Monthly Archives

June 2019

କଟକ: ସଙ୍କିର୍ତ୍ତନ ଯାତ୍ରୀଙ୍କ ଉପରେ ଚଢ଼ିଲା ବୋଲେରୋ, ୨ ମୃତ

ଟାଙ୍ଗୀ: ସଙ୍କିର୍ତ୍ତନ ଯାତ୍ରୀଙ୍କ ଉପରେ ବୋଲେରୋ ଚଢ଼ିଯିବାରୁ ରବିବାର ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସୂଚନା ଅନୁସାରେ କଟକ ଜିଲ୍ଲାର ଟାଙ୍ଗୀ ଥାନା ଅଂଚଳରେ ଏହି ଅଭାବନୀୟ ଘଟଣା ଘଟିଛି। ଯାଜପୁର ଜିଲ୍ଲାର ଧନେଶ୍ୱର ଗାଁରୁ ପୁରୀ ଯିବା ବେଳେ ସଙ୍କିର୍ତ୍ତନ ଦଳ ଯାଉଥିଲେ।…
ଅଧିକ ଖବର ଦେଖନ୍ତୁ...

ବିଶ୍ୱକପ୍‌: ରୋହିତ ଶର୍ମାଙ୍କ ଶତକ, ଟିମ୍‌ ଇଣ୍ଡିଆର ବ୍ୟାଟିଂ ଜାରି, ସ୍କୋର ୧୮୮/୨

ବର୍ମିିଂହାମ: ଇଂଲଣ୍ଡ ବିପକ୍ଷରେ ଟିମ୍‌ ଇଣ୍ଡିଆର ଓପନର ରୋହିତ ଶର୍ମା ଶତକ ହାସଲ କରିଛନ୍ତି। ରୋହିତ ୧୦୬ଟି ବଲ ଖେଳି ୧୫ଟି ଚୌକା ସହାୟତାରେ ଏହି ରନ୍‌ କରିଛନ୍ତି। ଆଇସିସି (ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ) ବିଶ୍ୱକପ୍‌ର ୩୮ତମ ମ୍ୟାଚରେ ରବିବାର ଭାରତ ୩୩୮ ରନ୍‌ ବିଜୟ ଲକ୍ଷ୍ୟ ନେଇ…
ଅଧିକ ଖବର ଦେଖନ୍ତୁ...

କଣ୍ଡକ୍ଟର ଆଣ୍ଟି କହି ଭଡ଼ା ମାଗିବାରୁ ହସି ପକାଇଲେ ବସରେ ଯାଉଥିବା ଛାତ୍ର, ଓହ୍ଲାଇବା ପରେ ଦୁଇ ଛାତ୍ରୀ ମିଶି ନିସ୍ତୁକ…

ଭୋପାଲ : ଶନିବାର ରାତିରେ ସାମାନ୍ୟ କାରଣ ପାଇଁ ରୋଶନପୁରା ଅଞ୍ଚଳରେ ଦୁଇ ଜଣ ଛାତ୍ରୀ ଜଣେ ଛାତ୍ରଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ଶେଷରେ ଟ୍ରାଫିକ ପୁଲିସ ଆସିବା ପରେ ଯାଇ ଦୁଇ ଛାତ୍ରୀ ଶାନ୍ତ ହୋଇଥିଲେ । ପ୍ରଥମେ ଅସଦାଚରଣ ମାମଲା ବୋଲି ପୁଲିସ ଭାବୁ ଥିବା ବେଳେ ପରେ ପ୍ରକୃତ କାରଣ ସାମ୍ନାକୁ…
ଅଧିକ ଖବର ଦେଖନ୍ତୁ...

