Yearly Archives

2019

କିପରି ହେବ ନୂଆ ପ୍ରତିରକ୍ଷା ମୁଖ୍ୟଙ୍କ ୟୁନିଫର୍ମ ?

ନୂଆଦିଲ୍ଲୀ : ସେନାମୁଖ୍ୟ ପଦରୁ ଆଜି ଅବସର ଗ୍ରହଣ କରିଥିବା ଜେନେରାଲ ବିପିନ ରାଓ୍ଵତ ଦେଶର ପ୍ରଥମ ପ୍ରତିରକ୍ଷା ବାହିନୀ ମୁଖ୍ୟ ବା ଚିଫ ଅଫ ଡିଫେନ୍ସ ଷ୍ଟାଫ (ସିଡିଏସ) ନିଯୁକ୍ତ ହୋଇଛନ୍ତି । ଆସନ୍ତାକାଲି ସେ କାର୍ଯ୍ୟଭାର ଗ୍ରହଣ କରିବେ । ତେବେ କିପରି ରହିବ ଚିଫ ଅଫ୍‌ ଡିଫେନ୍ସ ଷ୍ଟାଫଙ୍କ…
ଅଧିକ ଖବର ଦେଖନ୍ତୁ...

‘ହାପି ଏଣ୍ଡିଙ୍ଗ’ କହିଲେ ହାଜର ହୋଇଯାଉଥିଲେ ଦେହଜୀବୀ

ଭୋପାଳ: 'ହାପି ଏଣ୍ଡିଙ୍ଗ' କହିଲେ ସଂଗେ ସଂଗେ ହାଜର ହୋଇଯିବେ ଦେହଜୀବୀ | କିଛି ଏଭଳି ଢଙ୍ଗରେ ଚାଲିଥିଲା ଏକ ସ୍ପା ସେଣ୍ଟର | ପୁଲିସ ଏଭଳି ଏକ ସ୍ପା ସେଣ୍ଟର ଉପରେ ଚଢ଼ାଉ କରି ପର୍ଦ୍ଦାଫାଶ କରିଛି | ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ କ୍ରାଇମବ୍ରାଞ୍ଚ ଏକ ସ୍ପା ସେଣ୍ଟର ଉପରେ ଚଢ଼ାଉ କରିଥିଲା…
ଅଧିକ ଖବର ଦେଖନ୍ତୁ...

ମୋତେ ଫସାଇ ଦିଆଯାଇଛି: ନିଲମ୍ବିତ ଆଇଏଏସ୍‌ ଅଧିକାରୀ ବିଜୟ କେତନ ଉପାଧ୍ୟାୟ

ଭୁବନେଶ୍ୱର: ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍‌ସ ଅଧିକାରୀଙ୍କ ହାତରେ ଧରାପଡ଼ିଥିବା ଉଦ୍ୟାନ ବିଭାଗ ନିର୍ଦ୍ଦେଶକ ବିଜୟ କେତନ ଉପାଧ୍ୟାୟ କହିଛନ୍ତି ମୋତେ ଫସାଯାଇଛି। ନିଲମ୍ବିତ ଆଇଏଏସ୍‌ ବିଜୟ କେତନ ଭିଜିଲାନ୍‌ସ କୋର୍ଟରେ ହାଜର ବେଳେ ଗଣମାଧ୍ୟମର ପ୍ରତିନିଧିଙ୍କୁ ମଙ୍ଗଳବାର କହିଛନ୍ତି ଯେ,…
ଅଧିକ ଖବର ଦେଖନ୍ତୁ...

୪ ବାୟୁସେନା ଅଧିକାରୀଙ୍କ ହତ୍ୟାମାମଲା : ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଜମ୍ମୁର ଟାଡା କୋର୍ଟରେ ହାଜର ହେଲା…

ନୂଆଦିଲ୍ଲୀ : ଦିଲ୍ଲୀର ତିହାର ଜେଲରେ ଥିବା କୁଖ୍ୟାତ ବିଚ୍ଛିନ୍ନତାବାଦୀ ତଥା ଜମ୍ମୁ ଓ କଶ୍ମୀର ମୁକ୍ତି ସାମୁଖ୍ୟ (ଜେକେଏଲଏଫ)ର ମୁଖ୍ୟ ୟାସିନ ମଲ୍ଲିକ ଆଜି ଜମ୍ମୁର ଟାଡା କୋର୍ଟରେ ହାଜିର ହୋଇଛି । ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ତାଙ୍କୁ ହାଜର କରାଯାଇଥିଲା । ତାହାର ଜଣେ ଘନିଷ୍ଠ ସହଯୋଗୀ…
ଅଧିକ ଖବର ଦେଖନ୍ତୁ...

