Daily Archives

June 4, 2019

ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଭେଟିଲେ ଭୁବନେଶ୍ୱର ସାଂସଦ ଅପରାଜିତ ଷଡ଼ଙ୍ଗୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଙ୍ଗଳବାର ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଭେଟିଛନ୍ତି। ଭୁବନେଶ୍ୱରର ଉନ୍ନତି ପାଇଁ ନବୀନଙ୍କ ସହଯୋଗ ଲୋଡ଼ିଛନ୍ତି। ରାଜ୍ୟ ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ନିଜର ପ୍ରତିକ୍ରିୟାରେ ସାଂସଦ ଅପରାଜିତା କହିଛନ୍ତି, ସାକ୍ଷାତକାର…
ଅଧିକ ଖବର ଦେଖନ୍ତୁ...

ବିଶ୍ୱକପ୍‌: ବର୍ଷା ଅଟକାଇଲା ଶ୍ରୀଲଙ୍କା-ଆଫଗାନିସ୍ତାନ ମ୍ୟାଚ୍‌, ଶ୍ରୀଲଙ୍କା ସ୍କୋର ୧୮୨/୮

କାର୍ଡିଫ: ବର୍ଷା ଯୋଗୁଁ ଶ୍ରୀଲଙ୍କା ଓ ଆଫଗାନିସ୍ତାନ ମ୍ୟାଚ୍‌ ଅଟକିଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଦ୍ୱାରା ପରିଚାଳିତ ବିଶ୍ୱକପ୍‌ର ସପ୍ତମ ମ୍ୟାଚ୍‌ରେ ମଙ୍ଗଳବାର ପ୍ରଥମେ ବ୍ୟାଟିଂ କରି ବର୍ଷା ପୂର୍ବରୁ ୩୩ ଓଭରରେ ୮ଟି ଓ୍ଵିକେଟ ହରାଇ ୧୮୨ ରନ୍‌ କରିଛି। ଶ୍ରୀଲଙ୍କା…
ଅଧିକ ଖବର ଦେଖନ୍ତୁ...

କେନ୍ଦ୍ରର ‘ନିପା’ ଚିନ୍ତା: ସ୍ୱାସ୍ଥ୍ୟମନ୍ତ୍ରୀ ଡ଼. ହର୍ଷ ବର୍ଦ୍ଧନ ନିପା ଆକ୍ରାନ୍ତ କେରଳକୁ ପଠାଇଲେ ଛଅ ଜଣିଆ…

ନୂଆଦିଲ୍ଲୀ: କେରଳରେ ନିପା ଭୂତାଣୁ ଚିହ୍ନଟ ହେବା ପରେ ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯଥେଷ୍ଟ ତତ୍ପରତା ପ୍ରକାଶ ପାଇଛି। ସ୍ଥିତିର ସମୀକ୍ଷା ସହ ତ୍ୱରିତ୍‌ କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼. ହର୍ଷ ବର୍ଦ୍ଧନ ଆଜି ନୂଆଦିଲ୍ଲୀରୁ ଏକ ଛଅ ଜଣିଆ ବିଶେଷଜ୍ଞ ଟିମ୍‌କୁ…
ଅଧିକ ଖବର ଦେଖନ୍ତୁ...

ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଣ ଅଭିଯୋଗରେ କାଶ୍ମୀରର ୩ ବିଚ୍ଛିନ୍ନତାବାଦୀ ନେତାଙ୍କୁ ଗିରଫ କରି ରିମାଣ୍ଡରେ ନେଲା ଏନଆଇଏ

ନୂଆଦିଲ୍ଲୀ : ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ଆଜି କାଶ୍ମୀରର ବିଚ୍ଛିନ୍ନତାବାଦୀ ନେତା ଆସିଆ ଅନ୍ଦ୍ରାବି, ମସରତ ଆଲମ ଓ ସବିର ଶାହଙ୍କୁ ଗିରଫ କରିଛି । ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଉଥିବା ମାମଲାରେ ଏମାନଙ୍କୁ ଗିରଫ କରାଯାଇଛି । ଗିରଫ ପରେ ଏମାନଙ୍କୁ ଦିଲ୍ଲୀର ଏକ କୋର୍ଟରେ ହାଜିର…
ଅଧିକ ଖବର ଦେଖନ୍ତୁ...

