Daily Archives

July 10, 2018

ଆଗାମୀ ୨୪ଘଣ୍ଟା ମଧ୍ୟରେ ୭ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆଗାମୀ ୨୪ଘଣ୍ଟା ମଧ୍ୟରେ ଓଡ଼ିଶା ରାଜ୍ୟର ୭ଟି ଜିଲ୍ଲାରେ ଘଡ଼ଘଡ଼ି ବିଜୁଳି ସହିତ ପ୍ରବଳ ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ମଙ୍ଗଳବାର ପୂର୍ବାନୁମାନ କରିଛି। ସମ୍ବଲପୁର, ବରଗଡ଼, କୋରାପୁଟ, ମାଲକାନଗିରି, ବୌଦ୍ଧ, ସୁବର୍ଣ୍ଣପୁର ଓ ବଲାଙ୍ଗୀର ଆଦି…
ଅଧିକ ଖବର ଦେଖନ୍ତୁ...

ଟ୍ଵିଟରରେ ଟ୍ରମ୍ପ ସବୁଠୁ ଅଧିକ ଲୋକପ୍ରିୟ, ୨ୟରେ ପ୍ରଧାନମନ୍ତ୍ରୀ ମୋଦି

ଓ୍ଵାସିଂଟନ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ସାରା ବିଶ୍ୱରେ ସବୁଠାରୁ ଲୋକପ୍ରିୟ ରାଜନେତାର ମାନ୍ୟତା ପାଇଛନ୍ତି । ଟ୍ଵିଟ୍ଟରରେ ତାଙ୍କର ଫଲୋଅର ବା ଅନୁଗାମୀ ସଂଖ୍ୟା ଅନ୍ୟସମସ୍ତଙ୍କଠାରୁ ବେଶ ଅଧିକ ରହିଛି । ଟ୍ଵିଟରରେ ତାଙ୍କର ଫଲୋଅର ସଂଖ୍ୟା ଏବେ ୫୩.୩ ନିୟୁତ ରହିଛି । ୨୦୧୬ରେ…
ଅଧିକ ଖବର ଦେଖନ୍ତୁ...

ସଞ୍ଜୟଙ୍କ ଜୀବନର ଏହି ସବୁ ସତକୁ ‘ସଞ୍ଜୁ’ ଚଳଚ୍ଚିତ୍ରରେ ପ୍ରଦର୍ଶିତ କରାଯାଇ ନାହିଁ

ମୁମ୍ବାଇ: ଚାରିଆଡ଼େ ଏବେ ଗୋଟାଏ ଚର୍ଚ୍ଚା। ସଞ୍ଜୟ ଦତ୍ତଙ୍କ ବାୟୋପିକ୍‌ ‘ସଞ୍ଜୁ’। ଚଳଚ୍ଚିତ୍ରଟି ସଫଳତା ପରେ ସଫଳତା ହାତେଇ ଚାଲିଛି। ମାତ୍ର କଥା ହେଉଛି ବାସ୍ତବରେ କ’ଣ ସଞ୍ଜୟଙ୍କ ଜୀବନର ସବୁତକ କଥା ‘ସଞ୍ଜୁ’ ଚଳଚ୍ଚିତ୍ରରେ ଦେଖିବାକୁ ମିଳିଛି? ହସ୍ତଗତ ହୋଇଥିବା ସୂଚନାରୁ ଜାଣିବାକୁ ମିଳିଛି…
ଅଧିକ ଖବର ଦେଖନ୍ତୁ...

ମଧୁମେହ ରୋଗୀମାନଙ୍କ ପାଇଁ ‘ଭିଟାମିନ୍‌-ଡ଼ି’ ଜରୁରୀ କାହିଁକି ?