ଗଞ୍ଜାମ ରାଜନୀତି ଲାଗି ଅଭୁଲା ୨୦୧୯: ପଲ୍ଲୀରୁ ଯାଇ ଦିଲ୍ଳୀରେ ପ୍ରମିଳା ବିଷୋୟୀ, ରେକର୍ଡ଼ରୁ ବଞ୍ଚିତ ହେଲେ ସୁଜ୍ଞାନ…

ବ୍ରହ୍ମପୁର: ଯାଉଛି ୨୦୧୯, ପାଦ ଥାପିବ ୨୦୨୦। ଅଭୁଲା ରହିଯିବ ଘଟଣା ବହୁଳ ୨୦୧୯। ଚଳିତ ବର୍ଷ ସବୁଠାରୁ ଚର୍ଚ୍ଚିତ ଥିଲା ସାଧାରଣ ନିର୍ବାଚନ। ଗଞ୍ଜାମ ଜିଲ୍ଲା ରାଜନୀତିରେ ଦେଖିବାକୁ ମିଳିଥିଲା ବହୁ ରୋଚକ ଘଟଣା। ଆସିକା ଚେରମାରିଆ ପ୍ରାଥମିକ ବିଦ୍ୟାଳୟର ପାଚିକା ତଥା ସ୍ୱୟଂ ସହାୟକ ଗୋଷ୍ଠୀ…
ଅଧିକ ଖବର ଦେଖନ୍ତୁ...

୧୪୨ ଦିନ ପରେ ଆଜି ମଧ୍ୟରାତ୍ରରୁ ଜମ୍ମୁ- କଶ୍ମୀରରେ ପୁନର୍ବାହଲ ହେବ ଏସ୍‌ଏମ୍‌ଏସ୍‌ ସେବା

ଶ୍ରୀନଗର: ଦୀର୍ଘ ୧୪୨ ଦିନର ବ୍ୟବଧାନ ପରେ ଆଜି (ମଙ୍ଗଳବାର) ମଧ୍ୟରାତ୍ର ଠାରୁ ଜମ୍ମୁ- କଶ୍ମୀର ଉପତ୍ୟକାରେ ଏସ୍‌ଏମ୍‌ଏସ୍‌ ସେବାର ପୁନର୍ବାହାଲ କରାଯିବ ବୋଲି ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ଉଲ୍ଲେଖଯୋଗ୍ୟ, ଧାରା ୩୭୦ର ପ୍ରତ୍ୟାହାର ପରେ ଅଶାନ୍ତ ହୋଇ ପଡ଼ିଥିବା ଜମ୍ମୁ-…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ପ୍ରେମଈଶ୍ୱରଙ୍କୁ ପ୍ରାର୍ଥନା କରି କ’ଣ ଗୁହାରୀ କରୁଛନ୍ତି ପପୁ ? ମନୋସ୍କାମନା ପୂରଣ ହେବ ତ?

ଭୁବନେଶ୍ୱର: ନୂଆବର୍ଷ ପୂର୍ବରୁ ନିଜର କମେଡି ଦ୍ୱାରା ଓଡ଼ିଶାର ଯୁବପିଢ଼ିଙ୍କ ମଧ୍ୟରେ ବେଶ ଆଦୃତ ପପୁ ପମପମ ବା ତତ୍ୱ ପ୍ରକାଶ ଶତପଥୀ ନିଜ ଅନ୍ଦାଜରେ ଏକ ଭିନ୍ନ ଗୀତ ଗାଇଛନ୍ତି | ମାଣ୍ଡୁ ଯୋଜନା ନାମରେ ଏହି ଗୀତଟିକୁ ପପୁ ଗାଇଥିବାବେଳେ ପ୍ରେମ ଈଶ୍ୱରଙ୍କୁ ପ୍ରାର୍ଥନା କରୁଥିବାର ଦେଖିବାକୁ…
ଅଧିକ ଖବର ଦେଖନ୍ତୁ...

