Daily Archives

August 2, 2020

ମହିଳା ଆଇପିଏଲ ନିଶ୍ଚିତ ଭାବେ ଆୟୋଜନ ହେବ : ଗାଙ୍ଗୁଲି

ମୁମ୍ବାଇ : ଏବର୍ଷ ମହିଳା ଆଇପିଏଲ ଆୟୋଜନ କରାଯିବ ବୋଲି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ସୂଚନା ଦେଇଛନ୍ତି । ଏହା ସହିତ ମହିଳା ଆଇପିଏଲକୁ ନେଇ ଗତ କିଛି ସପ୍ତାହ ଧରି ଚାଲିଥିବା ଅନିଶ୍ଚିତତାର ଅନ୍ତ ଘଟିଛି । ଆଜି ବିସିସିଆଇର ଗଭର୍ଣ୍ଣିଂ କାଉନସିଲ ବୈଠକ ପୂର୍ବରୁ ସେ କହିଛନ୍ତି ଯେ…
ଅଧିକ ଖବର ଦେଖନ୍ତୁ...

୨ ରୁ ୬ ଯାଏ ପ୍ରବଳ ବର୍ଷାରେ ଭିଜିବ ସାରା ରାଜ୍ୟ: ଆଜି ୧୧ ଜିଲ୍ଲାରେ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ସମ୍ଭାବନା;…

ଭୁବନେଶ୍ବର: ୨ ରୁ ୬ ଯାଏ ପ୍ରବଳ ବର୍ଷାରେ ଭିଜିବ ସାରା ରାଜ୍ୟ। ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ (ଆଜି) ରାଜ୍ୟର କୋରାପୁଟ, ମାଲକାନଗିିରି, ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ବୌଦ୍ଧ, ଦେବଗଡ଼, ଢ଼େଙ୍କାନାଳ, କେନ୍ଦୁଝର, ମୟୁରଭଞ୍ଜ ଏବଂ ଜଗତସିଂପୁର ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର…
ଅଧିକ ଖବର ଦେଖନ୍ତୁ...

‘ବିସିଜି’ ଟିକା କୋଭିଡ୍-୧୯ ବିସ୍ତାର ମନ୍ଥର କରିପାରେ, କିନ୍ତୁ ପ୍ରତିକାର ନିମନ୍ତେ ‘କୁହୁକ ଗୁଳି’ ନୁହେଁ: ଗବେଷଣା

ନୂଆଦିଲ୍ଲୀ: ‘ବିସିଜି’ ଟିକା କରୋନାଭାଇରସ୍‌ଜନିତ ରୋଗ ସଂକ୍ରମଣ ଓ ମୃତ୍ୟୁ ହ୍ରାସ କରି ପାରେ ବୋଲି ବୈଜ୍ଞାନିକମାନେ ଗବେଷଣା କରି ଜାଣିପାରିଛନ୍ତି। ‘ବିସିଜି’ ଟିକା ନେବାର ପ୍ରଥମ ୩୦ ଦିନରେ ଏହାର ଉତ୍ତମ ପ୍ରଭାବ ରହୁଛି। ‘ଆମେରିକାନ୍ ଆସୋସିଏସନ୍ ଫର୍ ଦି ଆଡ୍‌ଭାନ୍‌ସ୍‌ମେଣ୍ଟ୍‌…
ଅଧିକ ଖବର ଦେଖନ୍ତୁ...

କରୋନା ପଜିଟିଭଙ୍କର ଆମ୍ବୁଲାନ୍ସରେ ମୃତ୍ୟୁ ହେବା ପରେ ଛାଡି ପଳାଇଲେ କର୍ମଚାରୀ

ପାଟନା: କରୋନା ମହାମାରୀର ଭୟ ମଧ୍ୟରେ କେତେକ ଲୋକଙ୍କ ମଧ୍ୟରେ ଥିବା ମାନବିକତାକୁ ନଷ୍ଟ କରିଦେଇଛି | ବିହାରର ସୁପୋଲରେ ଚିକିତ୍ସିତ ହେବାକୁ ଯାଉଥିବା କରୋନା ସଂକ୍ରମିତଙ୍କ ମୃତ୍ୟୁ ପରେ ସ୍ୱାସ୍ଥ୍ୟ କର୍ମୀମାନେ ଆମ୍ବୁଲାନ୍ସ ଛାଡି ପଳାଇଥିଲେ। ମିଳିଥିବା ସୂଚନା ମୁତାବକ ଜନୈକ ବ୍ୟକ୍ତିଙ୍କ ସହ…
ଅଧିକ ଖବର ଦେଖନ୍ତୁ...

ହେବ କି ଅନାବୃଷ୍ଟି ସଂକଟ: ଶୁଖିଲା ପଡ଼ିଛି ଖୋର୍ଦ୍ଧା ଜିଲ୍ଲାର ୪୨ ହଜାର ହେକ୍ଟର ଚାଷ ଜମି

ଖୋର୍ଦ୍ଧା: ଯଦି ୫ ତାରିଖ ମଧ୍ୟରେ ବର୍ଷା ନହୁଏ ତେବେ ଜିଲ୍ଲାର ମୋଟ ଚାଷ ଜମିର ୪୦ ଭାଗ ଜମିରେ ତଳି ଶୁଖିଯିବ। ଜିଲ୍ଲାର ୮ଟି ବ୍ଲକରେ ସମ୍ଭାବ୍ୟ ‘ଗଜାମରୁଡ଼ି’ ପ୍ରତି ସତର୍କ ଦୃଷ୍ଟି ରଖିବାକୁ ଅଧସ୍ତନ ଅଧିକାରୀ ଓ କର୍ମଚାରୀଙ୍କୁ ଜିଲ୍ଲା କୃଷି ବିଭାଗ ନିର୍ଦ୍ଦେଶ ଦେଇଛି। ଜିଲ୍ଲାରେ ମୋଟ…
ଅଧିକ ଖବର ଦେଖନ୍ତୁ...

