Daily Archives

October 3, 2019

ଦୁଇ ମାସ ବନ୍ଦ ରହିବା ପରେ ଖୋଲିଲା ଜମ୍ମୁ-କଶ୍ମୀରର ସ୍କୁଲ୍‌, ପିଲା ଆସିଲେ ନାହିଁ

ଶ୍ରୀନଗର: ଦୀର୍ଘ ୨ ମାସ ପରେ ଜମ୍ମୁ-କଶ୍ମୀରରେ ବନ୍ଦ ହୋଇଥିବା ସ୍କୁଲ୍‌ଗୁଡ଼ିକ ଖୋଲିଲା। ଅଗଷ୍ଟ ୫ ତାରିଖରେ ଜମ୍ମୁ-କଶ୍ମୀରରେ ଧାରା ୩୭୦ ଉଚ୍ଛେଦ ହେବା ପରେ ସଂପୃକ୍ତ ଅଞ୍ଚଳରେ କର୍ଫ୍ୟୁ ଜାରି ହେବା ସହ ସ୍କୁଲ୍‌ ଗୁଡ଼ିକୁ ବନ୍ଦ କରି ଦିଆ ଯାଇଥିଲା। ଗୁରୁବାର କଶ୍ମୀରର ଡିଭିଜିନାଲ୍‌…
ଅଧିକ ଖବର ଦେଖନ୍ତୁ...

କୁକୁର ଓ ବିଲେଇର ମାକ୍ସ ପିନ୍ଧି ୧୩କୋଟି ଟଙ୍କାର ଅଳଙ୍କାର ଚୋରି କରି ନେଇଗଲେ ଦୁର୍ବୃତ୍ତ

ନୂଆଦିଲ୍ଲୀ: ଭାରତର ଦକ୍ଷିଣ ରାଜ୍ୟ ତାମିଲନାଡୁର ତିରୁଚିରାପଲ୍ଲିରେ ଏକ ବଡ଼ ଗହଣା ଦୋକାନରୁ କୁକୁର ଓ ବିଲେଇର ମାକ୍ସ ପିନ୍ଧି ପାଖାପାଖି ୧୩କୋଟି ଟଙ୍କାର ଅଳଙ୍କାର ଚୋରି କରି ନେଇଥିବା ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ, ଏହି ଚୋରି ଲଲିତା ଅଳଙ୍କାର ସୋ’ରୁମ୍‌ରେ ହୋଇଥିଲା। ଚୋର ସୋ’…
ଅଧିକ ଖବର ଦେଖନ୍ତୁ...

ପୁଣି ନିରାଶ ହେଲେ ଚିଦମ୍ବରମ, ହାଜତ ମିଆଦ ଅକ୍ଟୋବର ୧୭ ପର୍ଯ୍ୟନ୍ତ ବୃଦ୍ଧି

ନୂଆଦିଲ୍ଲୀ : ଆଇଏନଏକ୍ସ ମିଡିଆ ମାମଲାରେ ଗିରଫ ହୋଇ ଦିଲ୍ଲୀର ତିହାର ଜେଲରେ ଥିବା ପୂର୍ବଚନ ଅର୍ଥମନ୍ତ୍ରୀ ପି.ଚିଦମ୍ବରମଙ୍କ ସମସ୍ୟା ଦିନକୁ ଦିନ ବଢିଚାଲିଛି । ଆଜି ସ୍ୱତନ୍ତ୍ର ସିବିଆଇ କୋର୍ଟ ତାଙ୍କ ହାଜତ ମିଆଦକୁ ଆଉ ୧୪ ଦିନ ପାଇଁ ବଢାଇଦେଇଛନ୍ତି । ଆସନ୍ତା ଅକ୍ଟୋବର ୧୭ ପର୍ଯ୍ୟନ୍ତ ସେ…
ଅଧିକ ଖବର ଦେଖନ୍ତୁ...

