Daily Archives

December 7, 2019

ଏମସ୍‌ ପରିଚାଳନା କମିଟି ନିର୍ବାଚନରେ ବାଜି ମାରିଲେ ଅମର ପଟ୍ଟନାୟକ

ଭୁବନେଶ୍ୱର: ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥାନ (ଏମସ୍‌) ପରିଚାଳନା କମିଟି ନିର୍ବାଚନରେ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ବାଜି ମାରିଛନ୍ତି। ରାଜ୍ୟସଭା କୋଟାରୁ କମିଟି ସଦସ୍ୟ ପାଇଁ ବ୍ୟୁରୋକ୍ରାଟରୁ ରାଜନେତା ପାଲଟିଥିବା ଦୁଇ ସାଂସଦ ବିଜେଡିର ଅମର ପଟ୍ଟନାୟକ ଓ ବିଜେପିର ଅଶ୍ୱିନୀ…
ଅଧିକ ଖବର ଦେଖନ୍ତୁ...

ନିପାହ ଭାଇରସର ଶିକାର ରୋଗୀଙ୍କ ଚିକିତ୍ସା ସମୟରେ ଅସୁସ୍ଥ ହୋଇ ଆଖି ବୁଜିଥିଲେ କେରଳର ଏହି ନର୍ସ, ଏବେ ମିଳିଲା ବଡ଼…

ନୂଆଦିଲ୍ଲୀ: ୨୦୧୮ରେ କେରଳରେ ନିପାହ ଭାଇରସ ତାଣ୍ଡବ ରଚିଥିବା ବେଳେ ଏହାର ଶିକାର ହୋଇ ଅନେକ  ମୃତ୍ୟୁବରଣ କରିଥିଲେ। ଏହା ସହ ରୋଗୀଙ୍କ ଚିକିତ୍ସା କରୁଥିବା ଜନୈକା ନର୍ସ ଲିନି ପୁଠୁସେରୀଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା। ସଂକ୍ରମଣର ଆଶଙ୍କା ଥିବା ଜାଣି ମଧ୍ୟ ରୋଗୀଙ୍କୁ ବଞ୍ଚାଇବା ପାଇଁ ସେ…
ଅଧିକ ଖବର ଦେଖନ୍ତୁ...

ତେଲେଙ୍ଗାନା ଏନକାଉଣ୍ଟର କରିଥିବା ପୁଲିସକର୍ମୀଙ୍କ ବିରୋଧରେ ଏତଲା ରୁଜୁ ଓ ତଦନ୍ତ ଦାବି ନେଇ ସୁପ୍ରିମକୋର୍ଟଙ୍କ…

ନୂଆଦିଲ୍ଲୀ: ହାଇଦ୍ରାବାଦ ଗଣଦୁଷ୍କର୍ମରେ ସାମିଲ ଥିବା ୪ ଅଭିଯୁକ୍ତଙ୍କୁ ପୁଲିସ ଏନକାଉଣ୍ଟର କରିବା ପରେ ଏହାକୁ ନେଇ ବିବାଦ ଆରମ୍ଭ ହୋଇଛି। କେତେକ ଏହାକୁ ସମର୍ଥନ କରୁଥିବା ବେଳେ କେତେକ ଏହାକୁ ବିରୋଧ କରିବା ଆରମ୍ଭ କରିଛନ୍ତି। ଶନିବାର ଏହି ଏନକାଉଣ୍ଟରେ ସାମିଲ ଥିବା ପୁଲିସକର୍ମୀଙ୍କ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି, ସୋମ ଓ ମଙ୍ଗଳବାର: ବିଶେଷ କାମ କରିବେ। ବୁଧ ଓ ଗୁରୁବାର: ବେପାରରେ ଧନଲାଭ ହେବ। ଶୁକ୍ର ଓ ଶନିବାର: ବନ୍ଧୁବର୍ଗ ସହିତ ବଢ଼ିଆ ସମ୍ବନ୍ଧ ବଜାୟ ରହିବ। ରବି, ସୋମ ଓ ମଙ୍ଗଳବାର: ଲୋକଙ୍କ ବିଶ୍ୱାସ ଆପଣଙ୍କ ଉପରେ ବଜାୟ ରହିବ। ବୁଧ ଓ ଗୁରୁବାର: ବ୍ୟବସାୟରେ ଲାଭ ହେବ। ଶୁକ୍ର ଓ ଶନିବାର:…
ଅଧିକ ଖବର ଦେଖନ୍ତୁ...

ଏତଲା ଗ୍ରହଣ କରିବାରେ ବିଳମ୍ବ ହେବାରୁ ଥାନାରେ ନିଶା ବଟିକା ଖାଇଦେଲେ ଯୁବତୀ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ…

କୁଚିଣ୍ଡା: ଏତଲା ଗ୍ରହଣ କରିବାରେ ବିଳମ୍ବ ହେବାରୁ ଥାନାରେ ଶନିବାର ଜଣେ ଯୁବତୀ ନିଶା ବଟିକା ଖାଇ ଦେଇଛନ୍ତି। ଏକାଥରକେ ୫ଟି ନିଶା ବଟିକା ଖାଇଦେବା ପରେ ଯୁବତୀ ଜଣକ ଗୁରୁତର ହୋଇଛନ୍ତି। ତାଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଅଂଚଳରେ…
ଅଧିକ ଖବର ଦେଖନ୍ତୁ...

