Daily Archives

October 3, 2019

ଶିବସେନା ନେତା ଆଦିତ୍ୟ ଠାକରେ ୧୬ କୋଟିର ମାଲିକ, ରହିଛି ଏକ ବିଏମଡବ୍ଲୁ କାର

ମୁମ୍ବାଇ : ଆଜି ଶିବସେନା ପ୍ରମୁଖ ଉଦ୍ଧବ ଠାକରେଙ୍କ ପୁତ୍ର ତଥା ଶିବସେନା ପ୍ରତିଷ୍ଠାତା ବାଲା ସାହେବ ଠାକରେଙ୍କ ନାତି ଆଦିତ୍ୟ ଠାକରେ ମୁମ୍ବାଇର ଓ୍ଵର୍ଲି ବିଧାନସଭା ଆସନରୁ ନିଜର ମନୋନୟନ ପତ୍ର ଦାଖଲ କରିଛନ୍ତି । ନିଜର ମନୋନୟନ ପତ୍ରରେ ସେ ଦାଖଲ କରିଥିବା ସତ୍ୟପାଠ ଅନୁସାରେ ସେ ୧୬ କୋଟି…
ଅଧିକ ଖବର ଦେଖନ୍ତୁ...

କେତେ ତୀକ୍ଷ୍ମ ଆପଣଙ୍କ ନଜର! ଫଟୋ ଏକ, ତ୍ରୁଟି ଅନେକ; ଏହି ଫଟୋରେ ଥିବା ଭୁଲ୍‌ଗୁଡ଼ିକୁ ଆପଣ ଦେଖିପାରୁଛନ୍ତି କି?

ଉପରେ ଦିଆଯାଇଥିବା ଫଟୋଟିକୁ ଦେଖୁଛନ୍ତି ତ? ଏହି ଫଟୋ ଜରିଆରେ କରାଯିବ ଆପଣଙ୍କ ବୁଦ୍ଧି ପରୀକ୍ଷା। ଫଟୋଟି କେବଳ ମନୋରଞ୍ଜନ ଧର୍ମୀ ନୁହେଁ, ଏହାକୁ ନିରିଖେଇ ଦେଖିଲେ ଏଥିରେ ଥିବା କେତୋଟି ତ୍ରୁଟିକୁ ଆପଣ ଧରିପାରିବେ ନିଶ୍ଚୟ। ଆପଣ ମନଇଚ୍ଛା ସମୟ ନିଅନ୍ତୁ ଓ ଫଟେଟିକୁ ଦେଖି ସେଥିରେ ଥିବା…
ଅଧିକ ଖବର ଦେଖନ୍ତୁ...

ରିକ୍ସା ଚାଳକଙ୍କୁ ୨୮ ବର୍ଷ ପରେ ମିଳିଲା ଚାକିରି, ହାଇକୋର୍ଟ ଦେଲେ ନ୍ୟାୟ

ଗାନ୍ଧିନଗର: ଗୁଜୁରାଟର ଜୈତପୁର ନଗର ନିଗମରେ କ୍ଲର୍କ ଚାକିରି କରୁଥିବା ଯୋଗେଶ କେଲୈୟାଙ୍କୁ ୨୮ବର୍ଷ ପରେ ନ୍ୟାୟ ମିଳିଛି। ଯୋଗେଶ କେଲୈୟାଙ୍କୁ କୌଣସି କାରଣ ନ ଦର୍ଶାଇ ତାଙ୍କ କ୍ଲର୍କ ଚାକିରିକୁ ଛଡାଇ ନିଆଯାଇଥିଲା। ଏହାକୁ ନେଇ ସେ ନଗରନିଗମ ବିରୋଧରେ ଅଦାଲତରେ ଅଭିଯୋଗ କରିଥିଲେ। ଏହି ମାମଲା…
ଅଧିକ ଖବର ଦେଖନ୍ତୁ...