ଏବେ ଅର୍ଥନୀତି ପରିଚାଳନାରେ ବି ହସ୍ତକ୍ଷେପ କରୁଛି ପାକିସ୍ତାନ ସେନା

ଇସ୍ଲାମାବାଦ : ସବୁ ଦେଶ ପାଖରେ ଗୋଟିଏ ସେନାବାହିନୀ ଥାଏ । କିନ୍ତୁ ପାକିସ୍ତାନୀ ସେନା ପାଖରେ ଏକ ଦେଶ ରହିଛି, ଯାହାକୁ ଆମେ ପାକିସ୍ତାନ ବୋଲି ଜାଣୁ । ପାକିସ୍ତାନୀ ସେନା ହିଁ ପାକିସ୍ତାନର ରାଜନୀତିଠାରୁ ଆରମ୍ଭ କରି ବିଦେଶିକ ନୀତି ପର୍ଯ୍ୟନ୍ତ ସବୁକିଛି ପରିଚାଳନା କରେ । ଏବେ ପାକିସ୍ତାନୀ…
ଅଧିକ ଖବର ଦେଖନ୍ତୁ...

ଶ୍ରଦ୍ଧାଞ୍ଜଳି ଦେବାକୁ ଆସି ଗାନ୍ଧୀ ପ୍ରତିମାଙ୍କ ପାଖରେ ଭୋ ଭୋ ହୋଇ କାନ୍ଦିବାକୁ ଲାଗିଲେ ସମାଜବାଦୀ ପାର୍ଟିର ନେତା

ଲକ୍ଷ୍ନୌ: ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ସମ୍ଭଲ ଅଞ୍ଚଳର ଚନ୍ଦୌସିଠାରେ ଥିବା ଗାନ୍ଧୀ ପ୍ରତିମାଙ୍କୁ ଗତକାଲି ସମାଜବାଦୀ ପାର୍ଟିର ନେତା ଶ୍ରଦ୍ଧାଞ୍ଜଳି ଦେବାକୁ ଆସିଥିଲେ। ଏହି ସମୟରେ ପାର୍ଟିର ନେତାମାନେ ଏତେ ଭାବୁକ ହୋଇ ଯାଇଥିଲେ ଯେ ପ୍ରତିମା ନିକଟରେ ସେମାନେ ଭୋ ଭୋ ହୋଇ…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀରେ ଜେଇଏମ୍‌ ଆତଙ୍କବାଦୀ ଆକ୍ରମଣ ଆଶଙ୍କା, ରେଡ ଆର୍ଲଟ ଜାରି

ନୂଆଦିଲ୍ଲୀ: ଆତଙ୍କବାଦୀ ଆକ୍ରମଣର ଆଶଙ୍କା ରହିଛି ବୋଲି ଗୁଇନ୍ଦା ସଂସ୍ଥା ପକ୍ଷରୁ ସୂଚନା ମିଳିବା ପରେ ଦିଲ୍ଳୀର ନେସ୍‌ନାଲ୍‌ କ୍ୟାପିଟାଲ୍‌ ରିଜିଅନ୍‌(ଏନ୍‌ସିଆର୍‌)ରେ ରେଡ ଆଲର୍ଟ ଜାରି କରାଯାଇଛି। ଆତଙ୍କବାଦୀ ସଂଗଠନ ଜୈଶ୍‌-ଇ-ମହମ୍ମଦର ୩ରୁ ୪ ଜଣ ଆତଙ୍କବାଦୀଙ୍କର ସଂପୃକ୍ତ ଅଞ୍ଚଳରେ…
ଅଧିକ ଖବର ଦେଖନ୍ତୁ...

