Daily Archives

July 3, 2020

ପଦ୍ମପୁରରେ ଯୁବକଙ୍କୁ ହତ୍ୟା କରିବା ଘଟଣା: ମୃତକ ପରିବାର ପକ୍ଷରୁ ସିବିଆଇ ତଦନ୍ତ କରାଇବାକୁ ଏସପିଙ୍କୁ ଫେରାଦ 

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଅନ୍ତର୍ଗତ ପଦ୍ମପୁର ଗାଁରେ ଜଣେ ଯୁବକଙ୍କୁ ହତ୍ୟା କରି କୂଅରେ ଫିଙ୍ଗିଦେବା ଘଟଣା ଆଜି ଜିଲ୍ଲା ଆଦିବାସୀ ସଂଘ  ପକ୍ଷରୁ ସିବିଆଇ ତଦନ୍ତ କରାଇବାକୁ ଏସପିଙ୍କୁ ଫେରାଦ ହେବା ଘଟଣା ସାଧାରଣ ରେ ଚର୍ଚ୍ଚାର ବିଷୟ ହୋଇଛି । ସୂଚନାରୁ ପ୍ରକାଶ ଯେ,  ଗତ…
ଅଧିକ ଖବର ଦେଖନ୍ତୁ...

କଟକ ସହର ଓ ପୁରୀ ଜିଲ୍ଲାରୁ ୬୩ କରୋନା ପଜିଟିଭ ଚିହ୍ନଟ

କଟକ/ପୁରୀ: କଟକ ସହର ଓ ପୁରୀ ଜିଲ୍ଲାରୁ ଆଜି ପୁଣି ୬୩ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। କଟକ ମହାନଗର ନିଗମ (ସିଏମ୍‌ସି)ରୁ ୩୬ ଜଣ, ଆଚାର୍ଯ୍ୟ ହରିହର କ୍ୟାନସର ହସ୍‌ପିଟାଲରୁ ୫ ଜଣ, ଏସସିବି ଆଇସୋଲେସରୁ ୪ ଜଣ ଓ ଏକ ଘରୋଇ ନର୍ସିଂହୋମରୁ ୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ସାଇକେଲ ଗାର୍ଲ ଜ୍ୟୋତିଙ୍କ ପିତାଙ୍କ ପାଖକୁ ଆସିଲା ଲିଗାଲ୍‌ ନୋଟିସ୍‌

ଦରଭଙ୍ଗା: ବିହାରର ସାଇକେଲ ଗାର୍ଲ ଜ୍ୟୋତିଙ୍କ ଉପରେ ସିନେମା ନିର୍ମିତ ହେବା ନେଇ ଅନେକ କିଛି ପ୍ରସ୍ତୁତି ସରିଛି। କିନ୍ତୁ ଏହି ସମୟରେ ଜ୍ୟୋତି କୁମାରୀଙ୍କ ପିତା ବିବାଦରେ ଫସି ଯାଇଛନ୍ତି। ଗତ ଗୁରୁବାର ଜ୍ୟୋତି କୁମାରୀଙ୍କ ପିତା ମୋହନ ପାଶଓ୍ଵାନ୍‌ଙ୍କ ପାଖକୁ ମୁମ୍ବାଇର ଏକ ୱେବ୍‌ ସିରିଜ…
ଅଧିକ ଖବର ଦେଖନ୍ତୁ...

ସରୋଜ ଖାନ୍‌ଙ୍କ ଏହି ଭାବବିହ୍ଵଳ ଶେଷ ପୋଷ୍ଟ ଥିଲା ସୁଶାନ୍ତଙ୍କ ନାମରେ

ନୂଆଦିଲ୍ଲୀ: ବଲିଉଡର ପ୍ରସିଦ୍ଧ କୋରିଓଗ୍ରାଫର ସରୋଜ ଖାନ ଆଉ ଆମ ଗହଣରେ ନାହାନ୍ତି। ଗତକାଲି ବିଳମ୍ବିତ ରାତିରେ ମୁମ୍ବାଇରେ ସରୋଜ ଖାନଙ୍କ ହୃଦ୍‌ଘାତରେ ମୃତ୍ୟୁ ହୋଇଯାଇଛି। ନିଶ୍ୱାସ ନେବାରେ ଅସୁବିଧା ହେବାରୁ ତାଙ୍କୁ ଜୁନ୍‌ ୨୦ରେ ବାନ୍ଦ୍ରା ଗୁରୁ ନାନକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।…
ଅଧିକ ଖବର ଦେଖନ୍ତୁ...

ଶିଶୁ ପୁତ୍ରକୁ ନେଇ ବାପା ଫେରାର ଘଟଣା: ୨୦ ଦିନର ଶିଶୁ ପୁତ୍ରକୁ ତଣ୍ଟି ଚିପି ହତ୍ୟା କରିଥିଲା ବାପା

ନବରଙ୍ଗପୁର/ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ଥାନା ଅଂଚଳରେଏକ ଅଭାବନୀୟ ଘଟଣା ଘଟିଛି। ଜନ୍ମ କରିବା ବାପା ନିଜର ୨୦ ଦିନର ନିଷ୍ପାପ ଶିଶୁ ପୁତ୍ରକୁ ତଣ୍ଟି ଚିପି ହତ୍ୟା କରିଥିବାର ଜଣାପଡିଛି। ପ୍ରକାଶ ଥାଉକି ଗତ ୩୦ ତାରିଖରେ ଝରିଗାଁ ଥାନାରେ ଜଣେ ମହିଳା ଏତଲା ଦେଇଥିଲେ ଯେ ତାଙ୍କ କୋଳରୁ…
ଅଧିକ ଖବର ଦେଖନ୍ତୁ...