ଏବେ ଭାରତକୁ ପୃଥିବୀର ଦୁଷ୍କର୍ମର ରାଜଧାନୀ ବୋଲି କୁହାଯାଉଛି : ରାହୁଲ ଗାନ୍ଧି

ୱାୟନାଡ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଶନିବାର ମହିଳାଙ୍କ ପ୍ରସଙ୍ଗ ଉଠାଇବାକୁ ଯାଇ ଭାରତକୁ ପୃଥିବୀର ଦୁଷ୍କର୍ମ ରାଜଧାନୀ ବୋଲି ଅଭିହିତ କରିଛନ୍ତି । ଏବେ ଅନ୍ୟ ଦେଶର ଲୋକେ ପଚାରୁଛନ୍ତି- କାହିଁକି ଭାରତ ନିଜ ଝିଅବୋହୂଙ୍କୁ ସୁରକ୍ଷା ଦେଇ ପାରୁ ନାହିଁ? ରାହୁଲ ଗାନ୍ଧି…
ଅଧିକ ଖବର ଦେଖନ୍ତୁ...

ତିନି ଦଶନ୍ଧି ପରେ ଗୋଟିଏ ପରଦାରେ ନଜର ଆସିବେ ରଜନୀକାନ୍ତ ଓ କମଲ ହସନ!

ଚେନ୍ନାଇ: ପୂର୍ବରୁ ପ୍ରାୟ ୧୬ଟି ଚଳଚ୍ଚିତ୍ରରେ ଏକତ୍ର ନଜର ଆସିଥିବା ସାଉଥ୍‌ ସୁପର୍‌ଷ୍ଟାର୍‌ ରଜନୀକାନ୍ତ ଓ କମଲ୍‌ ହସନ ଦୀର୍ଘ ୩୫ ବର୍ଷ ପରେ ପୁଣି ଏକା ସାଙ୍ଗରେ ପରଦାରେ ନଜର ଆସିପାରନ୍ତି ବୋଲି ସୂଚନା ରହିଛି। ସହ-କଳାକାର ହେବା ସହ ଏହି ଦୁଇ ଅଭିନେତା ଦୁଇ ଭଲ ବନ୍ଧୁ ମଧ୍ୟ। ଶୁଣିବାକୁ…
ଅଧିକ ଖବର ଦେଖନ୍ତୁ...

ଭୋଡାଫୋନ୍‌-ଆଇଡିଆ ଗ୍ରାହକଙ୍କ ପାଇଁ ଖୁସି ଖବର, ଏଣିକି ଯେକୌଣସି ନେଟୱାର୍କକୁ କରିହେବ ମାଗଣା କଲ୍‌

ନୂଆଦିଲ୍ଲୀ: ଭୋଡାଫୋନ୍‌ ଏବଂ ଆଇଡିଆ ଗ୍ରାହକଙ୍କ ପାଇଁ ଖୁସି ଖବର। ଏଣିକି ଯେକୌଣସି ନେଟୱାର୍କକୁ ଗ୍ରାହକମାନେ ମାଗଣାରେ ଫୋନ କରି ପାରିବେ। ଟେଲିକମ୍‌ ସେକ୍ଟରରେ ଡାଟା ଏବଂ କଲ୍‌ ପ୍ୟାକକୁ ନେଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ପରେ ନିଜ ଟ୍ୟାରିଫ ପ୍ଲାନକୁ ପୁଣି ବଦଳାଇଛନ୍ତି…
ଅଧିକ ଖବର ଦେଖନ୍ତୁ...

ଶିକ୍ଷକ ବଦଳି ପ୍ରତିବାଦରେ ଭଦ୍ରକ ଜିଲ୍ଲା ସ୍କୁଲରେ ଛାତ୍ର ଆନ୍ଦୋଳନ

ଭଦ୍ରକ: ଭଦ୍ରକ ଜିଲ୍ଲାସ୍କୁଲରେ ଏକ କାଳୀନ ୩ ଜଣ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରାଯିବା ପ୍ରତିବାଦରେ ଶନିବାର ସ୍କୁଲ ଫାଟକ ସମ୍ମୁଖରେ ଛାତ୍ରଛାତ୍ରୀମାନେ ଆନ୍ଦୋଳନ କରିଥିଲେ। ଆମ ସାରଙ୍କୁ ଆମ ସ୍କୁଲକୁ ଫେରାଇ ଆଣ ନାରା ଦେଇ ଛାତ୍ରଛାତ୍ରୀମାନେ ଆନ୍ଦୋଳନରେ ସାମିଲ ହୋଇଥିଲେ। ସାର୍‌ ସ୍କୁଲକୁ…
ଅଧିକ ଖବର ଦେଖନ୍ତୁ...

‘ଖୋଲନାହିଁ ନୋଟିସ ଲେଖାହୋଇଥିବା ଇମେଲ, ତୁରନ୍ତ କରିଦିଅ ଡିଲିଟ’- ସେନା ଦେଲା କିଛି ଏଭଳି ଚେତାବନୀ

ନୂଆଦିଲ୍ଲୀ: ସାଇବର ଅପରାଧିଙ୍କ ଟାର୍ଗେଟରେ ଏବେ ଭାରତୀୟ ସେନା | ଶୁକ୍ରବାର ରାତିରେ ଭାରତୀୟ ସେନା ଉପରେ ସାଇବର ଅପରାଧୀମାନେ ଆକ୍ରମଣ କରିଛନ୍ତି | ଏହା ପରେ ତିନି ସେନା( ସ୍ଥଳ ସେନା, ନୌସେନା ଓ ବାୟୁସେନା) ଏହାର କର୍ମଚାରୀ ଓ ଅଧିକାରୀଙ୍କୁ ଚେତାବନୀ ଜାରି କରିଛି | ସେନା ପକ୍ଷରୁ…
ଅଧିକ ଖବର ଦେଖନ୍ତୁ...