Daily Archives

July 9, 2020

ଝାରପଡ଼ା ଜେଲ ଗଲେ ଆୟୁଷ ନିର୍ଦ୍ଦେଶକ ବିଭୁ ପ୍ରସାଦ ଷଡ଼ଙ୍ଗୀ

ଭୁବନେଶ୍ୱର : ମହିଳା କର୍ମଚାରୀଙ୍କ ଅଶ୍ଳିଳ ଇଙ୍ଗିତ କରିଥିବା ଅଭିଯୋଗରେ ଜେଲ ଯାଇଛନ୍ତି ଆୟୁଷ ନିର୍ଦ୍ଦେଶକ ବିଭୁ ପ୍ରସାଦ ଷଡ଼ଙ୍ଗୀ । ଆଜି ଏସଡିଜେଏମଙ୍କ କୋର୍ଟରେ ତାଙ୍କର ଜାମିନ ଆବେଦନ ଖାରଜ ହେବା ପରେ ତାଙ୍କୁ ଝାରପଡ଼ା ଜେଲ ପଠାଯାଇଛି । ଏଠାରେ ସେ ୧୪ ଦିନିଆ ବିଚାର ବିଭାଗୀୟ ହାଜତରେ…
ଅଧିକ ଖବର ଦେଖନ୍ତୁ...

କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ କରୋନା ନେଗେଟିଭ

ଭୁବନେଶ୍ୱର : କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ କରୋନା ନମୁନା ନେଗେଟିଭ ବାହାରିଛି । ତାଙ୍କର ସମସ୍ତ କର୍ମଚାରୀଙ୍କ ନମୁନା ମଧ୍ୟ ନେଗେଟିଭ ବାହାରିଛି । ଏ ନେଇ ସେ ଟ୍ଵିଟ କରି ସୂଚନା ଦେଇଛନ୍ତି । ସେ ଏବେ ସୁସ୍ଥ ଥିବା ଜଣାଇଛନ୍ତି । ତିନିଦିନ ପୂର୍ବରେ ନୀଳଗିରିର ବିଜେପି ବିଧାୟକ…
ଅଧିକ ଖବର ଦେଖନ୍ତୁ...

୬ ମାସରେ ୧୦ ହଜାର ଟଙ୍କା ବଢ଼ିଲାଣି ସୁନା ମୂଲ୍ୟ

ମୁମ୍ବାଇ: ଗୁରୁବାର ଦିନ ଦେଶରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୪୯,୩୧୮ ଟଙ୍କାରେ ପହଞ୍ଚିଛି | ଗୁରୁବାର ସୁନା ମୂଲ୍ୟରେ ୧୯୬ ଟଙ୍କା ବୃଦ୍ଧି ଘଟିଛି। ଏହାପୂର୍ବରୁ ବୁଧବାର ଦିନ ସୁନା ୧୦ ଗ୍ରାମ ପିଛା ୪୯,୧୨୨ ଟଙ୍କା ଥିଲା। ଗୁରୁବାର ଦିନ ରୂପା ମଧ୍ୟ ୧୦୯୨ ଟଙ୍କା ବୃଦ୍ଧି ହୋଇ କିଲୋଗ୍ରାମ ପିଛା…
ଅଧିକ ଖବର ଦେଖନ୍ତୁ...

ଜୁଆର ସାଧିଲା ଦାଉ, ପଦନୀପାଳ-ନମତରା ରାସ୍ତାରେ ଘାଇ

ଆଳି: ଆଜି ଅପରାହ୍ନରେ କାଣୀ-ଖରସ୍ରୋତା ନଦୀରେ ଉଛୁଳା ଜୁଆର ଆସି ନମତରା-ପଦନୀପାଳ ରାସ୍ତାରେ ୩ ଟି ଘାଇ କରି ରାସ୍ତାକୁ ଭସାଇ ନେଇଛି। ଫଳରେ ପଦନୀପାଳ ପଞ୍ଚାୟତର ଦୈତ୍ୟାରୀପୁର, କଳମଡା ଶାସନ ଓ ପଦନୀପାଳ ୩ ଟି ଗ୍ରାମର ବାସିନ୍ଦା ସ୍ଥଳପଥରେ ଯୋଗାଯୋଗର ବାଟ ବନ୍ଦ ହୋଇଯାଇଛି। ପଦନୀପାଳ…
ଅଧିକ ଖବର ଦେଖନ୍ତୁ...

