Daily Archives

March 15, 2020

କରୋନା ସତର୍କତା ପାଇଁ ସିନେମା ଓ ଟେଲିଭିଜନ୍‌ ସୁଟିଂ ବନ୍ଦ

ମୁମ୍ବାଇ: କରୋନାଭାଇରସର ପ୍ରଭାବ ଏବେ ପ୍ରତ୍ୟେକ କ୍ଷେତ୍ରରେ ଦେଖିବାକୁ ମିଳୁଛି। ଏପରି କ୍ଷେତ୍ରରେ କରୋନାଭାଇରସ୍‌ର ମୁକାବିଲା କରିବା ପାଇଁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବିଭିନ୍ନ ରାଜ୍ୟର ସିନେମା ହଲ ବନ୍ଦ ରଖିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ କରୋନା ଭାଇରସ ସଂକ୍ରମଣକୁ…
ଅଧିକ ଖବର ଦେଖନ୍ତୁ...

ସାର୍କ କରୋନା ଜରୁରୀକାଳୀନ ପାଣ୍ଠିକୁ ଭାରତ ଦେବ ୧ କୋଟି ଡ଼ଲାର

ନୂଆଦିଲ୍ଲୀ: ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାର୍କ(ସାଉଥ୍‌ ଏସିଆନ୍‌ ଆସୋସିଏସନ୍‌ ଫର୍‌ ରିଜିଓନାଲ୍‌ କୋଓପରେସନ୍‌) ସଦସ୍ୟ ରାଷ୍ଟ୍ରଗୁଡ଼ିକର  ରାଷ୍ଟ୍ରମୁଖ୍ୟମାନଙ୍କ ସହ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ  ଆଲୋଚନା କରିଛନ୍ତି |…
ଅଧିକ ଖବର ଦେଖନ୍ତୁ...

ରାଉରକେଲାକୁ ସଂଯୋଗ କରୁଥିବା ବାଉଁଶ ପୋଲ ପୁଣି ଭାସିଗଲା

ରାଉରକେଲା: ପ୍ରବଳ ବର୍ଷା ଯୋଗୁଁ ଶନିବାର ରାତିରେ ସ୍ମାର୍ଟ ସିଟି ରାଉରକେଲାକୁ ସଂଯୋଗ କରୁଥିବା ବାଉଁଶ ପୋଲ ପୁଣି ଥରେ ଭାସି ଯାଇଛି। ଜୀବନକୁ ବାଜି ଲଗାଇ ଲୋକମାନେ ଏହି ବାଉଁଶ ପୋଲ ଉପରେ ଯିବା ଆସିବା କରିଥାନ୍ତି। ରାତିରେ ପ୍ରବଳ ବର୍ଷା ଯୋଗୁଁ ବାଉଁଶ ପୋଲ ପୁଣି ଭାସି ଯାଇଛି।…
ଅଧିକ ଖବର ଦେଖନ୍ତୁ...

କରୋନା ସନ୍ଦେହରେ ଏସ୍‌ସିବିରେ ଭର୍ତ୍ତି ହୋଇଥିବା ସନ୍ଦିଗ୍ଧଙ୍କ ରିପୋର୍ଟ ନେଗେଟିଭ

କଟକ: ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ୍‌ ଓ ହସ୍‌ପିଟାଲ (ଏସ୍‌ସିବି)ର କରୋନା ଓ୍ଵାର୍ଡରେ ଭର୍ତ୍ତି ହୋଇଥିବା ସନ୍ଦିଗ୍ଧ ଯୁବକଙ୍କ ରକ୍ତ ନମୁନା ରିପୋର୍ଟ ନେଗେଟିଭ୍‌ ଆସିଛି। କଟକ ସହରର ଏହି ଯୁବ ଇଞ୍ଜିନିୟର ଅଧିକ ଗବେଷଣା ପାଇଁ ଇଟାଲି ଯାଇଥିଲେ। ସେ ଗତ ୨ ତାରିଖରେ ଘରକୁ ଫେରିଥିଲେ।…
ଅଧିକ ଖବର ଦେଖନ୍ତୁ...

ରାଜଧାନୀର ହୋଟେଲ୍‌ ପାଇଁ ବିଏମସିର ‘କରୋନା’ ଗାଇଡ଼ଲାଇନ୍‌ ଜାରି

ଭୁବନେଶ୍ୱର: କରୋନା ଭାଇରସ ପାଇଁ ସମଗ୍ର ବିଶ୍ୱ ଚିନ୍ତିତ ଥିବା ବେଳେ ବିଏମ୍‌ସି ପକ୍ଷରୁ ସତର୍କତା ଅବଲମ୍ବନ କରାଯାଇଛି। ଘରୋଇ ହୋଟେଲ୍‌ ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ‘କରୋନା’ ସଂପର୍କିତ ଗାଇଡଲାଇନ୍‌ ଜାରି ହୋଇଛି। ବିଏମ୍‌ସି ପକ୍ଷରୁ ହୋଟେଲରେ ଅଧିକ ଭିଡ଼ର ଆୟୋଜନ ନ…
ଅଧିକ ଖବର ଦେଖନ୍ତୁ...

