Daily Archives

December 3, 2019

ଅନୁ ମଲ୍ଲିକଙ୍କ ବଦଳରେ ଇଣ୍ଡିଆନ ଆଇଡ଼ଲକୁ ମିଳିଲା ନୂଆ ବିଚାରକ

ମୁମ୍ବାଇ: କିଛି ଦିନ ତଳେ ସୋନି ଟିଭିରେ ପ୍ରସାରିତ ହେଉଥିବା ସଂଗୀତ ଭିତ୍ତିକ ସୋ ଇଣ୍ଡିଆନ ଆଇଡ଼ଲର ବିଚାରକ ପଦରୁ ବିଦା ହୋଇଥିଲେ ସଂଗୀତ ନିର୍ଦ୍ଦେଶକ ଅନୁ ମଲ୍ଲିକ | ଏବେ ଅନୁ ମଲ୍ଲିକଙ୍କ ସ୍ଥାନରେ ବଲିଉଡ ସଂଗୀତ ନିର୍ଦ୍ଦେଶକ ହିମେସ ରେଶମିଆଁଙ୍କୁ ସ୍ଥାନ ମିଳିଛି | କୁହାଯାଉଛି ହିମେସ…
ଅଧିକ ଖବର ଦେଖନ୍ତୁ...

ପାକ୍‌ ସେନାରେ ବିଦ୍ରୋହ! ସେନାମୁଖ୍ୟ ଜେନେରାଲ ବାଜୱାଙ୍କ କାର୍ଯ୍ୟକାଳ ବୃଦ୍ଧିକୁ ବିରୋଧ କଲେ ୭ ଲେଫ୍ଟନାଣ୍ଟ…

ଇସ୍‌ଲାମାବଦ୍‌: ପାକିସ୍ତାନ ସେନାମୁଖ୍ୟ ଜେନେରାଲ କମର୍‌ ଜାଭେଦ୍‌ ବାଜୱାଙ୍କ କାର୍ଯ୍ୟକାଳକୁ ସର୍ତ୍ତମୂଳକ ଭାବେ ଛଅ ମାସ ବଢ଼ାଯିବା ଘଟଣାକୁ କେନ୍ଦ୍ରକରି ପାକ୍‌ ସେନାରେ ଅସନ୍ତୋଷ ତୀବ୍ର ହୋଇଛି। ଗତ ନଭେମ୍ବର ୨୯ ତାରିଖରେ ୬୦ ବର୍ଷ ବୟସରେ ଅବସର ଗ୍ରହଣ କରିବାପରେ ପାକିସ୍ତାନର ଇମ୍ରାନ୍‌…
ଅଧିକ ଖବର ଦେଖନ୍ତୁ...

ଯାତ୍ରୀଙ୍କ ଲାଗି ଖୁସି ଖବର : ଅଣସଂରକ୍ଷିତ ସାଧାରଣ ଡବାରେ ମିଳିବ ସଂରକ୍ଷିତ ଆସନ, ହ୍ବାଟସଆପକୁ ଆସିବ ସିଟ୍ ନମ୍ବର

ଜାମ‌ସେଦପୁର:  ଯାତ୍ରୀମାନଙ୍କ ସୁବିଧା ପାଇଁ ବଡ ପଦକ୍ଷେପ ନେଇଛି ଭାରତୀୟ ରେଳବାଇ । ଏଣିକି ସାଧାରଣ ବଗିରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ ମଧ୍ୟ କନଫର୍ମ ଟିକେଟ୍ ମିଳିବ । ସାଧାରଣତଃ ରେଲୱେ ଷ୍ଟେସନରେ ସିଟ୍ ପାଇଁ କିଭଳି ସ୍ଥିତି ସୃଷ୍ଟି ହୋଇଥାଏ, ତାହା ତ ଆପଣ କେବେ ନା କେବେ ଅନୁଭବ…
ଅଧିକ ଖବର ଦେଖନ୍ତୁ...

