Daily Archives

December 5, 2017

୬୫ ହଜାର ଟଙ୍କା ଦେଇ ମୋଟରସାଇକେଲ କିଣିଲେ ଦାନ ମାଝି

କଳାହାଣ୍ଡି: ଦିନେ ଅର୍ଥାଭାବ ଯୋଗୁଁ ସ୍ତ୍ରୀର ମୃତଦେହକୁ ୧୦କିମି କାନ୍ଧେଇ କାନ୍ଧେଇ ଚାଲିଥିବା  ଦାନ ମାଝୀଙ୍କ ପରିସ୍ଥିତି ବଦଳିଛି।   ମଙ୍ଗଳବାର ଭବାନୀଟପାଟଣାର ଏକ ବାଇକ ସୋ-ରୁମରୁ ଦାନମାଝି ୬୫ ହଜାର ଟଙ୍କା ଦେଇ ଏକ ମୋଟରସାଇକେଲ କିଣିଛନ୍ତି। ବାଇକ କିଣିବା ବେଳେ ଦାନ ମାଝୀ କହିଥିଲେ,…
ଅଧିକ ଖବର ଦେଖନ୍ତୁ...

ବିନା ଶବ୍ଦରେ ଚାଲିବ ରୟାଲ ଏନଫିଲଡ୍‌ ବୁଲେଟ୍ !

ପ୍ରତିଦିନ ରାସ୍ତାରେ ଦୌଡୁଥିବା ବିଭିନ୍ନ ବ୍ରାଣ୍ଡ, ମଡେଲ, ମୂଲ୍ୟ ଓ କ୍ଷମତାର ବାଇକ୍‌ ଆମେ ଦେଖୁଛୁ । ତା’ ମଧ୍ୟରେ ରହିଛି ଲୁନା ଓ ସ୍କୁଟି ଠାରୁ ଆରମ୍ଭ କରି ହାର୍ଲେ ଡେଭିଡ୍‌ସନ ପର୍ଯ୍ୟନ୍ତ । କିନ୍ତୁ ରୟାର ଏନଫିଲ୍ଡ ବା ବୁଲେଟ୍‌ର କଥା ନିଆରା । ରାସ୍ତାରେ ରୟାଲ ଏନଫିଲଡ୍‌ ଯାଉଥିଲେ…
ଅଧିକ ଖବର ଦେଖନ୍ତୁ...

ରିଟର୍ଣ୍ଣିଂ ଅଫିସରଙ୍କ ରିପୋର୍ଟ : ରାହୁଲ୍‌ ହେଲେ କଂଗ୍ରେସ ସଭାପତି, ଖାଲି ଘୋଷଣା ବାକି

ନୂଆଦିଲ୍ଲୀ: ଦେଶର ସର୍ବପୂରାତନ ଓ ସର୍ବବୃହତ ରାଜନୈତିକ ଦଳ କଂଗ୍ରେସର ନୂତନ ଅଧ୍ୟକ୍ଷ ଭାବେ ରାହୁଲ ଗାନ୍ଧୀ ଏକ ରକମର ନିର୍ବାଚିତ ହୋଇଯାଇଛନ୍ତି। ଏ ସଂପର୍କିତ ଆନୁଷ୍ଠାନିକ ଘୋଷଣା କେବଳ ମାତ୍ର ବାକି ରହିଛି ଯାହା। ଆଜି ସନ୍ଧ୍ୟାରେ ୨୪ ଆକବର ରୋଡ୍‌ରେ ଥିବା ଦଳର ମୁଖ୍ୟ କାର୍ଯ୍ୟାଳୟରୁ…
ଅଧିକ ଖବର ଦେଖନ୍ତୁ...

