Daily Archives

July 8, 2020

ରାଜଧାନୀରୁ ସୁସ୍ଥ ହେଲେ ୧୮ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜଧାନୀରେ କରୋନା ମାମଲା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ବୁଧବାର ରାଜଧାନୀରୁ ୧୮ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟରରେ ସୂଚନା ଦିଆଯାଇଛି। ଅପରାହ୍ନରେ ରାଜଧାନୀରୁ ଚିହ୍ନଟ ହୋଇଥିବା ୪୬ଜଣ କରୋନା ଆକ୍ରାନ୍ତଙ୍କୁ ମିଶାଇଲେ ଏଯାବତ…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ୱରରୁ ୪୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ୨୪ ସ୍ଥାନୀୟ ସଂକ୍ରମଣର ଶିକାର

ଭୁବନେଶ୍ୱର: ରାଜଧାନୀ  ଭୁବନେଶ୍ୱରରୁ ୪୬ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ଚିହ୍ନଟ ହୋଇଥିବା ୪୬ଜଣଙ୍କ ମଧ୍ୟରୁ ୨୨ଜଣ କ୍ୱାରେଣ୍ଟାଇନ୍‌ରୁ ଓ ୨୪ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ…
ଅଧିକ ଖବର ଦେଖନ୍ତୁ...

ଜମ୍ମୁ-କଶ୍ମୀରରେ ଅବସ୍ଥାପିତ ବରିଷ୍ଠ ଓଡ଼ିଆ ଆଇପିଏସ୍‌ ଅଧିକାରୀ ବସନ୍ତ ରଥ ନିଲମ୍ବିତ

ଶ୍ରୀନଗର: ଦୁର୍ବବ୍ୟହାର ଓ ଅସଦାଚରଣ ଅଭିଯୋଗରେ ଜମ୍ମୁ- କଶ୍ମୀରରେ ଅବସ୍ଥାପିତ ଥିବା ବରିଷ୍ଠ ଆଇପିଏସ୍‌ ଅଧିକାରୀ ବସନ୍ତ ରଥଙ୍କୁ ଆଜି (ବୁଧବାର) କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ଅସଦାଚରଣ ଅଭିଯୋଗରେ ତାଙ୍କ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ…
ଅଧିକ ଖବର ଦେଖନ୍ତୁ...

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର କରୋନା ଆକ୍ରାନ୍ତ ବୋଲି ‘ମିଥ୍ୟା’ ରିପୋର୍ଟ ଛାପିବା ମହଙ୍ଗା ପଡ଼ିଲା; ଗିରଫ ହେଲେ…

ହାଇଦ୍ରାବାଦ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ (କେସିଆର) କରୋନା ବା କୋଭିଡ୍‌-୧୯ ଆକ୍ରାନ୍ତ ବୋଲି ଏକ ମିଥ୍ୟା ରିପୋର୍ଟ ଛାପିବା ଅଭିଯୋଗରେ ତେଲେଙ୍ଗାନା ପୁଲିସ୍‌ ୩ ଜଣ ସାମ୍ବାଦିକଙ୍କୁ ଗିରଫ କରିଛି। ହସ୍ତଗତ ହୋଇଥିବା ଘଟଣାର ରିପୋର୍ଟରୁ ପ୍ରକାଶ, ତେଲୁଗୁ ଖବରକାଗଜ ‘ଆଧାର…
ଅଧିକ ଖବର ଦେଖନ୍ତୁ...

ଘରୋଇ କଳି କାଳ ହେଲା; ଦିଅର ମାଡ଼ରେ ଭାଉଜ ମୃତ

ଯାଜପୁର: ପାରିବାରିକ ଗଣ୍ଡଗୋଳ ଓ କଳିକୁ କେନ୍ଦ୍ର ଦିଅର ଉତ୍ତ୍ୟକ୍ତ ହୋଇ ଭାଉଜକୁ ମାଡ଼ ମାରିଥିଲା। ଆଉ ଦିଅର ମାଡ଼ରେ ଭାଉଜର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଏହି ଘଟଣା ସମ୍ପର୍କରେ ଖବର ପାଇଁ ଯାଜପୁର ଟାଉନ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ସୂଚନା ଅନୁସାରେ, ଯାଜପୁର ଟାଉନ…
ଅଧିକ ଖବର ଦେଖନ୍ତୁ...

ଅର୍ଥ ବିଭାଗ ଦେଲା ସ୍ପଷ୍ଟୀକରଣ : ନୂଆ ପଦବୀ ସୃଷ୍ଟି ଉପରେ କେବଳ କଟକଣା ଲାଗିଛି; ଅନ୍ୟ ସମସ୍ତ ନିଯୁକ୍ତି ପ୍ରକ୍ରିୟା…

ଭୁବନେଶ୍ବର: ଗତକାଲି କୋଭି଼ଡ଼୍-୧୯ ସଂକ୍ରମଣ ହେତୁ ଓଡ଼ିଶାର ଅର୍ଥନୀତି ପ୍ରଭାବିତ ହୋଇଥିବା  ପରିପ୍ରେକ୍ଷୀରେ ରାଜ୍ୟ ସରକାର ଏକ ବଡ଼ ଧରଣର କଟକଣା ଜାରି କରିଥିଲେ। ଅନ୍ୟାନ୍ୟ କଟକଣା ସହିତ  ଆସନ୍ତା ଦୁଇ ବର୍ଷ ପାଇଁ ସରକାରୀସ୍ତରରେ ସ୍ବାସ୍ଥ୍ୟ ବିଭାଗର ନିଯୁକ୍ତିକୁ ଛାଡ଼ିଦେଲେ କୌଣସି ବି…
ଅଧିକ ଖବର ଦେଖନ୍ତୁ...