ଉପକୂଳ ଓଡ଼ିଶାରେ ଲାଗିବ ବାତ୍ୟା ନିରୋଧୀ ଗଛ, ରାଜ୍ୟରେ ଲାଗିବ ୯ କୋଟି ଗଛ

ଭୁବନେଶ୍ୱର: ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ବନ ବିଭାଗ ଅଧିକ ତତ୍ପର ଦେଖାଯାଇଛି। ସେଥିପାଇଁ ବୃକ୍ଷରୋପଣକୁ ଗୁରୁତ୍ୱ ଦେଇଛି। ଉପକୂଳ ଓଡ଼ିଶାରେ ବାତ୍ୟା ନିରୋଧୀ ଗଛ ଲଗାଇବା ପାଇଁ ବନ ବିଭାଗ ଅଣ୍ଟା ଭିଡ଼ିଛି। ଭୁବନେଶ୍ୱରରେ ୭୦ ହଜାର ବଡ଼ ଗଛ ପ୍ରତିରୋପଣ କରାଯିବ। ରାଜ୍ୟରେ ୯ କୋଟି…
ଅଧିକ ଖବର ଦେଖନ୍ତୁ...

୨୦୧୯ ଲୋକସଭା ନିର୍ବାଚନରେ ଘଟିଛି ଏହି ସବୁ ନୂଆ କଥା: ୪ଟି ଭଲ, ଗୋଟିଏ ମନ୍ଦ

ନୂଆଦିଲ୍ଲୀ: ସପ୍ତଦଶ ଲୋକସଭା ନିର୍ବାଚନ ସରିଯାଇଛି। ଏଥର ଲୋକସଭା ନିର୍ବାଚନରେ ଅନେକ ନୂଆ କଥା ଘଟିଛି। ତେବେ, ଚାଲନ୍ତୁ ଜାଣିବା ଏଥର ନିର୍ବାଚନରେ ଏମିତି କ’ଣ ଘଟିଛି ଯାହା ସଭିଙ୍କୁ ଚକିତ କରିଛି। ମହିଳା ସଶକ୍ତିକରଣ: ଏଥର ଲୋକସଭାକୁ ସର୍ବାଧିକ ମହିଳା ସାଂସଦ ନିର୍ବାଚିତ ହୋଇଛନ୍ତି। ଏଥର…
ଅଧିକ ଖବର ଦେଖନ୍ତୁ...

ଦକ୍ଷିଣ ଆଫ୍ରିକା ଦଳକୁ ବଡ଼ ଝଟକା : ବିଶ୍ୱକପରୁ ବାଦ୍ ପଡିଲେ ଦଳର ଅଭିଜ୍ଞ ବୋଲର ଡେଲ୍ ଷ୍ଟେନ୍

ଲଣ୍ଡନ:  ଆଇସିସି କ୍ରିକେଟ୍ ବିଶ୍ୱକପ ୨୦୧୯ର ବଡ଼ ଲଢେଇ ପୂର୍ବରୁ ଦକ୍ଷିଣଆଫ୍ରିକାକୁ ଲାଗିଛି  ଝଟକା । କାନ୍ଧରେ ଆଘାତ ଲାଗିଥିବା କାରଣରୁ ବିଶ୍ୱକପରୁ ବାଦ ପଡିଛନ୍ତି ଦକ୍ଷିଣ ଆଫ୍ରିକାର ଅଭିଜ୍ଞ ବୋଲର ଡେଲ୍ ଷ୍ଟେନ୍ । ଆସନ୍ତାକାଲି ଟିମ୍ ଇଣ୍ଡିଆକୁ ଭେଟିବାକୁ ଯାଉଥିବା  ଦକ୍ଷିଣ ଆଫ୍ରିକା…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନ ପାଖରେ ଥିବା ଆମେରିକା ନିର୍ମିତ ଆମ୍‌ରାମ୍‌ ମିସାଇଲକୁ ନେଇ ଭାରତର ଚିନ୍ତା, କିଣିବ ଇସ୍ରାଏଲ ନିର୍ମିତ…

