Daily Archives

May 27, 2019

ଦୂତୀ ଆଣିଲେ ସଙ୍ଗୀନ ଅଭିଯୋଗ, ତାଙ୍କ ନାମରେ ଖୋଲାଯାଇଛି ଫେକ୍ ଆଇଡି

ଭୁବନେଶ୍ୱର: ନିଜ ସମଲିଙ୍ଗୀ ସମ୍ପର୍କକୁ ନେଇ ନିଜେ ମୁହଁ ଖୋଲି ଚର୍ଚ୍ଚାରେ ଥିବା ଧାବିକା ଦୂତୀ ଚାନ୍ଦ ଆଜି ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି।  ତାଙ୍କ ଅଭିଯୋଗ ଅନୁସାରେ, ଦୁତୀଙ୍କ ନାମରେ ଏକ ଫେକ୍ ବା ନକଲି ଆଇଡି ଖୋଲାଯାଇଛି ଆଉ ଏହା ମାଧ୍ୟମରେ ତାଙ୍କ ଫଟୋକୁ ବ୍ୟବହାର କରାଯାଇ ଭୁଲ ତଥ୍ୟ…
ଅଧିକ ଖବର ଦେଖନ୍ତୁ...

ମୃତ୍ୟୁ ମୁଖରୁ ସ୍ୱାମୀଙ୍କୁ ଉଦ୍ଧାର କରି ପିଠିରେ ଲଦି ୩କିମି ପାଦରେ ଚାଲି ଆସିଥିଲେ ପତ୍ନୀ

ଛତିଶଗଡ଼: ସାମ୍ନାରେ ଗୋଟିଏ ପଟେ ମୃତ୍ୟୁ ଛିଡା ହୋଇଥିବା ବେଳେ ଅପରପାର୍ଶ୍ୱରେ ‘ସ୍ୱାମୀ’ ଛିଡା ହୋଇଥିଲେ। ଏହି ସମୟରେ ପତ୍ନୀ ତିଳେ ମାତ୍ର ସମୟ ବିଳମ୍ବ ନକରି ମୃତ୍ୟୁ ସହିତ ଲଢ଼ିଥିଲେ। ସ୍ୱାମୀଙ୍କୁ ମୃତ୍ୟୁ ମୁଖରୁ ଉଦ୍ଧାର କରି ପିଠିରେ ଲଦି ତତ୍କାଳ ଚିକିତ୍ସା ପାଇଁ ତିନି କିିମି ପର୍ଯ୍ୟନ୍ତ…
ଅଧିକ ଖବର ଦେଖନ୍ତୁ...

ମୋଦୀଙ୍କ ଶପଥ ଗ୍ରହଣ ଉତ୍ସବରେ କେସିଆର୍‌, ଜଗନ ରେଡ୍ଡି ଓ କମଲ ହସନଙ୍କ ବ୍ୟତୀତ ଏହି ସବୁ ଅନ୍ତର୍ଜାତୀୟ ବ୍ୟକ୍ତିତ୍ୱ…

ନୂଆଦିଲ୍ଲୀ: ଆଗାମୀ ୩୦ ତାରିଖରେ କ୍ରମାଗତ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ତାଙ୍କ ଶପଥ ପାଠ ଉତ୍ସବରେ ଯୋଗ ଦେବା ପାଇଁ ମୋଦୀ ଆନୁଷ୍ଠାନିକ ଭାବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ, ଆନ୍ଧ୍ରପ୍ରଦେଶରେ ମୁଖ୍ୟମନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...

ପୂର୍ବତନ ପ୍ରଧାନମନ୍ତ୍ରୀମାନଙ୍କ ବ୍ୟକ୍ତିଗତ ଆୟକର ରିଫଣ୍ଡ ସଂପର୍କରେ କୌଣସି ତଥ୍ୟ ନାହିଁ : ପିଏମଓ

ନୂଆଦିଲ୍ଲୀ : ପୂର୍ବତନ ପ୍ରଧାନମନ୍ତ୍ରୀମାନଙ୍କ ବ୍ୟକ୍ତିଗତ ଆୟକର ରିଫଣ୍ଡ ସଂପର୍କରେ କୌଣସି ତଥ୍ୟ ନାହିଁ ବୋଲି ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆୟକର ରିଫଣ୍ଡ ସଂପର୍କରେ ତଥ୍ୟ ଦେବାକୁ ସୂଚନା ଅଧିକାର ଆଇନ ବଳରେ କରାଯାଇଥିବା ଏକ…
ଅଧିକ ଖବର ଦେଖନ୍ତୁ...

କଥା ରଖିଲେ ନବୀନ: ଶପଥ ଗ୍ରହଣ ଉତ୍ସବକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିମନ୍ତ୍ରଣ କଲେ

ଭୁବନେଶ୍ୱର: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଗଠିତ ହେଉଥିବା ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ଉତ୍ସବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିମନ୍ତ୍ରଣ କରାଯାଇଛି ବୋଲି ବିଜୁ ଜନତା ଦଳର ମୁଖପାତ୍ର ପ୍ରତାପ କେଶରୀ ଦେବ ‘ସମ୍ବାଦ-ଡ଼ଟ୍‌-ଇନ୍‌’କୁ କହିଛନ୍ତି। ‘ମୁୁଁ ଚଳିତ…
ଅଧିକ ଖବର ଦେଖନ୍ତୁ...

