Daily Archives

July 13, 2020

କରୋନା ଚିକିତ୍ସା ସହ ଜଡ଼ିତ ସମସ୍ତ ଡାକ୍ତର ଓ ପାରାମେଡିକାଲ କର୍ମଚାରୀଙ୍କୁ ମିଳିବ ଦୈନିକ ୨୪୦ ଟଙ୍କାର ଖାଦ୍ୟ

ଭୁବନେଶ୍ୱର: ଡାକ୍ତର ଓ ପାରାମେଡିକାଲ କର୍ମଚାରୀଙ୍କୁ ମିଳିବ ଖାଦ୍ୟ ଭତ୍ତା | ସରକାରୀ କୋଭିଡ୍ କେୟାର ସେଣ୍ଟର, କୋଭିଡ୍ କେୟାର ହୋମ୍ ଓ କୋଭିଡ୍ କେୟାର ହସ୍ପିଟାଲରେ କାମ କରୁଥିବା ଡାକ୍ତର ଓ ପାରାମେଡିକାଲ କର୍ମଚାରୀଙ୍କୁ ଦୈନିକ ୨୪୦ ଟଙ୍କାର ଖାଦ୍ୟ ଭତ୍ତା ଦିଆଯିବ ବୋଲି ନିଷ୍ପତ୍ତି…
ଅଧିକ ଖବର ଦେଖନ୍ତୁ...

ଶ୍ରୀ ପଦ୍ମନାଭସ୍ୱାମୀ ମନ୍ଦିର ଉପରେ ଟ୍ରାଭାନକୋର ରାଜ ପରିବାରର ଅଧିକାରକୁ କାଏମ୍‌ ରଖିଲେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: କେରଳର ଥିରୁବନନ୍ତପୁରମରେ ଥିବା ପ୍ରସିଦ୍ଧ ଶ୍ରୀ ପଦ୍ମନାଭସ୍ୱାମୀ ମନ୍ଦିର ପ୍ରଶାସନରେ ଟ୍ରାଭାନକୋର ରାଜ ପରିବାରର ଅଧିକାରକୁ କାଏମ ରଖିଛନ୍ତି ସୁପ୍ରିମ୍‌ କୋର୍ଟ। ଦେଶର ସବୁଠାରୁ ଧନୀ ମନ୍ଦିର ରୂପେ ବିବେଚନା କରାଯାଉଥିବା ଥିରୁବନନ୍ତପୁରମର ଐତିହାସିକ ଶ୍ରୀ ପଦ୍ମନାଭସ୍ୱାମୀ…
ଅଧିକ ଖବର ଦେଖନ୍ତୁ...

୧୮ ବରିଷ୍ଠ ମହିଳା ନେତ୍ରୀଙ୍କୁ ଜିଲ୍ଲା ଦାୟିତ୍ୱ ଦେଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ 

ଭୁବନେଶ୍ୱର: ଜିଲ୍ଲାରେ ସାଂଗଠନିକ କାର୍ଯ୍ୟ ପରିଚାଳନା ପାଇଁ ବିଜେଡିର ୧୮ଜଣ ବରିଷ୍ଠ ମହିଳା ନେତ୍ରୀଙ୍କୁ ବଡ଼ ଦାୟିତ୍ୱ ଦେଇଛନ୍ତି ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ  |  ଦଳର ରାଜ୍ୟ ମହିଳା କମିଟିର ଜିଲ୍ଲା ଇନ୍-ଚାର୍ଜ ଭାବରେ ଏହି ୧୮ଜଣ ବରିଷ୍ଠ ନେତ୍ରୀ ଦାୟିତ୍ୱ ତୁଲାଇବେ | ଏ ନେଇ…
ଅଧିକ ଖବର ଦେଖନ୍ତୁ...

କରୋନା ଚିକିତ୍ସା ପାଇଁ ବ୍ୟବହାର ହେଉଥିବା ଫାବିପିରାଭିରର ମୂଲ୍ୟ ହ୍ରାସ କଲା ଗ୍ଲେନମାର୍କ

ନୂଆଦିଲ୍ଲୀ : କରୋନା ସଂକ୍ରମଣ ଚିକିତ୍ସା କ୍ଷେତ୍ରରେ ଉପଯୋଗୀ ସାବ୍ୟସ୍ତ ହେଉଥିବା ଔଷଧ ଫାବିପିରାଭିରର ମୂଲ୍ୟ ହ୍ରାସ କରିଛି ଗ୍ଲେନମାର୍କ ଫାର୍ମାସୁଟିକାଲ୍ସ । ପ୍ରତି ଟାବଲେଟ ମୂଲ୍ୟ ପୂର୍ବରୁ ୧୦୩ ଟଙ୍କା ଥିବାବେଳେ ଏବେ ତାହା ୭୫ ଟଙ୍କାକୁ ଖସିଆସିଛି । ଏହି ହ୍ରାସ ପରେ ଏହି ଔଷଧର ୧୪…
ଅଧିକ ଖବର ଦେଖନ୍ତୁ...

ଓଡ଼ଗାଁ ଏନ୍‌ଏସିରୁ ହଟିଲା କଣ୍ଟେନମେଣ୍ଟ୍‌ କଟକଣା

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନ୍‌ଏସି ୱାର୍ଡ ନମ୍ବର  ୧ରୁ ୧୫ ପର୍ଯ୍ୟନ୍ତ ଲାଗୁ ହୋଇଥିବା କଣ୍ଟେନମେଣ୍ଟ୍‌ କଟକଣା ଆଜି ସନ୍ଧ୍ୟାରେ ଉଠାଇ ଦିଆଯାଇଛି। ସ୍ଥାନୀୟ କରୋନା ସଂକ୍ରମିତ ରୋଗୀ ଚିହ୍ନଟ ହେବା ପରେ ଗତ ୧ ତାରିଖରେ ଜିଲ୍ଲାପାଳ ଡ. ପୋମା ଟୁଡୁ  ବିପର୍ଯ୍ୟୟ ପରିଚାଳନା ଆଇନ…
ଅଧିକ ଖବର ଦେଖନ୍ତୁ...

