Daily Archives

March 20, 2020

୭ବର୍ଷ ପରେ ଝିଅକୁ ମିଳିଲା ନ୍ୟାୟ, କିନ୍ତୁ ନିର୍ଭୟାର ଏହି ଇଚ୍ଛାକୁ ପୂରଣ କରି ପାରି ନ ଥିବାରୁ ଆଜି ବି ହୃଦୟ ଫାଟିଗଲା…

ନୂଆଦିଲ୍ଲୀ: ଶୁକ୍ରବାର ପ୍ରତ୍ୟୁଷରେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀଙ୍କୁ ଫାଶୀ ଦିଆଯାଇଛି। ୭ ବର୍ଷ ପରେ ଫାଶୀ ଖୁଣ୍ଟରେ ନରରୂପୀ ରାକ୍ଷସ ଝୁଲିବା ପରେ ନିର୍ଭୟାଙ୍କ ମା’ ଆଶା ଦେବୀ ନ୍ୟାୟପାଳିକା ଏବଂ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି, ବିଳମ୍ବରେ ହେଉ ପଛେ…
ଅଧିକ ଖବର ଦେଖନ୍ତୁ...

କରୋନା ସଂକ୍ରମଣକୁ ଦେଖି ଶସ୍ତାରେ ସାନିଟାଇଜର ଯୋଗାଇବାକୁ ଘୋଷଣା କଲେ ରାମଦେବ

ହରିଦ୍ୱାର: କରୋନା ଭୂତାଣୁ (COVID-19) ସଂକ୍ରମଣ ସତର୍କତା ଭାବରେ ହ୍ୟାଣ୍ଡ ସାନିଟାଇଜରର ଚାହିଦା ବୃଦ୍ଧି ପାଇଛି | ଅନେକ ବିକ୍ରେତା କହିଛନ୍ତି ଯେ ସେମାନେ କିଛି ଦିନ ମଧ୍ୟରେ ଅନେକ ମାସର ଷ୍ଟକ୍ ବିକ୍ରି କରିଛନ୍ତି | ଅନ୍ୟପକ୍ଷରେ, ଚାହିଦାକୁ ଦୃଷ୍ଟିରେ ରଖି ବିକ୍ରେତାମାନେ ସାନିଟାଇଜର ଏବଂ…
ଅଧିକ ଖବର ଦେଖନ୍ତୁ...

ବନ୍ଦ ରହିବ ଠିପି ଖୋଲା ମଦ ଦୋକାନ

ଭୁବନେଶ୍ୱର : କରୋନା ଭାଇରସ ସଂକ୍ରମଣ ଦୃଷ୍ଟିରୁ ରାଜ୍ୟସରକାର ଠିପି ଖୋଲା ବିଦେଶୀ ମଦ ଦୋକାନଗୁଡ଼ିକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ଏ ନେଇ ଏକ ଆଦେଶ ଜାରି କରାଯାଇଛି । ପରବର୍ତ୍ତି ଆଦେଶ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ । ତେବେ ଠିପି ବନ୍ଦ ବିଦେଶୀ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା-ଝାଡ଼ଖଣ୍ଡ ସୀମାରେ ଯବାନଙ୍କୁ ସଫଳତା: ପଣ୍ଡ ହେଲା ବଡ଼ଧରଣର ହିଂସା ଯୋଜନା, ବିପୁଳ ପରିମାଣରେ ବିସ୍ଫୋରକ ସାମଗ୍ରୀ…

ରାଉରକେଲା: ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ଯବାନଙ୍କୁ ବଡ ସଫଳତା ମିଳିଛି। ବାନରାଗାଡ଼ା ପାହାଡରେ ଦୁର୍ଦ୍ଦାନ୍ତ ନକ୍ସଲ ଜୀବନ କାଣ୍ଡୁଲାନା, ସୁରେଶ ମୁଣ୍ଡା, ଲୋଦରୋ ଲୋହାର ନେତୃତ୍ୱରେ ଚାଲିଥିବା ବଡଧରଣ ହିଂସା ଯୋଜନାକୁ ପଣ୍ଡ କରିଛନ୍ତି। ଯବାନଙ୍କ ଚଢାଉ ପରେ ନକ୍ସଲମାନେ କ୍ୟାମ୍ପ ଛାଡି ଫେରାର…
ଅଧିକ ଖବର ଦେଖନ୍ତୁ...

