ଅନୁସନ୍ଧାନ କରୁଥିବା ବର୍ଗ

ଅପରାଧ

ଭିଜିଲାନ୍ସ ଅଦାଲତରେ ପୂର୍ବତନ ବ୍ୟାଙ୍କ ପରିଚାଳକ ଦୋଷୀ ସାବ୍ୟସ୍ତ, ଦୁଇ ବର୍ଷ ଜେଲ

କଟକ : ଲାଞ୍ଚ ଗ୍ରହଣ ଅଭିଯୋଗକୁ ନେଇ ରୁଜୁ ମାମଲାର ଶୁଣାଣି କରି କଟକ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ କଟକ ଗ୍ରାମ୍ୟ ବ୍ୟାଙ୍କର ପୂର୍ବତନ ଶାଖା ପରିଚାଳକ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ତାଙ୍କୁ ଦୁର୍ନୀତି ନିବାରଣ ଆଇନର ଧାରା ୧୩(୧)(ଡି) ଓ ଧାରା ୭ରେ ରେ ୨ ବର୍ଷ…
ଅଧିକ ଖବର ଦେଖନ୍ତୁ...

ଟଙ୍କା ପାଇଁ ସଂପର୍କ ଭୁଲିଗଲେ

ହତ୍ୟାକାରୀ ଶଳା-ଭିଣୋଇ ଗିରଫ, କଟୁରୀ, ବାଇକ୍‌ ଜବତ୍‌ ଅନୁଗୁଳ/କିଶୋରନଗର/ପାଇକସାହି : ଯାହା ସନ୍ଦେହ କରାଯାଉଥିଲା ଶେଷରେ ତାହା ହିଁ ସତ ହେଲା। ପରିଚିତ ଲୋକ ସାଜିଲେ ହତ୍ୟାକାରୀ। ଟଙ୍କା ପାଇଁ ଭୁଲିଗଲେ ସଂପର୍କ। ଲୋଭରେ ଅନ୍ଧ ହୋଇ କିଶୋରନଗର ଥାନା ଗମ୍ଭାରୀମଳିହା ଗ୍ରାମର ବିରଞ୍ଚି…
ଅଧିକ ଖବର ଦେଖନ୍ତୁ...

କାର୍‌ ସହ ୯୫ ଲକ୍ଷ ଟଙ୍କାର ରୁପା ଅଳଙ୍କାର ଜବତ

ସମ୍ବଲପୁର : ଗୁରୁବାର ସକାଳେ ଛତିଶଗଡ଼ର ରାଜଧାନୀ ରାୟପୁରରୁ ସମ୍ବଲପୁରକୁ ଚାଲାଣ ବେଳେ ୯୫ ଲକ୍ଷ ଟଙ୍କାର ରୁପା ଅଳଙ୍କାର ଜବତ କରାଯାଇଛି। ସମ୍ବଲପୁର ପୁଲିସ୍‌ର ସ୍ୱତନ୍ତ୍ର ସ୍କ୍ଵାଡ ଦ୍ୱାରା ଯାଂଚ ବେଳେ ଏହା ଧରାପଡ଼ିଛି। ରାୟପୁରରୁ ଏକ ଡଷ୍ଟର କାର୍‌ (ସିଜି୦୪ଏଲ୍‌ଭି୯୬୫୮)ରେ ରୁପା ଅଳଙ୍କାର…
ଅଧିକ ଖବର ଦେଖନ୍ତୁ...

ଆରୁଷୀ ହତ୍ୟାକାଣ୍ଡ: ରାଜେଶ ଏବଂ ନୂପୁର ତଲଓ୍ଵାର ନିର୍ଦ୍ଦୋଷରେ ଖଲାସ୍‌

ନୂଆଦିଲ୍ଲୀ: ଆଲ୍ଲାହାବାଦ ହାଇକୋର୍ଟ ଗୁରୁବାର ଆରୁଷୀ ତଲଓ୍ଵାର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ରାଜେଶ ତଲଓ୍ଵାର ଏବଂ ନୂପୁର ତଲଓ୍ଵାରଙ୍କୁ ନିର୍ଦୋଷ ଘୋଷଣା କରିଛନ୍ତି। ଦୁହିଁଙ୍କୁ ଦୋଷୀ ସାବ୍ୟସ୍ତ କରିବା ପାଇଁ ସିବିଆଇ ଉପଯୁକ୍ତ ପ୍ରମାଣ ଯୋଗାଇ ପାରିନଥିବାରୁ ସେମାନଙ୍କୁ ନିର୍ଦୋଷରେ…
ଅଧିକ ଖବର ଦେଖନ୍ତୁ...

ଅନୁଗୁଳ: ପତିପତ୍ନୀ ଓ ୭ ବର୍ଷର ପୁଅର ତଣ୍ଟି କାଟି ହତ୍ୟା ଘଟଣାରେ ଦୁଇ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ସଞ୍ଜାମରା ଗମ୍ଭାରିମଲିହା ଗାଁରେ ମାତ୍ର ୩ ମାସ ତଳେ ଦ୍ୱିତୀୟ ବିବାହ କରିଥିବା ସ୍ୱାମୀ, ତାଙ୍କ ନବ ବିବାହିତା ସ୍ତ୍ରୀ ଓ ତାଙ୍କ ସାତ ବର୍ଷର ପୁଅଙ୍କ ଗଳାକାଟି ହତ୍ୟା ଘଟଣାରେ ପୁଲିସ ଦୁଇ ଜଣଙ୍କୁ ଗିରଫ କରିଛି। ଗିରଫ ଦୁଇଜଣ ହେଉଛନ୍ତି ସମ୍ପର୍କୀୟ ଶଳା…
ଅଧିକ ଖବର ଦେଖନ୍ତୁ...

