ଅନୁସନ୍ଧାନ କରୁଥିବା ବର୍ଗ

ଅପରାଧ

ଟ୍ରକ୍‌ ଡ୍ରାଇଭରଙ୍କୁ ଗୁଳିମାଡ଼

ନୟାଗଡ଼/ଓଡ଼ଗାଁ : ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଅନ୍ତର୍ଗତ ବଡ଼ଗୋରଡ଼ା ଗାଁ ନିକଟରେ ଗତକାଲି ମଧ୍ୟରାତ୍ରରେ ଜଣେ ଡ୍ରାଇଭରଙ୍କୁ ଗୁଳିମାଡ଼ ହୋଇଛି। ଡ୍ରାଇଭର ଜଣକ ହେଲେ ଦଶପଲ୍ଲା ବ୍ଲକ୍‌ ଦିଣ୍ଡାଭୂଇଁର ଶରତ ନାୟକ(୪୮)। ଗତକାଲି ରାତି ପ୍ରାୟ ୧୨ଟାରେ ସେ ଏକ ସିମେଣ୍ଟ ବୋଝେଇ ଟ୍ରକ୍‌ ରାୟପୁରରୁ ନେଇ…
ଅଧିକ ଖବର ଦେଖନ୍ତୁ...

୬ ଜୁଆଡ଼ି ଗିରଫ, ଟଙ୍କା ଓ ତାସ୍‌ ଜବତ

ଭୁବନେଶ୍ୱର : ରବିବାର ବିଳମ୍ବିତ ରାତିରେ ୟୁନିଟ୍‌-୩ ମାଳି କଲୋନିର ଏକ ଜୁଆ ଆଡ଼ାରେ ଚଢ଼ଉ କରି ଖାରବେଳନଗର ଥାନା ପୁଲିସ ୬ଜଣ ଜୁଆଡ଼ିଙ୍କୁ ଗିରଫ କରିଛି। ସେମାନେ ହେଲେ ମାଳି କଲୋନିର କେ ମାଧବ(୩୮), ବେଣୁଧର ସେଠୀ(୪୦), ନରସିଂହ ରେଡ୍ଡି(୩୦), ବି. ପ୍ରସାଦ(୩୦), ପି. ବଳରାମ(୩୬) ଏବଂ ତାରିଣୀ…
ଅଧିକ ଖବର ଦେଖନ୍ତୁ...

ଡ୍ରେନେଜ୍‌ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢଉ

କଟକ : ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଡ୍ରେନେଜ୍‌ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ବିଜ୍ଞାନ କୁମାର ବେଉରିଆ। ଶ୍ରୀ ବେଉରିଆଙ୍କର ସଂପତ୍ତି ଆକଳନ ପାଇଁ ଆଜି ଭିଜିଲାନ୍ସ ଟିମ୍‌ ଏକ ସମୟରେ ୬ଟି ଜାଗାରେ ଚଢଉ କରିଛି। ଏପର୍ଯ୍ୟନ୍ତ ହୋଇଥିବା ଚଢଉରେ ୧…
ଅଧିକ ଖବର ଦେଖନ୍ତୁ...

ଏସ୍‌ସିବିରେ ଚାଞ୍ଚଲ୍ୟ: ଡାକ୍ତରୀ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ

କଟକ: କଟକ ଏସ୍‌ସିବି ମେଡିକାଲ କଲେଜରେ ଜଣେ ଡାକ୍ତରୀଛାତ୍ରୀ(ଡେଣ୍ଟାଲ)ଙ୍କୁ ଯୌନ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହେଉଛି । ଏ ନେଇ ପୀଡିତା ଛାତ୍ରୀ ଜଣକ ମଙ୍ଗଲାବାଗ୍‌ ଥାନାରେ ଅଭିଯୋଗ ପରେ ଘଟଣାର ତଦନ୍ତ ଆରମ୍ଭ କରିଛି ପୁଲିସ୍‌ । ମେଡିକାଲ କଲେଜର ଆସୋସିଏଟ୍‌ ଫ୍ରଫେସର୍‌ ଓ ସିନିୟର…
ଅଧିକ ଖବର ଦେଖନ୍ତୁ...

ପୁଲିସ ସ୍ୱାମୀ ନାମରେ ଶାରୀରିକ ଓ ମାନସିକ ନିର୍ଯାତନା ଅଭିଯୋଗ ଆଣିଲେ ପତ୍ନୀ

କଟକ: ଅନ୍ୟ ଲୋକଙ୍କର ଅଭିଯୋଗ ଶୁଣୁଥିବା ପୁଲିସ ବାବୁଙ୍କ ନାମରେ ଆସିଛି ଅଭିଯୋଗ। ଏହି ଅଭିଯୋଗ କେହି ନୁହେଁ ପୁଲିସ ବାବଙ୍କୁ ପତ୍ନୀ କରିଛନ୍ତି। ପୁଲିସ ସ୍ୱାମୀଙ୍କ ନାଁରେ ସ୍ତ୍ରୀ ଆଣିଛନ୍ତି ନିର୍ଯାତନାର ଅଭିଯୋଗ। ଅଭିଯୁକ୍ତ ପୁଲିସ ଓଏସଏପି ଫୋର୍ଥ ବାଟାଲିୟନରେ ହାବିଲଦାର ଭାବେ କାର୍ଯ୍ୟ…
ଅଧିକ ଖବର ଦେଖନ୍ତୁ...

