Daily Archives

December 5, 2017

ବାବ୍ରୀ ମସଜିଦ୍‌- ରାମ ଜନ୍ମଭୂମି ଜମି ବିବାଦ ମାମଲା: ପରବର୍ତ୍ତୀ ଶୁଣାଣି ୨୦୧୮ ଫେବ୍ରୁଆରି ୮ରେ

ନୂଆଦିଲ୍ଲୀ: ଦେଶର ବହୁଚର୍ଚ୍ଚିତ ଏବଂ ବିବାଦୀୟ ବାବ୍ରୀ ମସଜିଦ୍‌- ରାମ ଜନ୍ମଭୂମି ମାମଲାର ଚୂଡ଼ାନ୍ତ ଶୁଣାଣି ଆଜି ସର୍ବୋଚ୍ଚ ନ୍ୟାୟାଳୟ, ସୁପ୍ରିମ୍‌କୋର୍ଟରେ ଆରମ୍ଭ ହୋଇଛି। ସୁପ୍ରିମ୍‌ କୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ୍‌ ଅଶୋକ ଭୂଷଣ ଓ…
ଅଧିକ ଖବର ଦେଖନ୍ତୁ...

ନୀଳଗିରି: ପୋଖରିରେ ବୁଡ଼ି ଜଣେ ମୃତ

ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ଅନ୍ତର୍ଗତ ବରହମପୁର ଥାନା ଅଞ୍ଚଳରେ ମଙ୍ଗରବାର ପୋଖରିରେ ବୁଡ଼ି ଜଣେ ଲେକଙ୍କ ମୃତ୍ୟୁ ହୋଇଛି। ନରଣପୁର ପଞ୍ଚାୟତ ଅନ୍ତର୍ଗତ ଘୁଣ୍ଟିବଣିଆ ଗ୍ରାମର ସ୍ୱର୍ଗତ କନ୍ଦା ମାଝୀଙ୍କ ପୁଅ କୁଶ ମାଝୀ(୫୫)ଙ୍କ ମୃତ୍ୟୁ ହୋଇଛି। ସେ ନିକଟସ୍ଥ ପୋଖରିକୁ ଗାଧୋଇବା…
ଅଧିକ ଖବର ଦେଖନ୍ତୁ...

ବ୍ୟକ୍ତିଗତ ତଥ୍ୟ ଚୋରି କରୁଥିବା ଏଣ୍ଡ୍ରଏଡ୍‌ ଆପ୍‌ ସଂପର୍କରେ ଚେତାଇଦେବ ଗୁଗୁଲ୍‌

କେଉଁ କେଉଁ ଏଣ୍ଡ୍ରଏଡ୍‌ ଆପ୍‌ ବ୍ୟବହାର କଲେ ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି ହେବାର ଆଶଙ୍କା ରହିଛି ତାହା ଏବେ ଗୁଗୁଲ ଜଣାଇଦେବ । ଏଥିଲାଗି ଗୁଗୁଲ ପ୍ଲେ ଷ୍ଟୋରର ନୂଆ ଅପଡେଟ୍‌ରେ ଏକ ଅନଓ୍ଵାଣ୍ଟେଡ୍‌ ବା ଅବାଞ୍ଛିତ ସଫ୍ଟଓ୍ଵାର ନୀତି ଆରମ୍ଭ କରାଯାଇଛି । ଏହା ମାଧ୍ୟମରେ ଅବାଞ୍ଛିତ ଓ ବିପଦର…
ଅଧିକ ଖବର ଦେଖନ୍ତୁ...

