Daily Archives

March 6, 2018

ଏମିତି ବି ଘଟେ ଚମତ୍କାର; ମୃତ ଘୋଷିତ ବ୍ୟକ୍ତି ଶବ ବ୍ୟବଚ୍ଛେଦ ଟେବୁଲ ଉପରେ ଫେରି ପାଇଲେ ଜୀବନ

ଭୋପାଳ: ଅନେକ ସମୟରେ ଅନେକ ପ୍ରକାରର ଚମତ୍କାର ଘଟଣାମାନ ଘଟିଥାଏ। ଆଜି ସେହିପରି ଏକ ଚମତ୍କାରୀ ଘଟିଛି ମଧ୍ୟପ୍ରଦେଶର ଛିନ୍ଦଓ୍ଵାରା ଜିଲ୍ଲାରେ। ହିମାଂଶୁ ଭରଦ୍ୱାଜ ନାମକ ଜନୈକ ବ୍ୟକ୍ତିଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୁତ୍ୟୁ ଘଟିଥିଲା। ଚିକିତ୍ସା କରୁଥିବା ଡାକ୍ତରମାନେ ତାଙ୍କୁ ମୃତ ବୋଲି…
ଅଧିକ ଖବର ଦେଖନ୍ତୁ...

ବଜାରକୁ ଆସିଲା ‘ଆୟୁର୍ବେଦିକ ଅଣ୍ଡା’, ଜାଣନ୍ତୁ ଏହାର ଫାଇଦା ଓ ମୂଲ୍ୟ

ନୂଆଦିଲ୍ଲୀ: ଏଣିକି ବଜାରରେ ‘ଆୟୁର୍ବେଦିକ ଅଣ୍ଡା’ ମିଳିବ ବୋଲି ଖବର ମିଳିଛି। ଏହି ଅଣ୍ଡାର ମୂଲ୍ୟ ୨୨.୫୦ ରହିଛି। ତେବେ ଏହି ଆୟୁର୍ବେଦିକ ଅଣ୍ଡା କ’ଣ ଆସନ୍ତୁ ଜାଣିବା। ଆନ୍ଧ୍ରପ୍ରଦେଶର ରବୁଲାପଡୁ ଗାଁର ବାସିନ୍ଦା ଚିନ୍ନା ହର୍ଷବର୍ଦ୍ଧନ ରେଡ୍ଡି ଆୟୁର୍ବେଦିକ ଅଣ୍ଡା ତିଆରି କରିବା…
ଅଧିକ ଖବର ଦେଖନ୍ତୁ...

ସୁଲତାନ୍‌ ଆଜଲାନ୍‌ ଶାହ କପ୍‌: ଭାରତ ୨-୪ ଗୋଲରେ ଅଷ୍ଟ୍ରେଲିଆ ଠାରୁ ପରାସ୍ତ

ଇଫୋନ୍‌(ମାଲେସିଆ): ୨୭ତମ ସୁଲତାନ୍‌ ଆଜଲାନ୍‌ ଶାହ କପ୍‌ରେ ମଙ୍ଗଳବାର ଭାରତ ତା’ର ୩ୟ ମ୍ୟାଚ୍‌ରେ ପରାସ୍ତ ହୋଇଛି। ଭାରତୀୟ ଟିମ୍‌ ୨-୪ ଗୋଲରେ ଅଷ୍ଟ୍ରେଲିଆଠାରୁ ପରାସ୍ତ ହୋଇଛି। ମାଲେସିଆର ଇଫୋନ୍‌ ଠାରେ ଖେଳାଯାଇଥିବା ମ୍ୟାଚ୍‌ରେ ଭାରତ ପକ୍ଷରୁ ରମଣଦୀପ ସିଂହ ୫୨ ଓ ୫୩ ମିନିଟରେ…
ଅଧିକ ଖବର ଦେଖନ୍ତୁ...

