Daily Archives

June 4, 2019

ବଜେଟ ପ୍ରସ୍ତୁତି ପୂର୍ବରୁ ଜନସାଧାରଣଙ୍କ ମତାମତ ଲୋଡିଲେ ଓଡ଼ିଶା ସରକାର, ଇମେଲ,ଏସଏମଏସ, ହ୍ବାଟ୍ସଆପରେ ଦେଇହେବ ମତାମତ

ଭୁବନେଶ୍ୱର : ଖୁବ୍‌ ଶୀଘ୍ର ରାଜ୍ୟ ବିଧାନସଭାର ବଜେଟ୍‌ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଏଥର ସରକାର ବର୍ଷ ୨୦୧୯-୨୦ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କରିବେ । ଏହା ପୂର୍ବରୁ ରାଜ୍ୟବାସୀଙ୍କ ମତାମତ ଲୋଡ଼ିଛନ୍ତି ସରକାର । ବଜେଟ୍‌ରେ କ’ଣ ବ୍ୟବସ୍ଥା ରହିବ ସେ ନେଇ ଜନସାଧାରଣ, ନାଗରିକ…
ଅଧିକ ଖବର ଦେଖନ୍ତୁ...

ଭଦ୍ରକ: ଶୌଚ ହେବାକୁ ଯାଇ ଗଳିଆ ନଦୀରେ ବୁଡ଼ି ନାବାଳିକାଙ୍କ ମୃତ୍ୟୁ

ଚାନ୍ଦବାଲି: ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବୈତରଣୀ ନଦୀର ଶାଖା  ଗଳିଆ ନଦୀରେ ମଙ୍ଗଳବାର ଜଣେ ନାବାଳିକା ବୁଡ଼ିଯିବାରୁ ମୃତ୍ୟୁ ହୋଇଛି। ନଳଗୋହୀରା ପଂଚାୟତ କୁଆଁରୀକାନ୍ଥି ଗାଁର ରାଜେନ୍ଦ୍ର ଦାସଙ୍କ ଝିଅ ସୁଲୋଚନା ଦାସ ଓରଫ କଇଁ ଦାସ(୧୬) ଆଜି ମଧ୍ୟାହ୍ନ ୧୨ଟାରେ ଶୌଚ ହେବାକୁ  ଗାଁ ନିକଟ ଗଳିଆ…
ଅଧିକ ଖବର ଦେଖନ୍ତୁ...

ଡାକ୍ତରଖାନା କର୍ମଚାରୀ ଛାଡ଼ି ପଳାଇଲେ: ବିନା ସହାୟତାରେ ନିଜେ ନିଜ ପିଲାକୁ ଜନ୍ମ ଦେଲେ ସାହସିନୀ ପ୍ରସୂତୀ

ନାଗପୁର: ନାଗପୁର ସରକାରୀ ହସ୍ପିଟାଲ୍‌ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ହସ୍ପିଟାଲ୍‌ରେ ନର୍ସମାନଙ୍କ ଅବହେଳା ହେତୁ ପ୍ରସୂତୀ ନିଜେ ତାଙ୍କ ନିଜ ପିଲାର ପ୍ରସବ କରାଇଛନ୍ତି। ପ୍ରଥମ ଥର ମାଆ ବନିଥିବା ହୁଡକେଶ୍ୱରର ସୁଖେନି ଶ୍ରୀକାନ୍ତ ତାଙ୍କ ପ୍ରସବ ଯନ୍ତ୍ରଣା ଆରମ୍ବ ହେବା ପରେ…
ଅଧିକ ଖବର ଦେଖନ୍ତୁ...

ଏବର୍ଷ ଘରୋଇ କ୍ଷେତ୍ରରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ : ରିପୋର୍ଟ

ନୂଆଦିଲ୍ଲୀ : ଏବର୍ଷ ଘରୋଇ କ୍ଷେତ୍ରରେ ଅଧିକ ନିଯୁକ୍ତି ସୃଷ୍ଟି ହେବ ବୋଲି ଏକ ସର୍ଭେରୁ ଜଣାପଡିଛି । ଜିନିୟସ କନସଲଟାଣ୍ଟସ ପକ୍ଷରୁ କରାଯାଇଥିବା ଏହି ନିଯୁକ୍ତି ସର୍ଭେରୁ ଜଣାପଡିଛି ଯେ ପ୍ରାୟ ୫୮ ପ୍ରତିଶତ କମ୍ପାନି ଚଳିତ ବର୍ଷ ଅଧିକ ନିଯୁକ୍ତି ପ୍ରଦାନ କରିବା ନେଇ ଆଶାବାଦୀ ଅଛନ୍ତି ।…
ଅଧିକ ଖବର ଦେଖନ୍ତୁ...

ଅଦ୍ଭୁତ ସଂଯୋଗ! ୧୦ ବର୍ଷ ପୂର୍ବେ ସମାନ ସ୍ଥାନରେ ବାୟୁସେନାର ଏକ ଏଏନ୍‌-୩୨ ବିମାନ ନିଖୋଜ ହେବା ପରେ ଦୁର୍ଘଟଣାଗ୍ରସ୍ତ…

ନୂଆଦିଲ୍ଲୀ: ଆସାମର ଜୋରହାଟ ଏୟାର ବେସ୍‌ରୁ ଭାରତୀୟ ବାୟୁସେନାର ୧୩ ଜଣ ଅଧିକାରୀ ଓ କର୍ମଚାରୀଙ୍କୁ ଧରି ଗତକାଲି ମଧ୍ୟାହ୍ଣରୁ ଅରୁଣାଚଳ ପ୍ରଦେଶର ମେଚୁକା ଆଡ୍‌ଭାନ୍ସଡ୍‌ ଲାଣ୍ଡିଂ ଗ୍ରାଉଣ୍ଡ ଅଭିମୁଖେ ଉଡ଼ାଣ ଭରିଥିବା ବାୟୁସେନାର ପରିବହନ ସେବା ଯୋଗାଣକାରୀ ଆଣ୍ଟୋନୋଭ ଏଏନ୍‌-୩୨ ବିମାନ ଆକାଶ…
ଅଧିକ ଖବର ଦେଖନ୍ତୁ...

