Daily Archives

May 9, 2020

ଆଳୁ ରସର କରନ୍ତୁ ଏଭଳି ପ୍ରୟୋଗ; କେଶ ଝଡ଼ିବା ବନ୍ଦ ହେବ

ଦେଶରେ ବଢ଼ୁଥିବା କରୋନାଭାଇରସ୍‌ ସଂକ୍ରମଣ ପାଇଁ ବିଭିନ୍ନ ପ୍ରକାର କଟକଣା ଲାଗୁ କରାଯାଇଛି ଏବଂ ସମସ୍ତଙ୍କୁ ଘରେ ରହିବାକୁ ସରକାର ବାରମ୍ବାର ସଚେତନ କରୁଛନ୍ତି। ଏହି କଟକଣା ଭିତରେ ବିୟୁଟି ପାର୍ଲର ବି ବନ୍ଦ ରହିଛି। ତେଣୁ ପୁରୁଷ ଓ ମହିଳାମାନଙ୍କୁ ଏଥିପାଇଁ ସମାନ୍ୟ ଅସୁବିଧା ପରିଲକ୍ଷିତ…
ଅଧିକ ଖବର ଦେଖନ୍ତୁ...

ସହି ପାରିଲା ନାହିଁ ମା’ଙ୍କ ମୃତ୍ୟୁ ଖବର, ଏମ୍ସ ଛାତରେ ଝିଅ କଲା ଆତ୍ମହତ୍ୟା

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀସ୍ଥିତ ଏମ୍ସ ହସ୍‌ପିଟାଲ ଛାତରୁ ଡେଇଁ ଜଣେ ଯୁବତୀ ଆତ୍ମହତ୍ୟା କରିଛନ୍ତି। ତେବେ ଆତ୍ମହତ୍ୟା କରିବା ପଛରେ ତାଙ୍କ ମା’ଙ୍କ ମୃତ୍ୟୁ ଖବର ରହିଛି ବୋଲି କୁହାଯାଉଛି। ସୂଚନାଯୋଗ୍ୟ, ମୃତ ଯୁବତୀ ତାଙ୍କ ମା’ଙ୍କ କର୍କଟ ଚିକିତ୍ସା ପାଇଁ ଏମ୍ସ ହସ୍‌ପିଟାଲ୍‌…
ଅଧିକ ଖବର ଦେଖନ୍ତୁ...

ସମସ୍ୟା ବଢ଼ାଇଛି କୋଭିଡ୍ ସଂକ୍ରମଣ: ମେଳା ବୁଲିବାକୁ ଆସି ଫସିଗଲେ ବାଂଲାଦେଶୀ

ମାଲକାନଗିରି: ତୃତୀୟ ପର୍ଯ୍ୟାୟ ଲକ୍ଡାଉନରେ ଅନେକ କିଛି କଟକଣା କୋହଳ ହୋଇଛି । ରାଜ୍ୟ ବାହାରେ ଫସିଥିବା ପ୍ରବାସୀ ଶ୍ରମିକ କିମ୍ବା ଛାତ୍ର ଛାତ୍ରୀ, ପର୍ଯ୍ୟଟକମାନେ ନିଜ ନିଜ ସ୍ଥାନକୁ ଫେରିବା ଲାଗି ସୁଯୋଗ ସୃଷ୍ଟି କରାଯାଇଛି । ବିଦେଶୀରେ ଫିସଥିବା ଭାରତୀୟଙ୍କୁ ବି ଉଦ୍ଧାର କରାଯାଉଛି ।…
ଅଧିକ ଖବର ଦେଖନ୍ତୁ...

କରୋନାକୁ ହରାଇ ଡିୟୁଟିରେ ଯୋଗ ଦେଇଥିବା ପୁଲିସକର୍ମଚାରୀଙ୍କୁ ଫୁଲବର୍ଷା ସହିତ ଢ଼ୋଲ ବଜାଇ ସ୍ୱାଗତ କରାଗଲା

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଦିଲ୍ଲୀ ପୁଲିସର ଜଣେ କନେଷ୍ଟବଳଙ୍କୁ ଦେଖିବାକୁ ମିଳୁଛି, ଯାହାଙ୍କ ନାମ ପ୍ରବୀଣ ବୋଲି ଜଣାପଡ଼ିଛି। ପ୍ରବୀଣ କିଛିଦିନ ପୂର୍ବରୁ କରୋନାଭାଇରସ୍‌ ସଂକ୍ରମଣର ଶିକାର ହୋଇଥିଲେ। ଖୁସିର କଥା ହେଉଛି, ସେ ଏବେ…
ଅଧିକ ଖବର ଦେଖନ୍ତୁ...

