Daily Archives

July 8, 2020

ସୁକୁଲ‌ାଭଟ୍ଟା ଓ ଗୁରୁଗାଁରେ ମାଓ ପୋଷ୍ଟର, ମ‌ନରେଗାରେ ମେସିନ୍ ବ୍ୟବହାରକୁ ବିରୋଧ

ରାୟଗଡ଼ା : ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା ସୁକୁଲାଭଟ୍ଟା ଓ ଗୁରୁଗାଁରେ ଲାଗିଛି ମାଓ ପୋଷ୍ଟର। ସିପିଆଇ ମାଓ ସଂଗଠନ ବାଘୁନା ଡିଭିଜନ୍ ପକ୍ଷରୁ ତିନୋଟି ଲାଗିଥିବା ପୋଷ୍ଟରରେ ଜବକାର୍ଡଧାରୀ, ଗରିବ ଲୋକଙ୍କୁ ମନରେଗାରେ କାମ ଯୋଗାଇବା ବଦଳରେ ମେସିନରେ କରାଯିବାକୁ ବିରୋଧ କରିଛନ୍ତି…
ଅଧିକ ଖବର ଦେଖନ୍ତୁ...

କରୋନାଭାଇରସ୍ ବାୟୁବାହୀ ହେବାର ଅନୁସନ୍ଧାନକୁ ନେଇ ଭୟଭୀତ ହେବାର ଆବଶ୍ୟକତା ନାହିଁ: ବିଶେଷଜ୍ଞ

ନୂଆଦିଲ୍ଲୀ: ୨୦୦ରୁ ଅଧିକ ବୈଜ୍ଞାନିକଙ୍କ ଦ୍ବାରା ଦର୍ଶାଯାଇଥିବା ଅଧ୍ୟୟନ ଅନୁଯାୟୀ କରୋନାଭାଇରସ୍ ବାୟୁବାହୀ । ଏହା ବାୟୁ ମାଧ୍ୟମରେ ଲୋକଙ୍କୁ ସଂକ୍ରମିତ କରେ । ଏହି ଅଧ୍ୟୟନ ସାମ୍ନାକୁ ଆସିବା ପରେ ଲୋକେ ଭୟଭୀତ ହୋଇପଡ଼ିଥିଲେ। ତେବେ କରୋନାଭାଇରସ୍ ବାୟୁବାହୀ ହେବାର ଅନୁସନ୍ଧାନକୁ ନେଇ…
ଅଧିକ ଖବର ଦେଖନ୍ତୁ...

୯ରେ ଫିକ୍କି ମହିଳା ସଂଗଠନ ପକ୍ଷରୁ ଆଇଟି ଶିଳ୍ପରେ କ୍ୟାରିୟର ସମ୍ଭାବନା ଉପରେ ଓ୍ୱେବିନାର

ଭୁବନେଶ୍ୱର : କରୋନା ମହାମାରୀ ଆମ ଅର୍ଥନୀତିକୁ ଏକ ବିରାଟ ଧକ୍କା ଦେଇଛି । ଏହାର ପ୍ରଭାବରେ ସାରା ବିଶ୍ୱରେ ବହୁ ଲୋକ କର୍ମସଂସ୍ଥାନ ହରାଉଛନ୍ତି । ଲକ୍ଷ ଲକ୍ଷ ପ୍ରବାସୀ ରୋଜଗାର ହରାଇ ନିଜ ନିଜ ରାଜ୍ୟକୁ ଫେରୁଛନ୍ତି । ଏପରି ସ୍ଥିତିରେ ଏହି ପ୍ରବାସୀ ଓ ବେରୋଜଗାରଙ୍କୁ ନିଯୁକ୍ତି ସୁଯୋଗ ଦେଲେ…
ଅଧିକ ଖବର ଦେଖନ୍ତୁ...

ଖୁସି ଖବର : ଆଜି ଆଉ ୩୦୩ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତିି

ଭୁବନେଶ୍ୱର: ଆଜି ରାଜ୍ୟରେ ୩୦୩ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ୩୦୩ଜଣଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୧୨୦ଜଣ ସୁସ୍ଥ ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି। ନୂଆ ସୁସ୍ଥଙ୍କୁ ମିଶାଇଲେ ଏଯାବତ ରାଜ୍ୟରୁ ୭୦୦୬ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା…
ଅଧିକ ଖବର ଦେଖନ୍ତୁ...

ତିନି ଦିନ ପାଇଁ ପାରଳାଖେମୁଣ୍ଡି ସଟ୍‌ଡାଉନ୍‌

ଗଜପତି: ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରକୁ ତିନି ଦିନ ପାଇଁ ଜିଲ୍ଲାପାଳ ଅନୁପମ୍‌ ଶାହା ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି। ରାଜ୍ୟ ଓ ଜିଲ୍ଲାରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଏପରି ପଦକ୍ଷେପ ନେଇଛନ୍ତି। ଆସନ୍ତା ଶୁକ୍ର, ଶନି ଓ…
ଅଧିକ ଖବର ଦେଖନ୍ତୁ...

