Monthly Archives

January 2020

ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀଙ୍କ ଫାଶୀ ସ୍ଥଗିତ; ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଫାଶୀ ହେବ ନାହିଁ

ନୂଆଦିଲ୍ଲୀ : ପୁଣି ଘୁଞ୍ଚିଲା ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀଙ୍କ ଫାଶୀ ତାରିଖ। ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟ  ୪ ଦୋଷୀଙ୍କ ନାମରେ ଜାରି ଡେଥ୍ ୱାରେଣ୍ଟ  ଉପରେ ସ୍ଥଗିତାଦେଶ ଜାରି କରି ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ୪ ଦୋଷୀଙ୍କୁ ଫାଶୀ ଦିଆଯାଇପାରିବ ନାହିଁ ବୋଲି ରାୟ…
ଅଧିକ ଖବର ଦେଖନ୍ତୁ...

ପୁଅର ପ୍ରେମିକା ବେକରେ ମଙ୍ଗଳସୂତ୍ର ପିନ୍ଧାଇ ଦୁଷ୍କର୍ମ କରିଥିବା ବାପ ନାମରେ ଅଭିଯୋଗ ଆଣିଲା ପୁଅ

ଚେନ୍ନାଇ: ତାମିଲ୍‌ନାଡୁରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଜଣେ ୪୨ ବର୍ଷୀୟ ବ୍ୟବସାୟୀ ନିଜ ପୁଅର ପ୍ରେମିକା ବେକରେ ମଙ୍ଗଳସୂତ୍ର ପିନ୍ଧାଇବା ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଦୁଷ୍କର୍ମ ଅଭିଯୁକ୍ତର ପୁଅ ଜଣେ ଯୁବତୀଙ୍କୁ ଭଲ ପାଉଥିଲେ। ୨୦…
ଅଧିକ ଖବର ଦେଖନ୍ତୁ...

ସାନ ଭାଇକୁ ହସାଇବା ମହଙ୍ଗା ପଡ଼ିଲା, ମୁହଁରେ ଫସିଗଲା ମାଉଥ୍‌ ଅରଗାନ୍‌

ନୂଆଦିଲ୍ଲୀ: ଆଜିକାଲି ଯୁବପିଢି ଟିକ-ଟକ୍‌ ମାୟାରେ ବାୟା। ଏହି ଟିକ୍‌-ଟକ୍‌ ଭିଡିଓ ପ୍ରସ୍ତୁତ କରୁଥିବା ବେଳେ ଅନେକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଟିକ୍‌-ଟକ୍‌ ଭିଡିଓ ପ୍ରସ୍ତୁତ କରି ମଜା କରୁକରୁ ଅନେକ ଲୋକଙ୍କ ଜୀବନ ଅକାଳରେ ଚାଲି ଯାଉଥିବାର ଖବର ପୂର୍ବରୁ ପ୍ରକାଶ ବି ପାଇଛି। ଏହି…
ଅଧିକ ଖବର ଦେଖନ୍ତୁ...

ପୁଣି ସୁପର ଓଭରରେ ନ୍ୟୁଜିଲାଣ୍ଡକୁ ହରାଇଲା ବିରାଟ ବାହିନୀ, ଶୃଙ୍ଖଳାରେ ଭାରତ ୪-୦ରେ ଆଗୁଆ

ୱେଲିଂଟନ୍: ଭାରତ-ନ୍ୟୁଜିଲାଣ୍ଡ ଟ୍ବେଣ୍ଟି-୨୦ ଶୃଙ୍ଖଳାର ଚତୁର୍ଥ ମ୍ୟାଚ ପୂର୍ବ ମ୍ୟାଚ ଭଳି ରୋମାଞ୍ଚକ ହୋଇଛି। ହାମିଲଟନରେ ବୁଧବାର ଖେଳାଯାଇଥିବା ଉତ୍କଣ୍ଠାପୂର୍ଣ୍ଣ ମ୍ୟାଚ ଭଳି ଆଜି ମଧ୍ୟ ସୁପର ଓଭରରେ ହାରଜିତ ଫଇସଲା ହୋଇଛି। ଭାରତ ପୁଣି ଥରେ ନ୍ୟୁଜିଲାଣ୍ଡକୁ ହରାଇଛି। ଫଳରେ ବିରାଟ…
ଅଧିକ ଖବର ଦେଖନ୍ତୁ...

ନିର୍ଭୟା ମାମଲା: ଫାଶୀର ଦିନକ ପୂର୍ବରୁ ଦୋଷୀ ପଓ୍ଵନ ଗୁପ୍ତାର ‘ବାଳଅପରାଧୀ’ ପୁନର୍ବିଚାର ମାମଲାକୁ ଖାରଜ କଲେ…

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଅନ୍ୟତମ ଅଭିଯୁକ୍ତ ପଓ୍ଵନ ଗୁପ୍ତା ଦ୍ୱାରା ନିଜକୁ ‘ବାଳ ଅପରାଧୀ’ ଦର୍ଶାଇ କୋହଳ ଦାବି ମାମଲାର ପୁନର୍ବିଚାର ପାଇଁ ଆଗତ  ମାମଲାକୁ ଫାଶୀର ଦିନକ ପୂର୍ବରୁ ଆଜି ଖାରଜ କରି ଦେଇଛନ୍ତି ସୁପ୍ରିମ୍‌ କୋର୍ଟ। ଉଲ୍ଲେଖଯୋଗ୍ୟ,…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ୱର ପାଲଟିଛି ଧଳଜହରର କେନ୍ଦ୍ରସ୍ଥଳ: ପୁଣି ୩୧ ଗ୍ରାମ ବ୍ରାଉନସୁଗାର ଜବତ, ୩ ଗିରଫ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ବ୍ରାଉନସୁଗାର ବ୍ୟବସାୟର କେନ୍ଦ୍ରସ୍ଥଳ ପାଲଟିଛି। ଆଜି ପୁଲିସ ୩୧ ଗ୍ରାମ ବ୍ରାଉନସୁଗାର ଜବତ କରିଛି। ପୁଲିସ ଏହି ଧଳଜହର ବ୍ୟବସାୟ ସହ ସଂପୃକ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଗିରଫ ଅଭିଯୁକ୍ତମାନେ ହେଲେ ଶ୍ରୀକୁମାର ମହାନ୍ତି, ତପନ କୁମାର…
ଅଧିକ ଖବର ଦେଖନ୍ତୁ...

