Daily Archives

October 4, 2019

ଝିଅ ଯୁବକଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିବା ବେଳେ ମା’ ଭିଡିଓ ବନାଇ କମାଉଥିଲେ ଟଙ୍କା

ଅମ୍ରିତସର: ପଞ୍ଜାବର ପଟିୟାଲାରୁ ଏକ ଆଶ୍ଚର୍ଯ୍ୟଜନକ ହନିଟ୍ରାପ୍‌ର ବ୍ଲାକ୍‌ମେଲିଂ ର‍୍ୟାକେଟ ସାମ୍ନାକୁ ଆସିଛି। କୁହାଯାଉଛି କି ମା’ ଝିଅଙ୍କ ଯୋଡ଼ି ମିଶି ସଡ଼କରେ ଚାଳକଙ୍କଠାରୁ ଲିଫ୍ଟ ନେଇଥାଆନ୍ତି। ଏବଂ ଉକ୍ତ ବ୍ୟକ୍ତିଙ୍କୁ ଚା’ ପିଇବା ବାହାନାରେ ଘରକୁ ଡାକି ନେଇ ଥାଆନ୍ତି। ସେଠାରେ…
ଅଧିକ ଖବର ଦେଖନ୍ତୁ...

କାର୍ଯ୍ୟାନୁଷ୍ଠାନ: ଶରତ ଚନ୍ଦ୍ର ପଣ୍ଡାଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ସରକାର

ଭୁବନେଶ୍ୱର: ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ନୂଆଁପଡ଼ା ଜିଲ୍ଲା ଖରିଆର ଡିଭିଜନର ପୂର୍ବତନ ଡିଏଫ୍‌ଓ ଶରତ ଚନ୍ଦ୍ର ପଣ୍ଡାଙ୍କୁ ସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି। ଶରତଙ୍କ ନାଁରେ ସାଢ଼େ ୪ କୋଟି ଟଙ୍କାର ବେଆଇନ ସମ୍ପତ୍ତି ଥିବା ନେଇ ଅଭିଯୋଗ…
ଅଧିକ ଖବର ଦେଖନ୍ତୁ...

ହେଲିକପ୍ଟରକୁ ଗୁଳି କରି ଖସାଇବା ଏକ “ବଡ଼ ଭୁଲ’

ନୂଆଦିଲ୍ଲୀ : ଭାରତୀୟ ବାୟୁସେନା ନିଜର ହେଲିକପ୍ଟରକୁ ଗୁଳି ମାରି ଖସାଇବା ଏକ ‘ବଡ଼ ଭୁଲ’ । ଗୋଟିଏ ପଟେ କଶ୍ମୀରରେ ଫେବ୍ରୁଆରି ୨୭ ତାରିଖରେ ଭାରତ ଓ ପାକିସ୍ତାନର ଯୁଦ୍ଧ ବିମାନ ମଧ୍ୟରେ ଆକାଶରେ ଲଢେଇ ଚାଲିଥିବା ବେଳେ ଅନ୍ୟ ପକ୍ଷରେ ସେଦିନ ସକାଳେ  ଭୁଲବଶତଃ ସେନାର ଏକ ହେଲିକପ୍ଟରକୁ…
ଅଧିକ ଖବର ଦେଖନ୍ତୁ...

ରାଜଧାନୀ ଏକ୍ସପ୍ରେସରେ ସ୍ଥାନ ପାଇଲା ଓଡ଼ିଶାର କଳା-ସଂସ୍କୃତି, ଆସିଲା ନୂଆ ଡିଜାଇନ

ଭୁବନେଶ୍ୱର : ଭୁବନେଶ୍ୱରରୁ ବାହାରି ଦିଲ୍ଲୀଯାଉଥିବା ରାଜଧାନୀ ଏକ୍ସପ୍ରେସ ମାଧ୍ୟମରେ ଓଡିଆ କଳା ଓ ସଂସ୍କୃତିର ପ୍ରଚାର ହେବ । ଏଥିପାଇଁ କିଛିଦିନ ତଳେ ନାଲକୋ ଓ ପୂର୍ବତଟ ରେଳବାଇ ମଧ୍ୟରେ ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଥିଲା । ଆଜି ଏହି ଟ୍ରେନର ଡିଜାଇନକୁ ଉନ୍ମୋଚନ କରାଯାଇଛି । ଏହି…
ଅଧିକ ଖବର ଦେଖନ୍ତୁ...

ସଡ଼କ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ ପରେ ସ୍ଥାନୀୟ ଲୋକଙ୍କର ରାସ୍ତାରୋକ

ଯାଜପୁର: ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ପରେ ଶୁକ୍ରବାର ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଛନ୍ତି। ଯାଜପୁର-ସିଂହପୁର ମୁଖ୍ୟରାସ୍ତା ଚନ୍ଦନପୁର ଛକ ଠାରେ ବସ ଧକ୍କାରେ ଟିଣା ଗ୍ରାମର ଚନ୍ଦ୍ରମଣି ମଲିକ ପ୍ରାଣ ହରାଇଥିଲେ। ଯୁବକଙ୍କର ମୃତଦେହ ବ୍ୟବଚ୍ଛେଦ ହୋଇ ଆଜି…
ଅଧିକ ଖବର ଦେଖନ୍ତୁ...