ନୂଆଦିଲ୍ଲୀ : ଆଜିକୁ ପ୍ରାୟ ୩ ମାସ ତଳେ, ଫେବ୍ରୁଆରୀ ୨୬ରେ ବାଲାକୋଟରେ ଥିବା ଆକଙ୍କବାଦୀ ଶିବିର ଉପରେ ଭାରତୀୟ ବାୟୁସେନା ବିମାନ ଆକ୍ରମଣ କରିଥିଲା । ତା’ପରଦିନ ଅର୍ଥାତ ଫେବ୍ରୁଆରୀ ୧୭ରେ ପାକିସ୍ତାନ ବାୟୁସେନା ଏଫ-୧୬ ବିମାନ ସମେତ ଆଉ କେତେକ ବିମାନ ଭାରତୀୟ ବାୟୁସେନାରେ ପ୍ରବେଶ କରିବାକୁ…
ଅଧିକ ଖବର ଦେଖନ୍ତୁ...

ସମ୍ବଲପୁର: ସର୍ଭିସ ରାଇଫଲ୍‌ରେ ସିଆରପିଏଫ୍‌ ଯବାନଙ୍କ ଆତ୍ମହତ୍ୟା ଅଭିଯୋଗ

ଯୁଯୁମୁରା/ସମ୍ବଲପୁର: ନିଜର ସର୍ଭିସ ରାଇଫଲ୍‌ରେ ଜଣେ ସିଆରପିଏଫ (ସେଣ୍ଟ୍ରାଲ ରିଜର୍ଭ ପୁଲିସ ଫୋର୍ସ) ମଙ୍ଗଳବାର ଅପରାହ୍ଣରେ ଆତ୍ମହତ୍ୟା କରିଛନ୍ତି। ସମ୍ବଲପୁର ଜିଲ୍ଲାର ଯୁଯୁମୁରାସ୍ଥିତ ସିଆରପିଏଫ କ୍ୟାମ୍ପ ପରିସରରେ ଆଜି ଦିନ ୧ଟା ୨୫ରେ ଏଭଳି ଅଭାବନୀୟ ଘଟଣା ଘଟିଥିବା ଜଣାପଡ଼ିଛି।…
ଅଧିକ ଖବର ଦେଖନ୍ତୁ...

ନିଖୋଜ ବାୟୁସେନା ବିମାନର ପତ୍ତା ମିଳୁନି, ଏବେ ଅପରେସନରେ ସାମିଲ ହେଲା ଇସ୍ରୋ ରାଡାର ଇମେଜିଂ ସ୍ୟାଟେଲାଇଟ୍

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ବିମାନ ଏଏନ-୩୨ ଅରୁଣାଚଳ ପ୍ରଦେଶରୁ ନିଖୋଜ ହେବାର ୨୪ ଘଣ୍ଟା ଟପି ଯାଇଥିଲେ ମଧ୍ୟ ଏଯାବତ୍ ଏହାର ସନ୍ଧାନ ମିଳିପାରି ନାହିଁ।, ବାୟୁସେନା ଓ ସ୍ଥଳସେନାର ସ୍ବତନ୍ତ୍ର ଟିମ୍ ବିମାନକୁ ଠାବ କରିବା ଲାଗି ସର୍ଚ୍ଚ ଅପରେସନ୍ ଚଳାଇଥିବା ବେଳେ ଏବେ ଏହି ଅପରେସନରେ…
ଅଧିକ ଖବର ଦେଖନ୍ତୁ...