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ: ପ୍ରତି ମାସ ୭ ତାରିଖ ପୂର୍ବରୁ ବିଭାଗୀୟ ରିପୋର୍ଟ ଦେବେ ମନ୍ତ୍ରୀ

ଭୁବନେଶ୍ୱର: ପ୍ରତି ମାସ ୭ ତାରିଖ ପୂର୍ବରୁ ମନ୍ତ୍ରୀମାନେ ଦଳୀୟ ଇସ୍ତାହାରରେ ପ୍ରସ୍ତାବଗୁଡ଼ିକୁ ସରକାରଙ୍କ ପ୍ରମୁଖ କାର୍ଯ୍ୟକ୍ରମ ଭାବରେ କାର୍ଯ୍ୟକାରୀ କରିବା ଦିଗରେ କ’ଣ ପଦକ୍ଷେପ ନେଇଛନ୍ତି, ସେ ସଂପର୍କରେ ତାଙ୍କୁ ରିପୋର୍ଟ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ…
ଅଧିକ ଖବର ଦେଖନ୍ତୁ...

ମୁମ୍ବାଇ: ଘରେ ପଶି ସାମ୍ବାଦିକଙ୍କ ଗଳା କାଟି ହତ୍ୟା, ପଡ଼ୋଶୀ ଶୁଣିଥିଲେ କାନ୍ଦ ସ୍ୱର

ମୁମ୍ବାଇ: ମୁମ୍ବାଇର ଆନ୍‌ଟପ୍‌ ହିଲ୍‌ଠାରେ ଥିବା ନିଜ ବାସଭବନରେ ଜଣେ ୩୮ ବର୍ଷିଅ ସାମ୍ବାଦିକ ଆନନ୍ଦ ନାରାୟଣଙ୍କୁ ମଙ୍ଗଳବାର ହତ୍ୟା କରାଯାଇଛି। ଅପରାହ୍ନ ୨ଟାରୁ ୩ଟା ମଧ୍ୟ ଏହି ହତ୍ୟା ହୋଇଛି ବୋଲି ସୂଚନା ରହିଛି। ସାମ୍ବାଦିକ ଜଣକ ଘରେ ଶୋଇଥିବା ଅବସ୍ଥାରେ କିଛି ଲୋକ ତାଙ୍କ ସାତ ମହଲା…
ଅଧିକ ଖବର ଦେଖନ୍ତୁ...

ଓଡ଼ିଆ ପରିବେଶ ଓ ପାଣିପାଗ ବିଜ୍ଞାନୀ ବିଜ୍ଞାନୀ ମୃତ୍ୟୁଞ୍ଜୟ ମହାପାତ୍ର ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ…

ଭୁବନେଶ୍ୱର : ଓଡ଼ିଆ ପରିବେଶ ଓ ପାଣିପାଗ ବିଜ୍ଞାନୀ ମୃତ୍ୟୁଞ୍ଜୟ ମହାପାତ୍ର ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ନିଯୁକ୍ତ ହୋଇଛନ୍ତି । ଆସନ୍ତା ଅଗଷ୍ଟ ୧ରେ ସେ କାର୍ଯ୍ୟଭାର ଗ୍ରହଣ କରିବେ ଓ ତାଙ୍କ କାର୍ଯ୍ୟକାଳ ୫ ବର୍ଷ ରହିବ ବୋଲି ସରକାରୀ ସୁତ୍ରରୁ ଜଣାପଡିଛି । ଆଜି ଏ ନେଇ ନିୟୋଜନ…
ଅଧିକ ଖବର ଦେଖନ୍ତୁ...

ବିଶ୍ୱର ସବୁଠୁ ବ୍ୟୟବହୁଳ ନିର୍ବାଚନ ହେଲା ଭାରତୀୟ ନିର୍ବାଚନ, ଏଥର ବ୍ୟୟ ହୋଇଛି ୬୦ ହଜାର କୋଟି

ନୂଆଦିଲ୍ଲୀ : ନିକଟରେ ଶେଷ ହୋଇଥିବା ସାଧାରଣ ନିର୍ବାଚନ ହେଉଛି ଏପର୍ଯ୍ୟନ୍ତ ହୋଇଥିବା ସବୁଠାରୁ ମହଙ୍ଗା ନିର୍ବାଚନ । ସମଗ୍ର ବିଶ୍ୱରେ ମଧ୍ୟ ଏହା ସବୁଠାରୁ ମହଙ୍ଗା ନିର୍ବାଚନ ବୋଲି ଅଟକଳ କରାଯାଇଛି । ସେଣ୍ଟର ଫର ମିଡିଆ ଷ୍ଟଡିଜ ନାମକ ସଂସ୍ଥା ପକ୍ଷରୁ କରାଯାଇଥିବା ଅଟକଳ ଅନୁସାରେ ଗତ…
ଅଧିକ ଖବର ଦେଖନ୍ତୁ...