Daily Archives

June 5, 2019

ଶୁକ୍ରବାର କେରଳ ଛୁଇଁବ ମୌସୁମୀ; ହେଲେ ଏଲ୍‌- ନିନୋ ପ୍ରଭାବିତ ମୌସୁମୀ ସାଧାରଣ ଠାରୁ କମ୍‌ ବର୍ଷିବ: ସ୍କାଇମେଟ୍‌ର…

ନୂଆଦିଲ୍ଲୀ: ମୌସୁମୀ ନିଜର ଆଗମନକୁ ନେଇ ଲୁଚକାଳି ଖେଳୁ ଥିବାବେଳେ ଆସନ୍ତା ୪୮ ଘଣ୍ଟା, ଅର୍ଥାତ୍‌ ଶୁକ୍ରବାର ପୂର୍ବରୁ ଦକ୍ଷିଣ- ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବାର କୌଣସି ପ୍ରକାର ସମ୍ଭାବନା ନାହିଁ ବୋଲି ଆଜି (ବୁଧବାର) ବିଶ୍ୱସ୍ତରରେ ପାଣିପାଗ ଆକଳନ କରୁଥିବା ଘରୋଇ ସଂସ୍ଥା ସ୍କାଇମେଟ୍‌…
ଅଧିକ ଖବର ଦେଖନ୍ତୁ...

ବିଶ୍ୱକପ୍‌: ଚାପରେ ଦକ୍ଷିଣ ଆଫ୍ରିକାର ବ୍ୟାଟିଂ, ସ୍କୋର ୧୭୪/୭

ସାଉଥମ୍ପଟନ୍‌: ମାନସିକ ଚାପ ନେଇ ଦକ୍ଷିଣ ଆଫ୍ରିକା ବୁଧବାର ନିଜର ବ୍ୟାଟିଂ ଜାରି ରଖିଛି। ରିପୋର୍ଟ ଲେଖାଯିବା ବେଳକୁ ଦକ୍ଷିଣ ଆଫ୍ରିକା ୩୮ ଓଭରରେ ୭ ଓ୍ଵିକେଟ ହରାଇ ସ୍କୋର ୧୭୪ ରନ୍‌ କରିଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଦ୍ୱାରା ପରିଚାଳିତ ବିଶ୍ୱକପରେ ଦକ୍ଷିଣ ଆଫ୍ରିକା ନିଜର…
ଅଧିକ ଖବର ଦେଖନ୍ତୁ...

‘ଜୋମାଟୋ’ର ବଡ଼ ଘୋଷଣା! କେବଳ ମହିଳାଙ୍କୁ ନୁହେଁ, ଏଣିକି ମାତୃତ୍ୱ ଛୁଟି ପରି ପୁରୁଷଙ୍କୁ ବି ମିଳିବ ୨୬ ସପ୍ତାହର…

ନୂଆଦିଲ୍ଲୀ: ଫୁଡ୍‌ ଡେଲିଭରି କମ୍ପାନି ‘ଜୋମାଟୋ’ ତା’ର କର୍ମଚାରୀମାନଙ୍କୁ ୨୬ ସପ୍ତାହର ସବୈତନିକ ଅଭିଭାବକ ଛୁଟି ଦେବାକୁ ଘୋଷଣା କରିଛି। ପରିବାରର ପ୍ରାଧାନ୍ୟ ସବୁବେଳେ ଆଗ ବୋଲି ସୂଚନା ଦେଇ ‘ଜୋମାଟୋ’ର ସଂସ୍ଥାପକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ତାଙ୍କ ବ୍ଲଗ୍‌ରେ ଏହି…
ଅଧିକ ଖବର ଦେଖନ୍ତୁ...

ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ: କେନ୍ଦ୍ରାପଡ଼ାରେ ଇଣ୍ଟରନେଟ୍‌ ବ୍ଲାକଆଉଟ୍‌ ରହିବ ୪୮ ଘଣ୍ଟା

ଭୁବନେଶ୍ୱର: ‘ଇଦ-ଉଲ-ଫିତର’ ଅବସରରେ ସାଂପ୍ରଦାୟିକ ହିଂସା ଓ ଉତ୍ତେଜନାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କେନ୍ଦ୍ରାପଡ଼ା ସହରରେ ବୁଧବାର ଠାରୁ ୪୮ ଘଣ୍ଟା ଯାଏଁ ଇଣ୍ଟରନେଟ ସେବାକୁ ବ୍ଲାକଆଉଟ୍‌ କରିଛନ୍ତି। ଆଇନ୍‌-ଶୃଙ୍ଖଳା ପରିସ୍ଥିତିକୁ ସ୍ୱାଭାବିକ ରଖିବା ପାଇଁ ପ୍ରଶାସନ ପକ୍ଷରୁ ଏଭଳି…
ଅଧିକ ଖବର ଦେଖନ୍ତୁ...

ଋଷିଆଠାରୁ ଏସ-୪୦୦ କିଣିଲେ ଭାରତ ଉପରେ କଟକଣା ଲଗାଇବାକୁ ଆମେରିକାର ପୁଣି ଧମକ

ନୂଆଦିଲ୍ଲୀ : ଋଷିଆଠାରୁ ଯଦି ଭାରତ ଏସ-୪୦୦ ଟ୍ରିୟମ୍ପ ମିସାଇଲ ଡିଫେନ୍ସ ସିଷ୍ଟମ କିଣେ ତେବେ ତାହାର ଖରାପ ପ୍ରଭାବ ଦୁଇଦେଶର ପ୍ରତିରକ୍ଷା ସମ୍ପର୍କ ଉପରେ ପଡିବ ବୋଲି ଆମେରିକା ଚେତାଇଦେଇଛି । ଆମେରିକାର ପରରାଷ୍ଟ୍ର ବିଭାଗର ଜଣେ ସଚିବ କହିଛନ୍ତି ଯେ ଭାରତ ଏହି ମିସାଇଲ ଡିଫେନ୍ସ ସିଷ୍ଟମ…
ଅଧିକ ଖବର ଦେଖନ୍ତୁ...

ନିଟ୍‌-୨୦୧୯ ରେଜଲ୍ଟ: ଓଡ଼ିଶାରୁ ୧୯,୨୪୪ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ

ଭୁବନେଶ୍ୱର: ନ୍ୟାସନାଲ ଇଲିଜିବିଲିଟି କମ୍‌ ଏଣ୍ଟ୍ରାନସ୍‌ ଟେଷ୍ଟ (ୟୁଜି) ଫଳ ବୁଧବାର ପ୍ରକାଶ ପାଇଛି। ଏଥିରେ ଓଡ଼ିଶାର ୧୯,୨୪୪ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଦ୍ୱାରା ରେଜଲ୍ଟ ଘୋଷଣା କରାଯାଇଛି। ଏହି ପରୀକ୍ଷାରେ ଓଡ଼ିଶାରୁ ୩୫,୦୯୩ ଜଣ…
ଅଧିକ ଖବର ଦେଖନ୍ତୁ...

ପ୍ରଧାନମନ୍ତ୍ରୀ ମୋଦୀ ଟିମ୍‌ ଇଣ୍ଡିଆକୁ ବିଶ୍ୱକପ ମିଶନ ପାଇଁ ଜଣାଇଲେ ଶୁଭେଚ୍ଛା, କହିଲେ- ଖେଳ ଓ ହୃଦୟ ଜିତନ୍ତୁ…

ନୂଆଦିଲ୍ଲୀ: କ୍ରିକେଟ ବିଶ୍ୱକପ୍‌ ୨୦୧୯ ପାଇଁ ଭାରତର ମିଶନ ବୁଧବାର ଠାରୁ ଆରମ୍ଭ ହୋଇଯାଇଛି। ଏହି ଅବସରରେ ଦେଶବ୍ୟାପୀ ପ୍ରଶଂସକ ଓ ଖେଳପ୍ରେମୀ ଟିମ୍‌ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଛନ୍ତି। ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ନିଜକୁ ସାମିଲ କରିଛନ୍ତି। ଭାରତୀୟ ଟିମ୍‌ର ଅଭିଯାନ…
ଅଧିକ ଖବର ଦେଖନ୍ତୁ...

