Daily Archives

September 13, 2019

ଭିଡିଓ: କ୍ୟାଚ୍‌ ତ ଅନେକ ଦେଖିଥିବେ, କିନ୍ତୁ ଏଭଳି ବିରଳ ଦୃଶ୍ୟ ବୋଧେ ଦେଖି ନଥିବେ

ନୂଆଦିଲ୍ଲୀ: ଟି-୨୦ କ୍ରିକେଟ ବ୍ୟତୀତ ଅନ୍ୟ ଫର୍ମାଟରେ ମଧ୍ୟ ୨ ଜଣ ଖେଳାଳି କ୍ୟାଚ୍‌ ଧରିବା ବହୁ ଉଦାହରଣ ଦେଖିବାକୁ ମିଳିବ। ମାତ୍ର ଆପଣ ଏହି ଭିଡିଓରେ ଏକ ବିରଳ ଦୃଶ୍ୟ ଦେଖିବାକୁ ପାଇବେ। ଏଥିରେ ଜଣେ ଖେଳାଳି ବାଉଣ୍ଡ୍ରିରେ ଡେଇଁ କ୍ୟାଚ୍‌ ଧରିଛନ୍ତି, ମାତ୍ର ତାଙ୍କର ପାଦ ମାଟିକୁ ସ୍ପର୍ଶ…
ଅଧିକ ଖବର ଦେଖନ୍ତୁ...

ଶିବକୁମାରଙ୍କ ହାଜତ ମିଆଦ ସେପ୍ଟେମ୍ବର ୧୭କୁ ବୃଦ୍ଧି

ନୂଆଦିଲ୍ଲୀ : ବେଆଇନ ଅର୍ଥ କାରବାର ମାମଲାରେ ଗିରଫ ହୋଇଥିବା ବରିଷ୍ଠ କଂଗ୍ରେସ ନେତା ଡିକେ ଶିବକୁମାରଙ୍କ ବିଚାରବିଭାଗୀୟ ହାଜତକୁ ସେପ୍ଟେମ୍ବର ୧୭ ପର୍ଯ୍ୟନ୍ତ ବଢାଇଦେଇଛନ୍ତି ଦିଲ୍ଲୀର ରସ ଆଭେନ୍ୟୁ କୋର୍ଟ । ଗତ ସେପ୍ଟେମ୍ବର ୪ରେ ତାଙ୍କୁ କୋର୍ଟ ୧୦ ଦିନ ପାଇଁ ବିଚାରବିଭାଗୀୟ ହାଜତକୁ…
ଅଧିକ ଖବର ଦେଖନ୍ତୁ...

ବିଶ୍ବ ସମୁଦାୟ ପାଖରୁ ସମର୍ଥନ ନ ମିଳିବା ପରେ ଭାରତ ବିରୋଧରେ ଅସ୍ତ୍ର ଉଠାଇବାକୁ କଶ୍ମୀର ବାସିନ୍ଦାଙ୍କୁ ଆହ୍ଵାନ ଦେଲେ…

ଶ୍ରୀନଗର: କଶ୍ମୀର ମାମଲାରେ ବିଶ୍ବ ସମୁଦାୟ ନିକଟରୁ ଠୋସ୍ ସମର୍ଥନ ହାସଲ କରିବାରେ ବିଫଳ ହେବା ପ‌ରେ ଭାରତ ବିରୋଧରେ ପୁଣି ବିଷ ଓଗାଳିଛନ୍ତି ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍। ଭାରତ ବିରୋଧରେ ଅସ୍ତ୍ର ଉଠାଇବାକୁ କଶ୍ମୀର ବାସିନ୍ଦାଙ୍କୁ ଆହ୍ଵାନ ଦେଇଛନ୍ତି ସେ । ପାକିସ୍ତାନ ଅଧିକୃତ…
ଅଧିକ ଖବର ଦେଖନ୍ତୁ...