ଖୋର୍ଦ୍ଧା ଜିଲ୍ଲାର ଜାମୁଝରୀ ଓ ଜଟଣୀ ନିକଟରେ ହେବ କୋଭିଡ କେୟାର ସେଣ୍ଟର, ଉପଲବ୍ଧ ହେବ ୮୦୦ ଶଯ୍ୟା

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି | ପରିସ୍ଥିତିର ମୁକାବିଲା ପାଇଁ ସରକାର ନିରନ୍ତର ପ୍ରୟାସ ଜାରି ରଖିଥିବା ବେଳେ ଆଜି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଓ ସମ ହସ୍ପିଟାଲ ମଧ୍ୟରେ ଏମଓୟୁ ସ୍ବାକ୍ଷର ହୋଇଛି | ବର୍ତ୍ତମାନ ଖୋର୍ଦ୍ଧା ଜିଲ୍ଲାରେ…
ଅଧିକ ଖବର ଦେଖନ୍ତୁ...

କରୋନା ଭାଇରସର ଉତ୍ପତ୍ତିସ୍ଥଳ ସଂପର୍କରେ ତଦନ୍ତ ପାଇଁ ଚୀନରେ ପହଞ୍ଚିଲେ ଡବ୍ଲୁଏଚଓ ବିଶେଷଜ୍ଞ ଦଳ

ବେଜିଂ : କରୋନା ଭାଇରସ ସମଗ୍ର ବିଶ୍ୱରେ ବ୍ୟାପିଚାଲିଥିବାବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ)ର ଏକ ଦୁଇଜଣିଆ ବିଶେଷଜ୍ଞଦଳ କରୋନା ଉତ୍ପତ୍ତିସ୍ଥଳ ସଂପର୍କରେ ଗବେଷଣା କରିବାକୁ ଚୀନରେ ପହଞ୍ଚିଛନ୍ତି । ବିଶ୍ୱରେ କରୋନା ଭାଇରସ ଟୀକା ପ୍ରସ୍ତୁତି ପାଇଁ ଏହାର ଉତ୍ପତ୍ତିସ୍ଥଳ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟରେ ୯ ହଜାର ଟପିଲା ସୁସ୍ଥ ସଂଖ୍ୟା, ଆଜି ସୁସ୍ଥ ହେଲେ ୫୦୫ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଆଜି ରାଜ୍ୟରେ ୨୦ଟି ଜିଲ୍ଲାରୁ ୫୦୫ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି | ନୂତନ ସୁସ୍ଥଙ୍କୁ  ମିଶାଇ ଆଜି ରାଜ୍ୟରେ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ୯ହଜାର ଟପିଛି | ୯୨୫୫ରେ ପହଞ୍ଚିଛି ମୋଟ ସୁସ୍ଥ ସଂଖ୍ୟା | ତେବେ ସୁସ୍ଥ ୫୦୫ ଜଣଙ୍କ ମଧ୍ୟରେ ଗଞ୍ଜାମରୁ ୨୪୮ଜଣ, ସୁନ୍ଦରଗଡ଼ରୁ…
ଅଧିକ ଖବର ଦେଖନ୍ତୁ...

ରାଜସ୍ଥାନ: ଥମୁନି ଗେହଲଟ୍‌ ପାଇଲଟ୍‌ ବିବାଦ; ରିସୋର୍ଟକୁ ସ୍ଥାନାନ୍ତର ହେଲେ କଂଗ୍ରେସ ବିଧାୟକ

ଜୟପୁର: ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ଓ ଉପ ମୁଖ୍ୟମନ୍ତ୍ରୀ ସଚିନ୍‌ ପାଇଲଟ୍‌ଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ କ୍ରମେ ତୀବ୍ର ହେଉଥିବାରୁ କଂଗ୍ରେସ ବିଧାୟକମାନଙ୍କୁ ଏକାଠି ରଖିବା ପାଇଁ ଏକ ରିସୋର୍ଟକୁ ବସ୍‌ ଯୋଗେ ପଠାଇ ଦିଆଯାଇଛି। ଖୋଦ୍‌ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌…
ଅଧିକ ଖବର ଦେଖନ୍ତୁ...

ସହକର୍ମୀଙ୍କୁ ଯୌନ ନିର୍ଯାତନା ମାମଲା : ଆୟୁଷ ନିର୍ଦ୍ଦେଶକଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

ଭୁବନେଶ୍ୱର: ଗତ ଜୁଲାଇ ୧୦ତାରିଖରେ ମହିଳା ଠିକା କର୍ମଚାରୀଙ୍କୁ ଯୌନ ନିର୍ଯାତନା ମାମଲାରେ ଗିରଫ ହୋଇଥିଲେ ବରିଷ୍ଠ ଓଏଏସ୍‌ ଅଫିସର୍‌ ତଥା ଆୟୁଷ ନିର୍ଦ୍ଦେଶକ ବିଭୂ ପ୍ରସାଦ ଷଡ଼ଙ୍ଗୀ। ପୁଲିସ୍‌ ତାଙ୍କ ବିରୋଧରେ ଆଇଟି ଆକ୍ଟ ସହ ଆଇପିସି ଦଫା ୩୫୪(ଡି), ୨୯୪, ୫୦୬, ୫୦୭, ୫୦୯ରେ ମାମଲା ରୁଜୁ…
ଅଧିକ ଖବର ଦେଖନ୍ତୁ...