ମଧ୍ୟାହ୍ନ ଭୋଜନରେ ମୂଷା; ଅସୁସ୍ଥ ହୋଇ ୯ ଛାତ୍ରଛାତ୍ରୀ ହସ୍ପିଟାଲ୍‌ରେ ଭର୍ତ୍ତି

ମୁଜଫରନଗର: ମଧ୍ୟାହ୍ନଭୋଜନର ବିକଳ ଚିତ୍ର । ସାରା ଦେଶରେ ସ୍କୁଲ ପିଲାଙ୍କୁ ମଧ୍ୟାହ୍ନଭୋଜନରେ କିଭଳି ଖାଦ୍ୟ ଦିଆଯାଉଛି ତାହାର ଗୋଟିଏ ପରେ ଗୋଟିଏ ନଗ୍ନ ଚିତ୍ର ସାମ୍ନାକୁ ଆସୁଛି । କେଉଁଠି ମଧ୍ୟାହ୍ନଭୋଜନରେ ରୁଟି ଓ ଲୁଣ ତ ପୁଣି କେଉଁଠି ଗୋଟିଏ ବାଲଟି ପାଣିରେ ଗୋଟିଏ ଲିଟର କ୍ଷୀର ମିଶାଇ…
ଅଧିକ ଖବର ଦେଖନ୍ତୁ...

କାମରେ ଲାଗିଲାନି ସ୍ବାସ୍ଥ୍ୟବୀମା କାର୍ଡ, ଫେରାଇ ଦେଲା ଏମ୍ସ : ଲକ୍ଷେ ଟଙ୍କା ପାଇଁ ଜୀବନ ଯୁଦ୍ଧ ଲଢ଼ୁଛନ୍ତି ସାରଥି

ବୁଗୁଡ଼ା (ଅନିଲ ପଟ୍ଟନାୟକ): କାମରେ ଲାଗିଲା ନାହିଁ ରାଜ୍ୟ ସରକାରଙ୍କ ପକ୍ଷରୁ ମିଳିଥିବା ସ୍ବାସ୍ଥ୍ୟବୀମା କାର୍ଡ। ଲକ୍ଷେ ଟଙ୍କା ଧରିକି ଆସିଲେ ଅସ୍ତ୍ରୋପଚାର ହେବ ବୋଲି କହି ଭୁବନେଶ୍ବରର ଏମ୍‌ସ ଡାକ୍ତରଖାନା କର୍ତ୍ତୃପକ୍ଷ ଫେରାଇଦେଲେ। ଫଳରେ ଲକ୍ଷେ ଟଙ୍କା ଯୋଗାଡ଼ କରି ନପାରି…
ଅଧିକ ଖବର ଦେଖନ୍ତୁ...

ଆସନ୍ତା ୧ ବର୍ଷ ପର୍ଯ୍ୟନ୍ତ ସୁନା ଅଳଙ୍କାରର ଦାମ କମାଇବାକୁୁ ବାଧ୍ୟ ହେବେ ବ୍ୟବସାୟୀ, କାରଣ ଜାଣନ୍ତୁ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଆସନ୍ତା ୨୦୨୧ ଜାନୁୟାରୀ ୧୫ରୁ ସୁନା ଅଳଙ୍କାର ଉପରେ ହଲମାର୍କିଂକୁ ବାଧ୍ୟତାମୂଳକ କରିବାକୁ ଯାଇଛନ୍ତି । ଅର୍ଥାତ ସୁନା ଗହଣାରେ ହଲମାର୍କିଂ ନଥିଲେ ତାହାକୁ ବଜାରରେ ବିକ୍ରି କରିହେବ ନାହିଁ । ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ଦେଶର ସୁନା ବଜାରରେ ଏକ ବଡ଼…
ଅଧିକ ଖବର ଦେଖନ୍ତୁ...