ଦୁଷ୍କର୍ମର ଶିକାର ହେବାପରେ ନଦୀକୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ

ଆଗ୍ରା: ଉତ୍ତରପ୍ରଦେଶ ଆଗ୍ରାର ଏକ ଅନାଥାଶ୍ରାମରେ ଜଣେ ଯୁବତୀ ଗୁରୁବାର ଦୁଷ୍କର୍ମର ଶିକାର ହୋଇଥିଲେ। ଏହାପରେ ସେ ଆଶ୍ରମ ଛାତରୁ ଯମୁନା ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ସ୍ଥାନୀୟଲୋକେ ତାଙ୍କୁ ନଦୀ ଭିତରୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍‌ପିଟାଲ୍‌ରେ ଭର୍ତ୍ତି କରିଥିଲେ।…
ଅଧିକ ଖବର ଦେଖନ୍ତୁ...

ତାଲିବାନ କମାଣ୍ଡରଙ୍କ ସହ ଇମ୍ରାନ ଖାଁଙ୍କ ଗୋପନ ସାକ୍ଷାତ, ଭାରତ ପାଇଁ ସତର୍କ ଘଣ୍ଟି ?

ନୂଆଦିଲ୍ଲୀ : ଗତ ଅଗଷ୍ଟ ୫ରେ ଭାରତ ସରକାର ଜମ୍ମୁ ଓ କଶ୍ମୀର ଉପରୁ ଧାରା ୩୭୦ ଉଠାଇବା ପରେ ଭାରତରେ ଅଧିକରୁ ଅଧିକ ଆତଙ୍କବାଦୀ ଆକ୍ରମଣ କରିବାକୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଖୋଲା ଖୋଲି ଧମକ ଦେଇଛନ୍ତି । ପୂର୍ବରୁ ଭାରତରେ ଯେତେ ଆତଙ୍କବାଦୀ ଆକ୍ରମଣ ହୋଇଛି ପାକିସ୍ତାନ ତାହାକୁ…
ଅଧିକ ଖବର ଦେଖନ୍ତୁ...

‘ଶଶୁରାଲ୍‌ ସିମର୍‌ କା’ ଅଭିନେତ୍ରୀ ଦୀପିକା କକ୍କର ଅସୁସ୍ଥ, ଶୀଘ୍ର ସୁସ୍ଥ ହୁଅନ୍ତୁ ବୋଲି ପ୍ରାର୍ଥନା କଲେ ସ୍ୱାମୀ

ମୁମ୍ବାଇ: ‘ଶଶୁରାଲ୍‌ ସିମର୍‌ କା’ ଅଭିନେତ୍ରୀ ଦୀପିକା କକ୍କର ଅସୁସ୍ଥ ହୋଇ ହସ୍ପିଟାଲ୍‌ରେ ପଡ଼ିଛନ୍ତି। ତାଙ୍କ ସ୍ୱାମୀ ସୋଏବ ସେ ଶୀଘ୍ର ସୁସ୍ଥ ହୁଅନ୍ତୁ ବୋଲି ଭଗବାନଙ୍କୁ ପ୍ରାର୍ଥନା କରୁଛନ୍ତି। ଦୀପିକାଙ୍କର ଏକ ଫଟୋ ଦେଇ ସୋଏବ ତାଙ୍କ ଇନ୍‌ଷ୍ଟାରେ ଲେଖିଛନ୍ତି, ‘ବାସ୍‌ ଏବେ ଶୀଘ୍ର ଭଲ…
ଅଧିକ ଖବର ଦେଖନ୍ତୁ...

ଦୁର୍ନୀତି କଲେ-ଫଳ ପାଇଲେ, ଅବସର ପୂର୍ବରୁ ସରକାର ଦେଲେ ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର: ସରକାରୀ ଚାକିରି କରି ଦୁର୍ନୀତି କଲେ କିଭଳି ଫଳ ଭୋଗିବାକୁ ପଡେ, ତାହାର ଆଜି ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି | ଦୁଇ ଜଣ ସରକାରୀ ଅଧିକାରୀଙ୍କୁ ସରକାର ଆଜି ବାଧ୍ୟତାମୂଳକ ଅବସର ଦେଇଛନ୍ତି | ଏହି ଦୁଇ ସରକାରୀ ବାବୁ ହେଉଛନ୍ତି ଢେଙ୍କାନାଳ ଓଟିଇଏସ ଆରଟିଓ ବସନ୍ତ ବେହେରା…
ଅଧିକ ଖବର ଦେଖନ୍ତୁ...