କରୋନା ଯୁଦ୍ଧରେ ଜିତିଲା ରାଜସ୍ଥାନର ନବଜାତ; ସୁସ୍ଥ ହେବାକୁ ଲାଗିଲା ୨୫ଦିନ

ନାଗୌର: ରାଜସ୍ଥାନର ନାଗୌରରେ ଜଣେ ନବଜାତ କରୋନାକୁ ହରାଇଥିବା ନେଇ ଏକ ଖୁସି ଖବର ସାମ୍ନାକୁ ଆସିଛି। ଏଠାରେ ଗୋଟିଏ ଦିନର ନବଜାତ ଅର୍ଥାତ ଜନ୍ମ ହେବାର ୧୨ଘଣ୍ଟା ପରେ ଜଣେ ଶିଶୁ ଶରୀରରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲା। ଏବେ ଏହି ଶିଶୁ କରୋନା ଯୁଦ୍ଧରେ ବିଜୟ ହାସଲ କରିଛି। ତାର କରୋନା…
ଅଧିକ ଖବର ଦେଖନ୍ତୁ...

ସରୁନି ଦାଦନ ଦୁଃଖ, ସରୁନି ବାଟ: ପୁଣି ବଲାଙ୍ଗୀର ଅଭିମୁଖେ ବାହାରିଲେ ୪ ପରିବାର

ଭଞ୍ଜନଗର: ଲକଡାଉନ୍‌ ପାଇଁ ଜୀବନ ବଞ୍ଚିବା ଦୁର୍ବିସହ ହୋଇପଡିଲାଣି। ଖାସ୍‌ କରି ଭିଟାମାଟି ଛାଡି ପେଟପାଟଣା ପାଇଁ ବାହାରେ କାମ କରୁଥିବା ଲେକାଙ୍କ ସମସ୍ୟା ବହୁ ଗୁଣିତ ହୋଇପଡିଲାଣି। କଟକଣା ପାଇଁ ଯେଉଠିଁ ଅଛନ୍ତି ସେଠି ରହି ପାରୁଛନ୍ତି ନା ନିଜ ଘରକୁ ନିରାପଦରେ ଫେରି ପାରୁଛନ୍ତି । ତଥାପି…
ଅଧିକ ଖବର ଦେଖନ୍ତୁ...

ନୂଆ ଗାଇଡ୍‌ଲାଇନ୍ ଜାରି କଲେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ: ଏଣିକି ସାମାନ୍ୟ ଲକ୍ଷଣ ଥିଲେ ୧୦ ଦିନ ପରେ ହସ୍ପିଟାଲରୁ…

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଡିସଚାର୍ଜ ପଲିସୀ ବଦଳାଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ସାମାନ୍ୟ ଲକ୍ଷଣ ଥିବା ରୋଗୀଙ୍କୁ ୧୦ ଦିନର ଚିକିତ୍ସା ପରେ ହସ୍ପିଟାଲରୁ ଡିସଚାର୍ଜ କରାଯାଇପାରିବ ବୋଲି ନୂଆ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି । ଏପରିକି ସାମାନ୍ୟ…
ଅଧିକ ଖବର ଦେଖନ୍ତୁ...

ସ୍ୱାମୀଙ୍କ ଜୀବନ ରକ୍ଷା ପାଇଁ ନକ୍ସଲଙ୍କ ସହିତ ଲଢ଼ିଥିବା ମହିଳାଙ୍କୁ ଏସ୍‌ପି ସମ୍ମାନିତ କଲେ

ରାଞ୍ଚି: ଝାଡ଼ଖଣ୍ଡରେ ଗତ ବୁଧବାର ରାତିରେ ଉଗ୍ରବାଦୀ ସଙ୍ଗଠନ ପିଏଲଏଫ୍‌ଆଇର କମାଣ୍ଡର ବସନ୍ତ ଗୋପ ନିହତ ହୋଇଥିଲା। ତେବେ ଏହି କମାଣ୍ଡରଙ୍କୁ କୌଣସି ସୁରକ୍ଷାବଳ ନୁହେଁ, ବରଂ ଜଣେ ସାଧାରଣ ମହିଳା ଏକାକୀ ମାରି ଗଡ଼ାଇଥିଲେ। ମହିଳାଙ୍କ ଏଭଳି ସାହସ ଦେଖି ଗ୍ରାମ ଭିତରକୁ ପ୍ରବେଶ କରିଥିବା…
ଅଧିକ ଖବର ଦେଖନ୍ତୁ...

ବାଲେଶ୍ୱର: ନୀଳିଆବାଗରୁ ଉଠିଲା କଣ୍ଟେନମେଣ୍ଟ ଜୋନ୍

ବାଲେଶ୍ବର: କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ବାଲେଶ୍ବର ସହର ନୀଳିଆବାଗ ଅଞ୍ଚଳବାସୀ ୨୦ ଦିନ କଣ୍ଟେନମେଣ୍ଟ ଜୋନ୍ ଭିତରେ ରହିଆସିଲେଣି। ଲଗାତର ୩ଟି ପର୍ଯ୍ୟାୟରେ ଏହି ଅଞ୍ଚଳ କଣ୍ଟେନମେଣ୍ଟ ହେବା ସହ ଏହା ଭିତରେ ନୀଳିଆବାଗରୁ ଆଉ କରୋନା ଆକ୍ରାନ୍ତ ନ ବାହାରିବା ସାରା ସହର ପାଇଁ ଏକ…
ଅଧିକ ଖବର ଦେଖନ୍ତୁ...