Daily Archives

April 9, 2020

କରୋନା ଦ୍ବାରା ଶିକାର ହେଲେ ସାଉଦି ରାଜ ପରିବାରର ୧୫୦ ସଦସ୍ୟ

ରିୟାଦ୍: କରୋନା ଭାଇରସ୍‌ ସାରା ବିଶ୍ବରେ ଆତଙ୍କ ଖେଳାଇ ଥିବା ବେଳେ ସାଉଦି ଆରବ ରାଜ ପରିବାରର ୧୫୦ ଜଣ ସଦସ୍ୟ ଏହି ମହାମାରୀ ଭାଇରସ୍ ଦ୍ବାରା ଆକ୍ରାନ୍ତ ହୋଇଛନ୍ତି। ଗୁରୁବାର ଏକ ରି‌ପୋର୍ଟରୁ ଜାଣିବାକୁ ମିଳିିଛି, ରିୟାଦ୍‌ ଗଭର୍ଣ୍ଣର ଫୈଜଲ୍‌ ବିନ୍‌ ବନ୍ଦର ବିନ୍‌ ଅବ୍‌ଦୁଲାଜିଜ୍‌…
ଅଧିକ ଖବର ଦେଖନ୍ତୁ...

ଭାରତରେ ୫,୮୬୫ରେ ପହଁଚିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ୪୭୭ସୁସ୍ଥ, ୧୬୯ ମୃତ

ନୂଆଦିଲ୍ଲୀ: ବର୍ତ୍ତମାନ ସୁଦ୍ଧା ସମଗ୍ର ଦେଶରେ ମୋଟ ୫,୮୬୫ଜଣ କରୋନା ଭାଇରସ୍‌ ବା କୋଭିଡ୍‌-୧୯ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ତେବେ, ଏହି ଆକ୍ରାନ୍ତମାନଙ୍କ ମଧ୍ୟରୁ ୪୭୭ ଜଣ କରୋନାରୁ ଆରୋଗ୍ୟ ଲାଭ କରି ହସ୍ପିଟାଲରୁ ନିଜ ନିଜ ଘରକୁ ଫେରି ଯାଇଥିବା ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ…
ଅଧିକ ଖବର ଦେଖନ୍ତୁ...

୪୪ ନମ୍ବର କରୋନା ଆକ୍ରାନ୍ତଙ୍କ ଯାତ୍ରା ବିବରଣୀ ଦେଲେ ରାଜ୍ୟ ସରକାର,ମେଦିନପୁରରୁ ଭୁବନେଶ୍ବର

ଭୁବନେଶ୍ୱର: ଓଡ଼ିଶାରେ ୪୪ ନମ୍ବର କରୋନା ଆକ୍ରାନ୍ତ ଭାବେ ଚିହ୍ନଟ ହୋଇଛନ୍ତି ପଡୋଶୀ ପଶ୍ଚିମବଙ୍ଗର ମେଦିନାପୁର ଅଞ୍ଚଳର ଜଣେ ୭୦ ବର୍ଷିଅ ବୃଦ୍ଧ । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସଂପୃକ୍ତ ବ୍ୟକ୍ତିଙ୍କର ଯାତ୍ରା ବିବରଣୀ ପ୍ରଦାନ କରାଯାଇଛି ।  ଆକ୍ରାନ୍ତ ଜଣକ…
ଅଧିକ ଖବର ଦେଖନ୍ତୁ...

ନିଜାମୁଦ୍ଦିନର ତବଲିଗି ଫେରନ୍ତାଙ୍କୁ ଘରେ ରଖିଥିଲେ ଢେଙ୍କାନାଳର କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଆଜି ଢେଙ୍କାନାଳରୁ ଚିହ୍ନଟ ହୋଇଥିବା ମହିଳାଙ୍କ ସଂପର୍କରେ ସୂଚନା ଦେଇଛନ୍ତି । ୪୩ ନମ୍ବର କରୋନା ଆକ୍ରାନ୍ତ ମହିଳା ଜଣଙ୍କ ଗତ ମାର୍ଚ୍ଚ ୧୦ରୁ ୧୭ ମଧ୍ୟରେ ଦିଲ୍ଲୀର ନିଜାମୁଦ୍ଦିନର ତବଲିଗି ଜମାତରୁ ଫେରିଥିବା…
ଅଧିକ ଖବର ଦେଖନ୍ତୁ...

କୋଭିଡ-୧୯ ଭଳି ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ୧୫,୦୦୦କୋଟି ଟଙ୍କା ମଞ୍ଜୁର କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କରୋନା ଭୂତାଣୁ ବିରୋଧରେ ଚାଲିଥିବା ସଂଗ୍ରାମରେ ଭାରତ ସରକାର ଆଉ ଏକ ପ୍ରମୁଖ ପଦକ୍ଷେପ ନେଇଛନ୍ତି। ବିଶ୍ୱ ମହାମାରୀ ବିରୋଧରେ ଲଢ଼େଇକୁ ଦୃଢ କରିବା ପାଇଁ କେନ୍ଦ୍ର ସରକାର ୧୫,୦୦୦ କୋଟି ଟଙ୍କାର ଜରୁରୀକାଳୀନ ପାଣ୍ଠିକୁ ଅନୁମୋଦନ କରିଛନ୍ତି। ଗୁରୁବାର ଦିନ ମିଳିଥିବା ସୂଚନା…
ଅଧିକ ଖବର ଦେଖନ୍ତୁ...