ମଧୁମେହ ରୋଗୀମାନେ ରୋଗର ଉପଚାର ଲାଗି ଅନେକ ପ୍ରକାରର ଉପାୟ ଅବଲମ୍ବନ କରିଥା’ନ୍ତି। କେହି ନାନାରକମର ଔଷଧ ସେବନ କରିଥାଆନ୍ତି ତ ପୁଣି କେହି ପ୍ରକୃତ ଚିକିତ୍ସା ପଦ୍ଧିତିକୁ ଆପଣାଇଥାନ୍ତି। ତେବେ କମ୍‌ ଲୋକ ଜାଣନ୍ତି ଯେ,ମଧୁମେହ କୁ ନିୟନ୍ତ୍ରଣରେ ରଖିବା ପାଇଁ ଭିଟାମିନ୍‌-ଡ଼ି ଜରୁରୀ।…
ଅଧିକ ଖବର ଦେଖନ୍ତୁ...

ବୈଜୟନ୍ତଙ୍କ ଇସ୍ତଫା ଗ୍ରହଣ କରିବାକୁ ବାଚସ୍ପତିଙ୍କୁ ଚିଠି ଲେଖିଲେ ବିଜେଡି ସଂସଦୀୟ ଦଳ ନେତା, ଟ୍ୱିଟ୍ କରି ଜବାବ ଦେଲେ…

ନୂଆଦିଲ୍ଲୀ : କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଇସ୍ତଫାପତ୍ରକୁ ଗ୍ରହଣ କରିବାକୁ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନଙ୍କୁ ଚିଠି ଲେଖିଛନ୍ତି ବିଜେଡି ସଂସଦୀୟ ଦଳର ନେତା ଭର୍ତୃହରି ମହତାବ । ବାଚସ୍ପତିଙ୍କୁ ଲେଖିଥିବା ଚିଠିରେ ଭର୍ତୃହରି କହିଛନ୍ତି, ଦୀର୍ଘଦିନ ଧରି ବୈଜୟନ୍ତ…
ଅଧିକ ଖବର ଦେଖନ୍ତୁ...

ଗ୍ୟାଷ୍ଟ୍ରିକ୍‌ ସମସ୍ୟା ଲାଗି ରହୁଛି କି? ଆପଣାନ୍ତୁ ଏହି ୪ଟି ଘରୋଇ ଉପାୟ

ସାଧାରଣ ଭାବେ ହେଉଥିବା ପେଟବିନ୍ଧା, ମୁଣ୍ଡବିନ୍ଧା ବା ଶରୀରର ଅନ୍ୟ ଅଙ୍ଗ ବିନ୍ଧିବା କିମ୍ବା ଯନ୍ତ୍ରଣା ହେବାର ଏକ ପ୍ରମୁଖ କାରଣ ହୋଇଥାଏ ଗ୍ୟାଷ୍ଟ୍ରିକ୍‌। ଯଦି ଆପଣଙ୍କ ଗ୍ୟାଷ୍ଟ୍ରିକ୍‌ ସମସ୍ୟା ଅଛି, ତା’ହେଲେ ଏହି ସବୁ ଘରୋଇ ଉପଚାରରୁ ତୁରନ୍ତ ଏହି ସମସ୍ୟାର ସମାଧାନ ପାଇ ପାରିବେ।…
ଅଧିକ ଖବର ଦେଖନ୍ତୁ...

ଆଇଏଏସ ବିନୋଦ କୁମାରଙ୍କ ଉପରେ ୧୯ ତାରିଖ ଯାଏ କଠୋର କାର୍ଯ୍ୟାନୁଷ୍ଠାନ ଉପରେ ରୋକ ଲଗାଇଲେ ହାଇକୋର୍ଟ