ସାମାଜିକ ଦୂରତ୍ୱ ରଖିବା ପାଇଁ ରେଳ ମନ୍ତ୍ରାଳୟ ଇଞ୍ଜିନିୟର ଆଣିଲେ ଏହି ଉପକରଣ

ନୂଆଦିଲ୍ଲୀ: କରୋନା ମହାମାରୀ ମଧ୍ୟରେ, ଦକ୍ଷିଣ ରେଳ ସିଗନାଲ୍ ଏବଂ ଟେଲିକମ୍ ଯୋଗାଯୋଗର ଇଞ୍ଜିନିୟରମାନେ ସାମାଜିକ ଦୂରତାକୁ ବଜାୟ ରଖିବା ପାଇଁ ଏକ ଉପକରଣ ନିର୍ମାଣ କରିଛନ୍ତି | ଏହି ଡିଭାଇସ୍ କରୋନା ଭୁତାଣୁ ସହିତ ଲଢ଼ିବାରେ ସାହାଯ୍ୟ କରିବ ଏବଂ ଭୁତାଣୁ ବିସ୍ତାରରୁ ରକ୍ଷା କରିବ | ଏହାର…
ଅଧିକ ଖବର ଦେଖନ୍ତୁ...

ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୩ ଯୁବକଙ୍କ ଆତଙ୍କରାଜ, ୨ ଡାକ୍ତରଙ୍କୁ ଆକ୍ରମଣ କରି ଫେରାର୍

ଖୋର୍ଦ୍ଧା : ଆଜି ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୩ଜଣ ଯୁବକ ବେଶ୍ କିଛି ସମୟ ଧରି ଆତଙ୍କରାଜ ସୃଷ୍ଟି କରିବା ସହ ଦୁଇଜଣ କାର୍ଯ୍ୟରତ ଡାକ୍ତରଙ୍କୁ ଗାଳିଗୁଲଜ କରିବା ସହ ପିଭିସି ପାଇପରେ ଆକ୍ରମଣ କରିଛନ୍ତି । ସିସିଟିଭି ଫୁଟେଜରୁ ଆକ୍ରମଣକାରୀ ଯୁବକଙ୍କୁ ଚିହ୍ନଟ କରାଯାଇଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

 ଜାଣନ୍ତୁ ରକ୍ତର ହୋଲି ଖେଳୁଥିବା ମୋଷ୍ଟ୍ ୱାଣ୍ଟେଡ୍ ବିକାଶ ଦୁବେର ପୂରା କାହାଣୀ; ଛୋଟବେଳୁ ଦେଖୁଥିଲା ଗ୍ୟାଙ୍ଗ…

ଦେଶର ମୋଷ୍ଟ ୱାଣ୍ଟେଡ ଅପରାଧୀ ବିକାଶ ଦୁବେ ଉର୍ଫ ବିକାଶ ପଣ୍ଡିତ ଗିରଫ । ମଧ୍ୟପ୍ରଦେଶ ଉଜ୍ଜୈନର ପ୍ରସିଦ୍ଧ ମହାକାଳ ମନ୍ଦିର ପାଖରୁ ପୋଲିସ ତାକୁ ଗିରଫ କରିଛି । ଗତ ଜୁଲାଇ ୩ରେ ତାକୁ ଗିରଫ କରିବାକୁ ଯାଇଥିବା ପୋଲିସ ଦଳ ଉପରକୁ ଆଖିବୁଜା ଗୁଳିଚାଳନା କରି ୮ ଜଣ ପୋଲିସଙ୍କୁ ହତ୍ୟା କରିଥିଲା ।…
ଅଧିକ ଖବର ଦେଖନ୍ତୁ...