ଡାହାଣୀ ସନ୍ଦେହ: ହତ୍ୟା ପରେ ବ୍ରାହ୍ମଣୀ ନଦୀକୁ ମା’-ଝିଅଙ୍କୁ ଫିଙ୍ଗିଦେଲେ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାର ବଣାଇଁ ଉପଖଣ୍ଡର ଚାନ୍ଦିପୋଷ ଥାନା ଅନ୍ତର୍ଗତ ଗାଈଡେଗା ଗାଁର ରାବଣଝୋଲା ବସ୍ତିରେ ଡାହାଣୀ ସନ୍ଦେହରେ ମା’ ଓ ଝିଅଙ୍କୁ ହତ୍ୟା କରାଯାଇଛି। ଆତତାୟୀମାନେ ଉଭୟଙ୍କୁ ପିଟି ପିଟି ମାରି ଦେବା ପରେ ମୃତ ଶରୀର ଦୁଇଟିକୁ ବ୍ରାହ୍ମଣୀ ନଦୀରେ ଭସାଇ ଦେଇଥିଲେ। ଆଜି…
ଅଧିକ ଖବର ଦେଖନ୍ତୁ...

ଭାରତର ଅର୍ଥନୀତିକୁ ନେଇ ଆଇଏମଏଫର ଚିନ୍ତା, ଅଭିବୃଦ୍ଧି ଆଶାଠାରୁ ବି କମ ରହିଛି

ନୂଆଦିଲ୍ଲୀ : ଭାରତର ଅର୍ଥନୈତିକ ଅବସ୍ଥାକୁ ନେଇ ଆଇଏମଏଫ ମଧ୍ୟ ଚିନ୍ତା ପ୍ରକଟ କରିଛି । ଆଇଏମଏଫ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ଯେତେ ଦୁର୍ବଳ ବୋଲି ପୂର୍ବରୁ ଅନୁମାନ କରାଯାଉଥିଲା, ପ୍ରକୃତି ସ୍ଥିତି ଆହୁରି ଦୁର୍ବଳ ରହିଛି । କର୍ପୋରେଟ ଓ…
ଅଧିକ ଖବର ଦେଖନ୍ତୁ...

ପୂର୍ବତନ କଲିକତା ପୁଲିସ୍‌ କମିସନର ରାଜୀବ କୁମାରଙ୍କ ଗିରଫଦାରୀ ଏଡ଼େଇବା ଆବେଦନକୁ ଖାରଜ କଲେ କୋଲକାତା ହାଇକୋର୍ଟ

କୋଲକାତା: ଶାରଦା ଚିଟ୍‌ ଫଣ୍ଡ ଦୁର୍ନୀତି ମାମଲାରେ ଗିରଫଦାରୀ ଏଡ଼େଇବା ପାଇଁ ପୂର୍ବତନ କଲିକତା ପୁଲିସ୍‌ କମିସନର ରାଜୀବ କୁମାର କରିଥିବା ଆବେଦନକୁ ଶୁକ୍ରବାର କୋଲକାତା ହାଇକୋର୍ଟ ଖାରଜ କରି ଦେଇଛନ୍ତି। ପଚରାଉଚରା ପାଇଁ ସିବିଆଇର ନୋଟିସ୍‌କୁ ଖାରଜ କରିବାକୁ ରାଜୀବ କୁମାର କିରିଥିବା…
ଅଧିକ ଖବର ଦେଖନ୍ତୁ...

‘ଇଣ୍ଡିଆଜ୍‌ ଗଟ୍‌ ଟ୍ୟାଲେଣ୍ଟ’ ପରେ ବଦଳିଛି ବିଷ୍ଣୁଙ୍କ ଭାଗ୍ୟ, ଲୋକପ୍ରିୟତା ସାଙ୍ଗକୁ ମିଳୁଛି ମୋଟାଅଙ୍କର…

