Daily Archives

December 3, 2019

ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ରଖିବା ପରେ ଯୁବତୀଙ୍କ ଅନ୍ତରଂଗ ମୁହୂର୍ତ୍ତର ଫଟୋ ଭାଇରାଲ୍‌ କଲେ ଯୁବକ,…

ନିଆଳି: ଯୁବତୀଙ୍କ ଉପରେ ନିର୍ଯାତନା କମିବାର ନାଁ ଧରୁନି। ଗତକାଲି ପୁରୀରେ ଜଣେ ଯୁବତୀ ଗଣଦୁଷ୍କର୍ମର ଶିକାର ହୋଇଥିବା ବେଳେ ଆଜି କଟକ ଜିଲ୍ଲାର ନିଆଳି ଥାନା ଅଂଚଳରେ ଜଣେ ନର୍ସିଂ ଛାତ୍ରୀଙ୍କ ଇଜ୍ଜତ ସୋସିଆଲ୍‌ ମିଡିଆ‌ରେ ଭାଇରାଲ୍‌ ହେବାକୁ ଲାଗିଛି। ଉକ୍ତ ଯୁବତୀଙ୍କ ସହ ଥିବା ଅନ୍ତରଂଗ…
ଅଧିକ ଖବର ଦେଖନ୍ତୁ...

ବିନା ଅନୁମତିରେ ଭାରତୀୟ ଜଳସୀମା ମଧ୍ୟକୁ ପଶି ଆସିଥିଲା ଚୀନ୍‌ର ଜଳ ଜାହାଜ ସି ୟାନ୍‌- ୧; ଘଉଡ଼ାଇ ଦେଲା ନୌସେନା

ନୂଆଦିଲ୍ଲୀ: ଚୀନ୍‌ର ଏକ ଜଳ ଜାହାଜ ସି ୟାନ୍‌- ୧ ଗତ ସେପ୍ଟେମ୍ବର ମାସରେ ସମସ୍ତ ଅନ୍ତର୍ଜାତିକ ନୀତି ନିୟମକୁ ଉଲ୍ଲଂଘନ କରି ବିନା ଅନୁମତିରେ ଭାରତୀୟ ଜଳସୀମା ମଧ୍ୟକୁ ପଶି ଆସିଥିଲା ବୋଲି ଆଜି କହିଛନ୍ତି ଭାରତୀୟ ନୈସେନା ମୁଖ୍ୟ ଆଡ୍‌ମିରାଲ କରମ୍‌ବୀର ସିଂହ। ଭାରତୀୟ ଜଳସୀମାର ଆଣ୍ଡାମାନ…
ଅଧିକ ଖବର ଦେଖନ୍ତୁ...

ଏସପିଜି ସୁରକ୍ଷାକୁ ଷ୍ଟାଟସ ସିମ୍ବଲ ହେବାକୁ ଦିଆଯିବ ନାହିଁ : ଅମିତ ଶାହା

ନୂଆଦିଲ୍ଲୀ : କଂଗ୍ରେସର କକ୍ଷତ୍ୟାଗ ମଧ୍ୟରେ ରାଜ୍ୟସଭାରେ ଆଜି ସ୍ପେଶାଲ ପ୍ରୋଟେକ୍ସନ ଗ୍ରୁପ୍‌(ସଂଶୋଧନ) ବିଲ ୨୦୧୯ ଗୃହୀତ ହୋଇଛି । ଗତ ୨୭ ତାରିଖରେ ଏହି ବିଲଟି ଲୋକସଭାରେ ଗୃହୀତ ହୋଇସାରିଛି । ଏହି ଅବସରରେ ବିତର୍କରେ ଭାଗ ନେଇ ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ଗାନ୍ଧି ପରିବାରକୁ…
ଅଧିକ ଖବର ଦେଖନ୍ତୁ...

