Daily Archives

May 10, 2020

ନୟାଗଡ଼ରେ କାଳବୈଶାଖୀ ଆଣିଲା କାଳ, କୁଡ଼ିଆ ଉପରେ ଗଛ ପଡ଼ି ବୃଦ୍ଧଙ୍କ ମୃତ୍ୟୁ

ନୟାଗଡ଼: ଆଜି ଅପରାହ୍ନରେ ନୟାଗଡ଼ରେ କାଳବୈଶାଖୀ ପ୍ରଭାବରେ ଜଣେ ବୃଦ୍ଧଙ୍କ ଜୀବନ ନେଇଛି। ଉକ୍ତ ବ୍ୟକ୍ତ ଜଣଙ୍କ ଇଟାମାଟି ଥାନା ଅଧୀନ ଜହ୍ନିପଦା ଗ୍ରାମର ଭ୍ରମରବର ନାୟକ(୭୦) ବୋଲି ଜଣାପଡ଼ିଛି। କୌଣସି କାମରେ ଭ୍ରମରବର ଗାଁ ବାହାରକୁ ଆସି ଫେରୁଥିବା ବେଳେ, ହଠାତ୍ ବର୍ଷା ପବନ ହୋଇଥିଲ। ଫଳରେ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଧାର୍ମିକ କାର୍ୟ୍ୟ ପ୍ରତି ମନରେ ଶ୍ରଦ୍ଧା ବଢ଼ିବ। ଚିନ୍ତାଶୀଳ ବ୍ୟକ୍ତିଙ୍କ ସହିତ ସ˚ପର୍କ ମଜଭୁତ ହେବ। ବେପାରିଙ୍କୁ ଆୟର ନୂଆ ଉତ୍ସ ମିଳିବ। ବୃଷ: ଆପଣଙ୍କୁ ଭଲ କାମ ମିଳିପାରେ। ଛାତ୍ରମାନେ ଲେଖାପଢ଼ାରେ ମନୋଯୋଗ ଦେବେ। ପାରିବାରିକ ଜୀବନ ସୁଖଦ ରହିବ। …
ଅଧିକ ଖବର ଦେଖନ୍ତୁ...

ଇଲେକ୍ଟ୍ରୋନିକ୍ ଗ୍ୟାଜେଟ୍, ମୁଦ୍ରା ନୋଟ୍ ସାନିଟାଇଜ୍ କରିବାକୁ ସ୍ୱୟଂଚାଳିତ ସାନିଟାଇଜେସନ୍ ମେସିନ ତିଆରି କଲା…

ହାଇଦ୍ରାବାଦ: ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଅର୍ଗାନାଇଜେସନ୍ (ଡିଆରଡିଓ) ପ୍ରିମିୟର୍ ଲ୍ୟାବ୍ ଏବଂ ରିସର୍ଚ୍ଚ ସେଣ୍ଟର ଇମାରାଟ୍ (ଆରସିଆଇ) ପ୍ରତିରକ୍ଷା ଅନୁସନ୍ଧାନ ଅଲଟ୍ରାଭାଓଲେଟ୍ ସାନିଟାଇଜର (ଡିଆରୟୁଭିଏସ) ନାମକ ଏକ ସ୍ୱୟଂଚାଳିତ ଯୋଗାଯୋଗହୀନ ୟୁଭିସି ସାନିଟାଇଜେସନ୍…
ଅଧିକ ଖବର ଦେଖନ୍ତୁ...

ସକାଳୁ ସଞ୍ଜ ଭିତରେ ୮୩ ନୂଆ ପଜିଟିଭ ଚିହ୍ନଟ, ଗଞ୍ଜାମରୁ ୩୬ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଦିନକ ମଧ୍ୟରେ ଆଜି ୮୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ବର୍ତ୍ତମାନ ଚିହ୍ନଟ ହୋଇଥିବା ୧୫ ଜଣଙ୍କ ମଧ୍ୟରୁ ପୁରୀର ୨ ପଜିଟିଭଙ୍କ ସହ ଯାଜପୁରର ତିନିଜଣ ପଜିଟିଭ ପଶ୍ଚିମବଙ୍ଗ ଫେରନ୍ତା ହୋଇଥିବାବେଳେ ଅନ୍ୟମାନେ ସୁରଟ ଫେରନ୍ତା ବୋଲି ଜଣାପଡିଛି | ତେବେ ସମସ୍ତେ କ୍ଵାରେଣ୍ଟିନ…
ଅଧିକ ଖବର ଦେଖନ୍ତୁ...

ପୁରୀକୁ ଲେଉଟିଲା କରୋନା: ପୁଣି ୨ ପଜିଟଭ୍ ଚିହ୍ନଟ, ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩୭୭

ଭୁବନେଶ୍ୱର: ପୁରୀ ଜିଲ୍ଲାକୁ ପୁଣି ଥରେ କରୋନା ଭାଇରସ୍ ଲେଉଟିଛି । ଆଜି ସନ୍ଧ୍ୟାରେ ଯେଉଁ ୧୫ ଜଣ ପଜିଟଭ୍ ଚିହ୍ନଟ ହୋଇଛନ୍ତି ସେଥିରୁ ୨ ଜଣ ପୁରୀ ଜିଲ୍ଲାରୁ ସାମିଲ ଅଛନ୍ତି । ଏହି ଦୁଇ ଜଣ ପଶ୍ଚିମବଙ୍ଗରୁ ନିକଟରେ ଫେରିଥିଲେ ବୋଲି ଜଣାଯାଇଛି । ପୁରୀ ଜିଲ୍ଲାରୁ ଗତ ଏପ୍ରିଲ ୩ ତାରିଖରେ ଜଣେ…
ଅଧିକ ଖବର ଦେଖନ୍ତୁ...

