Daily Archives

October 3, 2019

ସବୁଆଡୁ କଡା ପ୍ରତିକ୍ରିୟା ପରେ ୟୁଟର୍ଣ୍ଣ ! ମୁଁ କିମ୍ବା ମନମୋହନ ସିଂ ପାକିସ୍ତାନ ଯିବାର ପ୍ରଶ୍ନ ଉଠୁନାହିଁ :…

ନୂଆଦିଲ୍ଲୀ : କର୍ତ୍ତାରପୁର କରିଡର ପ୍ରସଙ୍ଗରେ କଂଗ୍ରେସ ଧର୍ମସଂକଟରେ ପଡିଥିବା ମନେହେଉଛି । ଆସନ୍ତା ନଭେମ୍ବର ୯ରେ ହେବାକୁ ଥିବା ଉଦଘାଟନୀ ସମାରୋହରେ ଯୋଗ ଦେବାକୁ ପାକିସ୍ତାନ ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଡ.ମନମୋହନ ସିଂଙ୍କୁ ଆମନ୍ତ୍ରଣ କରାଯାଇଥିଲା । କିନ୍ତୁ ଏ ସଂପର୍କରେ ଦଳ…
ଅଧିକ ଖବର ଦେଖନ୍ତୁ...

ଏହି ସବୁ ବହୁ ବ୍ୟବହୃତ ଓଡ଼ିଆ ଶବ୍ଦର ବନାନ ଆମେ ପ୍ରାୟତଃ ଭୁଲ୍‌ ଲେଖିଥାଉ…

ଭୁବନେଶ୍ୱର: ଓଡ଼ିଆ ଭାଷା ଭାରି ମଧୁର। ଓଡ଼ିଆ ଲିପି ଭାରି ସୁନ୍ଦର। ସୌନ୍ଦର୍ଯ୍ୟ ସେତେବେଳେ ଅତୁଟ ରହେ ଯେତେବେଳେ ଉଚ୍ଚାରଣ, ବନାନ ସବୁ କିଛି ଠିକ୍‌ ଠିକ୍‌ ହୁଏ। ମାତ୍ର ଏମିତି ଅନେକ ଓଡ଼ିଆ ଶବ୍ଦ ଅଛି ଯାହାର ବନାନ ଅଧାରୁ ଅଧିକାଂଶ ଲୋକ ଭୁଲ୍‌ ଲେଖନ୍ତି।  ବହୁଳ ବ୍ୟବହୃତ ଏହି ଶବ୍ଦଗୁଡ଼ିକର ଭୁଲ…
ଅଧିକ ଖବର ଦେଖନ୍ତୁ...

ଏହି ବ୍ୟକ୍ତିଙ୍କ ଶରୀରର ଅଙ୍ଗପ୍ରତ୍ୟଙ୍ଗ ଭୁଲ ସ୍ଥାନରେ ଅଛି, ୧୬୪୩ ମସିହାରେ ବି ଏମିତି ଏକ ଘଟଣା ସାମ୍ନାକୁ ଆସିଥିଲା !

ଲକ୍ଷ୍ମୌ: ଉତ୍ତରପ୍ରଦେଶର କୁଶୀନଗରରେ ରହୁଥିବା ଜଣେ ବ୍ୟକ୍ତିଙ୍କ ଏକ୍ସ-ରେ ରିପୋର୍ଟ ଦେଖି ଡାକ୍ତର ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏହି ଏକ୍ସ-ରେ ରିପୋର୍ଟରୁ ଜଣାପଡ଼ିଥିଲା ଜମାଲୁଦ୍ଦିନ୍‌ ନାମକ ବ୍ୟକ୍ତି ସାଧାରଣ ମଣିଷ ପରି ରହୁଥିଲେ ହେଁ ତାଙ୍କର ଶରୀର ଭିତରର କିଛି ଅଙ୍ଗପ୍ରତ୍ୟଙ୍ଗ ଭୁଲ୍‌…
ଅଧିକ ଖବର ଦେଖନ୍ତୁ...