ଯାଜପୁର: ବସ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ

ଯାଜପୁର: ବିଂଝାରପୁର ଥାନା ସିଂହପୁର ଛକ ଠାରେ ଗୁରୁବାର ସନ୍ଧ୍ୟାରେ ବସ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ପରିଚୟ ମିଳିପାରିନାହିଁ। ସୂଚନା ଅନୁସାରେ କଟକରୁ ସିଂହପୁର ଅଭିମୁଖେ ଯାଉଥିବା ଗୁଡିଜୁଡି ବସ ଚକା ତଳେ ଜଣେ ଟେଣ୍ଟ ହାଉସ କର୍ମଚାରୀଙ୍କ ଜୀବନ ଯାଇଛି। ସେ ଜଣେ…
ଅଧିକ ଖବର ଦେଖନ୍ତୁ...

କଳିଙ୍ଗା ଘାଟୀରେ ଓଲଟିଲା ବାଇଗଣ ବୋଝେଇ ପିକ୍‌-ଅପ୍‌

ଘୁ.ଉଦୟଗିରି: କଳିଙ୍ଗାରୁ ବ୍ରହ୍ମପୁର ଯାଉଥିବା ବେଳେ କଳିଙ୍ଗା ଘାଟୀରେ ଏକ ବାଇଗଣ ବୋଝେଇ ମହେନ୍ଦ୍ରା ପିକ-ଅପ (ଓଡି ୦୭ଓ୍ଵାଇ ୯୭୩୨) ଘାଟୀ ଗଡ଼ିବାର ଦୁଇ କିମି ପରେ ଏକ ତୀକ୍ଷଣ ବୁଲାଣିରେ ରାସ୍ତା ଉପରେ ଓଲଟି ପଡିଥିଲା। ଘଟଣାସ୍ଥଳରେ ଗାଡି ଚାଳକ ଆହତ ହୋଇ ଚିକିତ୍ସିତ ନିମନ୍ତେ…
ଅଧିକ ଖବର ଦେଖନ୍ତୁ...

୧୨୦ ଜଣ ପାଇବେ ନିଜାମଙ୍କ ସଂପତ୍ତି

ନୂଆଦିଲ୍ଲୀ : ଲଣ୍ଡନର ନାଟେଓ୍ଵଷ୍ଟ ବ୍ୟାଙ୍କରେ ଗଚ୍ଛିତ ଥିବା ହାଇଦ୍ରାବାଦ ନିଜାମଙ୍କ ପ୍ରାୟ ୩୫ ନିୟୁତ ପାଉଣ୍ଡ (୩୦୬ କୋଟି ଟଙ୍କା ) ନିଜାମଙ୍କ ଉତ୍ତରାଧିକାରୀମାନେ ପାଇବେ ବୋଲି ଗତ କାଲି ବ୍ରିଟିଶ ହାଇକୋର୍ଟ ରାୟ ଶୁଣାଇଥିଲେ । ଏହା ପରେ କେଉଁମାନେ ଏହି ସଂପତ୍ତି ପାଇବେ ତାହାକୁ ନେଇ…
ଅଧିକ ଖବର ଦେଖନ୍ତୁ...

‘ସମ୍ବାଦ’ ରାଜ୍ୟସ୍ତରୀୟ ‘ସାରେଗାମା’ ପ୍ରତିଯୋଗିତାର ଚୂଡ଼ାନ୍ତ ଫଳାଫଳ ପ୍ରକାଶ : ପାୟଲ-ସ୍ମରଣିକା-ସୁପାଲି ଜିତିଲେ…

ଭୁବନେଶ୍ୱର: ‘ସମ୍ବାଦ’ ରାଜ୍ୟସ୍ତରୀୟ ‘ସାରେଗାମା’ ପ୍ରତିଯୋଗିତାର ଚୂଡ଼ାନ୍ତ ଫଳାଫଳ ଗୁରୁବାର ପ୍ରକାଶ ପାଇଛି। ଭୁବନେଶ୍ୱରସ୍ଥିତ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଛାତ୍ରୀ ପାୟଲ ମହାନ୍ତି ଓ ସ୍ମରଣିକା ତ୍ରିପାଠୀ କ୍ରମାଗତ ଭାବେ ପ୍ରଥମ ଓ ଦ୍ୱିତୀୟ ପୁରସ୍କାର ଜିତିଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ଜାଲି ଭିତରକୁ ଡେଇଁ ସିଂହ ସହ ମୁହାଁମୁହିଁ, ମହିଳା ଯେପରି କଲେ ଆପଣ ସେପରି ଆଦୌ କରନ୍ତୁ ନାହିଁ!