ଫଣା ଟେକିଥିବା ନାଗସାପ ସହିତ ଟିକ୍‌ଟକ୍‌ ଭିଡିଓ ବନାଇବା ଦୁଇ ବାଳକଙ୍କୁ ମହଙ୍ଗା ପଡ଼ିଲା

ମୁମ୍ବାଇ: ଟିକ୍‌ଟକ୍‌ ଭିଡିଓର ନିଶା ଏବେ ସମସ୍ତଙ୍କୁ ଘାରିଛି। ତେବେ ଏହି ନିଶା ଲୋକଙ୍କୁ ଏମିତି ଘାରିଛି କି ସେମାନେ ସାପ ସହିତ ବି ଭିଡିଓ ବନାଇବାକୁ ପଛାଉ ନାହାନ୍ତି। ଡୋମ୍ବିବଲିରୁ ଏକ ଏମିତି ମାମଲା ସାମ୍ନାକୁ ଆସିଛି, ଯାହାକୁ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଏହି ଭିଡିଓ ଭାଇରାଲ ହେବା…
ଅଧିକ ଖବର ଦେଖନ୍ତୁ...

‘କେମେଷ୍ଟ୍ରି‘ ଆଗରେ ‘ଆରିଥମେଟିକ’ର ପରାଜୟ ଘଟିଛି : ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିର୍ବାଚନରେ ସଂଖ୍ୟା ଗରିଷ୍ଠତା ପାଇବା ପରେ ତାଙ୍କ ନିର୍ବାଚନ ମଣ୍ଡଳୀ ବାରଣାସୀ ଯାଇ ସୋମବାର ଲୋକମାନଙ୍କୁ ଧନ୍ୟବାଦ ଦେଇଛନ୍ତି। ସେଠାରେ ସେ ଲୋକଙ୍କୁ ସମ୍ବୋଧନ କରି ଯାହା ସବୁ ଭାଷଣ ଆକାରରେ କହିଛନ୍ତି ତାହାର ମୁଖ୍ୟାଂଶ  ନିମ୍ନରେ ଉଲ୍ଲେଖ…
ଅଧିକ ଖବର ଦେଖନ୍ତୁ...

‘ଅଭିନନ୍ଦନ’ ଶବ୍ଦ ଶୁଣିବା ମାତ୍ରେ ହିଁ ପାକିସ୍ତାନର ହେଉଛି ହୃତକମ୍ପ ! ମୋଦୀଙ୍କ ଭାଷଣରେ ଏହି ଶବ୍ଦର ଭୁଲ ଅର୍ଥ କଲା…

ଇସ୍‌ଲାମାବାଦ/ ନୂଆଦିଲ୍ଲୀ: ‘ଭାରତୀୟ ଜନତା ପାର୍ଟି ପରିବାରର ପ୍ରତ୍ୟେକ ପ୍ରତ୍ୟେକ ସାଥୀ କୋଟି କୋଟି ଅଭିନନ୍ଦନର ହକ୍‌ଦାର ଅଟନ୍ତି’; (ଭାରତୀୟ ଜନତା ପାର୍ଟି କେ ପରିବାର କା ପ୍ରତ୍ୟେକ ପ୍ରତ୍ୟେକ ସାଥୀ କୋଟି କୋଟି ଅଭିନନ୍ଦନ କା ହକ୍‌ଦାର ହୈ)। ସଦ୍ୟ ସମାପ୍ତ ୨୦୧୯ ନିର୍ବାଚନରେ ବିଜେପି…
ଅଧିକ ଖବର ଦେଖନ୍ତୁ...

ଦଳର ବିଶ୍ୱାସଘାତକଙ୍କୁ ଖୋଜୁଛନ୍ତି ମମତା ବାନାର୍ଜୀ

କୋଲକତା : ନିକଟରେ ସମାପ୍ତ ହୋଇଥିବା ସାଧାରଣ ନିର୍ବାଚନରେ ପଶ୍ଚିମବଙ୍ଗରେ ବିଜେପି ୧୮ଟି ଆସନ ପାଇଛି ଓ ଶାସନରେ ଥିବା ତୃଣମୂଳ ୨୩ଟି ଆସନ ପାଇଛି । ରାଜ୍ୟରେ ଏହାକୁ ବିଜେପିର ଐତିହାସିକ ସଫଳତା ବୋଲି କୁହାଯାଉଛି । କିନ୍ତୁ ଏହା ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜିଙ୍କ ନିଦ ହଜେଇ…
ଅଧିକ ଖବର ଦେଖନ୍ତୁ...

ଦେଖନ୍ତୁ ହାଇୱେରେ କିପରି ଏକ ବିସ୍ଫୋରକକୁ ନିଷ୍କ୍ରିୟ କଲା ସେନା, ପୁଲଓ୍ଵାମା ଭଳି ବଡ଼ ଆତଙ୍କବାଦୀ ଆକ୍ରମଣ ଯୋଜନା ପଣ୍ଡ…

ରାଜୌରି: ସୋମବାର ଜମ୍ମୁ-ପୁଞ୍ଚ ନ୍ୟାସନାଲ୍‌ ହାଇୱେରେ ଏକ ଶକ୍ତିଶାଳୀ ବିସ୍ଫୋରକକୁ ସଫଳତାର ସହ ନିଷ୍କ୍ରିୟ କରାଯାଇଛି। ଯାହାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଅଧିକାରିକ ସୂତ୍ରରୁ ପ୍ରକାଶ, ‘ସୋମବାର ସକାଳେ ସେନାର ଏକ ଟିମ୍‌ ଗସ୍ତ ସମୟରେ କାଲ୍ଲାର ଗ୍ରାମର ଚିନଗୁସରେ ଏକ ବିସ୍ଫୋରକ…
ଅଧିକ ଖବର ଦେଖନ୍ତୁ...