ବସ ମାଲିକ ପ୍ରତାପ ପଲେଇଙ୍କୁ ହତ୍ୟା ଘଟଣା: ଆଉ ୪ ଅଭିଯୁକ୍ତ ଗିରଫ

ଆସ୍କା: ବସ୍‌ ମାଲିକ ପ୍ରତାପ ପଲେଇଙ୍କୁ ହତ୍ୟା ଘଟଣାରେ ଗଞ୍ଜାମ ଜିଲ୍ଲା ଆସ୍କା ପୁଲିସ ମଙ୍ଗଳବାର ଆଉ ୪ଜଣ ଅଭିଯୁକ୍ତଙ୍କୁ ବିଭିନ୍ନ ସ୍ଥାନରୁ ଗିରଫ କରିଛି। ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୂର୍ବରୁ ପୁଲିସ ୩ଟି ଟିମ୍‌ ଗଠନ କରିଥିଲା। ଗୋଟିଏ ଟିମ୍‌ ଜିଲ୍ଲା ଭିତରେ କାମ କରୁଥିବା ବେଳେ ୨ୟଟି…
ଅଧିକ ଖବର ଦେଖନ୍ତୁ...

ଗୁଜୁରାଟରେ ଉଖି : ନିର୍ବାଚନ ର‍୍ୟାଲି, ଫ୍ଲାଇଟ୍‌ ବାତିଲ

ନୂଆଦିଲ୍ଲୀ: ସାମୁଦ୍ରିକ ଝଡ ଉଖି ଗୁଜୁରାଟ ଓ ମହାରାଷ୍ଟ୍ର ଉପକୂଳ ଆଡକୁ ଗତି କରୁଥିବାରୁ ସେହି ଦୁଇ ରାଜ୍ୟରେ ହାଇ ଆଲର୍ଟ ଜାରି କରାଯାଇଛି। ଏହା ଫଳରେ ଆସନ୍ତା ଦୁଇଦିନ ଧରି ଉଭୟ ରାଜ୍ୟରେ ପ୍ରବଳ ବର୍ଷା ଓ ପବନ ବୋହିବାର ପୂର୍ବାନୁମାନ ବ୍ୟକ୍ତ କରିଛି ଭାରତୀୟ ପାଣିପାଗ ବିଭାଗ । ଏହି ବାତ୍ୟା…
ଅଧିକ ଖବର ଦେଖନ୍ତୁ...

ଶ୍ରେଣୀଗୃହ ଭିତରେ ଛାତ୍ର ସହିତ ଶାରୀରିକ ସମ୍ବନ୍ଧ ରଖୁଥିବା ବେଳେ ଧରାପଡ଼ିଲେ ଶିକ୍ଷୟିତ୍ରୀ

ମସ୍କୋ: ଋଷର ପିଟର୍ସବର୍ଗ ସହରରେ ଶିକ୍ଷୟିତ୍ରୀଙ୍କ ଦ୍ୱାରା ଜଣେ ଛାତ୍ର ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଶିକ୍ଷୟିତ୍ରୀଙ୍କ ନାମରେ ମାମଲା ରୁଜୁ ହେବା ସହିତ ତାଙ୍କୁ ଚାକିରିରୁ ନିଲମ୍ବିତ କରି ଦିଆଯାଇଛି। ସୂଚନାଯୋଗ୍ୟ, ସମିଟ ଏକାଡେମି ନାମକ ସ୍କୁଲରେ ପାଠ ପଢ଼ାଇବା ପାଇଁ…
ଅଧିକ ଖବର ଦେଖନ୍ତୁ...

ଶଶି କପୁରଙ୍କ ଅନ୍ତିମ ବିଦାୟରେ ବିଗ୍‌-ବି, ଶାହାରୁଖ ଓ ସଞ୍ଜୟ ଦତ୍ତ ସାମିଲ

ମୁମ୍ବାଇ: ବଲିଉଡ଼ର ଜଣାଶୁଣା ଅଭିନେତା ଶଶି କପୁରଙ୍କ ମଙ୍ଗଳବାର ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷ କୃତ୍ୟ ସମ୍ପନ୍ନ ହୋଇଛି। ମୁମ୍ବାଇ ପୁଲିସ ପକ୍ଷରୁ ତିନି ଥର  ତୋପ ସଲାମୀ ଦିଆଯାଇଥିଲା। ଶଶିଙ୍କ ଶବାଧାର ଉପରେ ଜାତୀୟ ପତାକା ରଖାଯାଇଥିଲା। ଶଶି କପୁରଙ୍କ ପରଲୋକ ପରେ ବିଗ୍‌-ବି ଅମିତାଭ…
ଅଧିକ ଖବର ଦେଖନ୍ତୁ...