ଭାଷଣ ଦେଉଥିବାବେଳେ ହୃଦଘାତ ହେବାରୁ ଟଳିପଡିଲେ ଶିକ୍ଷକ

ଭୁବନେଶ୍ୱର: ଏମିତି ବି ଆସେ ମୃତ୍ୟୁ | ନିଜ ଦାବି ପୂରଣ ନେଇ ଭାଷଣ ଦେଉଥିବାବେଳେ ଚାଲିଗଲା ଜୀବନ | ଲୋୟର ପିଏମଜିରେ ଭାଷଣ ଦେଲା ବେଳେ ଟଳିପଡିଲେ ଶିକ୍ଷକ । ମୟୁରଭଞ୍ଜ ଜିଲ୍ଲା ଶିକ୍ଷକ ସଂଘ ସଭାପତିଙ୍କ ହୃଦଘାତରେ ମୃତ୍ୟୁ ହୋଇଛି | ମିଳିଥିବା ସୂଚନା ମୁତାବକ ବିଭିନ୍ନ ଦାବି ନେଇ ଲୋୟର…
ଅଧିକ ଖବର ଦେଖନ୍ତୁ...

ପଶୁ ଠାରୁ ବି ହୀନ! ମୃତ୍ୟୁ ପରେ ବି ମହିଳା ଡାକ୍ତରଙ୍କ ଶବ ସହ ଦୁଷ୍କର୍ମ ଜାରି ରଖିଥିଲେ ୪ ଜହ୍ଲାଦ

ହାଇଦ୍ରାବାଦ: ହାଇଦ୍ରାବଦର ମହିଳା ଭେଟରନାରି ଡାକ୍ତରଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା ଅଭିଯୋଗରେ ଅଭିଯୁକ୍ତ ଥାଇ ସଂପ୍ରତି ପୁଲିସ୍‌ ରିମାଣ୍ଡରେ ଥିବା ୪ ଦୁଷ୍କର୍ମକାରୀ ପୁଲିସ୍‌କୁ ଏହି ଜଘନ୍ୟ ଘଟଣା ସଂପର୍କରେ ଯେଉଁ ବୟାନ ଦେଇଛନ୍ତି, ତାକୁ ଶୁଣିବା ପରେ ଖୋଦ୍‌ ତଦନ୍ତକାରୀ ପୁଲିସ୍‌ର…
ଅଧିକ ଖବର ଦେଖନ୍ତୁ...

ଗୁଜୁରାଟରେ ନିର୍ମାଣ ହେଉଛି ୭୦୦ କୋଟି ଟଙ୍କା ବ୍ୟୟରେ ପୃଥିବୀର ସର୍ବବୃହତ କ୍ରିକେଟ ଷ୍ଟାଡିୟମ

ଅହମ୍ମଦାବାଦ : ଗୁଜୁରାଟର ଅହମ୍ମଦାବାଦରେ ବିଶ୍ୱର ସର୍ବବୃହତ ସର୍ଦ୍ଦାର୍ ପଟ୍ଟେଲ କ୍ରିକେଟ ଷ୍ଟାଡିୟମ ପୂରାପୁରି ଭାବେ ସଂମ୍ପୂର୍ଣ୍ଣ ହେବାକୁ ଆସିଲାଣି । ୬୩ ଏକର ଜମିରେ ଏହି ଷ୍ଟାଡିୟମକୁ ପ୍ରତିଷ୍ଠା କରାଯାଇଥିବା ସୂଚନା ମିଳୁଛି । ଏହି ଷ୍ଟାଡିୟମ ପ୍ରସ୍ତୁତ ପାଇଁ ୭୦୦ କୋଟି ଟଙ୍କା ଖର୍ଚ୍ଚ…
ଅଧିକ ଖବର ଦେଖନ୍ତୁ...