ଦଙ୍ଗଲ ଗର୍ଲ ଜାଇରା ଓ୍ଵସିମ ବଲିଉଡ୍‌ ଛାଡ଼ିବା ମାମଲା: ଫେସ୍‌ବୁକ୍‌ ପୋଷ୍ଟ ଜାୟରା କରି ନଥିବା କହିଲେ ତାଙ୍କ ମ୍ୟାନେଜର

ମୁମ୍ବାଇ: କିଛି ସମୟ ତଳେ ଖବର ମିଳିଥିଲା କି ଦଙ୍ଗଲ ଗର୍ଲ ଜାଇରା ଓ୍ଵସିମ ବଲିଉଡ୍‌ ଛାଡ଼ିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ବଲିଉଡ୍‌ରେ ପାଦ ଦେବା ପରେ ସେ ଇସ୍‌ଲାମ ଧର୍ମଠାରୁ ଦୂରକୁ ଚାଲି ଯାଉଥିବା ଭାବି ଏଭଳି ନିଷ୍ପତ୍ତି ନେଇଥିବା ଫେସ୍‌ବୁକ୍‌ ପୋଷ୍ଟ କରି ନିଜ ପ୍ରଶଂସକଙ୍କୁ ଜଣାଇଥିଲେ…
ଅଧିକ ଖବର ଦେଖନ୍ତୁ...

ପାଠ ପଢ଼ାରେ ଭଲ ଥିବାରୁ ସଂପର୍କୀୟ ଭାଇମାନଙ୍କ ଦ୍ୱାରା ୨ବର୍ଷ ପର୍ଯ୍ୟନ୍ତ ଦୁଷ୍କର୍ମର ଶିକାର ହେଉଥିଲେ ନାବାଳିକା,…

ଲକ୍ଷ୍ନୌ : ଉତ୍ତରପ୍ରଦେଶର ସୀତାପୁର ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି । ପାଠ ପଢ଼ାରେ ଭଲ ଥିବାରୁ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ପୀଡ଼ିତା ନିଜର ସଂପର୍କୀୟ ଭାଇଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହେବା ଘଟଣା ଏବେ ସମସ୍ତଙ୍କୁ ଦୋହଲାଇ ଦେଇଛି । ଦୁଇ ବର୍ଷ ମଧ୍ୟରେ ଅନେକ ଥର ଏଭଳି ଅମାନବୀୟ କାମର…
ଅଧିକ ଖବର ଦେଖନ୍ତୁ...

ବିଶ୍ୱକପ୍‌: କୋହଲି-ରୋହିତଙ୍କ ଅର୍ଦ୍ଧଶତକ, ଟିମ୍‌ ଇଣ୍ଡିଆର ବ୍ୟାଟିଂ ଜାରି

ବର୍ମିିଂହାମ: ଇଂଲଣ୍ଡ ବିପକ୍ଷରେ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି (୬୬) ଓ ଓପରନ ରୋହିତ ଶର୍ମା (୭୭) ରବିବାର ଅର୍ଦ୍ଧଶତକ ମାରିଛନ୍ତି। ଆଇସିସି (ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ) ବିଶ୍ୱକପ୍‌ର ୩୮ତମ ମ୍ୟାଚରେ ଭାରତ ୩୩୮ ରନ୍‌ ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ ଆରମ୍ଭ କରିଛି। ଅଧିନାୟକ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଭାଗ୍ୟ ଆପଣଙ୍କ ସଙ୍ଗରେ ରହିବ। କୌଣସି କାନୁନ ମାମଲାରେ ଖାସ୍‌ ଲୋକଙ୍କ ସାହାଯ୍ୟ ମିଳିବ। ଅଫିସର କୌଣସି କାମରେ ସହର ବାହାରକୁ ଯିବେ। ବନ୍ଧୁ ମାନଙ୍କ ସହିତ ଆପଣଙ୍କର ଭଲ ସମୟ ଅତିବାହିତ ହେବ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ସୂର୍ଯ୍ୟଦେବ। ବୃଷ: ଖୋଦ୍‌କୁ ଊର୍ଜାବାନ ଅନୁଭବ…
ଅଧିକ ଖବର ଦେଖନ୍ତୁ...