କେନ୍ଦ୍ରାପଡ଼ାର କରୋନା ଆକ୍ରାନ୍ତଙ୍କ ଯାତ୍ରା ବିବରଣୀ, ଦୁବାଇରୁ କେମିତି ଆସି ଘରେ ପହଞ୍ଚିଥିଲେ ଯୁବକ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ରାଜ୍ୟର ୪୦ତମ କରୋନା ପଜିଟିଭଙ୍କ ଯାତ୍ରା ଇତିହାସ ସଂପର୍କରେ ସୂଚନା ଦେଇଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲାର ଏହି କରୋନା ଆକ୍ରାନ୍ତ ହେଉଛନ୍ତି ଆଳି ଅଞ୍ଚଳର ୩୨ ବର୍ଷିଅ ଯୁବକ । ସେ ମାର୍ଚ୍ଚ ୨୧-୨୨ରେ ଦୁବାଇରୁ ଇୱାଇ ୨୮୧…
ଅଧିକ ଖବର ଦେଖନ୍ତୁ...

କଳାହାଣ୍ଡିର କରୋନା ଆକ୍ରାନ୍ତଙ୍କ ଯାତ୍ରା ଇତିହାସ ଜାଣନ୍ତୁ, ବାହାରେନରୁ ବେହେରାଗୁଡ଼ା

ଭୁବନେଶ୍ୱର: ରାଜ୍ୟ ସରକାର ୨୦ ନମ୍ବର କରୋନା ଆକ୍ରାନ୍ତଙ୍କ ଯାତ୍ରା ଇତିହାସ ବିବରଣୀ ପ୍ରଦାନ କରିଛନ୍ତି । କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡା ବ୍ଲକର ୨୯ ବର୍ଷିଅ ଯୁବକ ବାହାରିନରୁ ଏୟାର ଇଣ୍ଡିଆର ବିମାନ (ଏଆଇ୯୪୦)ର ୭-ବି ନମ୍ବର ସିଟରେ ବସି ଦିଲ୍ଲୀ ଆସିଥିଲେ । ଏହା ଥିଲା ମାର୍ଚ୍ଚ ୧୭ର…
ଅଧିକ ଖବର ଦେଖନ୍ତୁ...

ଜଳ ସୋତ୍ର ହ୍ରାସ ପାଇଛି: ଶୁଖିଲା କୋଏଲ ନଦୀ, ରାଉରକେଲାରେ ଦେଖାଦେବ ଜଳ ସଙ୍କଟ !

ରାଉରକେଲା: ମହାମାରୀ କରୋନାର ମୁକାବିଲା ପାଇଁ ସମସ୍ତେ ତତ୍ପର। ଏଭଳି ଦୁର୍ଦ୍ଦିନରେ ସହରବାସୀଙ୍କ ଜଳ ପ୍ରମୁଖ ଉତ୍ସ କୁହାଯାଉଥିବା କୋଏଲ ନଦୀ ଶୁଖିବାକୁ ବସିଲାଣି। ଗତ କିଛି ଦିନ ହେବ ପଡୋଶୀ ଝାଡ଼ଖଣ୍ଡରୁ ଆସୁଥିବା ଜଳ ସୋତ୍ର ହ୍ରାସ ପାଇଛି। ନଦୀର ଦୁଇ ପାର୍ଶ୍ବରେ କିଛି ଜାଗାରେ ଜଳ…
ଅଧିକ ଖବର ଦେଖନ୍ତୁ...

‌ଫେସ୍‌ମାସ୍କ ତିଆରି କରି ଟ୍ବଟ୍‌ କଲେ ପାଟଣାଗଡ଼ ରାଣୀ ତଥା ବଲାଙ୍ଗୀର ସାଂସଦ ସଂଗୀତା ସିଂହଦେଓ

ବଲାଙ୍ଗୀର: ମହାମାରୀ କରୋନାର ମୁକାବିଲା ପାଇଁ ବିଭିନ୍ନ ଲୋକ ବିଭିନ୍ନ ପ୍ରକାରର ଯୋଗାଣ ଦେଉଥିବା ବେଳେ ପାଟଣାଗଡ଼ର ରାଣୀ ତଥା ଲୋକସଭା ସାଂସଦ ସଂଗୀତା କୁମାରୀ ସିଂହଦେଓ ତାଙ୍କର ଏକ ଟ୍ବିଟର୍‌ ପୋଷ୍ଟ୍‌କୁ ନେଇ ଏବେ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। Doing my bit for the nation !!!…
ଅଧିକ ଖବର ଦେଖନ୍ତୁ...