ହାଇଦ୍ରାବାଦ: ଅପହୃତ ଶିଶୁକୁ ୧୫ ଘଣ୍ଟା ମଧ୍ୟରେ ଉଦ୍ଧାର କଲେ ପୁଲିସ୍‌ ଅଧିକାରୀ, ଟୁଇଟର୍‌ରେ ଛୁଟିଲା ପ୍ରଶଂସାର ସୁଅ

ହାଇଦ୍ରାବାଦ୍‌: ପୁଲିସ୍‌ ବିଭାଗ ସକ୍ରିୟ ରହିଲେ ଅପରାଧର ମାତ୍ରା ନିଶ୍ଚୟ କମିବ ଏଥିରେ ସନ୍ଦେହ ନାହିଁ। ସେଥି ପାଇଁ କର୍ମନିଷ୍ଠ ପୁଲିସ୍‌ କର୍ମଚାରୀଙ୍କର ଆବଶ୍ୟକତା ରହିଛି। ହାଇଦ୍ରାବାଦ୍‌ର ସଞ୍ଜୟ କୁମାରଙ୍କ ପରି କର୍ମନିଷ୍ଠ ପୁଲିସ୍‌ ଅଧିକାରୀ ପୂରା ବିଭାଗ ପାଇଁ ଏକ ଉଦାହରଣ। ଘଟଣାଟି…
ଅଧିକ ଖବର ଦେଖନ୍ତୁ...

ହତ୍ୟା ଷଡ଼ଯନ୍ତ୍ରକାରୀକୁ ଚିହ୍ନାଇବାକୁ କୋମାରୁ ଉଠିଲେ ଯୁବତୀ

ନୂଆଦିଲ୍ଲୀ: ଦକ୍ଷିଣ ଦିଲ୍ଲୀର ପଲପ୍ରହଲ୍ଲାଦପୁରରୁ ମୁଣ୍ଡରେ ସାଙ୍ଘାତିକ ଆଘାତପ୍ରାପ୍ତ ଅବସ୍ଥାରେ ଉଦ୍ଧାର କରାଯାଇଥିବା ଉତ୍ତର ପ୍ରଦେଶସ୍ଥିତ କନ୍ନୌଜର ଜଣେ ୨୩ ବର୍ଷୀୟ ଯୁବତୀ ବାତ୍ରା ହସ୍‌ପିଟାଲ୍‌ରେ ଦୀର୍ଘ ଚାରି ମାସ କୋମାରେ ରହିବା ପରେ ପୁନଶ୍ଚ ନିଜର ସ୍ମରଣ ଶକ୍ତି ଫେରି ପାଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ସମ୍ବଲପୁର: ୭ ମାସ ପରେ ଡାକ୍ତରଖାନାରୁ ଚୋରି ହୋଇଥିବା ଶିଶୁପୁତ୍ର ଉଦ୍ଧାର, ହେବ ଡିଏନଏ ଟେଷ୍ଟ

ସମ୍ବଲପୁର: ସମ୍ଭଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଏକ ନବଜାତ ଶିଶୁ ଚୋରି ହେବା ଘଟରାର ସାଢ଼େ ୬ମାସ ପରେ ପୁଲିସକୁ ସଫଳତା ମିଳିଥିବା କୁହାଯାଉଛି। ଆଜି ସକାଳେ ପୁଲିସ ବରଗଡ଼ର ଟଲିପଡ଼ା ଅଞ୍ଚଳରୁ ଜଣଙ୍କ ଘରୁ ଏହି ନିଖୋଜ ଶିଶୁଟିକୁ ଉଦ୍ଧାର କରିଥିବା କୁହାଯାଉଛି। ତେବେ ଶିଶୁଟି ପ୍ରକୃତରେ…
ଅଧିକ ଖବର ଦେଖନ୍ତୁ...

ବିବାହର ଦୁଇମାସ ପରେ ସ୍ୱାମୀ ଜାଣିଲେ ସ୍ତ୍ରୀ ଜଣେ କିନ୍ନର

ସାହାଜାହାନପୁର: ବିବାହର ଦିନେ ନୁହେଁ କିମ୍ବା ଦୁଇ ଦିନ ନୁହେଁ, ପ୍ରାୟ ଦୁଇମାସ ପରେ ସ୍ୱାମୀ ଜାଣିପାରିଲେ ଯେ ସେ ଯାହାକୁ ବିବାହ କରିଛନ୍ତି ସେ ଜଣେ ମହିଳା ନୁହନ୍ତି, ବରଂ ଜଣେ କିନ୍ନର। ତାଙ୍କୁ ଧୋକ୍କା ଦିଆଯାଇଛି ବୋଲି ଅନୁଭବ କରି ସ୍ୱାମୀ ଜଣକ ଶେଷରେ  ତାଙ୍କ କିନ୍ନର ପତ୍ନୀ ଓ  ଶ୍ୱଶୁର…
ଅଧିକ ଖବର ଦେଖନ୍ତୁ...

ଜୁଆ ଖେଳୁଥିବା ବେଳେ ୬ ଗିରଫ, ନଗଦ ୧୩ ହଜାର ଟଙ୍କା ଜବତ

ଭୁବନେଶ୍ୱର: ଗତକାଲି ବିଳମ୍ବିତ ରାତିରେ ଖାରବେଳନଗର ମାଳି କଲୋନିରେ ଜୁଆ ଆଡ୍ଡା ଉପରେ ପୁଲିସ ଚଢ଼ାଉ କରି ୬ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ତାସ ଓ ନଗଦ ୧୩ହଜାର ୭୫୦ ଟଙ୍କା ଜବତ କରାଯାଇଛି। ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ ମାଳି କଲୋନିର କେ ମାଧବ, ବେଣୁଧର ସେଠୀ, ନରସିଂହ…
ଅଧିକ ଖବର ଦେଖନ୍ତୁ...