ଶୁଖିଲା ନଦୀରେ ଚାଲିଥିଲା ପୋଲ ନିର୍ମାଣ କାର୍ଯ୍ୟ, ହଠାତ୍‌ ବନ୍ୟା ଆସିବା ହେତୁ ଫସି ଯାଇଥିଲେ ୭ଜଣ ଶମ୍ରିକ

ବୁରହାନପୁର: ମଧ୍ୟପ୍ରଦେଶର ବୁରହାନପୁରରେ ଆକସ୍ମିକ ଭାବେ ଶୁଖିଲା ନଦୀରେ ବନ୍ୟା ଆସିବା ହେତୁ ୭ଜଣ ଶ୍ରମିକଙ୍କ ଜୀବନ ବିପଦରେ ପଡ଼ି ଯାଇଥିଲା। ପ୍ରକାଶିତ ରିପୋର୍ଟ ମୁତାବକ, ବୁରହାନପୁରର ଏକ ଗ୍ରାମ ନିକଟରେ ଶୁଖିଲା ନଦୀରେ ପୋଲ ନିର୍ମାଣ କାର୍ଯ୍ୟ ଚାଲିଥିଲା। ରବିବାର ମାଲଓ୍ଵା-ନିମାଡ…
ଅଧିକ ଖବର ଦେଖନ୍ତୁ...

ଟିମ୍‌ ଇଣ୍ଡିଆ ମାୟାରେ ପାକ୍‌ ଫ୍ୟାନ ବାୟା: ପାକିସ୍ତାନୀଙ୍କ ମୁହଁରେ ଇଣ୍ଡିଆ-ଇଣ୍ଡିଆ! ଟ୍ଵିଟରିୟାନ୍‌ କହିଲେ…

ନୂଆଦିଲ୍ଲୀ: ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀଙ୍କ ମୁହଁରେ ପ୍ରଶଂସା। ଭାରତ ସପକ୍ଷରେ ନାରା ଲଗାଇଛନ୍ତି ପାକିସ୍ତାନୀ ସମର୍ଥକ। କଥାଟି ଅବିଶ୍ୱାସ ଲାଗୁଥିଲେ ବି ସତ। ଏଭଳି ଚକିତ କଲା ଭଳି ଦୃଶ୍ୟ ଦେଖିବାକୁ ମିଳିଛି କ୍ରିକେଟ୍‌ ଷ୍ଟାଡିୟମରେ। ବିଶ୍ୱକପ୍‌ ସେମିଫାଇନାଲ ଟିକେଟ୍‌ ପାଇଁ ଭାରତର ବିଜୟ…
ଅଧିକ ଖବର ଦେଖନ୍ତୁ...

ଅମରନାଥ ଯାତ୍ରା ପାଇଁ ପ୍ରଥମ ଛେକରେ ଗଲେ ୧୮୩୯ ଜଣ ପୁରୁଷ, ୩୩୩ ଜଣ ମହିଳା, ୧୭ ଜଣ ଶିଶୁ ଓ ୪୫ ଜଣ ସାଧୁ-ସାଧ୍ୱୀ

ଶ୍ରୀନଗର: ରବିବାର ଜମ୍ମୁଠାରୁ ଅମରନାଥ ପାଇଁ ପ୍ରଥମ ଛେକର ଯାତ୍ରା ଆରମ୍ଭ ହୋଇଛି। କଡ଼ା ସୁରକ୍ଷା ବଳୟ ଭିତରେ ତୀର୍ଥଯାତ୍ରୀମାନେ ଅମରନାଥ ଅଭିମୂଖେ ଯାତ୍ରା ଆରମ୍ଭ କରିଛନ୍ତି। ଏହି ପ୍ରଥମ ବ୍ୟାଚ୍‌ ଯାତ୍ରାରେ ପ୍ରାୟ ୨,୨୦୦ରୁ ଊର୍ଧ୍ୱ ଯାତ୍ରୀ ଯାଇଥିବା ସୂଚନା ରହିଛି। ଏମାନଙ୍କ ମଧ୍ୟରେ ୧୮୩୯…
ଅଧିକ ଖବର ଦେଖନ୍ତୁ...