Daily Archives

January 11, 2020

ନୂଆଦିଲ୍ଲୀ: ଜୋତା କାରଖାନାରେ ଭୀଷଣ ଅଗ୍ନିକାଣ୍ଡ, ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ୯୦ଜଣ ଅଗ୍ନିଶମ କର୍ମଚାରୀ

ନୂଆଦିଲ୍ଲୀ: ଶନିବାର ସନ୍ଧ୍ୟାରେ ଦିଲ୍ଲୀର ଏକ ଜୋତା କାରଖାନାରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି। ମାୟାପୁରୀ ଅଞ୍ଚଳରେ ଜୋତା ତିଆରି ହେଉଥିବା କାରଖାନାରେ ଅଗ୍ନିକାଣ୍ଡ ଘଟିବା ସମ୍ପର୍କରେ ଖବର ପାଇ ଘଟଣାସ୍ଥଳରେ ୨୩ଟି ଦମକଳଗାଡ଼ି ପହଞ୍ଚିବା ସହିତ ୯୦ଜଣ ଅଗ୍ନିଶମ କର୍ମଚାରୀ ଏହି ନିଆଁକୁ ଆୟତ୍ତ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ଜାତିଭିତ୍ତିକ ଗଣନା ପାଇଁ ପ୍ରସ୍ତାବ

ଭୁବନେଶ୍ୱର: ୨୦୨୧ରେ ଭାରତର ଜନଗଣନା ହେବ। ଏହି ସମୟରେ ରାଜ୍ୟ ସରକାର ଏସ୍‌ସିବିସି (ସାମାଜିକ ଓ ଆର୍ଥିକ ଭାବେ ପଛୁଆ ବର୍ଗ)ଙ୍କ ଗଣନା କରିବାକୁ ପ୍ରସ୍ତାବ ରଖିଛନ୍ତି। ଲୋକସେବା ଭବନରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍‌ ବୈଠକରେ ଏହି…
ଅଧିକ ଖବର ଦେଖନ୍ତୁ...

ଜିମ୍‌ରୁ ବାହାରିବା ସମୟରେ ସାରାଙ୍କ ହାତକୁ ଚୁମିଲେ ପ୍ରଶଂସକ, ତା’ପରେ…

ମୁମ୍ବାଇ: ବଲିଉଡ୍‌ର କେତେ ଜଣ ବଛା ବଛା ଷ୍ଟାର୍‌ କିଡ୍‌ମାନଙ୍କ ମଧ୍ୟରୁ ସୈଫ୍‌ ଅଲ୍ଲୀ ଖାନଙ୍କ ତନୟା ସାରା ଅଲ୍ଲୀ ଖାନ ଅନ୍ୟତମ। ଦିନକୁ ଦିନ ସୋସିଆଲ୍‌ ମିଡିଆରେ ସାରାଙ୍କ ଲୋକପ୍ରିୟତା ବଢିବାରେ ଲାଗିଛି। ବାପା ସୈଫ୍‌ ଓ ମାଆ ଅମ୍ରିତାଙ୍କ ପରି ସାରା ‘କେଦାରନାଥ’ ଚଳଚ୍ଚିତ୍ରରୁ ନିଜର…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନ ସୀମାରେ ୬ଟି ଆପାଚେ ହେଲିକପ୍ଟର ମୁତୟନ କରିବ ଭାରତ

ନୂଆଦିଲ୍ଲୀ : ଗତ ବର୍ଷ ଆମେରିକାରୁ ଭାରତୀୟ ସେନା କିଣିଥିବା ଶକ୍ତିଶାଳି ଆପାଚେ ଲଢୁଆ ହେଲିକପ୍ଟର ଗୁଡ଼ିକୁ ପାକିସ୍ତାନସୀମାରେ ମୁତୟନ କରାଯିବ । ଏ ସଂପର୍କରେ ସେନାମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନାରଓ୍ଵାଣେ ସୂଚନା ଦେଇଛନ୍ତି । ସାମ୍ବାଦିକମାନଙ୍କୁ ସେ କହିଛନ୍ତି ଯେ ଦେଶର ପଶ୍ଚିମ ସୀମାରେ…
ଅଧିକ ଖବର ଦେଖନ୍ତୁ...

ପୋଷା ବିଲେଇକୁ ବଞ୍ଚାଇବା ପାଇଁ ନାତିକୁ ପାଞ୍ଚ ମହଲାରୁ ଖସାଇ ଦେଲେ ଜେଜେମା’

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପ୍ରତିଦିନ ବିଭିନ୍ନ ପ୍ରକାର ଫଟୋ ଓ ଭିଡିଓ ଦେଖିବାକୁ ମିଳିଥାଏ। ଏଥିମଧ୍ୟରୁ କେତୋଟି ଫଟୋ ଓ ଭିଡିଓ ସାମ୍ନାକୁ ଆସିଥାଏ, ଯାହାକୁ ଦେଖିଲେ ଆଶ୍ଚର୍ଯ୍ୟ ଲାଗିଥାଏ। ଏମିତି ଏକ ଭିଡିଓ ନିକଟରେ ଦେଖିବାକୁ ମିଳିଛି। ସିଚୁଆନ୍‌ ପ୍ରାନ୍ତ ପେଙ୍ଗେଟନ୍‌…
ଅଧିକ ଖବର ଦେଖନ୍ତୁ...

କୋଲକାତାରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ପ୍ରବଳ ବିରୋଧ ମଧ୍ୟରେ ମୋଦୀ-ମମତା ସୌଜନ୍ୟମୂଳକ ସାକ୍ଷାତ ଶେଷ

କୋଲକାତା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦନିଆ ଗସ୍ତରେ ଯାଇ କୋଲକାତାରେ ପହଞ୍ଚି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିଛନ୍ତି। କୋଲକାତା ପୋର୍ଟ ଟ୍ରଷ୍ଟ୍‌ର ୧୫୦ତମ ଜୟନ୍ତୀ ପାଳନ ଉତ୍ସବରେ ଯୋଗ ଦେବାକୁ ମୋଦୀ କୋଲକାତା ଯାଇଛନ୍ତି। ଏଥିସହ ସେ ଆନ୍ତାକାଲି…
ଅଧିକ ଖବର ଦେଖନ୍ତୁ...

ମା’ଙ୍କ ଶବ ସତ୍କାର ପାଇଁ ପୁଞ୍ଜିଲାଲଙ୍କୁ ଜେଲରୁ ଗୋଟିଏ ଦିନ ଯିବାକୁ ମିଳିଲା ଅନୁମତି

ପାଟଣାଗଡ଼: ମା’ଙ୍କ ଶବ ସତ୍କାର ପାଇଁ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କୁ ଜେଲରୁ ଦିନକ ପାଇଁ ଘରକୁ ଯିବେ। ପାଟଣାଗଡ଼ ଏଡିଜେ ଶିଖାରାଣୀ ରଥ ଆଜି ସନ୍ଧ୍ୟାରେ ଏହି ଅନୁମତି ଦେଇଛନ୍ତି। ସନାତନ ହିନ୍ଦୁ ଆଇନ ଆଧାରରେ ପୁଞ୍ଜିଲାଲଙ୍କୁ ପାଟଣାଗଡ଼ ଏଡିଜେ…
ଅଧିକ ଖବର ଦେଖନ୍ତୁ...

ଇରାନର ସର୍ବୋଚ୍ଚ ନେତା ଆୟୋତୋଲ୍ଲା ଖୋମିନିଙ୍କ ଟ୍ଵିଟର ଆକାଉଣ୍ଟ ଅଚଳ

ଦୁବାଇ : ଇରାନ ଓ ଆମେରିକା ମଧ୍ୟ ଉତ୍ତେଜନା ମଧ୍ୟରେ ଟ୍ଵିଟର ଆଜି ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲ୍ଲି ଖାମିନିଙ୍କ ଟ୍ଵିଟର ହାଣ୍ଡଲକୁ ସାମୟିକ ଭାବେ ଅଚଳ ବା ବ୍ଲକ୍‌ କରିଦେଇଛି । ତେବେ ଏଥିପାଇଁ ଟ୍ଵିଟର ପକ୍ଷରୁ କୌଣସି କାରଣ ଦର୍ଶାଯାଇନାହିଁ । ୟୁକ୍ରେନର ଯାତ୍ରୀବାହୀ ବିମାନକୁ…
ଅଧିକ ଖବର ଦେଖନ୍ତୁ...

ମଝି ନଈରେ ସେଲ୍‌ଫି ନେବା କାଳ ହେଲା; ବଞ୍ଚିଲେ ଦୁଇ ବନ୍ଧୁ, ଜଣଙ୍କର ସଲିଳ ସମାଧି

ବଡ଼ମ୍ବା : ମହାନଦୀରେ ଡଙ୍ଗାରେ ବୁଲି ସେଲ୍‌ଫି ନେବା କାଳ ହେଲା। ଡଙ୍ଗା ବୁଡି ଯିବା ଫଳରେ ଜଣଙ୍କର ସଲିଳ ସମାଧି ହୋଇଯାଇଥିବା ବେଳେ ୨ ଜଣଙ୍କୁ ଉଦ୍ଧାର କରାଯାଇଛି। ଗତକାଲି ବଡ଼ମ୍ବାର ଭଟ୍ଟାରିକା ପୀଠ ନିକଟ ମହାନଦୀରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ଗତକାଲି ଅପରାହ୍ନ ପ୍ରାୟ ୫ଟା ସମୟରେ…
ଅଧିକ ଖବର ଦେଖନ୍ତୁ...

ପ୍ରଥମ ମହିଳା ଭାବେ ପାରଳା ରାଜମୁକୁଟ ପିନ୍ଧିଲେ କଲ୍ୟାଣୀ ଦେବୀ

ପାରଳାଖେମୁଣ୍ଡି: ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ପାରଳାଖେମୁଣ୍ଡିର ରାଜା ଗୋପିନାଥ ଗଜପତି ନାରାୟଣ ଦେବଙ୍କ ଦେହାନ୍ତ ହେବାର ଦିନକ ପରେ ତାଙ୍କ ଝିଅ କଲ୍ୟାଣୀ ଦେବୀଙ୍କର ଶନିବାର ରାଜ୍ୟାଭିଷେକ କରାଯାଇଛି । ପରଳା ରାଜମୁକୁଟ ପିନ୍ଧିବାରେ କଲ୍ୟାଣୀ ଦେବୀ…
ଅଧିକ ଖବର ଦେଖନ୍ତୁ...