ନ୍ୟୁୟର୍କ: ସିଂହଙ୍କୁ ପାଖରୁ ଦେଖିବାର ନିଶାରେ ବାୟା ହୋଇ ଚର୍ଚ୍ଚା ପାଲଟିଛନ୍ତି ନ୍ୟୁୟର୍କର ଜଣେ ମହିଳା। ମହିଳାଙ୍କ ଏପରି ପାଗଳାମୀର ଭିଡିଓ ଶନିବାର ଇନ୍‌ଷ୍ଟାଗ୍ରାମ୍‌ରେ ଭାଇରାଲ୍‌ ହେବା ପରେ ଏହାକୁ ଅନେକ ଲୋକ ଦେଖି ସାରିଲେଣି। ଭିଡିଓଟିରେ ଦେଖିବାକୁ ମିଳିଛି ଯେ ମହିଳା ଜଣକ ସିଂହ ବାଡ଼…
ଅଧିକ ଖବର ଦେଖନ୍ତୁ...

ଦୁର୍ବୃତ୍ତଙ୍କ ଗୁଳି ଯୁବକଙ୍କ ଛାତିରେ ପଶି ପିଠି ପଟେ ବାହାରିଲା, ସାହାଯ୍ୟ ବଦଳରେ ରକ୍ତ ଜୁଡୁବୁଡୁ ଯୁବକଙ୍କ ଭିଡିଓ…

ଲକ୍ଷ୍ମୌ: ଉତ୍ତରପ୍ରଦେଶର ପ୍ରତାପଗଡ଼ରେ ଗତ ସେପ୍ଟେମ୍ବର ୩୦ ତାରିଖରେ ଲିପ୍ଟ ନଦେବା ହେତୁ ଦୁର୍ବୃତ୍ତ ଜଣେ ଯୁବକଙ୍କୁ ଗୁଳିମାରି ବାଇକ୍‌ ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ୧୦୦ନମ୍ବରକୁ ଓ ଘର ଲୋକଙ୍କୁ ଫୋନ୍‌ କରି ସେ ଘଟଣା ବିଷୟରେ ଜଣାଇଥିଲେ। ଗ୍ରାମବାସୀ…
ଅଧିକ ଖବର ଦେଖନ୍ତୁ...

‘ସମ୍ବାଦ’ ରାଜ୍ୟସ୍ତରୀୟ ‘ବିତର୍କ’ ପ୍ରତିଯୋଗିତାର ଚୂଡ଼ାନ୍ତ ଫଳାଫଳ ପ୍ରକାଶ: ବାଜି ମାରିଲେ ଚନ୍ଦନ-ତେଜସ୍ୱିନୀ-ମୋନାଲି

ଭୁବନେଶ୍ୱର: ‘ସମ୍ବାଦ’ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ‘ବିତର୍କ’ ପ୍ରତିଯୋଗିତାର ଚୂଡାନ୍ତ ଫଳାଫଳ ପ୍ରକାଶ ପାଇଛି। ସ୍ଥାନୀୟ ଜୟଦେବ ଭବନରେ ଆୟୋଜିତ ପ୍ରତିଯୋଗିତାରେ ୨୭ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ‘ସମ୍ବାଦ’ର ୯ଟି ସଂସ୍କରଣର ଜୋନ୍‌ ସ୍ତରୀୟ ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ଓ…
ଅଧିକ ଖବର ଦେଖନ୍ତୁ...