ଚୌଦ୍ୱାର ଜେଲକୁ ବ୍ୟାପିଲା କରୋନା, ୮ ପଜିଟିଭ ଚିହ୍ନଟ

କଟକ: ରାଜ୍ୟର ସବୁଠାରୁ ବଡ଼ ଜେଲ ଭାବେ ପରିଚିତ ଚୌଦ୍ୱାର ଜେଲକୁ କରୋନା ବ୍ୟାପିଯାଇଛି | ଜେଲରେ ୮ଟି କରୋନା ପଜିଟିଭ ଚିହ୍ନଟ ହୋଇଛି । ଏମାନଙ୍କ ମଧ୍ୟରୁ ୬ ଜଣ କଏଦୀ ଓ ୨ ଜଣ  ଜେଲ କର୍ମଚାରୀ  ରହିଛନ୍ତି ବୋଲି ଜେଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ମିଳିଥିବା ସୂଚନାରୁ ଜଣାପଡ଼ିଛି । କିଛି ଦିନ…
ଅଧିକ ଖବର ଦେଖନ୍ତୁ...

ଜିଓ-ଫାଇବର୍‌ ଉପଭୋକ୍ତାଙ୍କ ପାଇଁ ଖୁସି ଖବର: ଏଣିକି ମାଗଣାରେ ଲାୟନ୍‌ସଗେଟ୍‌ ପ୍ଲେ ପ୍ରିମିୟମ୍‌ କଣ୍ଟେଣ୍ଟ ସହ ଦେଖିବେ…

ଭୁବନେଶ୍ୱର: ଜିଓ-ଫାଇବର୍‌ ପକ୍ଷରୁ ଉପଭୋକ୍ତାଙ୍କ ପାଇଁ ପ୍ରସିଦ୍ଧ ଲାୟନ୍‌ସଗେଟ୍‌ ପ୍ଲେର ହଲିଉଡ୍‌ ସେଗ୍‌ମେଣ୍ଟରେ ଥିବା ବିଭିନ୍ନ ବର୍ଗ ଓ ବିବିଧ ଭାଷାର ପ୍ରିମିୟମ୍‌ କଣ୍ଟେଣ୍ଟ ସମ୍ବଳିତ ସମ୍ପୂର୍ଣ୍ଣ ଲାଇବ୍ରେରି ସ୍ୱତନ୍ତ୍ର ଭାବରେ ନିଶୁଳ୍କ ଉପଲବ୍ଧ କରାଯାଇଛି। ଜିଓ-ଫାଇବରର ସିଲ୍‌ଭର…
ଅଧିକ ଖବର ଦେଖନ୍ତୁ...

ୟୁଜିସି ପକ୍ଷରୁ ଜାରି ପରୀକ୍ଷା ନିର୍ଦ୍ଦେଶନାମାର ପୁନର୍ବିଚାର ଲାଗି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀଙ୍କୁ ପତ୍ର…

ଭୁବନେଶ୍ୱର: ୟୁଜିସି ସମସ୍ତ ବିଶ୍ ବିଦ୍ୟାଳୟ ଏବଂ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଅଣ୍ଡର ଗ୍ରାଜୁଏଟ ଏବଂ ପୋଷ୍ଟ ଗ୍ରାଜୁଏଟର ଶେଷ ବର୍ଷ ସେମିଷ୍ଟାର ପରୀକ୍ଷା ୩୦.୦୯.୨୦୨୦ ସୁଦ୍ଧା କରିବା ଲାଗି ଦେଇଥିବା ନିର୍ଦ୍ଦେଶ ନେଇ ରାଜ୍ୟ  ଉଚ୍ଚ ଶିକ୍ଷା ମନ୍ତ୍ରୀ ଡଃ ଅରୁଣ କୁମାର ସାହୁ…
ଅଧିକ ଖବର ଦେଖନ୍ତୁ...