ମାତିଲେ ଲୁଟେରା: ଫାଇନାନ୍‌ସ କଂପାନି କର୍ମଚାରୀଙ୍କ ଠାରୁ ୨ ଲକ୍ଷ ଲୁଟ, ମହିଳାଙ୍କ ଡିକି ଭାଙ୍ଗି ୪୦ ଲକ୍ଷ ଟଙ୍କା…

କାମାକ୍ଷାନଗର: ଦୁର୍ବୃତ୍ତମାନେ ଗୁରୁବାର ବନ୍ଧୁକ ଦେଖାଇ ୨ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଲୁଟ୍‌ କରିଥିବା ଅଭିଯୋଗ ହୋଇଛି। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ବାଲିଗୋରଡ ଛକ ନିକଟରେ ଆଜି ମଧ୍ୟାହ୍ଣରେ ଆରୋହନ ଫାଇନାନ୍‌ସ କଂପାନିର ୨ ଜଣ କର୍ମଚାରୀ ବାଇକରେ ଯମୁନାକୋଟରୁ ଟଙ୍କା ସଂଗ୍ରହ କରି…
ଅଧିକ ଖବର ଦେଖନ୍ତୁ...

ଆମେରିକୀୟ ବିଶ୍ୱବିଦ୍ୟାଳୟର ଚେତାବନୀ : ୨୦୨୫ରେ ହୋଇପା‌ରେ ଭାରତ-ପାକ ଯୁଦ୍ଧ, ପରମାଣୁ ଅସ୍ତ୍ର ବ୍ୟବହାର ହେଲେ ୧୨…

ନୂଆଦିଲ୍ଲୀ: ସମ୍ବିଧାନର ଧାରା ୩୭୦ ଉଚ୍ଛେଦ ହେବା ପରେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ ବାରମ୍ବାର ପରମାଣୁ ଯୁଦ୍ଧର ଧମକ ଦେଉଛନ୍ତି। ଏପରିକି ସେ ଜାତିସଂଘରେ ମଧ୍ୟ ତାଙ୍କ ଭାଷଣରେ ଇଙ୍ଗିତରେ  ଏହି କଥା କହିବାକୁ ଭୁଲି ନାହାନ୍ତି। ଯଦି ଭାରତ-ପାକିସ୍ତାନ ଭିତରେ ଯୁଦ୍ଧ ଲାଗେ ଓ ପରମାଣୁ…
ଅଧିକ ଖବର ଦେଖନ୍ତୁ...

ଆଇଏଏସ୍‌ ସ୍ତରରେ ଅଦଳ ବଦଳ: ସୁଶିଲ କୁମାର ଲୋହାନି ହେଲେ ମୁଖ୍ୟ ନିର୍ବାଚନ ଅଧିକାରୀ, ଜଳ ସଂପଦ ବିଭାଗ ସଚିବ ହେଲେ…

ଭୁବନେଶ୍ୱର: ରାଜ୍ୟ ସରକାର ଗୁରୁବାର ବରିଷ୍ଠ ଆଇଏଏସ୍‌ ସ୍ତରରେ ଅଦଳ ବଦଳ କରିଛନ୍ତି। ସାଧାରଣ ପ୍ରଶାସନ ତରଫରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ ସୁରେନ୍ଦ୍ର କୁମାରଙ୍କୁ ଜଳ ସଂପଦ ବିଭାଗରେ ନିଯୁକ୍ତି ମିଳିଥିବା ବେଳେ ସୁଶିଲ କୁମାର ଲୋହାନି ମୁଖ୍ୟ ନିର୍ବାଚନ ଅଧିକାରୀ ହୋଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ସୁନାଦର ୩୫୦ ଟଙ୍କା ବୃଦ୍ଧି ପାଇ ୩୯,୧୧୫ ଟଙ୍କାରେ ପହଞ୍ଚିଲା