ଆଗାମୀ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ବହୁ ଜିଲ୍ଲାରେ ରହିଛି ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆଗାମୀ ୩ ଦିନ ପର୍ଯ୍ୟନ୍ତ ଅର୍ଥାତ୍‌ ୧୧ ତାରିଖ ଶନିବାର ଅପରାହ୍ନ ମଧ୍ୟରେ ରାଜ୍ୟର ବହୁ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି ବୋଲି ଆଜି ଅପରାହ୍ନରେ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ଏକ ସତର୍କ ସୂଚନାରେ କୁହାଯାଇଛି। ଆସନ୍ତା ୨୪ ଘଣ୍ଟା…
ଅଧିକ ଖବର ଦେଖନ୍ତୁ...

ବିଦ୍ୟୁତ ଆଘାତରେ ଦୁଇ ବଳଦଙ୍କ ମୃତ୍ୟୁ; ମାଲିକ ପାତକ ପାପର କରୁଛନ୍ତି ପ୍ରାୟଶ୍ଚିତ

ବୌଦ୍ଧ: ଯୁଗ ପରିବର୍ତ୍ତନ ହେବାରେ ଲାଗିଛି। ମାତ୍ର ଲୋକଙ୍କ ମନରୁ ଅନ୍ଧବିଶ୍ୱାସର ଭୟ ଯାଉ ନାହିଁ। କିଛି ଲୋକଙ୍କ ଭୁଲ ପରାମର୍ଶ କାରଣରୁ ଜଣେ ଗରିବ ଭାଗ ଚାଷୀଙ୍କୁ ଅକଥନୀୟ କଷ୍ଟ ଭୋଗିବାକୁ ପଡୁଛି । ବୌଦ୍ଧ ବ୍ଲକ୍‌ ସରଣ୍ଡା ଗାଁର କ୍ଷୁଦ୍ର ଚାଷୀ ଚମ୍ପେଶ୍ୱର ପ୍ରଧାନଙ୍କ ଦୁଇଟି ବଳଦର ମୃତ୍ୟୁ…
ଅଧିକ ଖବର ଦେଖନ୍ତୁ...

ମନ୍ତ୍ରୀ କରୋନାଭାଇରସ୍ ପଜିଟିଭ୍ ଜଣାପଡ଼ିବା ପରେ ହୋମ୍‌ କ୍ବାରେଣ୍ଟିନ୍‌ରେ ରହିଲେ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ…

ରାଞ୍ଚି: ଜଣେ ମନ୍ତ୍ରୀ କରୋନାଭାଇରସ୍ ପଜିଟିଭ୍ ‌ବୋଲି ପରୀକ୍ଷାରୁ ଜଣାପଡ଼ିବା ପରେ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ତାଙ୍କ ରାଞ୍ଚି ବାସଭବନରେ ହୋମ୍ କ୍ବାରେଣ୍ଟିନ୍‌ରେ ରହିଛନ୍ତି। ସେ ମନ୍ତ୍ରୀଙ୍କୁ ସୋରେନ୍ ପୂର୍ବରୁ ଭେଟିଥିଲେ। ବୁଧବାର ଦିନ ଏକ ବିବୃତିରେ ଝାଡ଼ଖଣ୍ଡ…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନର ଦାବି: ରିଭ୍ୟୁ ପିଟିସନ୍ ଫାଇଲ୍‌ କରିବାକୁ ମନାକଲେ କୁଳଭୂଷଣ ଯାଦବ, କ୍ଷମା ଯାଚିକାକୁ ନେଇ ଆଗେଇବେ

ନୂଆଦିଲ୍ଲୀ: ପାକିସ୍ତାନରେ ବନ୍ଦୀ ହୋଇଥିବା ଭାରତୀୟ ନାଗରିକ କୁଳଭୂଷଣ ଯାଦବ ରିଭ୍ୟୁ ପିଟିସନ୍ ଫାଇଲ୍ କରିବାକୁ ମନା କରି ଦେଇଛନ୍ତି। ପଡ଼ିରହିଥିବା କ୍ଷମା ଯାଚିକାକୁ ନେଇ ଆଗେଇବାକୁ ସେ ସ୍ଥିର କରିଥିବା କଥା ପାକିସ୍ତାନ ସରକାର କହିଛନ୍ତି। ପାକିସ୍ତାନର ଅତିରିକ୍ତ ଆଟର୍ଣ୍ଣି ଜେନେରାଲ୍…
ଅଧିକ ଖବର ଦେଖନ୍ତୁ...