ଓଡ଼ିଆ ଯବାନ ସୃଷ୍ଟି କଲେ ବିଶ୍ୱ ରେକର୍ଡ, ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଭାରତୀୟ ସେନାରେ କାର୍ଯ୍ୟ କରୁଥିବା ଓଡିଆ ଯବାନଙ୍କ ବିଶ୍ୱରେକର୍ଡ । ବୁଲେଟ ଉପରେ ୧୧ ଫୁଟ ସିଡି ଉପରେ ଓଲଟା ଚଢ଼ି ୧୨୮ କିଲୋମିଟର ଯାତ୍ରା କରି ବିରଳ ରେକର୍ଡ ସ୍ଥାପନ କରିଛନ୍ତି ଯାଜପୁର ବରୀ ବାଲିଆ ଗାଁର ସଂଗ୍ରାମ କେଶରୀ ଜେନା । ସଂଗ୍ରାମ ନିକଟରେ ଜବଲପୁର ଠାରେ ଆୟୋଜିତ ଏକ ସୋ…
ଅଧିକ ଖବର ଦେଖନ୍ତୁ...

ଗଞ୍ଜାମ: ବନ୍ଧୁକ ମୁନରେ ଯୁବକଙ୍କ ନୂଆ ବାଇକ୍‌, ମୋବାଇଲ୍‌ ଓ ୨୦ ହଜାର ଟଙ୍କା ଲୁଟ୍‌

ଗଞ୍ଜାମ: ଗଞ୍ଜାମ ଜିଲ୍ଲାର କୋଦଳାଠାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଅନ୍ନପୂର୍ଣ୍ଣା ଫାଇନାନ୍ସରେ କାମ କରୁଥିବା ୨୦ ବର୍ଷୀୟ ଭବାନୀ ଶଙ୍କର ବାରିକଙ୍କଠାରୁ ଏକ ନୂଆ ବାଇକ୍‌, ୪୦ ହଜାର ଟଙ୍କା ଓ ଏକ ମୋବାଇଲ୍‌ ଲୁଟ୍‌ ହୋଇଛି। ଭବାନୀ ଶଙ୍କରଙ୍କ ଘର ଖୋର୍ଦ୍ଧାଠାରେ। ସେ କିଛି ଦିନ ତଳେ…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନର କର୍ତ୍ତାରପୁର ଯାଇଥିବା ଶିଖ ଯୁବତୀଙ୍କୁ ଅପହରଣ, ୪ ଗିରଫ

ଚଣ୍ଡିଗଡ଼ : ଏକ ଶିଖ ତୀର୍ଥଯାତ୍ରୀ ଦଳ ସହ ପାକିସ୍ତାନର କର୍ତ୍ତାରପୁର ଯାଇଥିବା ଏକ ଯୁବତୀଙ୍କୁ  ଅପହରଣ କରାଯାଇଥିବା ଖବର ହସ୍ତଗତ ହୋଇଛି । ଏ ନେଇ ପୁଲିସରେ ଅଭିଯୋଗ ହେବା ପରେ ପାକିସ୍ତାନ ପୁଲିସ ୪ ଜଣଙ୍କୁ ଗିରଫ କରିଛି । ମିଳିଥିବା ସୂଚନା ଅନୁସାରେ ନଭେମ୍ବର ୩୦ ତାରିଖରେ ଏହି ଯୁବତୀ…
ଅଧିକ ଖବର ଦେଖନ୍ତୁ...

ଭାରସାମ୍ୟ ହରାଇ ନମସ୍ତେ ଘାଟି ତଳକୁ ଗଳିପଡ଼ିଲା ଅଟୋ: ଚାଳକ ମୃତ, ୩ ଗୁରୁତର

ପାରଳାଖେମୁଣ୍ଡି : ଘାଟିରୁ ତଳକୁ ଖସିପଡିଲା ଅଟୋ | ଏଥିରେ ଅଟୋରେ ଥିବା ୪ ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିବାବେଳେ ଡ୍ରାଇଭରଙ୍କର ମୃତ୍ୟୁ ଘଟିଛି | ଗଜପତି ଜିଲ୍ଲା ଗୁମ୍ମା ବ୍ଳକ ଅନ୍ତର୍ଗତ ନମସ୍ତେ ଘାଟିରେ ଅଟୋ ଦୁର୍ଘଟଣାଗ୍ରସ୍ତ ହୋଇଛି | ମିଳିଥିବା ସୂଚନା ମୁତାବକ ଗୁମ୍ମାର ଉପର ଉପର ଅବାର…
ଅଧିକ ଖବର ଦେଖନ୍ତୁ...