Daily Archives

August 10, 2019

‘ସମ୍ବାଦ ପ୍ରଭାବ’: ଅସହାୟ ଗୁରୁବାରୀକୁ ମିଳିଲା ସରକାରୀ ସହାୟତା

ଭୁବନେଶ୍ୱର: ଅଗଷ୍ଟ ୧ ତାରିଖ ଦିନ ‘ସମ୍ବାଦ ଡଟ୍‌ ଇନ୍‌’ରେ ପ୍ରକାଶ ପାଇଥିବା ଖବର ଆଧାରରେ କୋରାପୁଟ ଜିଲ୍ଲାର ମାହାଳିଆପୁଟ ଗାଁର ଅସହାୟ ନାବାଳିକା ଗୁରୁବାରୀ ସରକାରଙ୍କ ଠାରୁ ସାହାଯ୍ୟ ପାଇବାରେ ସମର୍ଥ ହୋଇଛି। କୋରାପୁଟ ଜିଲ୍ଲା ଜୟପୁର ବ୍ଲକର ମାହାଳିଆପୁଟ ଗାଁର ୧୦ବର୍ଷର ବାପ ଛେଉଣ୍ଡ…
ଅଧିକ ଖବର ଦେଖନ୍ତୁ...

ଧାରା ୩୭୦ଉଚ୍ଛେଦ ପରେ ଜମ୍ମୁ-କଶ୍ମୀରରେ ୩୦ଟି ସ୍କ୍ରିନ ଖୋଲିବାର ଘୋଷଣା କଲା କାର୍ଣ୍ଣିଭାଲ ସିନେମା

ନୂଆଦିଲ୍ଲୀ : ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଅଗଷ୍ଟ ୮ତାରିଖରେ ସାରା ଦେଶବାସୀକୁ ସମ୍ବୋଧନ କରିଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ଧାରା ୩୭୦ ଉଚ୍ଛେଦ ହେବା ପରେ ଜମ୍ମୁ-କଶ୍ମୀର ଓ ଲଦାଖବାସୀ କେଉଁ ସବୁ ସୁବିଧାର ଲାଭ ଉଠାଇ ପାରିବେ ସେ ବିଷୟରେ ଜଣାଇଥିଲେ ପ୍ରଧାନମନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...

ଭାଷଣ ମଝିରେ ସୁଷମା ସ୍ୱରାଜଙ୍କ ନାଁ ଭୁଲିଗଲେ ବିଜେପି ସାଂସଦ

ଲକ୍ଷ୍ନୌ : କାନପୁରରୁ ଥିବା ଭାରତୀୟ ଜନତା ପାର୍ଟିର ସାଂସଦ ଭାଷଣ ମଝିରେ ପୂର୍ବତନ ବୈଦେଶିକ ମନ୍ତ୍ରୀ ଦିବଂଗତ ସୁଷମା ସ୍ୱରାଜଙ୍କ ନାଁ ଭୁଲିଯିବା ଘଟଣା ଏବେ ଆଲୋଚନାର ବିଷୟ ପାଲଟିଛି । ମଙ୍ଗଳବାର ସୁଷମା ସ୍ୱରାଜ ଦିଲ୍ଲୀର ଏମ୍ସରେ ନିଜର ଶେଷ ନିଶ୍ୱାସ ତ୍ୟାଗ କରିବା ପରେ ସାରା ଦେଶରେ କୋହର…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି ଓ ସୋମବାର: ବଡ଼ ସୁଯୋଗ ମିଳିବା ହେତୁ ଧନଲାଭ ହେବ। ମଙ୍ଗଳ, ବୁଧ ଓ ଗୁରୁବାର: ଆପଣଙ୍କର ସକାରାତ୍ମକ ବିଚାର କାହାରିକୁ ପ୍ରଭାବିତ କରିପାରେ। ଶୁକ୍ର ଓ ଶନିବାର: ଆର୍ଥିକ ସ୍ଥିତିରେ ପ୍ରଗତି ହେବ। ରବି ଓ ସୋମବାର: ପରିବାରରେ ଅଶାନ୍ତି ବଢ଼ିପାରେ। ମଙ୍ଗଳ, ବୁଧ ଓ ଗୁରୁବାର: ଚାକିରିଆଙ୍କୁ…
ଅଧିକ ଖବର ଦେଖନ୍ତୁ...

ସୁପ୍ରିମକୋର୍ଟ (ବିଚାରପତି ସଂଖ୍ୟା) ବିଲ ୨୦୧୯କୁ ରାଷ୍ଟ୍ରପତିଙ୍କ ମଂଜୁରୀ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା ୩୦ରୁ ୩୩କୁ ବୃଦ୍ଧି କରିବା ପାଇଁ ଉଦ୍ଦିଷ୍ଟ ବିଲକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଂଜୁରୀ ଦେଇଛନ୍ତି । ଏହା ସହିତ ଏହି ବିଲ ଆଇନରେ ପରିଣତ ହୋଇଛି । ଏହା ଫଳରେ ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ମୁଖ୍ୟ ବିଚାରପତିଙ୍କୁ ମିଶେଇ ୩୩ରେ…
ଅଧିକ ଖବର ଦେଖନ୍ତୁ...