୨୦୧୮ରେ ଆରମ୍ଭ ହୋଇଥିବା ରିୟଲିଟି ସୋ’ ଇଣ୍ଡିଆଜ୍‌ ଗଟ୍‌ ଟ୍ୟାଲେଣ୍ଟର ସିଜିନ୍‌-୮ରେ ଭାଗ ନେଇ ଦର୍ଶକଙ୍କ ମନ ଜିଣିଥିଲେ ଓଡ଼ିଆ ପୁଅ ବିଷ୍ଣୁ ପ୍ରସାଦ । ପେସାରେ ମ୍ୟାଜିସିଆନ୍ ବିଷ୍ଣୁଙ୍କ ମ୍ୟାଜିକ୍‌ ଟ୍ରିକ୍‌ ସୋ’ର ୩ ଜଜ୍‌ଙ୍କୁ ପସନ୍ଦ ଆସିବା ସହ ରାତାରାତି ସେ ବନିଥିଲେ ଇଣ୍ଟରନେଟ୍‌…
ଅଧିକ ଖବର ଦେଖନ୍ତୁ...

ଲାଇସେନ୍ସ ପାଇଁ ଭୁବନେଶ୍ୱର ଓ ଖୋର୍ଦ୍ଧାରେ ଖୋଲିବ ୫ଟି ଅତିରିକ୍ତ କେନ୍ଦ୍ର

ଭୁବନେଶ୍ୱର: ଲୋକଙ୍କର ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜଧାନୀ ଭୁବନେଶ୍ୱର ଓ ଖୋର୍ଦ୍ଧାରେ ୫ଟି ଅତିରିକ୍ତ କେନ୍ଦ୍ର ଖୋଲିବ। ଏଥିରୁ ଭୁବନେଶ୍ୱରରେ ୪ଟି କେନ୍ଦ୍ର ଓ ଖୋର୍ଦ୍ଧାରେ ଗୋଟିଏ କେନ୍ଦ୍ର ଖୋଲିବ। ଭୁବନେଶ୍ୱର ଓ ଖୋର୍ଦ୍ଧାରେ ଅତିରିକ୍ତ ଲାଇସେନ୍ସ କେନ୍ଦ୍ର ଖୋଲିବା ପରେ ଅନ୍ୟ…
ଅଧିକ ଖବର ଦେଖନ୍ତୁ...

ଜାପାନରେ ଶତାୟୁଙ୍କ ସଂଖ୍ୟା ୭୧୦୦୦ ଟପିଲା

ଟୋକିଓ : ଜାପାନୀ ଲୋକମାନଙ୍କ ହାରାହାରି ଆୟୁଷ ଅଧିକ ବୋଲି ସାରା ବିଶ୍ୱରେ ଜଣାଶୁଣା । ଏବେ ଆସିଥିବା ଏକ ନୂଆ ରିପୋର୍ଟ ଏହାକୁ ପ୍ରମାଣିତ କରିଛି । ଜାପାନର ସ୍ୱାସ୍ଥ୍ୟ, ଶ୍ରମ ଓ କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଜାରି ଏକ ରିପୋର୍ଟ ଅନୁସାରେ ଜାପାନରେ ଶତାୟୁ ଲୋକଙ୍କ ସଂଖ୍ୟା ବଢିଚାଲିଛି । ଦେଶରେ…
ଅଧିକ ଖବର ଦେଖନ୍ତୁ...

ପରକୀୟା ପ୍ରୀତିର କରୁଣ ପରିସ୍ଥିତି: ଗଛରୁ ଝୁଲନ୍ତା ଅବସ୍ଥାରୁ ମିଳିଲା ପ୍ରେମୀଯୁଗଳଙ୍କ ମୃତଦେହ

ଗୟା: ବିହାରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ ମହିଳା ଓ ଜଣେ ପୁରୁଷଙ୍କ ମୃତ ଦେହ ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ଗୟାର ଏକ ଗ୍ରାମରେ ଏପରି ଦେଖିବାକୁ ମିଳିଛି। ପରକୀୟା ପ୍ରୀତି ପରି ଏପରି ଘଟିଥାଇପାରେ ବୋଲି ପ୍ରାଥମିକ ତଦନ୍ତରୁ ସନ୍ଦେହ କରାଯାଉଛି। ଏହି…
ଅଧିକ ଖବର ଦେଖନ୍ତୁ...