କର୍ତ୍ତାରପୁର କରିଡର ଉଦଘାଟନୀ ସମାରୋହରେ ଯୋଗ ଦେବାକୁ ପାକିସ୍ତାନ ଯିବେ ମନମୋହନ ସିଂ

ନୂଆଦିଲ୍ଲୀ : ବହୁ କଳ୍ପନାଜଳ୍ପନା ପରେ ଶେଷରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଶିଖମାନଙ୍କର ତୀର୍ଥ କ୍ଷେତ୍ର କର୍ତ୍ତାରପୁର କରିଡରର ଉଦଘାଟନ ସମାରୋହକୁ ଯିବାକୁ ରାଜି ହୋଇଛନ୍ତି । ତେବେ ଏଠାରେ ଉଲ୍ଲେଖଯୋଗ୍ୟ ଯେ ସେ ପାକିସ୍ତାନ ସରକାରଙ୍କ ନିମନ୍ତ୍ରଣ ରକ୍ଷା କରି ନୁହେଁ, ପଞ୍ଜାବ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟରେ ଏସବୁ ଜିଲ୍ଲାରେ ବଜ୍ରପାତ ଆଶଙ୍କା, ୟେଲୋ ଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ବଜ୍ରପାତ ଆଶଙ୍କା ରହିଛି। ବଜ୍ରପାତ ଆଶଙ୍କା ଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, ଗଜପତି, କଟକ ଓ ସୁନ୍ଦରଗଡ଼ ଜିଲ୍ଲା ରହିଛି। ଏହି ଜିଲ୍ଲାଗୁଡ଼ିକୁ…
ଅଧିକ ଖବର ଦେଖନ୍ତୁ...

ମହାରାଷ୍ଟ୍ର: ଅଧାରୁ ଅଧିକ ବିଧାୟକଙ୍କ ବିରୋଧରେ ରହିଛି ଅପରାଧିକ ମାମଲା, ୮୭ ପ୍ରତିଶତ ବିଧାୟକ କୋଟିପତି

ନୂଆଦିଲ୍ଲୀ: ମହାରାଷ୍ଟ୍ରର ଅଧାରୁ ଅଧିକ ବିଧାୟକଙ୍କ ନାମରେ ଅପରାଧିକ ମାମଲା ରହିଛି ବୋଲି ଏଡିଆର୍‌ ରିପୋର୍ଟରୁ ଜାଣିବାକୁ ମିଳିଛି। ସମୁଦାୟ ୨୭୫ ବିଧାୟକଙ୍କୁ ନେଇ ଏକ ସମୀକ୍ଷା କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୧୫୮ ବିଧାୟକ(୫୮ ପ୍ରତିଶତ)ଙ୍କ ନାମରେ ଅପରାଧିକ ମାମଲା ରହିଛି ବୋଲି ସୂଚନା…
ଅଧିକ ଖବର ଦେଖନ୍ତୁ...

ନିର୍ବାଚନ ରାଜନୀତିରୁ ସନ୍ୟାସ ନେବାକୁ ଦାମଙ୍କ ଘୋଷଣା : ନିର୍ବାଚନ ଲଢ଼ିବେନି, କିନ୍ତୁ ଲୋକଙ୍କ ପାଇଁ କାମ କରିବେ

ଭୁବନେଶ୍ବର : ପ୍ରତ୍ୟକ୍ଷ ନିର୍ବାଚନ ରାଜନୀତିରୁ ସନ୍ନ୍ୟାସ ନେଇଥିବା ଘୋଷଣା କରିଛନ୍ତି ବରିଷ୍ଠ ବିଜେପି ନେତା ଡା.ଦାମୋଦର ରାଉତ । ଗଣମାଧ୍ୟମକୁ ସାକ୍ଷାତ ଦେଇ ଡା.ରାଉତ କହିଛନ୍ତି, ନିର୍ବାଚନ ଲଢ଼ିବାକୁ ମୋର ବଳ-ବୟସ କି  ମାନସିକତା ଆଉ ନାହିଁ । ତେବେ ହାତଗୋଡ଼ ଚଳୁଥିବା ଯାଏଁ ଲୋକଙ୍କ କାମ…
ଅଧିକ ଖବର ଦେଖନ୍ତୁ...