ମୋବାଇଲ ଦର ବଢିଥିଲେ ମଧ୍ୟ ଗ୍ରାହକଙ୍କୁ ତାହା ବିଶେଷ ବାଧିବ ନାହିଁ : ଟେଲିକମ ମନ୍ତ୍ରୀ

ନୂଆଦିଲ୍ଲୀ : ବିଭିନ୍ନ ଟେଲିକମ କମ୍ପାନି ଦର ବଢାଇଥିଲେ ମଧ୍ୟ ତାହା ଗ୍ରାହକଙ୍କୁ ବିଶେଷ ବାଧିବ ନାହିଁ ବୋଲି କେନ୍ଦ୍ର ଟେଲିକମ ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି । ଏହି ବୃଦ୍ଧି ସତ୍ତ୍ୱେ ଭାରତ ବିଶ୍ୱର ସବୁଠାରୁ ଶସ୍ତା ଡାଟା ଓ କଲ ଯୋଗାଉଥିବା ଦେଶ ରହିବ ବୋଲି ସେ କହିଛନ୍ତି । ଏକ…
ଅଧିକ ଖବର ଦେଖନ୍ତୁ...

ଫନି ପାଇଁ ଓଡିଶାକୁ କେନ୍ଦ୍ର ଦେଇଛି ୪୬୭୯.୦୯ କୋଟି ଟଙ୍କା, ଲୋକସଭାରେ ଉତ୍ତର ରଖିଲେ ଗୃହ ରାଷ୍ଟ୍ରମନ୍ତ୍ରୀ

ନୂଆଦିଲ୍ଲୀ: ଫନି ବାତ୍ୟା ପାଇଁ ଓଡିଶାକୁ କେନ୍ଦ୍ର ୪୬୭୯.୦୯ କୋଟି ଟଙ୍କାର ଆର୍ଥିକ ସହାୟତା ଦେଇଛି | ଲୋକସଭାରେ ଆଜି ଏହି ତଥ୍ୟ ରଖିଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ | ଓଡିଶାକୁ ଫନି ସହାୟତା କେତେ ଟଙ୍କା ମିଳିଛି ବୋଲି ବିଜେପି ସାଂସଦ ତଥା ପୂର୍ବତନ…
ଅଧିକ ଖବର ଦେଖନ୍ତୁ...

କେକ୍ ଅର୍ଡର କରି ହେଲେ ହଟହଟା, ଆକାଉଣ୍ଟରୁ ଚାଲିଗଲା ୭୧,୫୦୦ଟଙ୍କା

ବେଙ୍ଗାଲୁରୁ: ଅନଲାଇନ୍ କେକ୍ ଅର୍ଡର କରିବାକୁ ଯାଇ ବେଙ୍ଗାଲୁରୁର ଜଣେ ମହିଳା ୭୧,୫୦୦ଟଙ୍କା ହରାଇଥିବା ଜଣା ପଡ଼ିଛି। ଏକ ଘରୋଇ କମ୍ପାନିରେ କାମ କରୁଥିବା ମହିଳା ସହରର ସବୁଠାରୁ ଭଲ ଦୋକାନରୁ କେକ୍ ଅର୍ଡର କରିବା ପାଇଁ ଫୋନ କରିଥିବା ବେଳେ ଠକାମିର ଶିକାର ହୋଇଛନ୍ତି। ନିଜ ଝିଅର…
ଅଧିକ ଖବର ଦେଖନ୍ତୁ...

କୁନ୍ଦୁଲି ପୀଡ଼ିତାଙ୍କ ଘରେ ପହଞ୍ଚି ପରିବାର ଲୋକଙ୍କୁ ଭେଟିଲେ ଏସ୍‌ଆଇଟି

କୋରାପୁଟ: ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ର‌ମେ ବହୁଚର୍ଚ୍ଚିତ କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲାର ତଦନ୍ତ ତ୍ବରାନ୍ବିତ ହୋଇଛି। ଗତକାଲିଠାରୁ ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ(ଏସ୍‌ଆଇଟି)ର ତଦନ୍ତ ଆରମ୍ଭ ହୋଇଥିବା ବେଳେ ଆଜି ୩ ଜଣ ଡିଆଇଜି କୁନ୍ଦୁଲି ପୀଡ଼ିତାଙ୍କ ଘରକୁ ଯାଇ ତାଙ୍କ…
ଅଧିକ ଖବର ଦେଖନ୍ତୁ...