ଅବକାରୀ ଚଢ଼ାଉ: ନୀଳଗିରିରେ ୧୭୯ ଲିଟର ଦେଶୀ ମଦ ଜବତ, ୫ ଗିରଫ

ନୀଳଗିରି: ବାଲେଶ୍ୱର ଜିଲ୍ଲା ଅବକାରୀ ବିଭାଗ ବେଆଇନ ମଦ ପ୍ରସ୍ତୁତି ଉପରେ ମଙ୍ଗଳବାର ଚଢ଼ାଉ କରି ୧୭୯ ଲିଟର ଦେଶୀ ମଦ ଜବତ କରିବା ସହ ୫ଜଣଙ୍କୁ ଗିରଫ କରିଛି। ନୀଳଗିରି ଘାଟଘରସାହି ଗ୍ରାମର ସ୍ୱର୍ଗତ ଅନ୍ତା ରାଉତର ପୁଅ ଗୟାଧର ରାଉତ(୫୦)ଙ୍କ ଠାରୁ ୬୦ଲିଟର ଓ ଔପଦା ବ୍ଲକର ଶ୍ୟାମସୁନ୍ଦରପୁର…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନ୍‌କୁ ଝଟକା : ଦୁର୍ନୀତି ଯୋଗୁଁ ରାସ୍ତା ପ୍ରକଳ୍ପକୁ ଅର୍ଥ ଯୋଗାଣ ବନ୍ଦ କଲା ଚୀନ୍‌

ଇସ୍‌ଲାମାବାଦ: ପାକିସ୍ତାନରେ ନିର୍ମାଣାଧୀନ ଥିବା ତିନିଗୋଟି ବୃହତ୍‌ ସଡକ ପ୍ରକଳ୍ପକୁ ଅର୍ଥ ସହାୟତା ବନ୍ଦ କରିବା ଲାଗି ଚୀନ ନିଷ୍ପତ୍ତି ନେଇଛି । ଚୀନ୍‌-ପାକିସ୍ତାନ ଅର୍ଥନୈତିକ କରିଡର ନିର୍ମାଣ ଅନ୍ତର୍ଗତ ଆରମ୍ଭ ହୋଇଥିବା ଏହି ସଡକ ପ୍ରକଳ୍ପକୁ ଅର୍ଥ ଯୋଗାଣ ସାମୟିକ ଭାବେ ବନ୍ଦ କରିଛି…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀ ଟେଷ୍ଟ: ବିଜୟ ଆଡ଼କୁ ଭାରତ, ୨ୟ ପାଳିରେ ଶ୍ରୀଲଙ୍କା ୩/୩୧

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆ ଓ ଶ୍ରୀଲଙ୍କା ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାର ଶେଷ ମୁକାବିଲାରେ ଶ୍ରୀଲଙ୍କା ୨ୟ ପାଳିରେ ୩ଟି ଓ୍ଵିକେଟ ହରାଇ ୩୧ ରନ୍‌ ସଂଗ୍ରହ କରିଛି। ୪୧୦ରନ୍‌ର ବିଜୟ ଲକ୍ଷ୍ୟ ନେଇ ଖେଳୁଥିବା ଶ୍ରୀଲଙ୍କା ଭାରତ ଠାରୁ ୩୭୯ ରନ୍‌ ପଛରେ ରହିଛି। ଟସ୍‌ ଜିଣି ପ୍ରଥମେ…
ଅଧିକ ଖବର ଦେଖନ୍ତୁ...

ନ୍ୟୁଜ ଚାନେଲରେ ଇଣ୍ଟର୍ନ କରୁଥିବା ମହିଳା ଏବେ ୪୮ହଜାର କୋଟି କମ୍ପାନିର ସିଇଓ

ନୂଆଦିଲ୍ଲୀ: ଫୋର୍ବସ ପତ୍ରିକା ଦୁନିଆର ୧୦୦ ଜଣ ଶକ୍ତିଶାଳୀ ମହିଳାଙ୍କ ତାଲିକା ଜାରି କରିଛି। ଏହି ତାଲିକାରେ ପ୍ରଥମ ନମ୍ବରରେ ଜର୍ମାନିର ଚାନ୍ସଲର ଏଞ୍ଜେଲା ମର୍କିଲ, ଦ୍ୱିତୀୟ ନମ୍ବରରେ ବ୍ରିଟେନ୍‌ର ପ୍ରଧାନମନ୍ତ୍ରୀ ଥେରେସା ମେ ଓ ତୃତୀୟରେ ମୋଲିଣ୍ଡା ଗେଟସ୍‌ ରହିଛନ୍ତି। ପାଞ୍ଚଜଣ ଭାରତୀୟ…
ଅଧିକ ଖବର ଦେଖନ୍ତୁ...

