Daily Archives

October 10, 2019

କର୍ତ୍ତାରପୁର କରିଡର ଉଦଘାଟନ ସମାରୋହ ପାଇଁ ମନମୋହନ ସିଂଙ୍କୁ ନିମନ୍ତ୍ରଣ କଲେ ଇମ୍ରାନ ଖାଁ

ନୂଆଦିଲ୍ଲୀ : ପାକିସ୍ତାନରେ ଥିବା ଶିଖଧର୍ମକ୍ଷେତ୍ର କର୍ତ୍ତାରପୁର ସାହିବକୁ ଯୋଡୁଥିବା କର୍ତ୍ତାରପୁର କରିଡରର ଉଦଘାଟନ ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଔପଚାରିକଭାବେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂଙ୍କୁ ନିମନ୍ତ୍ରଣ କରିଛନ୍ତି । ନଭେମ୍ବର ୯ରେ ଏହି ସମାରୋହ…
ଅଧିକ ଖବର ଦେଖନ୍ତୁ...

ଓଟିଇଟି ପରୀକ୍ଷାପତ୍ର ଭୁଲ ଦର୍ଶାଇ ତାତିଲେ ପରୀକ୍ଷାର୍ଥୀ

ଭୁବନେଶ୍ୱର: ଗତ ଅଗଷ୍ଟ ମାସ ୫ ତାରିଖରୁ ସେପ୍ଟେମ୍ବର ୨୨ ତାରିଖ ଯାଏଁ ହୋଇଥିବା ଓଟିଇଟି ପରୀକ୍ଷାକୁ ନେଇ ପରୀକ୍ଷାର୍ଥୀଙ୍କ ପ୍ରତିନିଧି ମଣ୍ଡଳୀ ତାତିଛନ୍ତି | ପରୀକ୍ଷାରେ ସାଙ୍ଘାତିକ ତ୍ରୁଟି ହୋଇଥିବାର ଦର୍ଶାଇ ମାଧ୍ୟମିକ ଶିକ୍ଷା ପରିଷଦର ସଭାପତିଙ୍କୁ ଚିଠି ଲେଖି ଜଣାଇଛନ୍ତି | ଆସନ୍ତା ୧୩…
ଅଧିକ ଖବର ଦେଖନ୍ତୁ...

ବିଗତ ୧୦ ବର୍ଷ ମଧ୍ୟରେ ରଦ୍ଦି ସାମଗ୍ରୀ ବିକ୍ରୟ କରି ରେଳବାଇ ଆୟ କରିଛି ୩୫,୦୭୩ କୋଟି

ନୂଆଦିଲ୍ଲୀ: ସଂପ୍ରତି ଆର୍ଥିକ କ୍ଷତିରେ ଚାଲୁଥିବା ଭାରତୀୟ ରେଳବାଇ ବିଗତ ୧୦ ବର୍ଷ ମଧ୍ୟରେ ନିଜର ରଦ୍ଦି ସାମଗ୍ରୀ (ସ୍କ୍ରାପ୍‌) ସବୁକୁ ବିକ୍ରୟ କରି ଏବାବଦରେ ୩୫,୦୭୩ କୋଟି ଟଙ୍କା ଆୟ କରିଥିବା ଜାଣିବାକୁ ମିଳିଛି। ଭାରତୀୟ ରେଳବାଇ ବିକ୍ରୟ କରିଥିବା ଏହି ରଦ୍ଦି ସାମଗ୍ରୀ ମଧ୍ୟରେ ରହିଛି…
ଅଧିକ ଖବର ଦେଖନ୍ତୁ...