ମଦ୍ୟପାନ କରି ଶିଶୁ ମୁଣ୍ଡର ଅସ୍ତ୍ରୋପଚାର ବେଳେ ଛୁଞ୍ଚି ଛାଡ଼ିଥିଲେ ଡାକ୍ତର

ମଥୁରା: ଉତ୍ତରପ୍ରଦେଶର ମଥୁରାର ଏକ ଘରୋଇ ମେଡିକାଲ କଜେରେ ଡାକ୍ତରଙ୍କ ଅବହେଳାର ଏକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ଡାକ୍ତର ଶିଶୁ ମୁଣ୍ଡର ଅସ୍ତ୍ରୋପଚାର କରିବା ସମୟରେ ତାର ମୁଣ୍ଡରେ ଛୁଞ୍ଚି ଛାଡ଼ି ଦେଇଥିବା ଅଭିଯୋଗ ହୋଇଛି। ଶିଶୁଟିର ପରିବାରବର୍ଗ ଯେତେବେଳେ ଷ୍ଟିଜ ଖୋଲିବା ପାଇଁ…
ଅଧିକ ଖବର ଦେଖନ୍ତୁ...

କଙ୍କନାଙ୍କୁ ରାଜକୁମାର ରାଓ କହିଲେ ‘ମେଣ୍ଟାଲ ହୈ କ୍ୟା’

ନୂଆଦିଲ୍ଲୀ : ସୁପରହିଟ ଚଳଚ୍ଚିତ୍ର ‘କୁଇନ’ରେ ଦର୍ଶକଙ୍କର ମନ ଜିଣିଥିବା ଯୋଡ଼ି କଙ୍ଗନା ରାନାଓ୍ଵତ ଏବଂ ରାଜକୁମାର ରାଓ ପୁଣି ଥରେ ଏକା ସାଙ୍ଗରେ ଆସୁଛନ୍ତି । ଦୁହିଁଙ୍କର ଚଳଚ୍ଚିତ୍ର ‘ମେଣ୍ଟାଲ ହୈ କ୍ୟା’ର ପ୍ରଥମ ଲୁକ ରିଲିଜ ହୋଇଛି । ଦୁଇ କଳାକାର ତାଙ୍କର ଜବରଦସ୍ତ ଅଭିନୟ ପାଇଁ ଦର୍ଶକଙ୍କ…
ଅଧିକ ଖବର ଦେଖନ୍ତୁ...

ପ୍ରଥମ ଟି-୨୦: ଟସ୍‌ ଜିଣି ଶ୍ରୀଲଙ୍କାର ବୋଲିଂ ନିଷ୍ପତ୍ତି, ଭାରତ କରିବ ବ୍ୟାଟିଂ

କଲମ୍ବୋ: ଶ୍ରୀଲଙ୍କାର କଲମ୍ବୋସ୍ଥିତ ଆର ପ୍ରେମଦାସା ଷ୍ଟାଡିୟମରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ମଙ୍ଗଳବାର ପ୍ରଥମ ଟି-୨୦ ମ୍ୟାଚ୍‌ ଖେଳାଯାଉଛି। ଏଥି ପାଇଁ ଟସ୍‌ ପଡ଼ି ସାରିଛି। ‘ନିଦହାସ ଟ୍ରଫି’ର ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ଶ୍ରୀଲଙ୍କା ଟସ୍‌ ଜିଣି ପ୍ରଥମେ ବୋଲିଂ କରିବାକୁ…
ଅଧିକ ଖବର ଦେଖନ୍ତୁ...

୮୫ବର୍ଷ ବୟସରେ ବଲିଉଡ୍‌ ସିନେମାରେ ଡେବ୍ୟୁ କରିବେ ଏହି ବୃଦ୍ଧା

ମୁମ୍ବାଇ: କୌଣସି ବ୍ୟକ୍ତି ୮୫ବର୍ଷ ବୟସରେ ସିନେମାରେ ଡେବ୍ୟୁ କରିବା ଘଟଣା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଲକ୍ଷ୍ମୌର ପୁଷ୍ପା ଜୋସିଙ୍କ ସହିତ ଏଭଳି କିଛି ଘଟିଛି। ପୁଷ୍ପା ୮୫ବର୍ଷ ବୟସରେ ଅଜୟ ଦେବଗନ୍‌ ଓ ଇଳିୟାନା ଡିକ୍ରୁଜଙ୍କ ଷ୍ଟାରର ସିନେମା ‘ରେଡ୍‌’ ଜରିଆରେ ରୁପେଲି ପରଦାରେ ଡେବ୍ୟୁ…
ଅଧିକ ଖବର ଦେଖନ୍ତୁ...