ରାଷ୍ଟ୍ରପତିଙ୍କ ସବୁ କାର୍ଯ୍ୟକ୍ରମ ବାତିଲ, ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ

ନୂଆଦିଲ୍ଲୀ : କରୋନା ଭାଇରସର ମୁକାବିଲା କରିବା ଲାଗି ଭାରତ ସରକାର ବିଭିନ୍ନ ପଦକ୍ଷେପ ନେଉଥିବାବେଳେ ଗାୟିକା କନିକା କପୁର ସରକାରଙ୍କ ପାଇଁ ଏକ ବଡ଼ ସମସ୍ୟାଭାବେ ଦେଖାଦେଇଛି । ଏପରିକି ଭାରତର ରାଷ୍ଟ୍ରପତି, ସାଂସଦମାନଙ୍କ ନିକଟକୁ ସଂକ୍ରମଣ ବ୍ୟାପିବା ଆଶଙ୍କା ସୃଷ୍ଟି ହୋଇଛି । କରୋନା…
ଅଧିକ ଖବର ଦେଖନ୍ତୁ...

ପ୍ରଶାସନିକ ଅଧିକାରୀ ହେବାକୁ ଚାହୁଁଥିଲେ ନିର୍ଭୟା ମାମଲାର ଅସଲ ନାୟିକା, ୭ ବର୍ଷ ବିନା ପାରିଶ୍ରମିକରେ ଲଢ଼େଇ କରି…

ନୂଆଦିଲ୍ଲୀ: ସାତ ବର୍ଷ ପରେ ଆଜି ଦୀର୍ଘ ଅପେକ୍ଷାର ଅବସାନ ଘଟିଛି। ଫାଶୀ ଖୁଣ୍ଟରେ ଝୁଲିଛନ୍ତି ୪ନିର୍ଭୟା ଦୋଷୀ। ମାର୍ଚ୍ଚ ୨୦, ୨୦୨୦ ସକାଳ ସାଢ଼େ ୫ଟାରେ ୪ ନରପିଶାଚଙ୍କୁ ତିହାର ଜେଲରେ ଫାଶୀ ଦିଆଯାଇଛି। ତେବେ ଏହି ପ୍ରକ୍ରିୟାରେ ଯାହାଙ୍କର ସବୁଠାରୁ ବଡ଼ ହାତ ଥିଲା ‌ସେ ହେଉଛନ୍ତି…
ଅଧିକ ଖବର ଦେଖନ୍ତୁ...

ସାଂପ୍ରତିକ ସ୍ଥିତିକୁ ଦୃଷ୍ଟିରେ ରଖି ଗ୍ରାହକଙ୍କ ପାଇଁ ଡାଟା ଭାଉଚରରେ ଅଧିକ ସୁବିଧା ଆଣିଲା ଜିଓ

ଭୁବନେଶ୍ୱର: ବର୍ତ୍ତମାନର ଗୁରୁତ୍ୱପୂର୍ଣ୍ଣ ସମୟରେ ମୋବାଇଲ୍ ଡାଟା ବ୍ୟବହାରକାରୀଙ୍କୁ ସାହାଯ୍ୟ କରିବାର ପ୍ରତିବଦ୍ଧତା ନେଇ ଜିଓ ପକ୍ଷରୁ ୪ଜି ଡାଟା ଭାଉଚରରେ ଗ୍ରାହକମାନଙ୍କୁ ମିଳୁଥିବା ଲାଭରେ ଦୁଇ ଗୁଣା ବୃଦ୍ଧି କରାଯାଇଛି । ଏହି ଭାଉଚର ଗୁଡ଼ିକରେ ମିଳୁଥିବା ଡାଟା ପରିମାଣକୁ ଦ୍ୱିଗୁଣିତ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଇଷ୍ଟଦେବଙ୍କ ପ୍ରତି ଆସ୍ଥା ବଢ଼ିବ। କୌଣସି କାର୍ଯ୍ୟ ସିଦ୍ଧିରେ ମିତ୍ରଙ୍କ ସହଯୋଗ ମିଳିବ। ଜମି କିଣିବା ପାଇଁ ଯୋଜନା କରିପାରନ୍ତି। ବାଣିଜ୍ୟ ଛାତ୍ରଙ୍କ ଲାଗି ଦିନଟି ଭଲ। ବୃଷ: ନୂଆ କିଛି କରିବାକୁ ଆଗଭର ହେବେ। ଠିକ୍‌ ସମୟରେ ଉଚିତ ପଦକ୍ଷେପ ନେବେ। ବ୍ୟବସାୟରେ ପ୍ରଚୁର ଲାଭ…
ଅଧିକ ଖବର ଦେଖନ୍ତୁ...