ଆସନ୍ତା ବର୍ଷ ଭାରତରେ ସାଂଘାତିକ ହେବ କରୋନା ସ୍ଥିତି, ଦିନକୁ  ଯୋଗ ହେବେ ୨.୮୭ ଲକ୍ଷ ନୂଆ ସଂକ୍ରମିତ

ଭୁବନେଶ୍ବର : ସମଗ୍ର ବିଶ୍ବରେ କରୋନା ଆକ୍ରାନ୍ତ ସଂଖ୍ୟା ବଢିଚାଲିଛି । ଭାରତରେ ଏହା ଦ୍ରୁତଗତିରେ ବଢି ସାଢେ ସାତଲକ୍ଷ ଛୁଇଁଲାଣି । ଭାରତରେ ଦିନକୁ ଏବେ ହାରାହାରି ୨୦ରୁ ୨୫ ହଜାର ନୂଆ ସଂକ୍ରମିତ ଯୋଗ ହେଉଛନ୍ତି । ସ୍ଥିତି ଦିନକୁ ଦିନ ଅଧିକ ଚିନ୍ତାଜନକ ହେଉଛି । ଏପରି ସମୟରେ ଆମେରିକାର…
ଅଧିକ ଖବର ଦେଖନ୍ତୁ...

କାଠଯୋଡ଼ି ନଦୀଙ୍କୁ ଡ଼େଇଁ ମା’-ଝିଅଙ୍କ ଆତ୍ମହତ୍ୟା ଉଦ୍ୟମ, ଉଦ୍ଧାର କଲା ଅଗ୍ନିଶମ ବାହିନୀ

କଟକ: ଭୁବନେଶ୍ବରରୁ-କଟକ ରାସ୍ତାରେ ତ୍ରିଶୂଳୀୟା ନିକଟରେ  ସୁବାସ ବୋଷ ସେତୁ ଉପରୁ କାଠଯୋଡ଼ି ନଦୀକୁ ଡ଼େଇଁ କିଛି ସମୟ ତଳେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ମା’-ଝିଅ । ସେତୁ ଉପରେ ସ୍କୁଟି ରଖି କିଛି ସମୟ କଥା ହେବା ପରେ ମା’-ଝିଅ ଏଭଳି ପଦକ୍ଷପ ନେଇଥିଲେ ।  ଘଟଣା ଘଟିବା ପରେ ସ୍ଥାନୀୟ ପୁଲିସ…
ଅଧିକ ଖବର ଦେଖନ୍ତୁ...

କେନ୍ଦ୍ରର ନିର୍ଦ୍ଦେଶ ପରେ ୩୦% ହ୍ରାସ କରି ନୂତନ ପାଠ୍ୟକ୍ରମ ଆଣିଲା ସିବିଏସଇ, ଜାଣନ୍ତୁ କେଉଁ ଶ୍ରେଣୀରୁ ବାଦ ପଡ଼ିଲା…

ନୂଆଦିଲ୍ଲୀ: ଗତକାଲି ସମଗ୍ର ବିଶ୍ୱରେ କୋଭିଡ୍ -୧୯ ପରିସ୍ଥିତି କାରଣରୁ ମୂଳ ଧାରଣାକୁ ବଜାୟ ରଖିବା ସହିତ ସିବିଏସ୍ଇ ୯ମରୁ ଦ୍ବାଦଶ ଶ୍ରେଣୀର ଛାତ୍ର-ଛାତ୍ରୀଙ୍କ ପାଇଁ ପାଠ୍ୟକ୍ରମ ହ୍ରାସ କରିଥିଲା। ଏ ନେଇ ଟୁଇଟ କରି ସୂଚନା ଦେଇଥିଲେ ମ‌ାନବ ସମ୍ବଳ ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ । ଆଜି…
ଅଧିକ ଖବର ଦେଖନ୍ତୁ...

ଶିଶୁଭବନରୁ ଆଉ ଜଣେ ଶିଶୁ କରୋନା ଆକ୍ରାନ୍ତ ଚିହ୍ନଟ

କଟକ : ଆଜି କଟକସ୍ଥିତ ଶିଶୁଭବନରୁ ଆଉ ଜଣେ ଶିଶୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କରୋନା ଆକ୍ରାନ୍ତ ହୋଇଥିବା ଶିଶୁ ଜଗତସିଂହପୁର ଜିଲ୍ଲାର ବୋଲି ଶିଶୁଭବନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଶିଶୁର ସ୍ୱାବ ସଂଗ୍ରହ କରି କୋଭିଡ-୧୯ ପରୀକ୍ଷା ପାଇଁ ପଠା ଯାଇଥିଲା। ଏହି ରିପୋର୍ଟ ପଜିଟିଭ୍‌…
ଅଧିକ ଖବର ଦେଖନ୍ତୁ...

ବାହାରୁ ରାଜଧାନୀକୁ ଦୈନିକ ଯିବାଆସିବା କରୁଥିବା ସରକାରୀ କର୍ମଚାରୀଙ୍କ ଉପରେ କଟକଣା ଲଗାଇଲେ ସରକାର

ଭୁବନେଶ୍ବର : ଓଡ଼ିଶା ବିଶେଷକରି ରାଜଧାନୀ ଭୁବନେଶ୍ବରରେ କରୋନା ସଂକ୍ରମିତ ସଂଖ୍ୟା ବଢିଚାଲିଥିବାରୁ ଓଡ଼ିଶା ସରକାର କେତେକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ଏହା ଅନୁସାରେ ଭୁବନେଶ୍ବରକୁ ଦୈନିକ ଯିବାଆସିବା କରୁଥିବା ସରକାରୀ କର୍ମଚାରୀଙ୍କ ଉପରେ କଟକଣା ଲଗାଯାଇଛି । ଓଡ଼ିଶା…
ଅଧିକ ଖବର ଦେଖନ୍ତୁ...