ଏୟାରପୋର୍ଟ ମଡେଲ ବନାଇଥିବା ଅବିରଙ୍କୁ ନିଆରା ଜନ୍ମଦିନ ଉପହାର, ବିମାନବନ୍ଦରରେ ଜନ୍ମଦିନ ମନାଇବାକୁ ନିମନ୍ତ୍ରଣ ଦେଲେ…

ନୂଆଦିଲ୍ଳୀ: କିଛି ଦିନ ତଳେ ଦିଲ୍ଲୀ ବିମାନବନ୍ଦରର ଟର୍ମିନାଲ୍‌ ୧ର ମଡେଲ୍‌ ବନାଇଥିବା ନଅ ବର୍ଷିଅ ବାଳକ ଅବିର ମାଗୋଙ୍କୁ ଏଥର ତାଙ୍କ ଜନ୍ମଦିନରେ ଏକ ବିଶେଷ ଉପହାର ମିଳିଛି। ଅବିରଙ୍କୁ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ତାଙ୍କ ଦଶମ ଜନ୍ମଦିନ ମନାଇବା ପାଇଁ…
ଅଧିକ ଖବର ଦେଖନ୍ତୁ...

ମୋଦିଙ୍କ ଶପଥ ସମାରୋହକୁ କାହିଁକି ବର୍ଜନ କଲେ ଶରଦ ପାଓ୍ଵାର ?

ନୂଆଦିଲ୍ଲୀ : ଗତ ମେ ୩୦ ତାରିଖରେ ମୋଦି ସରକାରଙ୍କ ଶପଥଗ୍ରହଣ ଉତ୍ସବକୁ ଏନସିପିର ବରିଷ୍ଠ ନେତା ଶରଦ ପାଓ୍ଵାରଙ୍କ ବର୍ଜନକୁ ନେଇ ଏକ ରୋଚକ ତଥ୍ୟ ସାମନାକୁ ଆସିଛି । ଶପଥ ସମାରୋହରେ ୫ମ ଧାଡ଼ିରେ ଆସନ ଦିଆଯିବାକୁ ପ୍ରତିବାଦ କରି ପାଓ୍ଵାର ବର୍ଜନ କରିଥିବା ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା ।…
ଅଧିକ ଖବର ଦେଖନ୍ତୁ...

ମୋଦି ୨.୦ର ୫ ପ୍ରଭାବଶାଳୀଙ୍କୁ ନେଇ ଗଠିତ ହେଲା ପ୍ରତିରକ୍ଷା କ୍ୟାବିନେଟ କମିଟି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୨.୦ କ୍ୟାବିନେଟର ଅତ୍ୟନ୍ତ ପ୍ରଭାବଶାଳୀ ବିବେଚିତ ହେଉଥିବା ୫ ଜଣ ସଦସ୍ୟଙ୍କୁ ନେଇ ପ୍ରଧାନମନ୍ତ୍ରୀ ମୋଦି ଆଜି ନିଜର ଉଚ୍ଚ କ୍ଷମତା ସଂପନ୍ନ ପ୍ରତିରକ୍ଷା କ୍ୟାବିନେଟ କମିଟି ବା କ୍ୟାବିନେଟ କମିଟି ଅନ୍‌ ସିକ୍ୟୁରିଟି (ସିସିଏସ୍‌) ଗଠନ…
ଅଧିକ ଖବର ଦେଖନ୍ତୁ...