ଅକ୍ଷୟଙ୍କୁ ଚଉକିରୁ ଠେଲି ତଳକୁ ପକାଇ ଦେଲେ ସୋନାକ୍ଷୀ ସିହ୍ନା

ମୁମ୍ବାଇ: ବଲିଉଡ୍‌ ଷ୍ଟାର୍‌ମାନଙ୍କ ସହ ପ୍ରାଙ୍କ୍‌ କରିବାରେ ଅକ୍ଷୟ କୁମାର ବେଶ୍‌ ଜଣାଶୁଣା। ପୂର୍ବରୁ ସେ ଅନେକଙ୍କ ସହ ପ୍ରାଙ୍କ୍‌ କରିଛନ୍ତି। ମାତ୍ର ଅକ୍ଷୟଙ୍କ ସହ ପୂର୍ବରୁ କେହି ବି କେବେ ପ୍ରାଙ୍କ୍‌ କରିନଥିଲେ। ନିକଟରେ ଏହି ନାୟକଙ୍କ ସହ ‘ମିଶନ୍‌ ମଙ୍ଗଲ’ରେ କାମ କରିଥିବା ନାୟିକା…
ଅଧିକ ଖବର ଦେଖନ୍ତୁ...

ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସବ ପାଳନ ସ୍ଥାନ ପରିବର୍ତ୍ତନ ଏବଂ ପରେଡ୍‌ ବନ୍ଦ ନିଷ୍ପତ୍ତି ନେଇ ବିଜେପି-ବିଜେଡି…

ଭୁବନେଶ୍ୱର: ଏଥର ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସବ ପାଳନ ପାଇଁ ସ୍ଥାନ ପରିବର୍ତ୍ତନ କରିବା ଏବଂ ଗଣ ପରେଡ୍‌ ବନ୍ଦ କରିବା ଲାଗି ରାଜ୍ୟ ସରକାରଙ୍କ ନିଷ୍ପତ୍ତି ନେଇ ବାଦାନୁବାଦ ସୃଷ୍ଟି ହୋଇଛି। ଏହି ନିଷ୍ପତ୍ତି ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବର୍ଣ୍ଣନା କରି ଭାରତୀୟ ଜନତା ପାର୍ଟି ଏଥି…
ଅଧିକ ଖବର ଦେଖନ୍ତୁ...

କଂଗ୍ରେସ ଓ୍ଵାର୍କିଂ କମିଟି ବୈଠକ ଆରମ୍ଭ, ଚୟନ ହେବେ ନୂଆ ସଭାପତି !

ନୂଆଦିଲ୍ଲୀ : କଂଗ୍ରେସ ଦଳର ପରବର୍ତ୍ତି ସଭାପତି ବାଛିବା ପାଇଁ କଂଗ୍ରେସ ଓ୍ଵାର୍କିଂ କମିଟିର ବୈଠକ ଆରମ୍ଭ ହୋଇଛି । ସଭାପତି ବାଛିବା ପାଇଁ ସିଡବ୍ଲୁସି ପକ୍ଷରୁ ୫ଟି ଗ୍ରୁପ ଗଠନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ଗ୍ରୁପ ଗୁଡ଼ିକ ଆଞ୍ଚଳିକ ନେତାମାନଙ୍କ ସହ ପରାମର୍ଶ କରି ପରବର୍ତ୍ତି…
ଅଧିକ ଖବର ଦେଖନ୍ତୁ...

ବନ୍ୟା ଜଳରେ ବାପା-ପୁଅ ଭାସିବା ଘଟଣା: ପୁଅର ମୃତଦେହ ଉଦ୍ଧାର, ଏବେ ବି ବାପା ନିଖୋଜ

ତୁମୁଡିବନ୍ଧ: କନ୍ଧମାଳ ଜିଲ୍ଲାରେ ଲଘୁଚାପ ଜନିତ ଲଗାଣ ବର୍ଷା ବେଳେ ତୁମୁଡିବନ୍ଧ ବ୍ଲକର ବିଲାମାଳ ପଞ୍ଚାୟତର ମୁଣ୍ଡିମାସ୍କ ଗ୍ରାମର ବାପା ଓ ପୁଅ ନାଳ ପାର ହେଉଥିବା ବେଳେ ବନ୍ୟା ଜଳରେ ଗତ ମଙ୍ଗଳବାର ଭାସି ଯାଇଥିଲେ। ପୁଅର ମୃତଦେହ ମିଳିଥିବା ବେଳେ ବାପା ଏବେବି ନିଖୋଜ ଅଛନ୍ତି। କନ୍ଧମାଳ…
ଅଧିକ ଖବର ଦେଖନ୍ତୁ...

କିତ୍‌ନେ କା ହୈ? ଅନନ୍ତନାଗରେ ମେଷପାଳକଙ୍କୁ ଏପରି ପ୍ରଶ୍ନ ପଚାରି ଭାଇରାଲ୍‌ ହେଲେ ଅଜିତ ଡୋଭାଲ୍‌

ଶ୍ରୀନଗର: ଗତ ଏକ ସପ୍ତାହରୁ କଶ୍ମୀରରେ ଥିବା ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍‌ ଶନିବାର ଅନନ୍ତନାଗର ଏକ ଇଦ୍‌ ମଣ୍ଡିରେ ନଜର ଆସିଛନ୍ତି। ସେଠାରେ ବିକ୍ରି କରାଯାଉଥିବା ମେଣ୍ଢାକୁ ଦେଖି ଡୋଭାଲ୍‌ ପ୍ରଶ୍ନ କରିଛନ୍ତି, ‘କିତ୍‌ନେ କା ହୈ?’ ସେ ସମୟର ଏହି ଭିଡିଓଟି ସୋସିଆଲ୍‌…
ଅଧିକ ଖବର ଦେଖନ୍ତୁ...