ଏସ୍‌ପିମାନଙ୍କୁ ପରିବହନ କମିସନରଙ୍କ ଚିଠି : ଡିଜିଟାଲ ପଦ୍ଧତିରେ ଗାଡ଼ି ସଂପର୍କିତ ପ୍ରମାଣ ପତ୍ର ଦେଖାଇଲେ ଗ୍ରହଣୀୟ…

ଭୁବନେଶ୍ୱର: ଆଗାମୀ ଦିନରେ ଡିଜିଟାଲ ପଦ୍ଧତିରେ ଗାଡ଼ି ସଂପର୍କିତ ପ୍ରମାଣପତ୍ର ଦେଖାଇଲେ ଏହା ଗ୍ରହଣୀୟ ହେବ। ଏନେଇ ପରିବହନ କମିସନର ରାଜ୍ୟର ସବୁ ଜିଲ୍ଲାର ଏସ୍‌ପିମାନଙ୍କୁ ଚିଠି ଲେଖିଥିବା ଗୁରୁବାର ଜଣାପଡ଼ିଛି। ଲୋକେ ଟ୍ରାଫିକ୍‌ ପୁଲିସ ନିକଟରେ ଡିଜି ଲକର ଓ ଏମ୍‌-ପରିବହନ ଆପ୍‌ ମାଧ୍ୟମରେ…
ଅଧିକ ଖବର ଦେଖନ୍ତୁ...

ବ୍ରହ୍ମସ ମିସାଇଲ କିଣିବାକୁ ଭାରତକୁ ପ୍ରସ୍ତାବ ଦେଲା ଫିଲିପାଇନ୍ସ

ନୂଆଦିଲ୍ଲୀ : ଭାରତରୁ ସୁପରସୋନିକ କ୍ରୁଜ ମିସାଇଲ ବ୍ରହ୍ମସ କିଣିବାକୁ ଦକ୍ଷିଣ-ପୂର୍ବ ଏସୀୟ ରାଷ୍ଟ୍ର ଫିଲିପାଇନ୍ସ ଆଗ୍ରହ ପ୍ରକାଶ କରିଛି । ଏଥିଲାଗି ଫିଲିପାଇନ୍ସ ସରକାର ଏବେ ଭାରତ ସରକାରଙ୍କ ସହିତ ଆଲୋଚନା କରୁଛନ୍ତି । ଏହି ମିସାଇଲ ପାଇବାପରେ ନିଜଦେଶ ପ୍ରତି ଆସୁଥିବା ବିପଦର ସଫଳ…
ଅଧିକ ଖବର ଦେଖନ୍ତୁ...

ପଞ୍ଜାବ ସୀମାନ୍ତରେ କ୍ରମାଗତ ଭାବେ ତୃତୀୟ ଦିନରେ ତୃତୀୟ ଥର ପାଇଁ ଠାବ ହେଲା ପାକିସ୍ତାନୀ ଡ୍ରୋନ୍‌

ଫିରୋଜପୁର (ପଞ୍ଜାବ): ଆଜି ପୁଣି ଏକ ପାକିସ୍ତାନୀ ଡ୍ରୋନ୍‌କୁ ଦେଖିବା ପାଇଁ ମିଳିଛି ପଞ୍ଜାବ ଫିରୋଜପୁର ନକଟସ୍ଥ ଭାରତ- ପାକ୍‌ ସୀମାନ୍ତରେ। ତେବେ, ଭାରତୀୟ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌)ର ଯବାନମାନେ ତତ୍କାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଡ୍ରୋନ୍‌ଟିକୁ ଆକାଶରୁ ଖସାଇ ଦେବା ପୂର୍ବରୁ…
ଅଧିକ ଖବର ଦେଖନ୍ତୁ...

ରିଲିଜ ହେଲା ‘ଜିନ୍ଦେଗି’ ଗୀତ

ମୁମ୍ବାଇ: ଆଗାମୀ ଫ୍ୟାମିଲି ଡ୍ରାମା ଫିଲ୍ମ ‘ଦ ସ୍କାଏ ଇଜ୍ ପିଙ୍କ୍’ର ଆଉ ଏକ ଗୀତ ରିଲିଜ୍ ହୋଇଛି । ଫିଲ୍ମର ମୁଖ୍ୟ ନାୟିକା ପ୍ରିୟଙ୍କା ଚୋପ୍ରା, ଫରହାନ୍ ଅଖତର୍, ଜାଇରା ୱସିମ୍ ଏବଂ ରୋହିତ୍ ସରଫଙ୍କୁ ଏହି ଗୀତରେ ଦେଖିବାକୁ ମିଳିଛି | ଦୁଃଖ ଟ୍ରାକକୁ ନେଇ ଏହି ଗୀତକୁ ଦୃଶ୍ୟୟନ କରାଯାଇଛି ।…
ଅଧିକ ଖବର ଦେଖନ୍ତୁ...

