସର ଅଞ୍ଚଳରୁ ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ଜଣେ ମହିଳାଙ୍କ ବେକରୁ ଦୁଇଜଣ ଯୁବକ ସୁନାଚେନ୍‌ ଝାମ୍ପି ନେଇଛନ୍ତି । ତେବେ ଯୁବକ ଦ୍ୱୟ ସୁନାଚେନ ଝାମ୍ପି ନେବା ବେଳେ ମହିଳା ଜଣକ ବେକରେ ହାତ ପକାଇ ଦେବାରୁ ଅଧା…
ଅଧିକ ଖବର ଦେଖନ୍ତୁ...

ବାପାଙ୍କ ଗୋଡ଼କୁ ଦୁଇ ଗଡ଼ କଲା ପୁଅ

ଖଣ୍ଡଗିରି : ବୁଢ଼ା ବୟସରେ ନାତି ନାତୁଣୀଙ୍କ ସହ କିଏ ବା ଖେଳିବାକୁ ଭଲ ନ ପାଏ! କିନ୍ତୁ କୁନି କୁନି ନାତି ନାତୁଣୀକୁ ଗେଲ କରିବା ମହଙ୍ଗା ପଡ଼ିଛି ଜଣେ ବୃଦ୍ଧଙ୍କୁ। ପୁଅର ରଡ୍‌ ମାଡ଼ରେ ବୁଢ଼ା ବାପାଙ୍କ ଡାହାଣ ଗୋଡ଼ ହାଡ଼ ଭାଙ୍ଗି ଦୁଇଗଡ଼ ହୋଇଯାଇଛି। ଏଭଳି ଏକ ନିର୍ଦୟ ଘଟଣାଟି ଡୁମୁଡୁମା…
ଅଧିକ ଖବର ଦେଖନ୍ତୁ...

ଚନ୍ଦକାରୁ ୧୩ ଲକ୍ଷ ଟଙ୍କା ଲୁଟ୍‌ ମାମଲା : ପୁଲିସ ଜାଲରେ ଦୁଇ ଲୁଟେରା

ଖଣ୍ଡଗିରି : ୧୦ ତାରିଖ ଅପରାହ୍ଣରେ ବାରଙ୍ଗ ଚନ୍ଦକା ରାସ୍ତାରୁ ହୋଇଥିବା ୧୩ ଲକ୍ଷ ଟଙ୍କା ଲୁଟ୍‌ ମାମଲାରେ କମିସନରେଟ୍‌ ପୁଲିସକୁ ବଡ଼ ସଫଳତା ମିଳିଛି। ଚନ୍ଦକା ଥାନା ପୁଲିସ, ସ୍ପେଶାଲ୍‌ ସ୍କ୍ଵାଡ୍‌ ଓ କ୍ୟୁଏଟି ଟିମ୍‌ର ମିଳିତ ଉଦ୍ୟମରେ ଏହି ଲୁଟେରା ଗ୍ୟାଙ୍ଗ୍‌ର ୨ ଜଣଙ୍କୁ ପୁଲିସ ଧରିବାରେ…
ଅଧିକ ଖବର ଦେଖନ୍ତୁ...

ପିଇଓଙ୍କୁ ପିସ୍ତଲ ଦେଖାଇ ଲୁଟିଲେ ୨.୮ ଲକ୍ଷ

ରାଉରକେଲା : ବୀରମିତ୍ରପୁର ନିକଟବର୍ତ୍ତି ଧାଙ୍ଗିରନଚା ଛକ ନିକଟରେ କୁଆରମୁଣ୍ଡା ବ୍ଲକ ଅନ୍ତର୍ଗତ ଅନ୍ଧାରୀ ଓ କାଦେବାହାଲ ପଞ୍ଚାୟତର ନିର୍ବାହୀ ଅଧିକାରୀ (ପିଇଓ) ମିଖାଇଲ୍‌ ଲୁଗୁନୁଙ୍କ ଠାରୁ ଦୁଇ ଜଣ ଦୁର୍ବୃତ୍ତ ୨ ଲକ୍ଷ ୮୦ ହଜାର ଟଙ୍କା ଲୁଟି ନେଇଛନ୍ତି। ଅନ୍ଧାରୀ ଓ କାଦୋବାହାଲ ପଞ୍ଚାୟତର…
ଅଧିକ ଖବର ଦେଖନ୍ତୁ...