ଅବସରପ୍ରାପ୍ତ ଅଧ୍ୟାପକଙ୍କୁ ଅପହରଣ ଓ ହତ୍ୟା

ବାରିପଦା: ବାରିପଦା ଟାଉନ୍‌ ଥାନା ଅନ୍ତର୍ଗତ ୧୮ ନମ୍ବର ୱାର୍ଡ଼ ଯମୁନାଦେଇପୁରରୁ ଅପହୃତ ଅବସରପ୍ରାପ୍ତ ଅଧ୍ୟାପକଙ୍କ ଶବ ଆଜି ବେତନଟୀ ଥାନା ଅନ୍ତର୍ଗତ ଆମ୍ବଯୋଡ଼ା ଜଙ୍ଗଲର ମାଟିତଳୁ ମିଳିଛି। ଉଭୟ ବାରିପଦା ଓ ବେତନଟୀ ପୁଲିସ ସନ୍ଧାନୀ କୁକୁର ସହିତ ଆମ୍ବଯୋଡ଼ା ଜଙ୍ଗଲରେ ପହଞ୍ଚି ମୃତ ଅଧ୍ୟାପକଙ୍କ…
ଅଧିକ ଖବର ଦେଖନ୍ତୁ...

ଭଂଜନଗର ଥାନା: ସପ୍ତାହକରେ ୬ ଜୁଆ ଆଡ୍ଡା ଚଢଉ

ଭଂଜନଗର: ସପ୍ତାହକ ମଧ୍ୟରେ ଭଂଜନଗର ଥାନା ଅଧୀନ ବିଭିନ୍ନ ଅଂଚଳରେ ଚାଲିଥିବା ୬ଟି ଜୁଆ ଆଡ୍ଡା ଉପରେ ଚଢଉ କରାଯାଇ ୨ଲକ୍ଷ ୬୭ହଜାର ୬୧୦ଟଙ୍କା ଜବତ ହୋଇଥିବା ନେଇ ଥାନା ଅଧିକାରୀ ଅଶ୍ୱିନୀ କୁମାର ସାହୁ ସୂଚନା ଦେଇଛନ୍ତି। ୫୫ଜଣ ଜୁଆଡ୍ଡିଙ୍କ ନାଁରେ ମାମଲା ରୁଜୁ ହୋଇଛି। ସେହିପରି ଅବକାରୀ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଆ ଇଂଜିନିୟରଙ୍କୁ ବେଙ୍ଗାଲୁରୁରେ ହତ୍ୟା ଘଟଣା: ୫୦୦ ଟଙ୍କା ପାଇଁ ମାରିଦେଲେ

ଭୁବନେଶ୍ୱର: ରବିବାର ବିଳମ୍ବିତ ରାତିରେ ବେଙ୍ଗାଲୁରୁ ସାଉଥ ବ୍ଲକ୍‌ ସାବରକର ମୁଖ୍ୟରାସ୍ତା ଚକୋଲେଟ୍‌ କମ୍ପାନି ନିକଟରେ ଜଣେ ଓଡ଼ିଆ ସଫ୍ଟେଓ୍ଵର ଇଂଜିନିୟର ପ୍ରଣୟ ମିଶ୍ରଙ୍କ ହତ୍ୟା ଘଟଣାରେ ପୁଲିସ ଜଣେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି। ତା ନାଁ କାର୍ତିକ। ବେଙ୍ଗାଲୁରୁ ପୁଲିସ କାର୍ତିକକୁ…
ଅଧିକ ଖବର ଦେଖନ୍ତୁ...

ଅସହିଷ୍ଣୁତାରୁ ମହିଳାଙ୍କୁ ହତ୍ୟା

କେନ୍ଦ୍ରାପଡ଼ା/ମାର୍ଶାଘାଇ : ଭଲ ପାଇ ବିବାହ କରିଥିଲେ। ଜାତିଆଣ ଅସହିଷ୍ଣୁତା ପାଇଁ ଏହା ବେଶିଦିନ ତିଷ୍ଠି ରହିଲାନି। ଶେଷରେ, ଶାଶୂ, ଶ୍ୱଶୁର, ନଣନ୍ଦ ଓ ସ୍ୱାମୀ ମିଳିମିଶିି ନବବଧୂକୁ ମାରି ଦେଲେ। ଏଥିସହ ପ୍ରମାଣ ନଷ୍ଟ କରିଦେବାକୁ ଉଦ୍ୟମ କରିଥିଲେ। ମାତ୍ର ବାଟରେ ଅଖା ଭିତରୁ ଶବ ଖସି ପଡ଼ିବା…
ଅଧିକ ଖବର ଦେଖନ୍ତୁ...

ସିସୋର ଚିଟଫଣ୍ଡ ଠକେଇ : ଅବସରପ୍ରାପ୍ତ ଆଇଏଏସ୍‌ ପ୍ରଦୀପ ହୋତା ଗିରଫ

ଭୁବନେଶ୍ୱର : ସିସୋର ଚିଟ୍‌ଫଣ୍ଡ ଠକେଇ ମାମଲାରେ ସଂପୃକ୍ତି ଅଭିଯୋଗରେ ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀ ତଥା ଆପିକଲ୍‌ର ପୂର୍ବତନ ପରିଚାଳନା ନିର୍ଦେଶକ ପ୍ରଦୀପ କୁମାର ହୋତାକୁ ସିବିଆଇ ଗିରଫ କରିଛି। ଗତକାଲି ରାତିରେ କଟକ ସିଡିଏ ସେକ୍ଟର-୬ଠାରେ ଥିବା ତାଙ୍କ ଘରୁ ସିବିଆଇ ତାଙ୍କୁ ଉଠାଇ…
ଅଧିକ ଖବର ଦେଖନ୍ତୁ...