ନୂଆଦିଲ୍ଲୀ : ଭାରତୀୟ ବଜାରରେ ସୁନାଦର ଆଜି ୧୦ ଗ୍ରାମ ପିଛା ୩୫୦ ଟଙ୍କା ବୃଦ୍ଧି ପାଇ ୩୯,୧୧୫ ଟଙ୍କାରେ ପହଞ୍ଚିଛି । ସେହିପରି ରୁପାଦର କିଲୋଗ୍ରାମ ପିଛା ୧୬୩୦ ଟଙ୍କା ବୃଦ୍ଧି ପାଇ ୪୭,୫୮୦ ଟଙ୍କାରେ ପହଞ୍ଚିଛି । ଦେଶରେ ପାର୍ବଣ ଋତୁ ଆରମ୍ଭ ହୋଇଯାଇଥିବାରୁ ଓ ଅନ୍ତର୍ଜାତୀୟ ବଜାରରେ…
ଅଧିକ ଖବର ଦେଖନ୍ତୁ...

ଜାମିନ ଲାଗି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେଲେ ଚିଦମ୍ବରମ୍, ମାମଲାର ତ୍ବରିତ ଶୁଣାଣି ନିଷ୍ପତ୍ତି କରିବେ ପ୍ରଧାନ…

ନୂଆଦିଲ୍ଲୀ:  ଜାମିନ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦମ୍ବରମ୍ । ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ୪ସପ୍ତାହରୁ ଅଧିକ ସମୟ ଧରି ଜେଲରେ ଥିବା ଚିଦମ୍ବରମ ସୁପ୍ରିମକୋର୍ଟରେ ଜାମିନ ଆବେଦନ କରିଛନ୍ତି । ଏହାସହ ଜାମିନ ମାମଲାର ଶୀଘ୍ର ଶୁଶାଣି କରିବା…
ଅଧିକ ଖବର ଦେଖନ୍ତୁ...

ମୃତ୍ୟୁ ପ୍ରମାଣପତ୍ର ପାଇଁ କିପରି ପୁଅର ଶବକୁ କାନ୍ଧରେ ଧରି ହସ୍‌ପିଟାଲ୍‌ରେ କାନ୍ଦିକାନ୍ଦି ଦୌଡ଼ି ଥିଲେ ପିତା,…

ଲକ୍ଷ୍ମୀପୁର ଖେରୀ : ସରକାରୀ ବ୍ୟବସ୍ଥାର ଏକ ସମ୍ବେଦନଶୀଳହୀନ ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଫଟୋରେ ଜଣେ ପିତା କାନ୍ଦିକାନ୍ଦି ମୃତ ଶିଶୁର ଶବକୁ କାନ୍ଧରେ ବୋହି ହସ୍‌ପିଟାଲ୍‌ ପରିସରରେ ବୁଲୁଥିବା ଦେଖିବାକୁ ମିଳୁଛି। ଉତ୍ତରପ୍ରଦେଶର ନୀମାଗ୍ରାମ ଥାନା ଅଞ୍ଚଳର ରମୁଆପୁର…
ଅଧିକ ଖବର ଦେଖନ୍ତୁ...

ବିଶାଖାପାଟଣା ଟେଷ୍ଟ: ରୋହିତ ଶର୍ମାଙ୍କ ପରେ ବିସ୍ଫୋରକ ବ୍ୟାଟିଂ କଲେ ମୟଙ୍କ ଅଗ୍ରଓ୍ଵାଲ, ହାସଲ କଲେ ଦ୍ୱି-ଶତକ

ବିଶାଖାପାଟଣା: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଆୟୋଜକ ଭାରତ ପ୍ରଥମ ଟେଷ୍ଟର ପ୍ରଥମ ପାଳିରେ ଭଲ ବ୍ୟାଟିଂ କରିଛି। ବିଶାଖାପାଟଣାରେ ଦ୍ୱିତୀୟ ଦିନରେ ଗୁରୁବାର ପାଳି ଘୋଷଣା କରିବା ପୂର୍ବରୁ ଟିମ୍‌ ୭ଟି ଓ୍ଵିକେଟ ହରାଇ ୫୦୨ ରନ୍‌ କରିଛି। ଏଥିରେ ରୋହିତ ଶର୍ମାଙ୍କ ଶତକ (୧୭୬ ରନ୍‌, ୨୪୪ ବଲ, ୨୩…
ଅଧିକ ଖବର ଦେଖନ୍ତୁ...