ମିଗ୍‌-୨୭ର ଅବସର ପରେ ଭାରତୀୟ ବାୟୁସେନାରେ ଲଢୁଆ ବିମାନ ଅଭାବ

ନୂଆଦିଲ୍ଲୀ : ଭାରତୀୟ ବାୟୁସେନା ପକ୍ଷରୁ ନିଜର ମିଗ୍‌-୨୭ ଲଢୁଆ ବିମାନଗୁଡ଼ିକୁ ଅବସର ଦିଆଯିବା ପରେ ପୁଣି ଥରେ ଲଢୁଆ ବିମାନ ଅଭାବ ଦେଖାଦେଇଛି । ଏଣୁ ଜାତୀୟ ସୁରକ୍ଷା ଦୃଷ୍ଟିକୋଣରୁ ଏହା ସରକାରଙ୍କୁ ଚିନ୍ତାରେ ପକାଇଦେଇଛି । ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି ଏହି ଅଭାବ ଭରଣା କରିବାକୁ…
ଅଧିକ ଖବର ଦେଖନ୍ତୁ...

ନିର୍ଭୀକ ଓ ସ୍ପଷ୍ଟ ଜବାବ ଦେଇ ଅନେକ କଥା ଉପରୁ ପରଦା ଉଠାଇଲେ ପ୍ରଦ୍ୟୁମ୍ନ ଲେଙ୍କା

ଭୁବନେଶ୍ୱର: ପ୍ରଦ୍ୟୁମ୍ନ ଲେଙ୍କା ଓଡ଼ିଆ ସିନେ ଜଗତର ଜଣେ ପରିଚିତ ଚେହେରା। ଅଶୀ ଦଶକରୁ ନିଜର ଅଭିନୟ ଯାତ୍ରା ଆରମ୍ଭ କରି ପ୍ରାୟ ୪୦ ବର୍ଷ ହେବ ମନୋରଞ୍ଜନ ଦୁନିଆରେ ସକ୍ରିୟ ରହିଆସିଛନ୍ତି। କେବଳ ସିନେମା ନୁହେଁ, ଧାରାବାହିକରେ ମଧ୍ୟ ତାଙ୍କର ଚମତ୍କାର ଅଭିନୟରେ ସେ ଦର୍ଶକଙ୍କୁ ଆକୃଷ୍ଟ…
ଅଧିକ ଖବର ଦେଖନ୍ତୁ...

ମଝି ବାଟରେ ଅଚଳ ହୋଇଗଲା ହସ୍ପିଟାଲ ଲିଫ୍ଟ; ୨ ଘଣ୍ଟା କାଳ ଭିତରେ ବନ୍ଦୀ ହୋଇ ରହିଗଲେ ୧୩ ଜଣ

ପୁଣେ: ପୁଣେର ଏକ ଡାକ୍ତରଖାନାର ଲିଫ୍ଟ ମଧ୍ୟରେ ୧୩ ଜଣ ବ୍ୟକ୍ତି ଦୀର୍ଘ ୨ ଘଣ୍ଟା କାଳ ବନ୍ଦୀ ହୋଇ ରହିଯିବା ଓ ପରେ ଅଗ୍ନିଶମ ସେବା ବିଭାଗର କର୍ମଚାରୀମାନେ ସେମାନଙ୍କୁ ଅଚଳ ଲିଫ୍ଟ ମଧ୍ୟରୁ ଉଦ୍ଧାର କରିବା ଘଟଣା ଆଜି ସମଗ୍ର ପୁଣେରେ ଆଲୋଚନାର ବିଷୟ ପାଲଟିଛି। ହସ୍ତଗତ ହୋଇଥିବା ରିପୋର୍ଟରୁ…
ଅଧିକ ଖବର ଦେଖନ୍ତୁ...