କାଳବୈଶାଖୀର ତାଣ୍ଡବ, ବିଶାଳ ଗଛ ପଡି ଜାତୀୟ ରାଜପଥ ଜାମ

ରାଉରକେଲା: ଆଜି ଅପରାହ୍ନରେ ରାଉରକେଲା ସମେତ ଏହାର ଆଖପାଖ ପ୍ରବଳ ପବନ, ଘଡଘଡି ସହ ବର୍ଷା ହୋଇଥିଲା l ବୀରମିତ୍ରପୁରରୁ ଝାଡ଼ଖଣ୍ଡକୁ ସଂଯୋଗ କରୁଥିବା ୧୪୩ ନମ୍ବର ଜାତୀୟ ରାଜପଥ ଉପରେ ବିଶାଳ ଗଛ ଉପୁଡ଼ି ପଡିବାରୁ ରାସ୍ତା ସମ୍ପୂର୍ଣ ଜାମ୍ ହୋଇଯାଇଥିଲା l ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର…
ଅଧିକ ଖବର ଦେଖନ୍ତୁ...

ରାଜ୍ୟରେ ଆଉ ୧୫ ପଜିଟିଭ ଚିହ୍ନଟ: ପ୍ରଥମ କରି ବୌଦ୍ଧରେ ୩ ପଜିଟିଭ ଚିହ୍ନଟ, ୩୭୭ରେ ପହଁଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ଆଜି ଆଉ ୧୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ଏହି ୧୫ ଜଣଙ୍କୁ ମିଶାଇ ଆଜି ରାଜ୍ୟରେ ଗୋଟିଏ ଦିନରେ ୮୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ଆଉ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୭୭ରେ ପହଂଚିଛି | ତେବେ ପ୍ରଥମ ଥର କରୋନା ମାନଚିତ୍ରରେ ବୌଦ୍ଧ ସାମିଲ…
ଅଧିକ ଖବର ଦେଖନ୍ତୁ...

ସ୍ୱାମୀ ଫେରିବେ ବୋଲି ହଜାରେ ଟଙ୍କା ଧାର କରି ପଠାଇଥିଲେ ପତ୍ନୀ, ରେଳଧାରଣାରେ ଚାଲିଗଲା ଜୀବନ

ଔରଙ୍ଗାବାଦ: "ହେଇଟି ଶୁଣୁଛ, ତୁମେ ଭଲ ଅଛ ତ, ପାଖରେ ଖାଇବାକୁ କିଛି ନାହିଁ, ଯେତିକି ଟଙ୍କା ଥିଲା ସରିଯାଇଛି, କିଛି ଟଙ୍କା ପଠାଇଲେ ଘରକୁ ଫେରିବି'' | ମଧ୍ୟପ୍ରଦେଶ ଉମରିଆର ବିରଗେନ୍ଦ୍ର ନିଜ ପତ୍ନୀଙ୍କୁ ଶେଷ ଥର ପାଇଁ ଫୋନରେ କିଛି ଏୟା କହିଥିଲେ | ମହାରଷ୍ଟ୍ରରେ କାମ କରୁଥିବା ନିଜ…
ଅଧିକ ଖବର ଦେଖନ୍ତୁ...

ନୟାଗଡ଼ରେ କାଳବୈଶାଖୀ: କୁଡ଼ିଆ ଉପରେ ଗଛ ପଡ଼ି ବୃଦ୍ଧ ମୃତ

ନୟାଗଡ଼: ଆଜି ଅପରାହ୍ନରେ ନୟାଗଡ଼ରେ କାଳବୈଶାଖୀ ପ୍ରଭାବରେ ଜଣେ ବୃଦ୍ଧଙ୍କ ଜୀବନ ନେଇଛି। ଉକ୍ତ ବ୍ୟକ୍ତ ଜଣଙ୍କ ଇଟାମାଟି ଥାନା ଅଧୀନ ଜହ୍ନିପଦା ଗ୍ରାମର ଭ୍ରମରବର ନାୟକ(୭୦) ବୋଲି ଜଣାପଡ଼ିଛି। କୌଣସି କାମରେ ଭ୍ରମରବର ଗାଁ ବାହାରକୁ ଆସି ଫେରୁଥିବା ବେଳେ,ହଠାତ୍ ବର୍ଷା ପବନ ହୋଇଥିଲ। ଫଳରେ…
ଅଧିକ ଖବର ଦେଖନ୍ତୁ...

ବେଙ୍ଗାଲୁରୁରେ ଫସିଥିବା କନ୍ଧମାଳର ୩୦ ଶ୍ରମିକଙ୍କୁ ଫେରେଇ ଆଣିବା ପାଇଁ ଶ୍ରମିକଙ୍କ ନିବେଦନ

ଘୁ.ଉଦୟଗିରି: କରୋନା ସବୁ ବିଗାଡି ଦେଇଛି। ଜୀବିକା ଉପରେ ଏଭଳି ପ୍ରହାର କରିଛି ଯେ ଜୀବନ ଦୁର୍ବିସହ ହୋଇପଡିଛି। ନିଜ ପରିବାର ପ୍ରତିପୋଷଣ ନିମନ୍ତେ ଦାଦନ ଖଟିବାବୁ ସୁଦୂର କର୍ଣ୍ଣାଟକର ବେଙ୍ଗାଲୁରୁ ଯାଇ କଷ୍ଟ କରି ରୋଜଗାର କରି ନିଜେ ଚଳିବା ସହ ନିଜ ପରିବାର ମୁହଁରେ ଆହାର ଯୋଗେଇ ଦେଉଥିବା…
ଅଧିକ ଖବର ଦେଖନ୍ତୁ...