କରୋନା ଭାଇରସ୍‌ର ଏନ୍ତୁଡ଼ିଶାଳ ଉହାନ୍‌ରେ ଫଶିଥିବା ୪୦୦ ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ ଚୀନ୍‌ରେ ପହଞ୍ଚିଲା ଏୟାର…

ନୂଆଦିଲ୍ଲୀ: ସଂପ୍ରତି ଚୀନ୍‌ରେ ଆତଙ୍କ ସୃଷ୍ଟି କରିଥିବା କରୋନା ଭାଇରସର ଏନ୍ତୁଡ଼ିଶାଳ ଉହାନ୍‌ରେ ଫଶି ରହିଥିବା ୪୦୦ ଭାରତୀୟଙ୍କୁ ଧରି ଏୟାର ଇଣ୍ଡିଆର ଏକ ସ୍ୱତନ୍ତ୍ର ବିମାନ ଆଜି ଅପରାହ୍ଣରେ ଯାଇ ଚୀନର ଉହାନ୍‌ରେ ପହଞ୍ଚିଛି। ଆଜି ବିଳମ୍ବିତ ସନ୍ଧ୍ୟାରେ ଏହି ବିମାନରେ ଉହାନ୍‌ରେ ଫଶିଥିବା…
ଅଧିକ ଖବର ଦେଖନ୍ତୁ...

ରାଜ୍ୟ ଯୋଜନା ବୋର୍ଡର ରୂପରେଖ ବଦଳିଯିବ

ଭୁବନେଶ୍ୱର: ରାଜ୍ୟ ଯୋଜନା ବୋର୍ଡର ରୂପରେଖ ବଦଳିଯିବ। ଯୋଜନା ବୋର୍ଡର ରୂପରେଖ ପରିବର୍ତ୍ତନ ହୋଇ ଏହା  ‘ନୀତି ଆୟୋଗ’ ଢ଼ାଞ୍ଚାରେ ଗଠନ ହେବ । ତେବେ ଏହି ପୁନର୍ଗଠନ କାମ ଏକ ପ୍ରକ‌ାର ପୂର୍ଣ୍ଣାଙ୍ଗ ପର୍ଯ୍ୟାୟରେ ପହଞ୍ଚି ଯାଇଛି। ଖୁବ୍‌ଶୀଘ୍ର ଏ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି…
ଅଧିକ ଖବର ଦେଖନ୍ତୁ...

ପ୍ରଥମ ଥର ମା’ ତାରାତାରିଣୀଙ୍କ ଦର୍ଶନ କରି ସ୍କୁଲ୍ ପିଲାଙ୍କ ସହ ମଧ୍ୟାହ୍ନ ଭୋଜନ ଖାଇଲେ ‘୫-ଟି’ ସଚିବ

ବ୍ରହ୍ମପୁର: ‘୫-ଟି’ ସଚିବ ଭି କେ ପାଣ୍ଡିଆନ୍‌ ଶୁକ୍ରବାର ସକାଳେ ପ୍ରଥମ ଥର ଲାଗି ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ତାରାତାରିଣୀ ପୀଠକୁ ଆକସ୍ମିକ ପରିଦର୍ଶନରେ ପହଞ୍ଚିଥିଲେ। ଏତଦ୍‌ବ୍ୟତୀତ ଗଞ୍ଜାମଗସ୍ତ ସମୟରେ ପାଣ୍ଡିଆନ୍‌ଙ୍କ ଏକ ସୁନ୍ଦର ଦୃଶ୍ୟ ସାମ୍ନାକୁ ଆସିଥିଲା। ସେ ପରିଦର୍ଶନରେ…
ଅଧିକ ଖବର ଦେଖନ୍ତୁ...

ଆରବୀୟ ଉପକୂଳରେ ତୈଳବାହୀ ଜାହାଜରେ ଲାଗିଲା ନିଆଁ, ୨ ଭାରତୀୟ ନାବିକ ମୃତ

ଦୁବାଇ: ବୁଧବାର ଆରବୀୟ ଉପକୂଳରେ ଏକ ତୈଳବାହୀ ଜାହାଜରେ ନିଆଁ ଲାଗିବା କାରଣରୁ ୨ ଜଣ ଭାରତୀୟ ନାବିକଙ୍କ ମୃତ୍ୟୁ ଘଟିଥିବା ସୂଚନା ରହିଛି। ତେବେ ଏହି ଅଗ୍ନିକାଣ୍ଡ କାରଣରୁ ତୈଳବାହୀ ଜାହାଜରରେ ଥିବା ଆହୁରି ଅନେକ କର୍ମଚାରୀ ନିଖୋଜ ଅଛନ୍ତି ବୋଲି ଗଣମାଧ୍ୟମ ରିପୋର୍ଟରୁ ଜାଣିବାକୁ…
ଅଧିକ ଖବର ଦେଖନ୍ତୁ...