କୂଅରୁ ମିଳିଲା ନବଜାତ ଶିଶୁର ମୃତଦେହ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ କୁଶଙ୍ଗ ପଞ୍ଚାୟତର ଭଗାମୁଣ୍ଡା ଗ୍ରାମରେ ଥିବା ଏକ ପରିତ୍ୟକ୍ତ କୂଅରୁ ରବିବାର ସକାଳୁ ଏକ ନବଜାତ ଶିଶୁର ମୃତଦେହ ଭାସୁଥିବା  ଦେଖିବାକୁ ମିଳିଛି। ଏକଥା ପ୍ରଘଟ ହେବାପରେ ତାହା ଦେଖିବାକୁ ଆଖପାଖ ଅଞ୍ଚଳର ଲୋକଙ୍କ ଭିଡ ଜମିଥିଲା। ଏହି…
ଅଧିକ ଖବର ଦେଖନ୍ତୁ...

ଚନ୍ଦ୍ରଯାନ-୨ରେ ପ୍ରେରିତ ରୋଭର୍ ‘ପ୍ରଜ୍ଞାନ’ ଅତୁଟ ଅଛିକି? ‘ନାସା’ର ନୂତନ ଫଟୋଚିତ୍ରକୁ ଅନୁଧ୍ୟାନ କରୁଛି ‘ଇସ୍ରୋ’

ବେଙ୍ଗାଲୁରୁ: ଗତବର୍ଷ ‘ନାସା’ ଉତ୍ତୋଳନ କରିଥିବା ଫଟୋଚିତ୍ରରୁ ଚନ୍ଦ୍ରପୃଷ୍ଠରେ ପଡ଼ିଥିବା ଲ୍ୟାଣ୍ଡର୍ ବିକ୍ରମର ଭଗ୍ନାଂଶ ଚିହ୍ନଟ କରିଥିବା ଚେନ୍ନାଇ ଇଞ୍ଜିନିୟର୍ ଶାନମୁଗା ସୁବ୍ରମଣିୟାନ୍ ଏଇ ମେ ମାସରେ ‘ନାସା’ ରିଲିଜ୍ କରିଥିବା ନୂଆ ଫଟୋରୁ ରୋଭର୍‌ ପ୍ରଜ୍ଞାନ ସମ୍ବନ୍ଧରେ କିଛି ତଥ୍ୟ…
ଅଧିକ ଖବର ଦେଖନ୍ତୁ...

ନଥିଲା ରାସ୍ତା ଓ ଆମ୍ବୁଲାନ୍ସର ସୁବିଧା, ଖଟିଆରେ ନଦୀ ପାର ହୋଇ ଡାକ୍ତରଖାନାରେ ପହଞ୍ଚିଲେ ଗର୍ଭବତୀ ମହିଳା

ନୂଆଦିଲ୍ଲୀ: ଆଜି ଭାରତ ବିକାଶ ପଥରେ ଆଗେଇ ଚାଲିଥିଲେ ମଧ୍ୟ ଦେଶରେ ଏବେ ମଧ୍ୟ ଅନେକ ଅଞ୍ଚଳରେ ରାସ୍ତା ନଥିବା ସହ ପରିବହନର ସୁବିଧା ନାହିଁ। ଲୋକଙ୍କୁ ଜରୁରୀ ସେବା ପାଇଁ ପଙ୍କ-କାଦୁଅ ରାସ୍ତା ବା ନଦୀ ପାର ହେବାକୁ ପଡ଼ୁଛି। ଯାହାର ଏକ ଜ୍ବଳନ୍ତ ଉଦାହରଣ ଛତିଶଗଡ଼ରେ ଦେଖିବାକୁ ମିଳିଛି। …
ଅଧିକ ଖବର ଦେଖନ୍ତୁ...

ଡାକ୍ତରଖାନାରୁ ଡିସଚାର୍ଜ ହେଲେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ: ଆଜି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି। ଗୁରୁବାର ଦିନ ତାଙ୍କୁ ନିୟମିତ ଯାଞ୍ଚ ପାଇଁ ଦିଲ୍ଲୀର ସାର୍ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲ ଦ୍ୱାରା ଦିଆଯାଇଥିବା ସୂଚନ‌ା ଅନୁଯାୟୀ, ଜୁଲାଇ ୩୦ରେ ସନ୍ଧ୍ୟା ୭ଟା…
ଅଧିକ ଖବର ଦେଖନ୍ତୁ...

ଶିକ୍ଷକମାନଙ୍କୁ ଅନ୍‌ଲାଇନ୍‌ ତାଲିମ୍ ଦିଆଯିବ, ଦୁଇ ଦିନ ଭିତରେ +୨ ନାମଲେଖା ବିଜ୍ଞପ୍ତି ପ୍ରକାଶ ପାଇବ

ଭୁବନେଶ୍ବର: ରାଜ୍ୟରେ ଶିକ୍ଷକମାନଙ୍କୁ ଅନ୍‌ଲାଇନ୍‌ ତାଲିମ ଦିଆଯିବା ଉପରେ ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି। ଏଥିଲାଗି ଅଗଷ୍ଟ ୪ ତାରିଖରୁ ୫ ଦିନ ଧରି ଶିକ୍ଷକଙ୍କୁ ଦିଆଯିବ ଅନ୍‌ଲାଇନ୍‌ ତାଲିମ ଦିଆଯିବ ବୋଲି ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି ।…
ଅଧିକ ଖବର ଦେଖନ୍ତୁ...