ବରିଷ୍ଠ ନାଗରିକଙ୍କ ଘରେ ପହଞ୍ଚିବ ଖାଦ୍ୟ ସାମଗ୍ରୀ, ମାଗଣା ସ୍ୱାସ୍ଥ୍ୟପରୀକ୍ଷା

ଏବେ ଭୁବନେଶ୍ୱରର ବରିଷ୍ଠ ନାଗରିକଙ୍କ ଘରେ ପହଞ୍ଚିବ କ୍ଷୀର, ଫଳ ଓ ପନିପରିବା । ଏହା ସହିତ ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ ମାଗଣାରେ ହୋଇପାରିବ । ଗୋଟିଏ ଫୋନ କଲ୍‌ରେ ଏହି ସେବା ପହଞ୍ଚିବ । ସବୁଠାରୁ ବଡ଼ କଥା ହେଉଛି ଏହି ସେବା କୌଣସି ଘରୋଇ କମ୍ପାନି ବା ଷ୍ଟାର୍ଟ ଅପ ନୁହେଁ, ବରଂ କେନ୍ଦ୍ର…
ଅଧିକ ଖବର ଦେଖନ୍ତୁ...

ନାବାଳିକା ସହ ଯୌନସପଂର୍କ ରଖିବାକୁ କାନାଡାରୁ ଆମେରିକା ଯାଉଥିବା ଭାରତୀୟ ବଂଶୋଦ୍ଭବଙ୍କୁ ୪୬ ମାସ ଜେଲ୍‌

ଓ୍ଵାଶିଂଟନ : କାନାଡ଼ାର ଓଣ୍ଟାରିଓରେ ରହୁଥିବା ଜଣେ ୫୭ ବର୍ଷିୟ ଭାରତ ବଂଶୋଦ୍ଭବ ଦିଲବାଗ ସିଂଙ୍କୁ ଆରିଜନା କୋର୍ଟ ୪୬ ମାସର କାରାଦଣ୍ଡାଦେଶ ଦେଇଛନ୍ତି। ଜଣେ ନାବାଳିକା ସହ ଯୌନ ସଂପର୍କ ସ୍ଥାପନ କରିବା ପାଇଁ ସେ ଆମେରିକା ଆସୁଥିବା ବେଳେ ଜଣାପଡ଼ିଛନ୍ତି। ସୂଚନା ଅନୁଯାୟୀ, ୨୦୧୭ ଜାନୁଆରିରେ…
ଅଧିକ ଖବର ଦେଖନ୍ତୁ...

ଇଣ୍ଟର୍‌ନେଟ୍‌ ବ୍ୟବହାର ଉପରେ କଟକଣା: କେଉଁଠି କେମିତି!

ଇଣ୍ଟର୍‌ନେଟ୍‌ ବ୍ୟବହାରକୁ ନେଇ ସାରା ଦୁନିଆରେ କଟକଣା ବଢ଼ି ଚାଲିଛି। ଫ୍ରିଡମ୍‌ ହାଉସ୍‌ ନାମକ ଆମେରିକାର ଏକ ଏନ୍‌ଜିଓ ଏହି ରିପୋର୍ଟ ପ୍ରକାଶ କରିଛି। ୬୫ଟି ଦେଶକୁ ନେଇ ହୋଇଥିବା ଏହି ସର୍ଭେରେ ‘୦’ (କମ୍‌ ମୁକ୍ତ)ରୁ ‘୧୦୦’ (ଅଧିକ ମୁକ୍ତ) ପର୍ଯ୍ୟନ୍ତ ସ୍କୋର କରଯାଇଛି।
ଅଧିକ ଖବର ଦେଖନ୍ତୁ...