ପେସାଦାର ମହିଳା ପାଇଲଟ୍‌ ନିଯୁକ୍ତିରେ ଭାରତ ସମଗ୍ର ବିଶ୍ୱରେ ୧ ନମ୍ବର

ନୂଆଦିଲ୍ଲୀ: ପେସାଦାର ମହିଳା ପାଇଲଟ୍‌ଙ୍କୁ ନିଯୁକ୍ତି ପ୍ରଦାନ କ୍ଷେତ୍ରରେ ଭାରତର ସ୍ଥାନ ସମଗ୍ର ବିଶ୍ୱରେ ଏକ ନମ୍ବର। ଭାରତରେ ବର୍ତ୍ତମାନ ୧୦ହଜାର ପେସାଦାର ପାଇଲଟ ରହିଥିବା ବେଳେ ଏମାନଙ୍କ ମଧ୍ୟରୁ ୧୨ ପ୍ରତିଶତ ହେଉଛନ୍ତି ମହିଳା। ବିଶ୍ୱ ସ୍ତରରେ ପେସାଦାର ମହିଳା  ପାଇଲଟଙ୍କ ହାରାହାରି…
ଅଧିକ ଖବର ଦେଖନ୍ତୁ...

ନିଷ୍ପତ୍ତିର ପୁନର୍ବିଚାର କଲେ ନବୀନ, ସଂସଦୀୟ ସ୍ଥାୟୀ କମିଟିରେ ବିଜେଡ଼ି ସାଂସଦଙ୍କ ସଦସ୍ୟତା ଜାରି ରହିବ

ଭୁବନେଶ୍ୱର : ବିଭିନ୍ନ ସଂସଦୀୟ ସ୍ଥାୟୀ ଓ ଅନ୍ୟାନ୍ୟ କମିଟିରୁ ଇସ୍ତଫା ଦେବାକୁ  ଦୁଇଦିନ ତଳେ ନିଜର ସାଂସଦମାନଙ୍କୁ କହିଥିବା ନବୀନ ନିଜ ନିଷ୍ପତ୍ତିର ପୁନର୍ବିଚାର କରିଛନ୍ତି । ପୂର୍ବରୁ ଯିଏ ଯେଉଁ ସ୍ଥାୟୀ କମିଟିରେ ଥିଲା ସେମାନେ ନିଜ ନିଜର ସ୍ଥାନ ବଜାୟ ରଖିବେ । ଏ ନେଇ ଆଜି ବିଜେଡି…
ଅଧିକ ଖବର ଦେଖନ୍ତୁ...

ଖାଦ୍ୟ ସହ ଆଚାର ଖାଇଲେ ମିଳିଥାଏ ଏହି ସବୁ ଲାଭ

ଭାରତୀୟ ଖାଦ୍ୟରଏକ ଅଭିନ୍ନ ଅଂଶ ଆଚାର। ଆଉ ଦକ୍ଷିଣ ଭାରତରେ ଏହାର ପ୍ରଚଳନ ଖୁବ୍‌ ଲୋକପ୍ରିୟ। ବିଭିନ୍ନ ପ୍ରକାର ଫଳ ଓ ପନିପରିବାରୁ ଆଚାର ତିଆରି ହୁଏ। ଏଥିରେ ବିଭିନ୍ନ ପ୍ରକାରର ମସଲା ଦିଆ ଯାଇଥାଏ, ଯାହା ଶରୀରକୁ ସୁସ୍ଥ ରଖେ । ଆଚାରରେ ପ୍ରାୟତଃ ଘରୋଇ ସାମଗ୍ରୀର ମିଶ୍ରଣ କରାଯାଏ, ଯାହା…
ଅଧିକ ଖବର ଦେଖନ୍ତୁ...