ଯୌତୁକ ମାଗିବାରୁ ମେଡିକାଲ୍‌ କଲେଜ୍‌ ପ୍ରଫେସରଙ୍କୁ ବାହା ହେବାକୁ ମନା କରିଦେଲେ ମହିଳା ଡାକ୍ତର

କୋଟା: ବର ଘର ଲୋକେ ଏକ କୋଟି ଟଙ୍କା ଯୌତୁକ ମାଗିବାରୁ ବିବାହ କରିବାକୁ ମନା କଲେ ଯୁବତୀ । କନ୍ୟା ଦନ୍ତ ଚିକିତ୍ସକ ହୋଇଥିବା ବେଳେ ତାଙ୍କ ବାପା ଡ଼.ଅନିଲ ସାକ୍ସେନା କୋଟା ମେଡ଼ିକାଲ କଲେଜରେ ବରିଷ୍ଠ ପ୍ରଫେସର ଭାବେ କରନ୍ତି । ରବିବାର ସଂନ୍ଧ୍ୟାରେ ଯୁବତୀଙ୍କର ଉତ୍ତରପ୍ରଦେଶର ମୋରାଦାବାଦ୍‌ରେ…
ଅଧିକ ଖବର ଦେଖନ୍ତୁ...

ବିହାର ଉପମୁଖ୍ୟମନ୍ତ୍ରୀଙ୍କ ପୁଅ ବିବାହ ଉତ୍ସବରେ ନିଆରା ଷ୍ଟଲ: ଅଙ୍ଗଦାନ ପାଇଁ ହେଉଥିଲା ନାମ ପଞ୍ଜିକରଣ

ପାଟନା : ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦିଙ୍କ ପୁଅ ଉତ୍କର୍ଷ ମୋଦିଙ୍କ ବିବାହ ୟାମିନୀଙ୍କ ସହ ପାଟନାରେ ସଂପୂର୍ଣ୍ଣ ବୈଦିକ ରୀତିନୀତିରେ  ଧୁମ୍‌ଧାମ୍‌ରେ ସଂପନ୍ନ ହୋଇଛି। ତେବେ ଉତ୍କର୍ଷଙ୍କ ବିବାହ ଉତ୍ସବରେ ସବୁଠାରୁ ବିଶେଷ ଗୁରୁତ୍ୱପୂର୍ଣ୍ଣ ଦିଗଥିଲା ଅଙ୍ଗଦାନ ଷ୍ଟଲ। ଆର୍ଥାତ୍‌…
ଅଧିକ ଖବର ଦେଖନ୍ତୁ...

ମଦ ବେପାରୀଙ୍କୁ ୩ ବର୍ଷ ଜେଲ, ୨୦ ହଜାର ଜରିମାନା

ଭଦ୍ରକ: ଚୋରାମଦ ବିକ୍ରି ଅଭିଯୋଗରେ ଭଦ୍ରକ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ମହଲତ ସା ଅଭିଯୁକ୍ତ ପୁରୁଣା ବଜାର ଥାନା ଅନ୍ତର୍ଗତ ବେହେରା ସାହି ଗ୍ରାମର ପ୍ରଫୁଲ୍ଲ ନାଥଙ୍କୁ ୩ ବର୍ଷ ଜେଲ ଓ ୨୦ ହଜାର ଟଙ୍କା ଜରିମାନା ଶୁଣାଇଛନ୍ତି। ଜରିମାନା ଅନାଦେୟ ହେଲେ ୬ମାସ କାରାଦଣ୍ଡ ଭୋଗିବାକୁ…
ଅଧିକ ଖବର ଦେଖନ୍ତୁ...