ଭାରତର ବିଦେଶୀ ମୁଦ୍ରାଭଣ୍ଡାର ୫୦୦ ବିଲିୟନ ଡଲାର ଟପିଲା, ବିଶ୍ବରେ ୫ମ ଵୃହତ୍ତମ

ନୂଆଦିଲ୍ଲୀ : ଭାରତର ବିଦେଶୀ ମୁଦ୍ରା ଭଣ୍ଡାର ୫୦୦ ବିଲିୟନ ଡଲାର ଟପିଯାଇଛି । ଏହା ଫଳରେ ଭାରତର ବିଦେଶୀ ମୁଦ୍ରା ଭଣ୍ଡାର ଏବେ ବିଶ୍ବରେ ୫ମ ଵୃହତ୍ତମ ବିଦେଶୀ ମୁଦ୍ରା ଭଣ୍ଡାରରେ ପରିଣତ ହୋଇଛି । ଏହି ପରିମାଣ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି)ର ଏକ ପଞ୍ଚମାଂଶ ହୋଇଥିବାବେଳେ ଏହା ୧୩ ମାସ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ପାରିବାରିକ ଜୀବନ ସୁଖମୟ ହେବ। ଆୟରେ ଅଚାନକ ବୃଦ୍ଧି ହେବ। ପୁରୁଣା ବନ୍ଧୁଙ୍କ ସହିତ ଭେଟ ହୋଇପାରେ। ଅଫିସରେ ଆପଣଙ୍କର କତ୍ତୃର୍ତ୍ବ ବଢ଼ିବ। ବୃଷ: ଇଷ୍ଟଦେବଙ୍କୁ ଆରାଧନା କରନ୍ତୁ, ଗୋଟେ ପରେ ଗୋଟେ କାମ ସ˚ପୂର୍ଣ୍ଣ ହୋଇଯିବ। ଆର୍ଥିକ ସ୍ଥିତି ମଜଭୁତ ହେବ। ପରିବାରରେ ସୁଖ ଶାନ୍ତି…
ଅଧିକ ଖବର ଦେଖନ୍ତୁ...

ଭାରତର ସର୍ବବୃହତ ହସ୍ପିଟାଲରେ ଥିବା ୱାର୍ଡର ନାମ ଗଲୱାନ ସଂଘର୍ଷରେ ମୃତ୍ୟୁବରଣ କରିଥିବା ଯବାନଙ୍କ ନାମରେ ରଖାଯିବ:…

ନୂଆଦିଲ୍ଲୀ: ଦିଲ୍ଲୀସ୍ଥିତ ଭାରତର ସବୁଠାରୁ ବଡ କୋଭିଡ-୧୯ ଡାକ୍ତରଖାନାରେ ଥିବା ବିଭିନ୍ନ ୱାର୍ଡର ନାମକରଣ କରାଯିବ ବୋଲି ସୂଚନା ମିଳିଛି । ଗତ ଜୁନ ୧୫ତାରିଖରେ ଗଲୱାନ ଘାଟିରେ ଚୀନ ସେନା ସହ ଲଢ଼ି ସହିଦ ହୋଇଥିବା ଭାରତୀୟ ଯବାନଙ୍କୁ ସମ୍ମାନ ଜଣାଇ ସେମାନଙ୍କ ନାମରେ ଡାକ୍ତରଖାନାରେ ଥିବା…
ଅଧିକ ଖବର ଦେଖନ୍ତୁ...

ପାହାଡ ତଳେ ବାଇକ ଦୁର୍ଘଟଣା: ଗୁରୁତର ଯୁବକ ଡାକ୍ତରଖାନାରେ ମୃତ୍ୟୁ

ଫୁଳବାଣୀ: ଫୁଲବାଣୀ ସହର ନାରାୟଣୀ ପାହାଡ ତଳେ ଆଜି ସଂଧ୍ୟାରେ ବାଇକ ଦୁର୍ଘଟଣା। ଏଥିରେ ବାଇକ ଅରୋହୀ ଯୁବକ ରାକେଶ କୁମାର ଦିଗାଲ(୨୨)ର ମୃତ୍ୟୁ ହୋଇଛି। ମୃତ ରାକେଶର ଘର ସଦର ଥାନା ବଇଡା ଗ୍ରାମରେ। ସେ ବାଇକରେ ନାରାୟଣୀ ପାହାଡ ପାଖ ରାସ୍ତା ଦେଇ ତଳକୁ ଆସୁଥିଲେ। ଭାରସାମ୍ୟ ହରାଇ ବାଇକଟି…
ଅଧିକ ଖବର ଦେଖନ୍ତୁ...

ବିଷାକ୍ତ ଛତୁ ଖାଇ ଛଅ ଅସୁସ୍ଥ

ଚନ୍ଦାହାଣ୍ଡି: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅଧିନସ୍ଥ ବନାମହୁଲ ଗ୍ରାମର ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ଛଅ ଜଣ ଗୁରୁତର ଅସୁସ୍ଥ ହୋଇ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ଦେଖିବାକୁ ମିଳିଛି। ସୂଚନାରୁ ପ୍ରକାଶ ବନାମହୁଲ ଗ୍ରାମର ଗୌରୀଶଙ୍କର…
ଅଧିକ ଖବର ଦେଖନ୍ତୁ...