କଟକ: ଓଡ଼ିଶା ଗ୍ରାମ୍ୟ ଗୃହନିର୍ମାଣ ନିଗମ( ଓଆରଏଚଡିସି) ଦୁର୍ନତୀ ମାମଲରେ ଏହାର ତତ୍‌କାଳୀନ ପରିଚାଳନା ନିର୍ଦ୍ଦେଶକ ତଥା ଆଇଏଏସ ଅଧିକାରୀ ବିନୋଦ କୁମାରଙ୍କ ସମେତ ମୋଟ୍‌ ୪ ଜଣ କର୍ମଚାରୀଙ୍କୁ  ଆଜି ହାଇକୋର୍ଟଙ୍କ ପକ୍ଷରୁ ସାମୟିକ ଆଶ୍ୱସ୍ତି ମିଳିଛି। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୧୯…
ଅଧିକ ଖବର ଦେଖନ୍ତୁ...

୨ ମାସ ମଧ୍ୟରେ ଲୋକାୟୁକ୍ତ ନିଯୁକ୍ତି ପ୍ରକ୍ରିୟା ଶେଷ କରିବାକୁ ରାଜ୍ୟ ସରକାରଙ୍କୁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଓଡ଼ିଶା ସରକାରଙ୍କୁ ଲୋକାୟୁକ୍ତ ନିଯୁକ୍ତି ପ୍ରକ୍ରିୟା ୨ ମାସ ମଧ୍ୟରେ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ୍‌କୋର୍ଟ। ମଙ୍ଗଳବାର ଲୋକାୟୁକ୍ତ ନିଯୁକ୍ତି ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇଥିଲା। ଏଥିରେ ସରକାର ଲୋକାୟୁକ୍ତ ଚୟନ ଲାଗି…
ଅଧିକ ଖବର ଦେଖନ୍ତୁ...

ଦୁଇ ବର୍ଷରେ ଓଡ଼ିଶା ହେବ ପ୍ଲାଷ୍ଟିକ ମୁକ୍ତ, ଗାନ୍ଧି ଜୟନ୍ତୀରୁ ଅଭିଯାନ ଆରମ୍ଭ- ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆସନ୍ତା ୨ ବର୍ଷ ମଧ୍ୟରେ ସମଗ୍ର ଓଡ଼ିଶା ପ୍ଲାଷ୍ଟିକ ମୁକ୍ତ ହେବ। ଆସନ୍ତା ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀରୁ ରାଜ୍ୟର ସମସ୍ତ ମହାନଗର ନିଗମ ଓ ପୁରୀରୁ ଏହି ପ୍ଲାଷ୍ଟିକ ମୁକ୍ତ ଅଭିଯାନ ଆରମ୍ଭ ହେବ। ପର୍ଯ୍ୟାୟ କ୍ରମେ ୨ ବର୍ଷ ମଧ୍ୟରେ ସମଗ୍ର ରାଜ୍ୟରେ ପ୍ଲାଷ୍ଟିକ ବ୍ୟବହାର…
ଅଧିକ ଖବର ଦେଖନ୍ତୁ...

ଆଲିଆଙ୍କପାଇଁ କାଟ୍ରିନା ଚିନ୍ତିତ ,ଜାଣନ୍ତୁ କାହିଁକି

ମୁମ୍ବାଇ: ଏବେ ବଲିଉଡ ତାରକା ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ପ୍ରେମ କାହାଣୀ ସବୁଠୁଁ ଅଧିକ ଚର୍ଚ୍ଚାରେ ରହିଛି। ଉଭୟଙ୍କ ପ୍ରେମ ସଂପର୍କକୁ ଦେଖି ଲାଗୁଛି ଯେ ସେ ଦୁହେଁ ବିବାହ ବିନ୍ଧନରେ ଆବଦ୍ଧ ହେବେ। ହେଲେ ଏହାକୁ ନେଇ ଜଣେ ବଲିଉଡ଼ ନାୟିକା ଖୁବ୍‌ ଚିନ୍ତାରେ ପଡ଼ିଯାଇଛନ୍ତି। ଏହି ନାୟିକାଜଣକ…
ଅଧିକ ଖବର ଦେଖନ୍ତୁ...