ପାରାଦୀପରେ ଟ୍ରଲର ବୁଡ଼ିବା ଘଟଣା: ମତ୍ସ୍ୟଜୀବୀ ଲକ୍ଷ୍ମୀଧର ଦାସଙ୍କ ମୃତଦେହ ଉଦ୍ଧାର

ପାରାଦୀପ: ସ୍ଥାନୀୟ ନେହରୁ ବଙ୍ଗଳା ନିକଟ ମହାନଦୀ ମୁହାଣରେ ଦୁଇ ଦିନ ପୂର୍ବରୁ ଟ୍ରଲର ବୁଡ଼ିବା ଘଟଣାରେ ନିଖୋଜ ଥିବା ମତ୍ସ୍ୟଜୀବୀ ଲକ୍ଷ୍ମୀଧର ଦାସଙ୍କ ମୃତଦେହ ଗୁରୁବାର ଉଦ୍ଧାର ହୋଇଛି। ଗଭୀର ସମୁଦ୍ରରୁ ମାଛଧରି ଫେରୁଥିବା ବେଳେ ମହାନଦୀ ମୁହାଣରେ ଟ୍ରଲର ବୁଡ଼ିଯିବାରୁ ଲକ୍ଷ୍ମୀଧରଙ୍କ ସମେତ ୩…
ଅଧିକ ଖବର ଦେଖନ୍ତୁ...

ସାହିତ୍ୟରେ ନୋବେଲ ପୁରସ୍କାର ଘୋଷିତ : ୨୦୧୮ ପାଇଁ ପୋଲାଣ୍ଡର ଓଲଗା ଟୋକାରଜୁକ ଓ ୨୦୧୯ ପାଇଁ ଅଷ୍ଟ୍ରିଆର ପିଟର ହାଣ୍ଡକେ

ଷ୍ଟକହୋମ : ବର୍ଷ ୨୦୧୮ ଓ ବର୍ଷ ୨୦୧୯ ପାଇଁ ସାହିତ୍ୟରେ ନୋବେଲ ପୁରସ୍କାର ଘୋଷଣା ହୋଇଛି । ୨୦୧୮ ପାଇଁ ପୋଲାଣ୍ଡର ଲେଖିକା ଓଲଗା ଟୋକାରଜୁକ ଓ ୨୦୧୯ ପାଇଁ ଅଷ୍ଟ୍ରିଆର ଲେଖକ ପିଟର ହାଣ୍ଡକେଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାଯିବ । ଏ ସଂପର୍କରେ ଆଜି ରୟାଲ ସ୍ୱୀଡିସ ଏକାଡେମୀ ପକ୍ଷରୁ ଘୋଷଣା…
ଅଧିକ ଖବର ଦେଖନ୍ତୁ...

ଉପକୂଳ ଓଡ଼ିଶାରେ ଘୂର୍ଣ୍ଣିବଳୟ, ଅର୍ଦ୍ଧାଧିକ ଓଡ଼ିଶାରେ ବର୍ଷା ସମ୍ଭାବନା; ୬ ଜିଲ୍ଲା ପାଇଁ ୟେଲୋଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଉତ୍ତର ବଙ୍ଗୋପସାଗରରେ ପଶ୍ଚିମବଙ୍ଗ ଓ ଓଡ଼ିଶା ଉପକୂଳରେ ସମୁଦ୍ର ପତନ ଠାରୁ ୨.୧ କିଲୋମିଟର ଉଚ୍ଚରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଥିବା ଜାଣିବାକୁ ମିଳିଛି।…
ଅଧିକ ଖବର ଦେଖନ୍ତୁ...