କରୋନାକୁ ନେଇ ଡରନ୍ତୁ ନାହିଁ କି ଡରାନ୍ତୁ ନାହିଁ; ଜାଣନ୍ତୁ, କ’ଣ କରିବେ ବା ନକରିବେ

ଭୁବନେଶ୍ୱର: କରୋନାର ମୁକାବିଲା ପାଇଁ ବ୍ୟାପକ ସଚେତନତାର ଆବଶ୍ୟକତା ଅଛି। କରୋନାକୁ ଡରିଲେ ଚଳିବ ନାହିଁ, ଏହାକୁ ନେଇ ଅନ୍ୟମାନଙ୍କ ଆଗରେ ଏଭଳି କିଛି କଥା କୁହନ୍ତୁ ନାହିଁ, ଯେଉଁଥିରେ କି ଲୋକେ ଡରିଯିବେ। କରୋନା ପାଇଁ କ’ଣ କରିବେ ବା ନ କରିବେ ଏଥି ପାଇଁ ଅନେକ ବିଷୟ ଜାଣିବାର ଆବଶ୍ୟକତା ଅଛି…
ଅଧିକ ଖବର ଦେଖନ୍ତୁ...

ଜରୁରୀ ସୂଚନା: କରୋନା ସତର୍କତା ପାଇଁ ଟ୍ରେନ୍‌ରେ ଯାତ୍ରୀଙ୍କୁ ମିଳିବ ନାହିଁ କମ୍ବଳ

ନୂଆଦିଲ୍ଲୀ: କରୋନାଭାଇରସ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ପଶ୍ଚିମ ରେଳବାଇ ବଡ଼ ସତର୍କତା ଅବଲମ୍ବନ କରିଛି। ଏଣିକି ଟ୍ରେନ୍‌ରେ ଯାତ୍ରୀଙ୍କୁ କୋଚ ଆଟେଣ୍ଡେଣ୍ଟ ଆଉ କମ୍ବଳ ଯୋଗାଇ ଦେବେ ନାହିଁ। କରୋନାଭାଇରସ୍‌ର ଦ୍ରୁତଗତିରେ ସଂକ୍ରମଣ ପରିସ୍ଥିକୁ ଦୃଷ୍ଟିରେ ରଖି ପଶ୍ଚିମ ରେଳବାଇର ପିଆରଓ…
ଅଧିକ ଖବର ଦେଖନ୍ତୁ...

ଭୀମ ସେନା ମୁଖ୍ୟ ଚନ୍ଦ୍ରଶେଖର ଆଜାଦ ଗଠନ କଲେ ନୂଆ ଦଳ

ନୋଏଡା: ୨୦୨୨ ମସିହାରେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଭୀମ ସେନା ମୁଖ୍ୟ ଚନ୍ଦ୍ରଶେଖର ଆଜାଦ ଆଜି ନୋଏଡାଠାରେ ଏକ ନୂତନ ଦଳ ଘୋଷଣା କରିଛନ୍ତି। ତାଙ୍କ ନୂଆ ଦଳର ନାମ ହେବ 'ଆଜାଦ ସମାଜ ପାର୍ଟି' ହେବ ବୋଲି ଆଜାଦ ଘୋଷଣା କରିଛନ୍ତି । ତେବେ ନୂଆ ଦଳ ଘୋଷଣା ପୂର୍ବରୁ କରୋନା ଭାଇରସ…
ଅଧିକ ଖବର ଦେଖନ୍ତୁ...

ବ୍ରହ୍ମପୁର ବଡ଼ ମେଡିକାଲରେ ଅଘଟଣ: ନିଜ ହାତ ପାପୁଲିରୁ ୩ଟି ଆଙ୍ଗୁଠି କାଟି ଛିଣ୍ଡାଇ ଦେଲେ ରୋଗୀ

ବ୍ରହ୍ମପୁର: ସ୍ଥାନୀୟ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ଓ ହସ୍‌ପିଟାଲରେ ଆଜି ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ଦୁର୍ଘଟଣାର ଶିକାର ହୋଇ ଏଠାରେ ଚିକିତ୍ସିତ ହେଉଥିବା ଜଣେ ରୋଗୀ ନିଜ ବାମ ହାତର ପାପୁଲିରୁ ୩ଟି ଆଙ୍ଗୁଠି ବ୍ଲେଡରେ କାଟି ଛିଣ୍ଡାଇ ଦେଇଥିବା ଜଣାପଡ଼ିଛି। ଯୁବକ…
ଅଧିକ ଖବର ଦେଖନ୍ତୁ...

ଶିରିଡି ସାଇଙ୍କ ଦର୍ଶନ ପାଇଁ ଶିରିଡ଼ି ନ ଆସିବାକୁ ଭକ୍ତମାନଙ୍କୁ ଅନୁରୋଧ କଲା ସାଇବାବା ସଂସ୍ଥାନ ଟ୍ରଷ୍ଟ

ମୁମ୍ବାଇ: ମାରାତ୍ମକ କରୋନାଭାଇରସ୍‌ ଭୟ ଏବେ ପୂରା ଦେଶରେ ଦେଖିବାକୁ ମିଳୁଛି। ଦେଶରେ ଏବେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ୧୦୮ରେ ପହଞ୍ଚିଥିବା ବେଳେ ଏହି ମହାମାରୀରେ ଦୁଇଜଣଙ୍କ ମୃତ୍ୟୁ ହୋଇସାରିଲାଣି। କରୋନାଭାଇରସ୍‌ର ସବୁଠାରୁ ଅଧିକ ପ୍ରଭାବ ମହାରାଷ୍ଟ୍ରରେ ଦେଖିବାକୁ ମିଳିଛି।…
ଅଧିକ ଖବର ଦେଖନ୍ତୁ...